କଥା ସେଫ୍ଟି ପିନ୍ର
ଆମେରିକୀୟ ମେକାନିକ୍ ଓ୍ବାଲ୍ଟର ହଣ୍ଟ ହେଉଛନ୍ତି ସେଫ୍ଟି ପିନ୍ର ଉଦ୍ଭାବକ। ଓ୍ବାଲ୍ଟର ହଣ୍ଟ ଛୋଟ ଛୋଟ କିନ୍ତୁ ଅତି ଆବଶ୍ୟକୀୟ ଜିନିଷର ଉଦ୍ଭାବକଭାବେ ବେଶ୍ ପରିଚିତ। କୁହାଯାଏ ଥରେ ଓ୍ବାଲ୍ଟର ହଣ୍ଟ ଅନେକ କରଜରେ ବୁଡି ରହିଥିଲେ। ସେଇ କରଜକୁ ପରିଶୋଧ…
ଆଜି ନୂଆ ବିଜେଡି ଅଫିସ ଉଦ୍ଘାଟନ
ଭୁବନେଶ୍ୱର,୨୩।୪(ବ୍ୟୁରୋ): ଦୀର୍ଘ ୨ ବର୍ଷ ପରେ ୟୁନିଟ-୬ କ୍ୟାପିଟାଲ ହସ୍ପିଟାଲ ନିକଟରେ ଥିବା ବିଜୁ ଜନତା ଦଳର ନବନିର୍ମିତ ଶଙ୍ଖ ଭବନ କାର୍ଯ୍ୟାଳୟ ଉଦ୍ଘାଟନ ହେବ। ରବିବାର ପବିତ୍ର ଅୟକ୍ଷ ତୃତୀୟା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୧୦ଟା…
ପର୍ଯ୍ୟଟନର ସହର ସମ୍ବଲପୁର
ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ତ ଅନେକ ଦର୍ଶନୀୟ ସ୍ଥାନ ରହିଛି, ହେଲେ ତନ୍ମଧ୍ୟରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ, ଚିପିଲିମାର ମା’ ଘଣ୍ଟେଶ୍ୱରୀ ଓ ହୀରାକୁଦ ଜଳଭଣ୍ଡାରର ରହିଛି କିଛି ଭିନ୍ନ ଆକର୍ଷଣ… ମା’ ସମଲେଶ୍ବରୀ ପୀଠଟି ସମ୍ବଲପୁର ସିଟି…
ସ୍ବାସ୍ଥ୍ୟ ପାଇଁ ହାନିକାରକ ପ୍ୟାକେଜ୍ଡ ଫୁଡ୍
ବର୍ତ୍ତମାନ ବିଭିନ୍ନ ପ୍ୟାକେଜ୍ଡ ଫୁଡ୍ ଯେମିତି ଅଧିକାଂଶଙ୍କ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ ହୋଇଗଲାଣି। ବିଶେଷକରି ପିଲାମାନେ ଏବଂ ଯୁବପିଢ଼ି ଏଭଳି ଖାଦ୍ୟ ପ୍ରତି ଅଧିକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ହେଲେ ପାଟିକୁ ସ୍ବାଦିଷ୍ଟ ଲାଗୁଥିବା ଏହି ଖାଦ୍ୟଗୁଡ଼ିକ ସ୍ବାସ୍ଥ୍ୟ…
ବରଗଡରେ ଜିଲାସ୍ତରୀୟ କୃଷକ ଦିବସ
ବରଗଡ ଅଫିସ,୨୩।୪: ବରଗଡ ବ୍ଲକ୍ ଅନ୍ତର୍ଗତ ଗାଈସୀମା ଗ୍ରାମରେ ରବିବାର ଅକ୍ଷୟ ତୃତୀୟା ଅବସରରେ ଜିଲାସ୍ତରୀୟ କୃଷକ ଦିବସ ଓ ଅଖି ମୁଠି ଅନୁକୂଳ ଉତ୍ସବ ପାଳିତ ହୋଇଛି। ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଓ ମୁଖ୍ୟ ଉନ୍ନୟନ…
ଏମିତି ବି ଅଛନ୍ତି ପ୍ରାଣୀ
ଲୋଲ୍ୟାଣ୍ଡ ଷ୍ଟ୍ରିକ୍ଡ ଟେନ୍ରେକ୍: ଏହା ଏକ କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀ। ଏହା ମୁଖ୍ୟତଃ ମାଡାଗାସ୍କାରଠାରେ ଦେଖିବାକୁ ମିଳିଥା’ନ୍ତି। ଏହାର ଲମ୍ବ ୪.୮ ରୁ ୬.୫ ଇଞ୍ଚ ହୋଇଥିବା ବେଳେ ଓଜନ ପ୍ରାୟ ୨୦୦ ଗ୍ରାମ ହୋଇଥାଏ। ଏହାର ଶରୀରରେ ଛୋଟ ଛୋଟ…
ବିବାହକୁ ନା !
କୁହାଯାଏ ନାରୀ ହେଉ ବା ପୁରୁଷ, ବିବାହ ମଣିଷ ଜୀବନରେ ପୂର୍ଣ୍ଣତା ଆଣିଦିଏ। ସେଇଠୁ ସୃଷ୍ଟି ହୁଏ ଏକ ନୂଆ ଜୀବନ ଏବଂ ଆଗକୁ ବଢ଼େ ପରିବାର। ପରସ୍ପର ପ୍ରତି ଭଲପାଇବା, ଠିକ୍ ବୁଝାମଣା, ପରିବାର ପ୍ରତି କର୍ତ୍ତବ୍ୟ ଏବଂ ଦାୟିତ୍ୱବୋଧ…
ଡ୍ୟାନ୍ସ କରୁକରୁ ପଡ଼ିଗଲେ କୁନିଝିଅ, ପରେ ଯାହା ହେଲା ଭିଡିଓ ଦେଖିଲେ…
ଦୁନିଆରେ ପ୍ରତିଭାର ଅଭାବ ନାହିଁ। ଲୋକମାନେ ପ୍ରତ୍ୟେକ କୋଣରେ ନିଜ ଭିତରେ ପ୍ରତିଭା ଲୁଚାଇ ବସିଛନ୍ତି। ସୋସିଆଲ ମିଡିଆ ଯୋଗୁ ଏହି ପ୍ରତିଭାମାନେ ଆଗକୁ ଆସିବାର ସୁଯୋଗ ପାଇଛନ୍ତି। ଅନେକ ଲୋକ ଅଛନ୍ତି, ଯେଉଁମାନେ କେବଳ ସୋସିଆଲ ମିଡିଆ ଯୋଗୁ ପ୍ରସିଦ୍ଧ…
ଜୟଶଙ୍କରଙ୍କୁ ଏକ ବିଶେଷ ଉପହାର ଦେଲେ ଗୁଆନା ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୩।୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବେ ଦକ୍ଷିଣ ଆମେରିକୀୟ ଦେଶ ଗସ୍ତରେ ଅଛନ୍ତି। ଶନିବାର ଗୁଆନାରେ ତାଙ୍କର ସମକକ୍ଷ ହୟୁ ଡଟଙ୍କ ସହ ୫ମ ଭାରତ-ଗୁଆନା ମିଳିତ କମିଟି ବୈଠକରେ ସହଯୋଗ କରିଥିଲେ। ଏହି ସମୟରେ ସେ ରାଷ୍ଟ୍ରପତି…
ଝାଳ ପରଫ୍ୟୁମ୍
ଗରମରେ ଝାଳ ବୋହିବା ସ୍ବାଭାବିକ୍। ଏଇ ଝାଳ ପାଇଁ ଶରୀର ଦୁର୍ଗନ୍ଧ ବି ହୁଏ। ତେଣୁ ଏଇ ଦୁର୍ଗନ୍ଧକୁ ଦୁରେଇବା ଲାଗି ଅନେକେ ଡ଼ିଓଡ୍ରାଣ୍ଟ ଓ ପରଫ୍ୟୁମ୍ ବ୍ୟବହାର କରନ୍ତି। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ବ୍ରାଜିଲର ଜଣେ ମଡେଲ ସ୍ବେଟ୍…
ଅଖିମୁଠି ଅନୁକୂଳ କଲେ ବିଡିଓ
ଚାନ୍ଦବାଲି,୨୩।୪(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର କୃଷି ବିଭାଗ ପକ୍ଷରୁ ଅଖିମୁଠି ଅନୁକୂଳ କରାଯାଇଛି । ମତୋ ଚକିଆ ସାହି ନିକଟରେ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଡିଓ…
କାହିଁକି ଟଙ୍କା ଦେଇ ଟୁଇଟର ବ୍ଲୁ ଟିକ କିଣୁଛନ୍ତି ଲୋକେ
ଓ୍ବାଶିଂଟନ,୨୩।୪: ଏଇ କିଛିଦିନ ହେବ ଚର୍ଚ୍ଚାରେ ଥିଲା କି ବଡ ବଡ ଲୋକଙ୍କର ଟୁଇଟରରୁ ବ୍ଲୁ ଟିକକୁ ହଟାଇ ଦିଆଯାଇଛି। ଏମାନଙ୍କ ମଧ୍ୟରେ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶାହାରୁଖ ଖଁା,ସଲମାନ ଖାଁ, ସଚ୍ଚିନ ତେନ୍ଦୁଲକର, ଅମିତାଭ ବଚ୍ଚନ…

