ଧୋକା ଦେଲା ପ୍ରେମ…ପ୍ରଥମେ ଜ୍ବାଇଁ ସହ ଫେରାର ହେଲେ ଶାଶୁ, ୧୦ ମାସ ପରେ ଏବେ ଭିଣୋଇକୁ ଧରି ଛୁ
ଲକ୍ଷ୍ନୌ,୧୨।୨: ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ମହିଳା ନିଜ ଜ୍ବାଇଁଙ୍କୁ ପ୍ରେମ କରି ତାଙ୍କ ସହିତ ପଳାଇ ଯାଇଥିଲେ। ଏହି ଘଟଣା ୧୦ ମାସ ପୂର୍ବେ ଖବରର ଶିରୋନାମା ପାଲଟିଥିଲା। କିନ୍ତୁ…
ପାକିସ୍ତାନର ୟୁଟର୍ନ ଉପରେ ଏତେ ବଡ଼ କଥା କହିଦେଲେ ତିଲକ ବର୍ମା, କହିଲେ ଆମେ ଜାଣିଥିଲୁ…
ନୂଆଦିଲ୍ଲୀ,୧୨।୨: ୨୦୨୬ ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ନେଇ କିଛି ଦିନ ଧରି ଅନିଶ୍ଚିତତା ରହିଥିଲା। ପାକିସ୍ତାନ ପ୍ରଥମେ ମ୍ୟାଚ ଉପରେ ଭିନ୍ନ ମତ ପ୍ରକାଶ କରିଥିଲା, କିନ୍ତୁ ଏବେ ଚିତ୍ର ସ୍ପଷ୍ଟ। ଫେବୃଆରୀ ୧୫ ତାରିଖରେ କଲମ୍ବୋରେ ଦୁଇ ଦଳ…
୧୨ ଘଣ୍ଟିଆ ଭାରତ ବନ୍ଦ: ଯାନବାହନ ଚଳାଚଳ ଠପ୍
ବଣାଇଁ, ୧୨।୨(ପ୍ରଦୀପ ତ୍ରିପାଠୀ): ସର୍ବଭାରତୀୟ ସ୍ତରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ମିଳିତ ଟ୍ରେଡ ୟୁନିଅନର ଡାକରା କ୍ରମେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବଣାଇଁ ଅଞ୍ଚଳରେ ସମର୍ଥନ ମିଳିଥିବା ଦେଖାଯାଇଛି l ପ୍ରଭାବରେ ୫୨୦ ଓ ୧୪୩ ନମ୍ବର…
ପୋଲିସ ବସ୍ର ବ୍ରେକ ଫେଲ୍: ଶତାଧିକ ଆନ୍ଦୋଳନକାରୀ…
ରାୟଗଡ଼ା,୧୨।୨(ଆଶିଷ ରଞ୍ଜନ ପଣ୍ଡା):ବ୍ରେକ ଫେଲ ହେଲା ପୋଲିସ ବସ୍। ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ, ପୋଲିସ ଓ ସାମ୍ବାଦିକ। ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡରେସନ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା…
୧୨ ଘଣ୍ଟିଆ ଧର୍ମଘଟ: ସ୍କୁଲ, କଲେଜ, ବ୍ୟାଙ୍କ, ପେଟ୍ରୋଲ ପମ୍ପ , ପରିବହନ ସେବା ବାଧାପ୍ରାପ୍ତ
ଅନୁଗୋଳ, ୧୨।୨ (ମାନସ ବିଶ୍ୱାଳ): ଅନୁଗୋଳ ସହର ତଥା ଉପକଣ୍ଠ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ ସହ ଡେଲି ମାର୍କେଟ, ଦୋକାନ ବଜାର, ଜାତୀୟ ରାଜପଥ ବନ୍ଦ କରାଯିବାର ଦେଖିବକୁ ମିଳିଛି। ୧୦ଟି ଶ୍ରମିକ ଓ…
ଭାରତ ବନ୍ଦ ଯୋଗୁ ଖୋଲା ନା ବନ୍ଦ ରହିବ ବ୍ୟାଙ୍କ୍! ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୧୨।୨: ଆଜି, ଭାରତ ବନ୍ଦ ଏବଂ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଦେଶବ୍ୟାପୀ ବନ୍ଦ ପାଳନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ବ୍ୟାଙ୍କଗୁଡ଼ିକ ଖୋଲା ରହିବ କି ବନ୍ଦ ରହିବ ସେ ବିଷୟରେ ଦ୍ୱନ୍ଦ୍ୱରେ ଅଛନ୍ତି, ତେବେ ଆମେ ଆପଣଙ୍କୁ କହି…
Bharat Bandh Today: ଓଡ଼ିଶାରେ ଭାରତ ବନ୍ଦ ପ୍ରଭାବ, ଆଜି ସ୍କୁଲ ବନ୍ଦ!
ଭୁବନେଶ୍ୱର,୧୨ା୨: ଭାରତ ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଲାଣି । ପ୍ରମୁଖ ଛକମାନଙ୍କରେ ବନ୍ଦ ରହିଛି ଗାଡ଼ି ଚଳାଚଳ ଓ ଦୋକାନ ବଜାର । ମେଡିକାଲ, ଦମକଳ କେନ୍ଦ୍ର, ସରକାରୀ ଅଫିସ ଖୋଲା ରହିଥିବା ବେଳେ ଜଳଯୋଗାଣ, ବିଦ୍ୟୁତ୍ ସେବା ଜାରି…
ଟ୍ରେନରେ କଟି ଯୁବକଙ୍କ ଚାଲିଗଲା ଜୀବନ: ହତ୍ୟା ନା ଆତ୍ମହତ୍ୟା, ବଢୁଛି ସନ୍ଦେହ
କଣ୍ଟାବାଞ୍ଜି ୧୨।୨(ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡ଼ଙ୍ଗା ପଞ୍ଚାୟତ ବାନ୍ଧନପାଲି ଗ୍ରାମର ଜଣେ ଯୁବକ ଟ୍ରେନରେ କଟି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଯୁବକ ହେଲେ ଭକ୍ତ ମାଝୀ ବୟସ ୧୮ ବର୍ଷ । ଏହି…
ଶାକାହାର ସିଦ୍ଧାନ୍ତ
ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ ଥିଲାବେଳେ ଶାକାହାର ବା ସାଦା ଖାଇବା ପରମ୍ପରା ଅଧିକ ଦୃଢ଼ୀଭୂତ ହୋଇଥିଲା। ଜଣେ ଅତ୍ୟଧିକ ଗରିଷ୍ଠ, ମସଲାଯୁକ୍ତ, ଆମିଷ କିମ୍ୱା ରାଜସିକ ଖାଦ୍ୟ ପରିବର୍ତ୍ତେ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରି ସନ୍ନ୍ୟାସ ଜୀବନଯାପନ…
ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…
ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ ପରିଭାଷା ଦେଇଯାଉଛି। ଏବେ ଚାଲିଛି ପ୍ରେମର ଋତୁ। ଯୁବପିଢି ଭାଲେଣ୍ଟାଇନ ଡେ’ ପାଳନ…
ଆଜି ବାଂଲାଦେଶ ନିର୍ବାଚନ
ଢାକା,୧୨ା୨: ବାଂଲାଦେଶରେ ଗୁରୁବାର ସଂସଦୀୟ ନିର୍ୱାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହା ହେଉଛି ବାଂଲାଦେଶର ୧୩ତମ ସଂସଦୀୟ ନିର୍ୱାଚନ। ଏହି ନିର୍ୱାଚନକୁ ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି…
ପେଙ୍ଗୁଇନ୍ ଇଣ୍ଡିଆକୁ ନୋଟିସ
ନୂଆଦିଲ୍ଲୀ,୧୨ା୨: ପୂର୍ୱତନ ସେନା ମୁଖ୍ୟ ଏମ୍.ଏମ୍. ନରଓ୍ୱଣେଙ୍କ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’କୁ ନେଇ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ପେଙ୍ଗୁଇନ୍ ରାଣ୍ଡମ୍ ହାଉସ୍ ଇଣ୍ଡିଆକୁ ବୁଧବାର ନୋଟିସ ଜାରି କରିଛି। ଏହି ପୁସ୍ତକ ପ୍ରକାଶନ ପୂର୍ୱରୁ ଏହାର ପିଡିଏଫ୍…
Archives


