ଟୋକିମରା, ଧାଙ୍ଗଡି ଦୋଳା ପରବ ଉଦ୍ଯାପିତ: ନାଚ, ଗୀତରେ ଝୁମିଲେ ଆଦିବାସୀ
କୋକସରା,୨ା୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମରେ ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ଦୁଇଦିନିଆ ଟୋକିମରା ଓ ଧାଙ୍ଗଡି ଦୋଳା ପରବ ମହାସମାରୋହରେ ପାଳିତ ହୋଇଯାଇଛି। ଟୋକିମରା ପରବ ପାଇଁ ବିଗତ ସପ୍ତାହେ ଧରି…
ଓସିଏସ୍ ଆଶାୟୀଙ୍କୁ ପୁଣିଥରେ ପରୀକ୍ଷା ଦେବାକୁ ମିଳିବ ସୁଯୋଗ
ଭୁବନେଶ୍ୱର,୨।୧(ବ୍ୟୁରୋ): ଓସିଏସ୍ ଆଶାୟୀଙ୍କୁ ପୁଣିଥରେ ସୁଯୋଗ ମିଳିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୯,୨୦୨୦ ଏବଂ ୨୦୨୧ରେ ପରୀକ୍ଷା ଦେଇଥିବା ଓଡ଼ିଶା ସିଭିଲ ସର୍ଭିସ ଆଶାୟୀଙ୍କୁ ଆଉଥରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ। ବୟସ ଅତିକ୍ରମ କରିଥିଲେ ବି ପରୀକ୍ଷାର୍ଥୀମାନେ…
ମହିଳାଙ୍କ ଶାଢ଼ୀ ଟାଣି ଯୁବକଙ୍କୁ ମାଡ଼: ସମିତି ସଭ୍ୟଙ୍କ ନାମରେ ମାମଲା
ବଡ଼ଗାଁ,୨।୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିମନା ଗ୍ରାମର ଚାଟଲି ପାହାଡ଼ ତଳେ ରବିବାର ସାରେ ସ୍ଥାନୀୟ ସମିତି ସଭ୍ୟ ସଞ୍ଜୟ ଗନ୍ଧାଙ୍କ ସହିତ ୧୨ଯୁବକ ଜଣେ ଯୁବକଙ୍କୁ ମାଡ଼ ମାରିବା ଓ ତନ୍ମଧ୍ୟରୁ କେତେକ ଯୁବକ ଜଣେ ମହିଳାଙ୍କ…
ବାଇକ୍କୁ ଧକ୍କା ଦେଇ ୬ ଫୁଟ ତଳକୁ ଖସିଲା କାର୍: ଜଣେ ମୃତ, ୪ ଆହତ
ଦିଗପହଣ୍ଡି,୨ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ରାଜନପଲ୍ଲୀ ଗ୍ରାମ ନିକଟ ୩୨୬ନଂ. ଜାତୀୟ ରାଜପଥରେ ଏକ ବାଇକ୍କୁ କାର ଧକ୍କା ଦେଇ ୬ ଫୁଟ ତଳକୁ ଖସି ପଡ଼ିଛି। ସୋମବାର ଏହି ଦୁର୍ଘଟଣା ଘଟିଛି। ଏଥିରେ ବାଇକ୍ ଚାଳକଙ୍କ…
ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେନାହିଁ ରାକେଶ ଟିକାୟତ
ନୂଆଦିଲ୍ଲୀ,୨।୧: ଚାଷୀ ନେତା ରାକେଶ ଟିକାୟତ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ନାହିଁ। ସୋମବାର ଚାଷୀ ନେତା କହିଛନ୍ତି, ସେ କଂଗ୍ରେସର ଭାରତ ଯୋଡା ଯାତ୍ରାରେ ଯୋଗ ଦେଉନାହାନ୍ତି। ଭାରତୀୟ କିଷାନ ୟୁନିୟନ କର୍ମୀମାନେ ଅଂଶଗ୍ରହଣ କରିପାରିବେ। କିନ୍ତୁ…
ନିଜ କଲେଜ ବସ୍ ଧକ୍କାରେ ଚାଲିଗଲା କର୍ମଚାରୀଙ୍କ ଜୀବନ
ବ୍ରହ୍ମପୁର ଅଫିସ,୨ା୧- ୧୬ ନମ୍ବର ଜାତୀୟ ରାଜପଥ ହଳଦିଆପଦର ବାଇପାସ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। କଲେଜ ବସ୍ ଧକ୍କାରେ ଉକ୍ତ କଲେଜର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଷୋତ୍ତମପୁର ଥାନା ଅଧୀନ ଜାମୁନି…
ମାସେ ହେଲା ନଳକୂପ ଅଚଳ, ନଦୀପାଣି ଉପରେ ଭରସା
ଆନନ୍ଦପୁର/କଣ୍ଟିପାଳ,୨।୧(ସ୍ବ.ପ୍ର./ଡି.ଏନ୍.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତ ବରବେଡ଼ା ସାହିରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସର୍ବସାଧାରଣରେ ବ୍ୟବହାର ପାଇଁ ଥିବା ନଳକୂପ ମାସେ ହେଲା ଅଚଳ ହୋଇପଡିଛି। ନୂଆ ନଳକୂଅର ଖୋଳା କାର୍ଯ୍ୟ ୨ମାସ ହେବ ଶେଷ…
ଦୁବଇରେ ନୂଆବର୍ଷ ପାଳିଲେ କିଆରା-ସିଦ୍ଧାର୍ଥ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନି ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବେ ତାଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏବେ ଏମାନେ ଦୁବଇରେ ନିର୍ଦ୍ଦେଶକ କରନ ଜୋହର ଓ ଫ୍ୟାଶନ ଡିଜାଇନର ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନୂଆବର୍ଷ…
ନିମନ୍ତ୍ରଣ ପାଇ ରାହୁଲଙ୍କୁ କୃତଜ୍ଞତା ଜଣାଇଲେ ମାୟାବତୀ
ନୂଆଦିଲ୍ଲୀ,୨।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଜାନୁୟାରୀ ୩ ଅର୍ଥାତ୍ ମଙ୍ଗଳବାର ଉତ୍ତରପ୍ରଦେଶରେ ପ୍ରବେଶ କରିବ। ଏହି ଯାତ୍ରାରେ ସାମିଲ ହେବାକୁ କଂଗ୍ରେସ ବିଏସ୍ପିକୁ ନିମନ୍ତ୍ରଣ କରିଥିଲା। ତେବେ ବିଏସ୍ପି ମୁଖ୍ୟ ମାୟାବତୀ ବର୍ତ୍ତମାନ ଏହି ନିମନ୍ତ୍ରଣକୁ…
ଚୁମ୍ବନକୁ ନେଇ ଚର୍ଚ୍ଚାରେ ହନି ସିଂ
ମୁମ୍ବାଇ: ଗାୟକ ତଥା ରାପର ହନି ସିଂଙ୍କ ବିବାହ ବିଚ୍ଛେଦ ହୋଇସାରିଛି। ଏହା ପରେ ତାଙ୍କ ଜୀବନକୁ ନୂଆ ପ୍ରେମିକା ଆସିଯାଇଛନ୍ତି। ତାଙ୍କର ନୂଆ ପ୍ରେମିକା ଟିନା ଥଡାନୀଙ୍କ ସହ ହନି ଏକାଠି ନଜର ଆସୁଥିବା ଦେଖିବାକୁ ମିଳୁଛି। ଟିନାଙ୍କ ସହ…
ମେକ୍ସିକୋ ଜେଲରେ ଆଖିବୁଜା ଗୁଳିମାଡ଼: ୧୪ ମୃତ
ଜୁଆରେଜ(ମେକ୍ସିକୋ),୨।୧: ଉତ୍ତର ମେକ୍ସିକୋ ସୀମାନ୍ତ ଜୁଆରେଜ ସହରରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ଆତତାୟୀମାନେ ଏକ ଜେଲରେ ପଶି ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଗୁଳିକାଣ୍ଡ ପରେ ଜେଲରୁ ୨୪ କଏଦୀ ଫେରାର…
ପାକ-ଆଫଗାନ ସୀମାରେ ସୁରକ୍ଷା ବଢାଇବାକୁ ଆମେରିକା କରିବ ଫଣ୍ଡିଂ
ଇସଲାମାବାଦ,୨ ।୧: ପାକିସ୍ତାନ ଓ ଆଫଗାନିସ୍ତାନ ସୀମାରେ ସୁରକ୍ଷା ବଢାଇବାକୁ ଆମେରିକା ତା’ର ବଜେଟରୁ ୧୫ ମିଲିୟନ ଡଲାର(ପ୍ରାୟ ୧୨୦କୋଟି ଟଙ୍କା)କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛି । ଉଭୟ ଦେଶ ମଧ୍ୟରେ ଗଢି ଉଠୁଥିବା ଆତଙ୍କବାଦୀଙ୍କ ବିରୋଧରେ ଆମେରିକାର ଏହି…
Archives


