Home Left

୨୦୨୩ରେ ମାନ୍ଦାବସ୍ଥା ଆଶଙ୍କା

ଓ୍ବାଶିଂଟନ,୨୭ା୧୨:ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସୁଧହାର ବୃଦ୍ଧି କରାଯାଉଛି। ଏହି ଉଚ୍ଚ ସୁଧହାର ଯୋଗୁ ୨୦୨୩ରେ ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ମୁହଁାଇବ ବୋଲି ସେଣ୍ଟର ଫର୍‌ ଇକୋନୋମିକ୍ସ ଆଣ୍ଡ ବିଜ୍‌ନେସ ରିସର୍ଚ୍ଚ (ସିଇବିଆର୍‌) ପକ୍ଷରୁ…

ହିମଝଡ଼ ନେଲାଣି ୪୮ ଜୀବନ

ନୁୟର୍କ,୨୭ା୧୨: ଆମେରିକାରେ ଭୟଙ୍କର ହିମଝଡ଼ରେ ୪୮ ଜଣଙ୍କ ଜୀବନ ଗଲାଣି। ହିମଝଡ଼ ଯୋଗୁ ଆମେରିକା ଏକ ଡିପ୍‌ ଫ୍ରିଜ୍‌ରେ ପରିଣତ ହୋଇଛି। ୪୮ଟି ରାଜ୍ୟରେ ତାପମାତ୍ରା ବିଯୁକ୍ତ ଡିଗ୍ରୀ ରହିଛି। ତୁଷାରରେ ଅନେକ ଘର ପୋତିହୋଇପଡ଼ିବା ସହ ପ୍ରାୟ ୧୭ ଲକ୍ଷ…

ଆମେରିକା ପରେ ଜାପାନ, ଅଷ୍ଟ୍ରିୟାରେ ଶୀତ ପ୍ରକୋପ, ବରଫ ଝଡ଼ରେ ୪୧ ଆମେରିକୀୟଙ୍କର ମୃତ୍ୟୁ

ନ୍ୟୁୟର୍କ/ଟୋକିଓ/ଫ୍ରାଙ୍କଫୋର୍ଟ.୨୭ ।୧୨: ବିଶ୍ୱର କିଛି ଅଂଶରେ ଶୀତ ପ୍ରକୋପ ବଢିବା ସହ ବରଫ ଝଡ଼ ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଆମେରିକାରେ ହୋଇଥିବା ଘୂର୍ଣ୍ଣିଝଡ଼ ‘ବମ’ ପ୍ରଭାବରେ ଏବେ ପର୍ଯ୍ୟନ୍ତ ୪୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି…

ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବେନି ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୨୭।୧୨: ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବାକୁ ମନା କରି ଦେଇଛନ୍ତି ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀ । ପୂର୍ବରୁ ସୂଚନା ମିଳିଥିଲା ଯେ, ଜୟନ୍ତ, ମାୟାବତୀ ଏବଂ ଅଖିଳେଶ ଯାଦବଙ୍କୁ ଏହି ଯାତ୍ରାରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥିଲା।…

ଝିଅର ଅଶ୍ଳୀଳ ଭିଡିଓ ପୋଷ୍ଟକୁ ବିରୋଧ କରିବାରୁ ଯବାନଙ୍କୁ ପିଟିପିଟି ହତ୍ୟା

ଅହମ୍ମଦାବାଦ୍‌,୨୭।୧୨: ଗୁଜରାଟର ନାଡିଆଦର ଚାକଲାସୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଝିଅର ଅଶ୍ଳୀଳ ଭିଡିଓ ପୋଷ୍ଟକୁ ବିରୋଧ କରିବାରୁ ସୀମା ସୁରକ୍ଷା ବାହିନୀ ଯବାନଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତ ଯବାନ ଜଣଙ୍କ ଭାନିପୁର ଗ୍ରାମରେ ଅନଲାଇନରେ ଭିଡିଓ…

ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ: ଚାଲିଗଲା ୧୨ ଜୀବନ

ଖାର୍ତୋମ,୨୭।୧୨: ଗତ କିଛି ଦିନ ହେବ ସୁଦାନର ଡାରଫୁର ଅଞ୍ଚଳରେ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଡାରଫୁରରେ ଥିବା ଶରଣାର୍ଥୀ ତଥା ବିସ୍ଥାପିତ ସହାୟତା ଗୋଷ୍ଠୀ ଜେନେରାଲ କୋର୍ଡିନେସନ ମୁଖପାତ୍ର ଆଡାମ ରିଗେଲ କହିଛନ୍ତି,…

ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ଫୋନ୍‌ରେ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ୟୁକ୍ରେନ ରାଷ୍ଟ୍ରପତି ଟୁଇଟ୍‌ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ରେ କଥା ହୋଇ ତାଙ୍କୁ ଜି…

ମାନବାଧିକାର କମିଶନ ସଦସ୍ୟା ପରିଚୟ ଦେଇ ଠକେଇ, ୩ ଅଟକ

ବଲସକୁମ୍ପା,୨୬ା୧୨: କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ବେସରକାରୀ ଭାବେ ଚାଷୀମାନଙ୍କଠାରୁ ବିଭିନ୍ନ ପ୍ରମାଣପତ୍ର ସଂଗ୍ରହ କରି ପଞ୍ଜୀକରଣ କରୁଥିବା ଅଭିଯୋଗରେ ପୋଲିସ ୨ଜଣ ଯୁବକଙ୍କ ସମେତ ଜଣେ ମହିଳାଙ୍କୁ ଅଟକ ରଖିଛି। ତେବେ ମହିଳା ଜଣଙ୍କ ନିଜକୁ ଜଣେ…

ସୁଶାନ୍ତଙ୍କ ହତ୍ୟା ମାମଲାକୁ ନେଇ ପୋଷ୍ଟମର୍ଟମ କର୍ମଚାରୀଙ୍କ ବଡ଼ ଖୁଲାସା…

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗିରହିଥିବା ବେଳେ ମୃତ୍ୟୁର ଦୁଇ ବର୍ଷ ପରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ମୃତଦେହ ପୋଷ୍ଟମର୍ଟମ ପରିଚାଳନା କରିଥିବା କର୍ମଚାରୀ ଅଭିନେତାଙ୍କ ମୃତ୍ୟୁକୁ ନେଇ…

ଋଷିକୁଲ୍ୟାରେ ବିଦେଶୀ ପକ୍ଷୀଙ୍କ ସମାଗାମ

ଗଞ୍ଜାମ,୨୬ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ଋଷିକୁଲ୍ୟା ନଦୀରେ ବିଦେଶୀ ପକ୍ଷୀଙ୍କ ସମାଗାମ ହୋଇଥିବା ଦେଖିବାକୁ ମିଳିଛି। ଖାଦ୍ୟ ଅନ୍ବେଷଣରେ ସେମାନେ ଶୀତରେ ହଜାର ହଜାର କିଲୋମିଟର ଅତିକ୍ରମ କରି ଓଡ଼ିଶାର ବିଭିନ୍ନ ଜଳାଶ୍ରୟକୁ ଆସିଥାନ୍ତି ବୋଲି ଗଞ୍ଜାମର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବାଧାରକ ରବୀନ୍ଦ୍ର…

ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି, ୨୬ା୧୨ (ଡି.ଏନ୍‌.ଏ): ପାରଳାଖେମୁଣ୍ଡି ଜିଲ ଦୋରାଜଜ୍‌ ପ୍ରଣବ କୁମାର ରାଉତରାୟ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ସାମୁଏଲ ପାଲକାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୨୦ ମସିହାରେ କାଶୀନଗର ଥାନା ଅନ୍ତର୍ଗତ ହାଡ଼ୁଭଙ୍ଗୀ…

ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ

ବାରିପଦା ଅଫିସ,୨୬।୧୨: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ(୨) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ ଡ.ଦୀପକ ରଞ୍ଜନ ସାହୁ ଏହାର ବିଚାର କରି ଅଭିଯୁକ୍ତଙ୍କୁୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri