ବାପାଙ୍କ ଜନ୍ମଦିନରେ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ ଫରହାନ୍
ବମ୍ବେ: ଅଭିନେତା ତଥା ନିର୍ଦ୍ଦେଶକ ଫରହାନ୍ ଅଖତର୍ ବାପା ଜାଭେଦ ଅଖତରଙ୍କୁ ଜନ୍ମଦିନରେ ଖାସ ବାର୍ତ୍ତା ଲେଖି ଶୁଭେଚ୍ଛା ଜଣାଇଛନ୍ତି। ଆଜି ଅର୍ଥାତ ମଙ୍ଗଳବାର ୭୮ ବର୍ଷର ହୋଇଛନ୍ତି ଜାଭେଦ। ଏହି ଦିନରେ ବାପାଙ୍କ ଫଟୋ ଶେୟାର କରି ହୃଦୟକୁ ଛୁଇଁବା…
ମୂଳ ଭାରତୀୟ ସମଲିଙ୍ଗୀ ମହିଳା ହେଲେ ଅକଲାଣ୍ଡ ସିଟି କାଉନସିଲ୍ ସଦସ୍ୟା…
ଓ୍ବାଶିଂଟନ,୧୭।୧ : ଆମେରିକୀୟ ମୂଳ ଭାରତୀୟ ଆଇନଜୀବୀ ଜନାନି ରାମଚନ୍ଦ୍ରନ କାଲିଫର୍ନିଆ ରାଜ୍ୟ ଅକଲାଣ୍ଡ ସିଟି କାଉନସିଲର ସଦସ୍ୟା ହୋଇଛନ୍ତି। ସେ ହେଉଛନ୍ତି ସର୍ବପ୍ରଥମ ସମଲିଙ୍ଗୀ ମହିଳା ଯିଏକି ଅକଲାଣ୍ଡ ସିଟି କାଉନସିଲର ଜିଲା ୪ ରୁ ନିର୍ବାଚିତ ହୋଇଥିବା କମ୍…
ସୁଶାନ୍ତଙ୍କୁ ଝୁରି ଝୁରି ଶେଷରେ ଆଖିବୁଜିଲା ପୋଷା କୁକୁର ‘ଫଜ୍’
ବମ୍ବେ: ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅଢ଼େଇ ବର୍ଷରୁ ଅଧିକ ସମୟ ବିତିଲାଣି। ତଥାପି ତାଙ୍କୁ ଝୁରୁଛନ୍ତି ପରିବାରଲୋକଙ୍କଠାରୁ ଆରମ୍ଭ କରି ପ୍ରଶଂସକ। ଏମିତିରେ ଏବେ ଅଭିନେତାଙ୍କୁ ଝୁରି ଝୁରି ଆଖି ବୁଜିଛି ପ୍ରିୟ କୁକୁର ଫଜ୍। ସୁଶାନ୍ତ…
ଅଡ଼ୁଆରେ ଫସିଥିବା ବାବରଙ୍କ ସ୍ବତନ୍ତ୍ର ପୋଷ୍ଟ, କହିଲେ ଏମିତି
ନୂଆଦିଲ୍ଲୀ,୧୭।୧: ଦିନକୁ ଦିନ ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକ ବାବର ଆଜମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଘରୋଇ ମଇଦାନରେ ଦିନିକିଆ ଏବଂ ଟେଷ୍ଟ ସିରିଜରେ ପରାଜିତ ହେବା ପରେ ଏବେ ତାଙ୍କ ଅଧିନାୟକତ୍ୱ ଉପରେ ଅଙ୍ଗୁଳି ଉଠାଯାଉଛି। ସୋସିଆଲ ମିଡିଆରେ କିିଛି…
ହକି ବିଶ୍ୱକପ ଟ୍ରଫି ଗାଡ଼ିରୁ ବିଜେଡି ନେତାଙ୍କୁ ଓହ୍ଲାଇ ଦେଲେ ଅଧିକାରୀ
ସୁନ୍ଦରଗଡ଼ ଅଫିସ, ୧୭।୧: ହକି ବିଶ୍ୱକପ ଟ୍ରଫି ପରିକ୍ରମା ବେଳେ ବିଜେଡି ନେତା ଓ କର୍ମୀଙ୍କୁ ଦୁର୍ବ୍ୟବହାର ହୋଇଛି। ଏପରିକି ଗାଡ଼ିରୁ ଓହ୍ଲାଇ ଦିଆଯାଇଛି। ସୁନ୍ଦରଗଡ଼ ପିଡିଡିଆର୍ଡିଏଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି। ସେ ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କୁ…
ଶିଖ୍ ହୋଇଥିବାରୁ ରିପବ୍ଲିକାନ ପାର୍ଟି କରୁଛି ଭେଦଭାବ, ମୂଳ ଭାରତୀୟଙ୍କ ଅଭିଯୋଗ…
ଓ୍ବାଶିଂଟନ,୧୭।୧ : ରିପବ୍ଲିକାନ ନ୍ୟାଶନାଲ କମିଟି (ଆରଏନସି)ର ଚେୟାରମ୍ୟାନ ପଦବୀ ପାଇଁ ଆମେରିକାର ମୂଳ ଭାରତୀୟ ଆଇନଜୀବୀ ହରମିତ ଧିଲନ ଦୌଡ଼ରେ ଅଛନ୍ତି। ଶିଖ୍ ଧର୍ମର ହୋଇଥିବାରୁ ସେ ଭେଦଭାବର ସମ୍ମୁଖୀନ ହେଉଛନ୍ତି ବୋଲି ହରମିତ ଅଭିଯୋଗ କରିଛନ୍ତି। ତାଙ୍କର ଧାର୍ମିକ…
ଆର୍ଯ୍ୟା ସିଜନ ୩ର ଶୁଟିଂ ଆରମ୍ଭ
ମୁମ୍ବାଇ: ଅଭିନେତା ସିକନ୍ଦର ଖେର, ଯେକି ଷ୍ଟ୍ରିମିଂ ଫିଲ୍ମ ମୋନିକା ଓ ମାଇ ଡାର୍ଲିଂଗସରେ ତାଙ୍କର କାମ ପାଇଁ ଦର୍ଶକଙ୍କ ହୃଦୟ ଜିତିଥିଲେ, ତାଙ୍କର ଲୋକ ପ୍ରିୟ ଓଟିଟି ଶୋ’ ଆର୍ଯ୍ୟାର ସେଟକୁ ଫେରିଛନ୍ତି । ଏଥିରେ ପୂର୍ବତନ ମିସ୍ ୟୁନିଭର୍ସ…
ରେଳ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ: ପୁଳାପୁଳା ଟଙ୍କାକୁ ,ମାଳମାଳ ସୁନା ଜବତ
ଭୁବନେଶ୍ୱର, ୧୭।୧(ବ୍ୟୁରୋ): ଅବସରପ୍ରାପ୍ତ ରେଳବାଇ ମୁଖ୍ୟ ବାଣିଜ୍ୟକ ପରିଚାଳକ ପ୍ରମୋଦ ଜେନାଙ୍କ ଘରେ ମଙ୍ଗଳବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଚଢ଼ଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ତାଙ୍କ ଘରେ ଏହି ଚଢ଼ଉ ହୋଇଛି। ଚଢ଼ାଉ ସମୟରେ ତାଙ୍କ ଘରୁ…
କିଏ ସେ ରଜତ ପାଟିଦାର? ଆହତ ଶ୍ରେୟସଙ୍କ ସ୍ଥାନରେ ଯାହାଙ୍କୁ ମିଳିଲା ଡେବ୍ୟୁ ସୁଯୋଗ
ହାଇଦ୍ରାବାଦ,୧୭।୧: ଟିମ୍ ଇଣ୍ଡିଆ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଖେଳିବ। ଏହାପୂର୍ବରୁ ଆହତ ଯୋଗୁ ଭାରତୀୟ ଟିମ୍ରୁ ବାଦ୍ ପଡ଼ିଛନ୍ତି ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟାର। ତେବେ ତାଙ୍କ ବଦଳରେ ଦଳରେ ରଜତ ପାଟିଦାରଙ୍କୁ…
୩୧ରେ ଓଟିଇଟି ପରୀକ୍ଷା
କଟକ ଅଫିସ, ୧୭।୧: ସ୍ପେଶାଲ ଓଟିଇଟି ପରୀକ୍ଷା ଆସନ୍ତା ୩୧ ତାରିଖରେ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଫର୍ମଫିଲପ୍ ପାଇଁ ମାତ୍ର ୨ ଦିନର ଅବଧି ଦେଇଛି । କଟକ ବୋର୍ଡ ଅଫିସ୍ରେ ଫର୍ମଫିଲପ୍ ଅଫ୍ଲାଇନ୍ରେ ହେବ । ଏ ନେଇ…
ଦାଉଦ ଇବ୍ରାହିମ ଏଇଥିପାଇଁ କରିଥିଲେ ଦ୍ୱିତୀୟ ବିବାହ, ଏନଆଇଏ ସାମ୍ନାରେ ଖୋଲିଲେ ଅନେକ ରାଜ
ନୂଆଦିଲ୍ଲୀ,୧୭ ।୧: ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମଙ୍କୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଦାଉଦ ତାଙ୍କ ପ୍ରଥମ ପତ୍ନୀ ମହଜବିନଙ୍କଠାରୁ ତଲାକ ନେଇଯାଇଛନ୍ତି । ହେଲେ ସେ ଏବେବି ଦାଉଦ ଇବ୍ରାହିମଙ୍କ ସହ…
ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ…
ହାଇଦ୍ରାବାଦ,୧୭।୧: ଶ୍ରୀଲଙ୍କା ବିପକ୍ଷରେ ସିରିଜ ପରେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଟିମ୍ ଇଣ୍ଡିଆ। ଏହାର ଗୋଟିଏ ଦିନ ପୂର୍ବରୁ ଭାରତକୁ ବଡ଼ ଝଟ୍କା ଲାଗିଛି। ଆହତ ହେବା ଯୋଗୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ…
Archives


