ରିଲିଜର ଦୁଇ ସପ୍ତାହ ପରେ ବି କମିନି କ୍ରେଜ୍, ଭାରତରେ ୨୫୦ କୋଟି ବ୍ୟବସାୟ କଲାଣି ‘ଅବତାର ୨’ !
ବମ୍ବେ: ରିଲିଜ ହେବାର ଦୁଇ ସପ୍ତାହ ବିତିଥିଲେ ହେଁ ଭଲ ବ୍ୟବସାୟ କରୁଛି ହଲିଉଡ ଫିଲ୍ମ ‘ଅବତାର: ଦ ଓ୍ବେ ଅଫ୍ ଓ୍ବାଟର’। କାହାଣୀର ପୃଷ୍ଠଭୂମୀ ରୋମାଞ୍ଚକର ହୋଇଥିବାରୁ ସିନେମାଘରଗୁଡ଼ିକରେ ଦର୍ଶକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ରବିବାର ଫିଲ୍ମଟି ୨୫-୨୬…
ସେନ ଓ୍ବାର୍ନଙ୍କ ସମ୍ମାନର୍ଥେ କ୍ରିକେଟ୍ ଅଷ୍ଟ୍ରେଲିଆ ନେଲା ବଡ଼ ନିଷ୍ପତ୍ତି
ମେଲବୋର୍ନ,୨୬।୧୨: ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର ସ୍ବର୍ଗତ ଅଷ୍ଟ୍ରେଲୀୟ ସ୍ପିନର ସେନ୍ ୱାର୍ନଙ୍କୁ ସମ୍ମାନିତ କରିବା ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଏକ ବଡ଼ ନିଷ୍ପତ୍ତି ନେଇଛି। କ୍ରିକେଟ ଅଷ୍ଟ୍ରେଲିଆ ବର୍ତ୍ତମାନ ଦ୍ୱିତୀୟ ସମ୍ମାନଜନକ ପୁରସ୍କାର ଅଷ୍ଟ୍ରେଲିଆ ପୁରୁଷ ଟେଷ୍ଟ ପ୍ଲେୟାର…
ଗେମ୍ ଖେଳୁଥିବାବେଳେ ମା’ ମୋବାଇଲ୍ ଛଡାଇ ନେବାରୁ ଆତ୍ମହତ୍ୟା କଲେ ନାବାଳକ
ଲକ୍ଷ୍ନୌ,୨୬।୧୨: ଆଜିକାଲି ଅନଲାଇନ ଗେମ ଖେଳିବା ଅନେକ ପିଲାଙ୍କ ଅଭ୍ୟାସରେ ପରିଣତ ହୋଇଛି। ଗେମ୍ ଖେଳିବାରେ ପିଲାମାନେ ଏତେ ମଜ୍ଜି ଯାନ୍ତି ଯେ,ସେମାନେ ଅନ୍ୟ କିଛି ବୁଝନ୍ତି ନାହିଁ। ଉତ୍ତରପ୍ରଦେଶର ଲକ୍ଷ୍ନୌର ହୁସେନାଞ୍ଜ ପୋଲିସ ଷ୍ଟେଶନର ଚିଟୱାପୁର ଅଞ୍ଚଳରେ ଏଭଳି ଏକ…
ତୁନିଶାଙ୍କ ମୃତ୍ୟୁ ପରେ ଶୁଟିଂସେଟ୍ରେ ବଢୁଛି ଭୟ
ମୁମ୍ବାଇ: ୨୦ ବର୍ଷ ବୟସରେ ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି। ତୁନିଶାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି। ଅଭିନେତ୍ରୀ କିପରି ଏପରି ଭୟଙ୍କର ପଦକ୍ଷେପ ନେଲେ ତାହା କେହି ବୁଝି ପାରୁନାହାନ୍ତି। ତେବେ ଇଣ୍ଡଷ୍ଟ୍ରିରେ ଏହା ପ୍ରଥମ ଘଟଣା…
ବିହାରରେ ୪ ବିଦେଶୀ ପର୍ଯ୍ୟଟକ କରୋନା ଚିହ୍ନଟ
ପାଟନା,୨୬।୧୨: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ପ୍ରବଚନ ଶୁଣିବା ପାଇଁ ଗୟାରେ ଏକାଠି ହୋଇଥିବା ଭକ୍ତଙ୍କ ମଧ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଡିସେମ୍ବର ୨୩ରେ, ଗୟାକୁ ଆସିଥିବା ବିଦେଶୀ ନାଗରିକଙ୍କ କରୋନା ଟେଷ୍ଟ କରାଯାଇଥିଲା, ସେଥିମଧ୍ୟରୁ ଚାରିଜଣଙ୍କ ରିପୋର୍ଟ ପଜିଟିଭ୍…
ରେଲୱେ ଭ୍ରଷ୍ଟାଚାର ମାମଲାରେ ଲାଲୁଙ୍କ ବିରୋଧରେ ସିବିଆଇ କରିବ ଯାଞ୍ଚ
ନୂଆଦିଲ୍ଲୀ,୨୬ ।୧୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢିପାରେ । କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ) ତାଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲାର ପୁନଃ ଯାଞ୍ଚ ଆରମ୍ଭ କରି ଦେଇଛି । ଏହା ହେଉଛି ରେଲୱେ ପରିଯୋଜନାରେ ଭ୍ରଷ୍ଟାଚାର ମାମଲା…
ଠକେଇ ଅଭିଯୋଗରେ ଭିଡିଓକନ ମାଲିକ ଗିରଫ
ମୁମ୍ବାଇ,୨୬।୧୨: ଆଇସିସିଆଇ ବ୍ୟାଙ୍କ ଠକେଇ ମାମଲାରେ ଭିଡିଓକନ ମାଲିକ ଭେନୁଗୋପାଲ ଧୁତଙ୍କୁ ଗିରଫ କରାଯାଇଛି। ତାଙ୍କୁ ସୋମବାର ମୁମ୍ବାଇରେ ସିବିଆଇ ଗିରଫ କରିଛି। ଭିଡିଓକନ ଋଣ ମାମଲାରେ ଗିରଫ ହୋଇଥିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ତଥା ଏମଡି ଚନ୍ଦା କୋଚର…
ମୃତ୍ୟୁର ୧୫ ମିନିଟ୍ ପୂର୍ବରୁ ବୟଫ୍ରେଣ୍ଡଙ୍କ ସହ ଏକାଠି ଖାଇଥିଲେ ତୁନିଶା
ଟିଭି ଅଭିନେତ୍ରୀ ତୁନିଶା ଶର୍ମା ଲୋକପ୍ରିୟ ଟିଭି ଶୋ’ ଅଲି ବାବା: ଦସ୍ତାନ-ଏ-କାବୁଲର ସେଟରେ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାରେ ସ୍ବର୍ଗତ ଅଭିନେତ୍ରୀଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କ ପ୍ରେମିକ ଶିଜାନ ଖାନଙ୍କ ବିରୋଧରେ ଆତ୍ମହତ୍ୟା କରିଥିବା ଅଭିଯୋଗ ମାମଲା…
‘ଲଭ୍-ଜିହାଦ’, ଜବରଦସ୍ତିର ସଙ୍କେତ ନାହିଁ
ମୁମ୍ବାଇ: ‘ଅଲି ବାବା: ଦସ୍ତାନ-ଏ-କାବୁଲ’ରେ ରାଜକୁମାରୀ ମରିୟମ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତେ ତାଙ୍କ ପରିବାର ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ଅଭିନେତ୍ରୀଙ୍କ ଆତ୍ମହତ୍ୟା ପଛର କାରଣକୁ…
ଜମା ହୋଇଛି ୪.୫କୋଟି, ଖୋଳାଯାଉନି ନଳକୂପ
ସୋନପୁର,୨୬।୧୨(ନି.ପ୍ର.):ସରକାର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଓ ଉତ୍ପାଦନ ବୃଦ୍ଧି କଥା କହୁଛନ୍ତି। ଚାଷ ଜମିକୁ ଜଳସେଚନ ପାଇଁ ଅଗ୍ରାଧିକାର ଦିଆଯାଉଥିବା କୁହାଯାଉଛି। କିନ୍ତୁ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ସୁବର୍ଣ୍ଣପୁର ଜିଲାର ୩୦୦୫ ଜଣ ଚାଷୀ ଗଭୀର ନଳକୂପ ଖନନ…
କାର୍-ବାଇକ୍ ମୁହାଁମୁହିଁ ଧକ୍କା
ଭଦ୍ରକ ଅଫିସ,୨୬ା୧୨: ୧୬ ନଂ. ଜାତୀୟ ରାଜପଥର ଭଦ୍ରକ ଗେଲପୁର ଠାରେ ଘନ କୁହୁଡି ଯୋଗୁ କାର୍ ଓ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ କାର୍ ଚାଳକ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। କଟକ…
ଦୋକାନ ଛାତ ଉପରକୁ ଚଢିଗଲା ଷଣ୍ଢ: ଆଉ ତା’ପରେ…
ସୋସିଆଲ ମିଡିଆରେ ପ୍ରାୟତଃ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ,ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଥାଏ। ନିକଟରେ ଷଣ୍ଢର ଏକ ଭିଡିଓ ଭାଇରାଲ ହୋଇଛି। ସାଧାରଣତଃ ରାସ୍ତାରେ ଷଣ୍ଢ ଯାଉଥିବାବେଳେ ଆକ୍ରମଣ ଭୟରେ ଲୋକେ ଷଣ୍ଢଠାରୁ ଦୂରେଇ ରହିବା ଆରମ୍ଭ କରନ୍ତି। କିନ୍ତୁ…
Archives


