Home Left

ସୁଧୁରୁନି ଅର୍ଶଦୀପଙ୍କ ବୋଲିଂ: ପୁଣି ନିଜ ନାମରେ କଲେ ଲଜ୍ଜାଜନକ ରେକର୍ଡ

ରାଞ୍ଚି,୨୮।୧: ଟି୨୦ ବିଶ୍ୱକପ୍‌ରେ ଉଲ୍ଲେଖନୀୟ ବୋଲିଂକୁ ନେଇ ଚର୍ଚ୍ଚାରେ ରହିଥିଲେ ବାମ ହାତୀ ଯୁବ ଦ୍ରୁତ ବୋଲର୍‌ ଅର୍ଶଦୀପ ସିଂହ। ହେଲେ ଏବେ ତାଙ୍କ ପାଇଁ ‘ନୋ ବଲ୍‌’ ବଡ ସମସ୍ୟା ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜର ପ୍ରଥମ ଟି୨୦…

ମ୍ୟାଚ୍‌ ଓ୍ବାଶିଂଟନ ବନାମ ନ୍ୟୁଜିଲାଣ୍ଡ ହୋଇଯାଇଥିଲା: ହାର୍ଦ୍ଦିକ

ରାଞ୍ଚି,୨୮।୧: ଭାରତୀୟ କ୍ରିକେଟ ଟିମ୍‌ ରାଞ୍ଚିରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ପରାଜିତ ହୋଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ୨୦ ଓଭରରେ ୧୭୬ ରନ୍‌ କରିଥିଲା। ଜବାବରେ ଭାରତ ୨୦ ଓଭରରେ ୯ ଉଇକେଟ…

ଅନୁଷ୍କାଙ୍କ ବଡିଗାର୍ଡ ନିଅନ୍ତି ଏତିକି ଟଙ୍କା ଦରମା, ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ସେମାନଙ୍କ ସୁରକ୍ଷା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରନ୍ତି। ଅଧିକାଂଶ ସେଲିବ୍ରିଟିଙ୍କ ପର୍ସନାଲ ବଡିଗାର୍ଡ ବି ଅଛନ୍ତି। ଯିଏକି ବର୍ଷ ବର୍ଷ ଧରି ଅଭିନେତ୍ରୀ, ଅଭିନେତାଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ଠିକ୍‌ ସେମିତି ପ୍ରସିଦ୍ଧ ଅଭିନେତ୍ରୀ ଅନୁଷ୍କା…

ଲକ୍ଷ୍ନୌରେ ‘କର ବା ମର’ ମୁକାବିଲା ଖେଳିବ ଭାରତ

ନୂଆଦିଲ୍ଲୀ,୨୮।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ରବିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ପରାଜୟର ସାମ୍ନା କରିଥିବା ଟିମ୍‌ ଇଣ୍ଡିଆ ପାଇଁ ଏହା ‘କର ବା…

ଜମିବାଡ଼ିକୁ କେନ୍ଦ୍ର କରି ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା: ୩ କୋର୍ଟ ଚାଲାଣ

ଭବାନୀପାଟଣା,୨୮ା୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଦେଉଣ୍ଡି ଗ୍ରାମରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ଜମିବାଡ଼ିକୁ କେନ୍ଦ୍ର କରି କାହ୍ନୁ ଚରଣ ଠାକୁର ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମୃତକଙ୍କ…

ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ନୂଆଦିଲ୍ଲୀ,୨୮।୧: ଜାନୁୟାରୀ ୩୦ ଏବଂ ୩୧ରେ ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ବ୍ୟାଙ୍କ ୟୁନିଅନର ସମନ୍ବୟ ବୈଠକରେ ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଭାରତୀୟ ବ୍ୟାଙ୍କ ଆସୋସିଏଶନ ବ୍ୟାଙ୍କ ୟୁନିଅନମାନଙ୍କ ସହ ବୈଠକ କରିବାକୁ ରାଜି ହୋଇଛି।…

କୋର୍ଟକୁ ଜିନ୍ସ ପିନ୍ଧି ଆସିଲେ ଆଇନଜୀବୀ, ପୋଲିସ ଡାକି କୋର୍ଟ ପରିସରରୁ ବାହାର କଲେ ବିଚାରପତି…

ଗୁଆହାଟୀ,୨୮।୧ : ଆବେଦନକାରୀଙ୍କ ଆଇନଜୀବୀ କୋର୍ଟ ପରିସରରେ ଜିନ୍ସ ପିନ୍ଧିଥିବାରୁ ଗୁଆହାଟୀ ହାଇକୋର୍ଟ ଶନିବାର ଏକ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଆବେଦନକାରୀଙ୍କ ଆଇନଜୀବୀ ବି.କେ ମହାଜନ ଜିନ୍ସ ପିନ୍ଧିଥିଲେ। ତେଣୁ ତାଙ୍କୁ ହାଇକୋର୍ଟ ପରିସରରୁ…

ଏନ୍‌ଏସି ବୈଠକ ଭଣ୍ଡୁର ଉଦ୍ୟମ, ଅଭିଯୋଗ ଆଣିଲେ ଅଧ୍ୟକ୍ଷ

କୋଦଳା,୨୮ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସିର ସାଧାରଣ ବୈଠକରେ ପୁଣି ଥରେ ହୋ-ହଲ୍ଲା ଦେଖିବାକୁ ମିଳିଛି। ପୂର୍ବ ବୈଠକ ବାଦ୍‌ ବିବାଦକୁ ନେଇ ବନ୍ଦ ହୋଇଯାଇଥିବା ବେଳେ ଶନିବାର ପୁଣି ଥରେ ବୈଠକରେ ରାଜନୈତିକ ବିବାଦ ଦେଖିବାକୁ ମିଳିଛି। ଉକ୍ତ ଏନ୍‌ଏସିରେ…

ଆରଣ୍ୟକ ପରେ ନୂଆ ଓଟିଟି ଶୋ’ର ଶୋଭା ବଢାଇବେ ରବିନା

ମୁମ୍ବାଇ: ନିଜ ଷ୍ଟ୍ରିମିଂ ଶୋ’ ଆରଣ୍ୟକକୁ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟା ପରେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ପୁଣିଥରେ ଆଉ ଏକ ଶୋ’ରେ ନଜର ଆସିବେ । ରବିନା ଯିଏ ୧୯୯୦ ଦଶକରେ ବଲିଉଡରେ ରାଜ କରୁଥିଲେ । ନିକଟରେ ତାଙ୍କୁ…

ମୃତ ଶିଶୁକୁ ଖାଉଛି କୁକୁର

କେନ୍ଦୁଝର,୨୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତର ଖାନା ପରିସରରେ ଶନିବାର ଏକ ଅଭାବନୀୟ ଗଟଣା ଘଟିଛି। ଏକ ବୁଲା କୁକୁର ଏକ ଶିଶୁର ମୃତ ଦେହକୁ ଟାଣି ଟାଣି ଖାଇବା ଦୃଶ୍ୟ ଦେଖିବାକୁ ମିଳୁଛି।ତେବେ ମୃତ ଶିଶୁଟି କାହାର ଏବଂ ମୃତଦେହ…

କେବଳ ଆମ ଦେଶରେ ନୁହେଁ, ବିଦେଶରେ ମଧ୍ୟ ରହିଛି ଖାଲଖମାରେ ଭର୍ତ୍ତି ରାସ୍ତା

ଆମ ଦେଶ ଭାରତରେ ଅଧିକାଂଶ ରାସ୍ତା ଖାଲଖମାରେ ଭର୍ତ୍ତି। ଯାହାକୁ ନେଇ ଲୋକେ ସୋସିଆଲ ମିଡିଆରେ ଏହି ରାସ୍ତାର ପୋଷ୍ଟ କରି ସରକାରଙ୍କୁ ଅନେକ ସମାଲୋଚନା କରିଥାନ୍ତି। କିନ୍ତୁ ବିଶ୍ୱର ଏକ ବିକାଶଶୀଳ ଦେଶରେ ମଧ୍ୟ ଖରାମ ରାସ୍ତା ଦେଖିବାକୁ ମିଳେ।…

ଆଜି ଶେଷ ହେବ ଆଶୀର୍ବାଦଙ୍କ ରିମାଣ୍ଡ ଅବଧି, କୂଅରୁ ଉଦ୍ଧାର ହେଲା ଫୋନ୍‌

ଖୋର୍ଦ୍ଧା ଅଫିସ, ୨୮।୧: ଖୋର୍ଦ୍ଧା ଜିଲା ବାଣପୁରରେ ଘଟିଥିବା ଲୋମ ଟାଙ୍କୁରା ହତ୍ୟାକାଣ୍ଡରେ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନଙ୍କ ରିମାଣ୍ଡ ଅବଧି ଶନିବାର ଶେଷ ହେବ। ଘଟଣାର ତଦନ୍ତ ପାଇଁ ଆଶୀର୍ବାଦଙ୍କୁ ବାଣପୁର ପୋଲିସ ୨ ଦିନ ରିମାଣ୍ଡରେ ନେଇଥିଲା । ଶନିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri