ଚାକିରି ଦେବା ନାମରେ ଠକେଇ, ଯୁବକ ଗିରଫ
କୋଡ଼ପଡ଼ା/ଆନନ୍ଦପୁର,୭ା୪(ଡି.ଏନ୍.ଏ./ସ୍ବ.ପ୍ର): କେନ୍ଦୁଝର ଜିଲା ଘସିପୁରା ପୋଲିସ ଠକେଇ ଅଭିଯୋଗରେ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଉକ୍ତ ଥାନା ଅନ୍ତର୍ଗତ ବସନ୍ତପୁରା ଗ୍ରାମର ଗୋବିନ୍ଦ ହାସଦା ଓରଫ ମୁନା (୨୭)। ଅଭିଯୁକ୍ତ ୨୦୨୩ ଫେବୃୟାରୀ ୨୪ ତାରିଖରେ ବୀର…
୧୫ ଲୁହାପଥର ବୋଝେଇ ଗାଡ଼ି ଅଟକ
ଆନନ୍ଦପୁର,୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନାରେ ୧୫ ଲୁହାପଥର ବୋଝେଇ ଟ୍ରକ୍ ଓ ୪ ବାଲି ବୋଝେଇ ହାଇଓ୍ବା ଅଟକ ରହିଛି। ଓଭରଲୋଡିଂ କାରଣରୁ ବାଲି ବୋଝେଇ ହାଇଓ୍ବା ଜବତ କରାଯାଇଥିବାବେଳେ ରୁଟ୍ ପରମିଟ୍ ନ ଥିବାରୁ ୧୫ ଲୁହାପଥର ବୋଝେଇ…
ମହାରାଷ୍ଟ୍ରରେ ବଢୁଛି କରୋନା: ଗୋଟିଏ ଦିନରେ ୯୦୦ରୁ ଅଧିକ ମାମଲା, ୩ ମୃତ
ମୁମ୍ବାଇ,୭।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୨୬ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିଯୋଗୁ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୪୪୮୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ କରୋନାରେ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ…
୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେବ ସ୍ବାସ୍ଥ୍ୟ ଉପକେନ୍ଦ୍ର
ବରଗଡ଼ ଅଫିସ, ୭।୪: ବରଗଡ଼ ବ୍ଲକ ତୋରା ଗ୍ରାମରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ସ୍ବାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ହେବ। ଏ ନେଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଶୁକ୍ରବାର ଭୂମି ପୂଜନ କରିଛନ୍ତି । ତୋରାଠାରେ ଏକ…
ଟସ୍ ଜିତି ହାଇଦ୍ରାବାଦର ବ୍ୟାଟିଂ ନିଷ୍ପତ୍ତି
ଲକ୍ଷ୍ନୌ,୭।୪: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ୍ର ୧୦ମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଅଦେନ ମାର୍କ୍ରମ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ କେଏଲ୍ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ…
ଅଦେନ ମାର୍କ୍ରମଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ହାଇଦ୍ରାବାଦ
ଲକ୍ଷ୍ନୌ,୭।୪: ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଆଇପିଏଲ୍ର ୧୦ମ ମ୍ୟାଚ୍ ସନ୍ରାଇଜର୍ସ ହାଇଦ୍ରାବାଦ୍ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ। ଅନ୍ୟପକ୍ଷେ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ହାଇଦ୍ରାବାଦ ଶୁକ୍ରବାର ନୂଆ ଅଧିନାୟକ ଅଦେନ…
ଦେବଭୂମି ଉତ୍ତରାଖଣ୍ଡରେ ଏବେ ଧ୍ୱଂସ ହେବ ଅବୈଧ ଧର୍ମପୀଠ
ଡେରାଡୁନ,୭।୪: ଉତ୍ତରାଖଣ୍ଡରେ କିଛିଦିନ ହେବ ସରକାରୀ ଜମିରେ ଅବୈଧ ଭାବେ ଧର୍ମପୀଠ ନିର୍ମାଣ ହେବା ଦେଖିବାକୁ ମିଳୁଛି। ଏହାକୁ ନେଇ ଏବେ ରାଜ୍ୟ ସରକାର ଖୁବ କଠୋର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସ୍ପଷ୍ଟ କରିଛନ୍ତି କି ଦେବଭୂମି ଉତ୍ତରାଖଣ୍ଡରେ…
ଖୁସି ହେଲେ ସୁନକ
ଲଣ୍ଡନ/ନୂଆଦିଲ୍ଲୀ,୭।୪: ବରିଷ୍ଠ ଲେଖିକା ତଥା ସମାଜସେବି ସୁଧା ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସାମାଜିକ କାର୍ଯ୍ୟ ପାଇଁ ପଦ୍ମ ଭୂଷଣରେ ସମ୍ମାନୀତ କରାଯାଇଛି। ସୁଧା ମୂର୍ତ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ। ସୁଧାଙ୍କ ଝିଅ ଅକ୍ଷରା ମୂର୍ତ୍ତିଙ୍କୁ ବିବାହ…
ମୁମ୍ବାଇ ଜଗନ୍ନାଥ ମନ୍ଦିର ସଭାପତିଙ୍କ ପରଲୋକ
ହିଞ୍ଜିଳିକାଟୁ,୭।୪(ଡି.ଏନ୍.ଏ.): ମୁମ୍ବାଇ ସାକିନାକାସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ତଥା ହିଞ୍ଜିଳିର ଜଣେ ଜଣାଶୁଣା ବ୍ୟକ୍ତି ରମେଶ ମୁନିଙ୍କ ଶୁକ୍ରବାର ପରଲୋକ ହୋଇଛି। ହିଞ୍ଜିଳି ଦେଉଳ ବନ୍ଧରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଖବର ନେଇ ହିଞ୍ଜିଳିକାଟୁ ସମେତ ମୁମ୍ବାଇରେ…
ଦକ୍ଷିଣ ଭାରତରେ ମିଶନାରୀଙ୍କ ଅପେକ୍ଷା ଅଧିକ ସେବା କରିଛନ୍ତି ହିନ୍ଦୁ ଧର୍ମଗୁରୁ: ଭାଗବତ
ଜୟପୁର,୭।୪: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଅରଏସଏସ)ର ସହସଂଘଚାଳକ ଡା. ମୋହନ ଭାଗବତ ଶୁକ୍ରବାର ଜୟପୁରର ଜାମଡୋଲାରେ କେଶବ ବିଦ୍ୟାପୀଠରେ ରାଷ୍ଟ୍ରୀୟ ସେବା ଭାରତିର ସେବା ସଙ୍ଗମର ଉଦଘାଟନ କାର୍ଯ୍ୟକ୍ରମରେ ସମ୍ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଦକ୍ଷିଣ ଭାରତରେ ହିନ୍ଦୁ…
ହତ୍ୟା ଧମକ ମଧ୍ୟରେ ବୁଲେଟ ପ୍ରୁଫ ଗାଡି କିଣିଲେ ସଲମାନ
ମୁମ୍ବାଇ: ଗତ କିଛି ମାସ ହେବ ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ହତ୍ୟା ଧମକ ମିଳୁଛି। ଲରେନ୍ସ ବିଶ୍ନୋଇ ଓ ତାଙ୍କ ଗ୍ୟାଙ୍ଗ ପକ୍ଷରୁ ଏହି ହତ୍ୟା ଧମକ ଦିଆଯାଇଛି। ଲଗାତାର ମିଳୁଥିବା ଧମକ ପରେ ଅଭିନେତାଙ୍କୁ ଓ୍ବାଇ ପ୍ଲସ କାଟାଗୋରୀର…
କାନାଡାରେ ସ୍ଥିତି ସଙ୍ଗିନ, ଘର ଭିତର ଅନ୍ଧାର ବାହାରେ ତୁଷାର ଝଡ଼
ଓଟାଓ୍ବା,୭।୪: କାନାଡାର କ୍ୟୁବେକ ଅଞ୍ଚଳରେ ଗୁରୁବାର ଆସିଥିବା ତୁଷାର ଝଡ଼ରେ ଅତିକମରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏପଟେ ତୁଷାର ଝଡ଼ ଯୋଗୁ ଲକ୍ଷ ଲକ୍ଷ ଘରର ବିଜୁଳି କଟିଯାଇଛି। ତୁଷାର ଝଡ଼ ଯୋଗୁ ରାଜ୍ୟରେ ବିଦ୍ୟୁତ ସେବା…

