Home Left

ବିବାହ ଉତ୍ସବରେ ଗ୍ୟାସ ସିଲିଣ୍ଡର ଫାଟି ବର ମାତା-ପିତାଙ୍କ ସମେତ ପୋଡି ହୋଇଗରେ ୬୦ଜଣ

ଯୋଧପୁର,୯ ।୧୨: ରାଜସ୍ଥାନ ଯୋଧପୁରର ଶେରଗଡରେ ଏକ ବିବାହ ଉତ୍ସବରେ ବଡ ଦୁର୍ଘଟଣା ଘଟିଛି । ଏଠାରେ ଗ୍ୟାସସିଲିଣ୍ଡର ଫାଟି ଯିବାରୁ ଅତିକମରେ ୬୦ ଜଣ ପୋଡି ହୋଇଯାଇଛନ୍ତି । ଗ୍ରାମବାଦୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ନିଆଁକୁ ନିୟନ୍ତ୍ରଣ କରାଯାଇଛି ।…

୨୦୨୩ ଶେଷ ସୁଦ୍ଧା ଜୟଦେବ ପୀଠର ଉନ୍ନତୀକରଣ

ଭୁବନେଶ୍ୱର,୯।୧୨(ବ୍ୟୁରୋ):କେନ୍ଦୁଲିସ୍ଥିତ ଜୟଦେବ ପୀଠର ହେବ ଉନ୍ନତିକରଣ। ୨୦୧୯ ‘ଫନି’ ବାତ୍ୟା ପରେ ନଷ୍ଟ ହୋଇଯାଇଥିବା ପୀଠର ପୁନରୁଦ୍ଧାର ସହ ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ…

ପୁଣି ଠିକାଦାରଙ୍କୁ ଜେରା, ଡିଜିଟାଲ ଦସ୍ତାବିଜ୍‌ ଦାଖଲ ନିର୍ଦ୍ଦେଶ

ଭୁବନେଶ୍ୱର, ୯।୧୨ (ବ୍ୟୁରୋ):ବହୁଚର୍ଚ୍ଚିତ ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାରଠାରୁ ୭ ଦିନିଆ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାରାଥନ୍‌ ଜେରା କରୁଛି। ତେବେ ଜେରାବେଳେ ବହୁ ଚାଞ୍ଚଲ୍ୟକର ତଥା ଇଡି ପାଇଥିବା ଜଣାପଡିଛି। ଗୁରୁବାର ରିମାଣ୍ଡର ତୃତୀୟ ଦିନରେ ଇଡି…

ଖୋଲିଲା ରାଜମହଲ ବହୁତଳ କାର୍‌ ପାର୍କିଂ

ଭୁବନେଶ୍ୱର,୯।୧୨(ବ୍ୟୁରୋ):ରାଜମହଲ ନିକଟ ୟୁନିଟ-୨ସ୍ଥିତ ନୂତନ ବହୁତଳ କାର୍‌ ପାର୍କିଂକୁ ପରୀକ୍ଷାମୂଳକ ଭାବେ ଖୋଲାଯାଇଛି। ଗୁରୁବାର ସନ୍ଧ୍ୟାରେ ଏଠାରେ ଗାଡ଼ି ରଖିବାକୁ ସାଧାରଣ ଲୋକଙ୍କୁ ସୁଯୋଗ ମିଳିଛି। ନଭେମ୍ବର ୨୬ରେ ଶହୀଦନଗର ବହୁତଳ ପାର୍କିଂ କାର୍ଯ୍ୟକ୍ଷମ ହୋଇଥିବାବେଳେ ସହରର ଦ୍ୱିତୀୟ ବହୁତଳ କାର୍‌…

କାଦୁଅରେ ଫସିଲେ ୨ ହାତୀ

ବାରିପଦା ଅଫିସ/ କୁଳିଅଣା,୯ା୧୨(ଡି.ଏନ.ଏ.):ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ କାଠରୁମା ଦେହୁରୀସାହିର ଏକ ପରିତ୍ୟକ୍ତ ଡଗ୍‌ୱେଲ ଭିତରେ ଖସି ପଡ଼ିଥିବା ୨ହାତୀ ଉଦ୍ଧାର ପାଇଛନ୍ତି। ଗ୍ରାମବାସୀ, ବନବିଭାଗ ଓ ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ୮ ଘଣ୍ଟା ପରେ ହାତୀ ଦୁଇଟି ସୁରକ୍ଷିତ ଭାବେ…

ପୋଷଣ ଅଭିଯାନକୁ ଫଳପ୍ରଦ କର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୯ା୧୨(ବ୍ୟୁରୋ): ରାଜ୍ୟରେ ପୋଷଣ ଅଭିଯାନକୁ ପୂର୍ଣ୍ଣ ଫଳପ୍ରଦ କରିବା ପାଇଁ ପ୍ରଶାସନିକ ପ୍ରଚେଷ୍ଠା ଆରମ୍ଭ ହୋଇଛି। ଏଥିପାଇଁ ଲକ୍ଷ୍ୟଭେଦୀ ଏବଂ ସଂଯୋଜିତ କାର୍ଯ୍ୟକ୍ରମ ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମହିଳା ଓ ଶିଶୁ ବିକାଶ, ସ୍ବାସ୍ଥ୍ୟ…

ଆଜି ପିଟିସିରେ ପାସିଂ ଆଉଟ ପରେଡ୍‌

ଅନୁଗୋଳ ଅଫିସ, ୯ା୧୨:ଅନୁଗୋଳ ପୋଲିସ ଟ୍ରେନିଂ କଲେଜ(ପିଟିସି)ରେ ୬୦ ତମ ଏସ୍‌ଆଇ ବ୍ୟାଚ୍‌ର ଦୀକ୍ଷାନ୍ତ ସମାରୋହ ଶୁକ୍ରବାର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଇନଶୃଙ୍ଖଳା) ରାଧା କିଶାନ ଶର୍ମା,…

ବୁର୍କିନା ଫାସୋରେ ଜିହାଦି ଆକ୍ରମଣ, ୧୨ ଯବାନ ମୃତ

ବୁର୍କିନା ଫାସୋ,୯ ।୧୨: ପଶ୍ଚିମ ଆଫ୍ରିକା ଦେଶ ବୁର୍କିନା ଫାସୋରେ ଜିହାଦି ସମ୍ପ୍ରଦାୟର ଏକ ଆକ୍ରମଣ ଯୋଜନା ସଫଳ ହୋଇଛି । ଏହି ଆକ୍ରମଣରେ ଉତ୍ତର ବୁର୍କିନା ଫାସୋରେ ଅତି କମରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ…

ହାରିଲେ ୮ କ୍ୟାବିନେଟ ମନ୍ତ୍ରୀ

ଶିମଲା,୯।୧୨: ଗୁଜରାଟ ଓ ହିମାଚଳ ପ୍ରଦେଶର ବହୁପ୍ରତୀକ୍ଷିତ ବିଧାନସଭା ନିର୍ବାଚନ ଫଳ ଗୁରୁବାର ପ୍ରକାଶ ପାଇଛି। ଏଥିରେ ହିମାଚଳ ପ୍ରଦେଶର ବିଦାୟୀ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ୮ କ୍ୟାବିନେଟର ମନ୍ତ୍ରୀ ପରାସ୍ତ ହେବା ଭାଜପା ପାଇଁ ଏକ ବଡ଼ ଝଟ୍‌କା ଲାଗିଛି।…

ଖୋଲିଲା ଟ୍ରାନ୍ସଜେଣ୍ଡର ସ୍କୁଲ

ଇସ୍‌ଲାମାବାଦ୍‌,୮।୧୨: ପାକିସ୍ତାନ ସରକାର ପଞ୍ଜାବ ପ୍ରଦେଶରେ ପ୍ରଥମ ଟ୍ରାନ୍ସଜେଣ୍ଡର ସ୍କୁଲ ଖୋଲିଛନ୍ତି। ସମାଜରେ ଟ୍ରାନ୍ସଜେଣ୍ଡରମାନଙ୍କ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ ରହିଛି। ପାକିସ୍ତାନ ସରକାର କିଛିଦିନ ତଳେ ମୁଲତାନ, ବାହାଓ୍ବାଲପୁର ଏବଂ ଡି.ଜି, ଖାନ୍‌ରେ ୩ଟି…

ଇରାନରେ ପ୍ରଥମ କ୍ରାନ୍ତିକାରୀଙ୍କୁ ଫାଶୀଦଣ୍ଡ

ତେହେରାନ୍‌,୮।୧୨: ସରକାର ବିରୋଧୀ ଅସ୍ଥିରତା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା କ୍ରାନ୍ତିକାରୀ ମୋହସେନ ଶେଖରୀଙ୍କ ଉପରେ ଇରାନ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଈଶ୍ବରଙ୍କ ବିରୋଧରେ ଶତ୍ରୁତାକରି ଦୋଷୀ ସାବ୍ୟସ୍ତ ହେବା ପରେ ଗୁରୁବାର ସକାଳେ ଏକ ବିପ୍ଳବୀ କୋର୍ଟ ଦ୍ୱାରା…

ସିରିଜ୍‌ ଚୋରି, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ

ବେଗୁନିଆପଡ଼ା,୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସିରିଜ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଏସ.ଛଚିନା ଗ୍ରାମର ସୁଦାମ ଆର୍ଟ ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ କବାଟ ସଟର ଭାଙ୍ଗି ଆଲମିରାରୁ ନଗଦ ୮୦ ହଜାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri