Home Left

ଗୁଜରାଟ ବିଧାନସଭା ନିର୍ବାଚନ: ଏଥର ମତଦାତାଙ୍କ ମଧ୍ୟରୁ ଅଧାରୁ ଅଧିକ ୪୦ ବର୍ଷରୁ କମ୍ ବୟସର ଭୋଟର

ଗାନ୍ଧିନଗର,୨୨ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରାୟ ସମସ୍ତ ରାଜନୈତିକ ଦଳ ଯୋରସୋରରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ନିର୍ବାଚନ କମିଶନ ବି ନିର୍ବାଚନ ପ୍ରସ୍ତୁତିକୁ ନେଇ ଲାଗି ପଡିଛନ୍ତି । ଗୁଜରାଟ ବିଧାନସଭାର ଆଗାମୀ ନିର୍ବାଚନ ପାଇଁ…

ଇଣ୍ଡୋନେସିଆ ଭୂକମ୍ପ ତାଣ୍ଡବ: ଗଲାଣି ୧୬୨ ଲୋକଙ୍କ ଜୀବନ, ଏବେ ବି ଅନେକ ନିଖୋଜ

ଜାକର୍ତ୍ତା,୨୨।୧୧: ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ହୋଇଥିବା ଭୂକମ୍ପ ଯୋଗୁ ୧୬୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଶହ ଶହ ଲୋକ ଆହତ ହୋଇଛନ୍ତି ଏବଂ ଅନେକ ଲୋକ ନିଖୋଜ ଅଛନ୍ତି। ଭୂକମ୍ପ ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଛନ୍ତି। ସୋମବାର…

ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ସାବରକର ଗଡସେଙ୍କୁ ବନ୍ଧୁକ ଖୋଜିବାରେ କରିଥିଲେ ସାହାଯ୍ୟ: ତୁଷାର ଗାନ୍ଧୀ

ମୁମ୍ବାଇ,୨୨ ।୧୧: ମହାତ୍ମା ଗାନ୍ଧୀଙ୍କ ଅଣନାତୀ ତୁଷାର ଗାନ୍ଧୀ ଦାବି କରିଛନ୍ତି ଯେ ସ୍ୱତନ୍ତ୍ରତା ସେନାନୀ ବିନାୟକ ଦାମୋଦର ସାବରକର ରାଷ୍ଟ୍ରପିତାଙ୍କ ହତ୍ୟା ପାଇଁ ନାଥୁରାମ ଗଡେସେଙ୍କୁ ଏକ ‘ପ୍ରଭାବଶାଳୀ ବନ୍ଧୁକ ‘ଖୋଜିବାରେ ସାହାଯ୍ୟ କରିଥିଲେ । ଭାରତୀୟ ଜନତା ପାର୍ଟି(ଭାଜପା)ର…

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପୁରୁଣା ଭିଡିଓ ଭାଇରାଲ

ପ୍ୟାରିସ,୨୨ ।୧୧: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ସର୍ବସାଧାରଣରେ ଜଣେ ମହିଳା ଥାପଡ ମାରିଥିଲେ । ମେହର ନ୍ୟୁଜ ଏଜେନ୍ସି ଏକ ଭାଇରାଲ ଭିଡିଓ ଶେୟାର କରି ଏହି ସୂଚନା ଦେଇଛି । ହେଲେ ଏହି ଭିଡିଓଟି ବହୁ ପୁରୁଣା ବୋଲି…

ସୁସ୍ଥ ଅଛନ୍ତି ମୁନ୍‌ମୁନ୍‌

ଦୁର୍ଘଟଣା ପରେ ଏବେ ସୁସ୍ଥ ଅଛନ୍ତି ମୁନ୍‌ମୁନ୍‌। ଜର୍ମାନୀ ଛୁଟି କଟାଇବାକୁ ଯାଇଥିବା ‘ତାରକ ମେହେତାକା ଉଲଟା ଚଷମା’ ସିରିଏଲ୍‌ ଅଭିନେତ୍ରୀ ମୁନ୍‌ମୁନ୍‌ ଦତ୍ତା ନିକଟରେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ବର୍ତ୍ତମାନ ସୁସ୍ଥ ହେବା ପରେ ସେ ଇନଷ୍ଟାଗ୍ରାମରେ ଏକ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ବଡ଼ସାହି,୨୧ା୧୧(ସ୍ବ.ପ୍ର.)- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଞ୍ଚଳର ଜନୈକା ଦିବ୍ୟାଙ୍ଗ ଯୁବତୀଙ୍କୁ ସୋମବାର ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ମାମଲା(ନଂ.୩୧୯/୨୨)ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ଆୟୁଷୀ ହତ୍ୟା ମାମଲା: ବାପା ପରେ ମା’ ଗିରଫ, ଯାଞ୍ଚରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ,୨୧।୧୧: ଉତ୍ତର ପ୍ରଦେଶ ଯମୁନା ଏକ୍ସପ୍ରେସ୍‌ ଓ୍ବେ’ରେ ଶୁକ୍ରବାର ଏକ ସୁଟ୍‌କେସ୍‌ରୁ ଯୁମତୀଙ୍କ ମୃତଦେହ ମିଳିବା ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଯୁବତୀ ଜଣକ ଦିଲ୍ଲୀର ଆୟୁଷୀ ଚୌଧୁରୀ। ବାପା ନୀତେଶ ଯାଦବ ଆୟୁଷୀଙ୍କୁ ଗୁଳି କରି ହତ୍ୟା…

ରକେଟ୍‌ ମାଡ଼ରେ ୩ ମୃତ

ଇସ୍ତାନବୁଲ,୨୧।୧୧: ସିରିଆ ରକେଟ୍‌ ମାଡ଼ରେ ତୁର୍କିର ସୀମାବର୍ତ୍ତୀ ସହର କାରକାମିସରେ ସୋମବାର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ତୁର୍କି ଗୃହମନ୍ତ୍ରୀ ମହମୁତ ଓଜେର ସୂଚନା ଦେଇଛନ୍ତି।…

ସୂଚନା ଅଧିକାର ଆଇନକୁ ଅବମାନନା: ୨୫ରୁ ଧାରଣା

ନୀଳଗିରି, ୨୧।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନୀଳଗିରି ଆଇଟିଡ଼ିଏର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦରେ ତଥ୍ୟ ସୂଚନା ଆଇନ୍‌ ବଳରେ ମାଗିଥିବା ବେଳେ ଉକ୍ତ ତଥ୍ୟ ଦିଆଯିବ ନାହଁି ବୋଲି କାର୍ଯ୍ୟାଳୟ ପକ୍ଷରୁ ରୋକଠୋକ ମନା…

୫୦ କୋଟି ଟଙ୍କାର ଡ୍ରଗ୍ସ, ୪କୁଇଣ୍ଟାଲ ଗଞ୍ଜେଇ ଜବତ: ୫ଗିରଫ

ଗୁଆହାଟୀ ,୨୧।୧୧: ଆସାମର ଚାଚର ଏବଂ କର୍ବି ଆଙ୍ଗ୍‌ଲଙ୍ଗ ଜିଲାରୁ ସୋମବାର ୫୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି। ଏହି ବେଆଇନ ନିଶାଦ୍ରବ୍ୟ ଚୋରା ଚାଲାଣ ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଚାଚର ଜିଲାର ଲକ୍ଷ୍ମୀପୁର…

ସ୍କୁଲରୁ ମିଳିଲା ୩ ଅଫୁଟା ବୋମା: ପୋଲିସର ଯାଞ୍ଚ ଆରମ୍ଭ

କୋଲକାତା,୨୧।୧୧: ପଶ୍ଚିମବଙ୍ଗର ଏକ ସ୍କୁଲରେ ୩ଟି ଅଫୁଟା ବୋମା ଜବତ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ସୋମବାର ହୁଗଳି ଜିଲାର ଚିନସୁରାହ ସ୍ଥିତ ନାଲଡାଙ୍ଗା ନାରାୟଣପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ…

ବିଧାୟକଙ୍କ ବିରୋଧରେ ବଳାତ୍କାର ମାମଲା

ଭୋପାଳ,୨୧।୧୧: ମଧ୍ୟପ୍ରଦେଶର ଧର୍‌ ଜିଲାରେ ଜଣେ ମହିଳାଙ୍କୁ ବଳାତ୍କାର କରାଯିବା ସହ ମାନସିକ ନିର୍ଯାତନା ଦେବା ଅଭିଯୋଗରେ କଂଗ୍ରେସ ବିଧାୟକ ଉମଙ୍ଗ ସିଂଘରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗାନ୍ଧୀଓ୍ବାନି ଆସନର ବିଧାୟକ ସିଂଘରଙ୍କ ବିରୋଧରେ ଧର୍‌ ଜିଲାର ନାଉଗାଁ ଥାନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri