Home Left

ଶ୍ରେଣୀଗୃହରେ ଶିକ୍ଷକଙ୍କ ମୋବାଇଲ ନିଶା

ଯାଜପୁର ଅଫିସ,୨୯।୧: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ରାଜ୍ୟରେ ସରକାରୀ ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ମୁଣ୍ଡପିଛା ବାର୍ଷିକ ୨୫,୦୪୧ ଟଙ୍କା ୨୦୨୧-୨୨ରେ ଖର୍ଚ୍ଚ କରାଯାଇଛି। ତଥାପି ସରକାରୀ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଗୁଣାମତ୍କ ବିକାଶ, ଶିକ୍ଷାନୁଷ୍ଠାନର ଉନ୍ନତି ସନ୍ତୋଷଜନକ…

ତଟାଞ୍ଚଳରେ ୭ ନଦୀକୁ ସଂଯୋଗ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୨୯।୧: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଞ୍ଚଳର ଗୋବିନ୍ଦପୁର, ଡିମିରିପାଳ, ପେତପଡା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ଆଦି ୧୦ ପଞ୍ଚାୟତକୁ କାଣୀ, ଖରସ୍ରୋତା, ବ୍ରାହ୍ମଣୀ ନଦୀ ଘେରି ରହିଛି। ବାଳକାଟି, କୋଳଢିହ ଓ ମହୁ ଗ୍ରାମକୁ…

ଟାର୍ଗେଟ୍‌ ଦେବା ନାଁରେ କୋଟିଏ ଆଦାୟ

ଯାଜପୁର ଅଫିସ,୨୯।୧: ଚାଷୀ ଓ ଚାଷଙ୍କ ପିଛା ଛାଡୁନି ସଙ୍କଟ। ଯାଜପୁର ଜିଲା ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀ ପଞ୍ଜୀକରଣ ଉପରେ ପୁଣି ବିଭାଗୀୟ ଅଧିକାରୀଙ୍କ ଅନିୟମିତତା ଓ ଅବହେଳା ପଦାରେ ପଡ଼ିଛି। ଏହାବାଦ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ଏବଂ ମହିଳା ସ୍ବୟଂ…

ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌କୁ ନୋବେଲ ବିଜେତାଙ୍କ ପ୍ରଶଂସା

ଭୁବନେଶ୍ୱର,୨୯।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମର ପ୍ରଶଂସା କରିଛନ୍ତି। ଓଡ଼ିଶାର ଏହି ଯୋଜନାରେ ଲୋକମାନଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି। ଏହି ସେବା ଯୋଗାଣ ପରେ…

‘ବଲାଙ୍ଗୀର କେବେ ରାଣୀରାଜା ମୁକ୍ତ ହେବ’

ଲୋଇସିଂହା, ୨୯।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଅଗ୍ରସେନ ଭବନରେ ଭାଜପା କାର୍ଯ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା। ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି, ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ, ଲୋଇସିଂହା ବିଧାୟକ ମୁକେଶ…

ଗଞ୍ଜାମ, ରାୟଗଡ଼ାରେ ଗଲା ୩ ଜୀବନ

ଭଞ୍ଜନଗର(ଡି.ଏନ.ଏ)/ ରାୟଗଡ଼ା(ସ୍ବ.ପ୍ର.), ୨୯।୧:ଗଞ୍ଜାମ ଏବଂ ରାୟଗଡ଼ା ଜିଲାର ପୃଥକ୍‌ ସ୍ଥାନରେ ଶନିବାର ସଡ଼କ ଦୁର୍ଘଟଣା ଘଟି ୩ ଜୀବନ ଯାଇଛି। ଅନ୍ୟ ୫ଜଣ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡ଼ାର ଧାନ ବ୍ୟବସାୟୀ ଭୋଳା ପ୍ରଧାନ ଏବଂ…

ଜୁଡିସିଆଲ ଆର୍କାଇଭ୍‌ ପ୍ରକଳ୍ପ ଭାରତରେ ଅଦ୍ୱିତୀୟ: ମୁଖ୍ୟମନ୍ତ୍ରୀ

କଟକ ଅଫିସ, ୨୯।୧: ହାଇକୋର୍ଟ କର୍ମଚାରୀଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ ଓ ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍‌ ବିଲଡିଂର ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ବିନିତ୍‌ ସରନ୍‌ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ…

ହକି ବିଶ୍ୱକପ୍‌: ଆଜି ଟାଇଟଲ ଟକ୍କର

ଭୁବନେଶ୍ୱର, ୨୯ା୧: ଚଳିତ ହକି ବିଶ୍ୱକପ୍‌ର ମେଗା ଫାଇନାଲ ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ୟୁରୋପର ଦୁଇ ପାଓ୍ବାର ହାଉସ ଜର୍ମାନୀ ଓ ବେଲ୍‌ଜିୟମ। ଜର୍ମାନୀ ଦଳ ୨ ଥର ଟାଇଟଲ ଜିତିଥିବାବେଳେ ବେଲ୍‌ଜିୟମ ହେଉଛି…

ମାଆଙ୍କ ପରଲୋକ ପରେ ଭାଙ୍ଗିପଡିଛନ୍ତି ରାକ୍ଷି

ମୁମ୍ବାଇ: ‘ବିଗ ବସ’ ଫେମ ଅଭିନେତ୍ରୀ ରାକ୍ଷି ସାୱନ୍ତଙ୍କ ମାଆ ଜୟାଙ୍କର ଶନିବାର ରାତିରେ ପରଲୋକ ହୋଇଛି । ବ୍ରେନ ଟ୍ୟୁମରେ ପୀଡ଼ିତ ଥିବା ଜୟାଙ୍କର ଦୀର୍ଘଦିନ ହେବ ଚିକିତ୍ସା ଚାଲିଥିଲା । ରାକ୍ଷି ତାଙ୍କ ମାଆଙ୍କର ଖୁବ୍ ନିକଟତର ଥିଲେ…

ଟଣକାସାହି ସଂରକ୍ଷିତ ଜଙ୍ଗଲରେ ନିଆଁ

ଉଦଳା,୨୯।୧ (ଡି.ଏନ.ଏ): ଶୀତ ନ ସରୁଣୁ ବିଭିନ୍ନ ଜଙ୍ଗଲରେ ଏବେ ନିଅଁା ଲାଗୁଥିବା ଦେଖିବାକୁ ମିଳୁଛି। ୬ ଦିନ ପୂର୍ବେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ତିନିକୋଶିଆ ଜଙ୍ଗଲରେ ନିଅଁା ଲାଗିଥିଲା। ବନବିଭାଗ ଏହାକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ।…

ତ୍ରିପୁରାରେ ଭାଜପା ୫୫, ସହଯୋଗୀ ଆଇପିଏଫଟି ୫ ଆସନରେ ଲଢିବେ ନିର୍ବାଚନ, ପ୍ରାର୍ଥିପତ୍ର ଦାଖଲ ପାଇଁ ରହିଛି ମାତ୍ର ଦୁଇଦିନ

ଅଗରତାଲା,୨୯ ।୧: ଭାରତୀୟ ଜନତା ପାର୍ଟି(ଭାଜପା) ତ୍ରିପୁରାରେ ଅଗାମୀ ୧୬ ଫେବୃୟାରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ପୁରୁଣା ସହଯୋଗୀ ଇଣ୍ଡିଜେନସ ଫିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା(ଆଇପିଏଫଟି)ସହ ଆସନ ବୁଝାମଣାକୁ ଶେଷ ରୂପ ଦେଇ ସାରିଛି । ଭାଜପା ତା’ର…

ଇମ୍ରାନଙ୍କ ସୁରକ୍ଷା ଫେରାଇ ନେଲେ ପାକିସ୍ତାନ ସରକାର

ଇସଲାମାବାଦ,୨୯ ।୧: ରାଜଧାନୀ ପୋଲିସ ପିଟିଆଇ ଅଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଘର ବନି ଗାଲାରୁ ସୁରକ୍ଷା ଫେରାଇ ନେଇଛନ୍ତି ଓ କାର୍ଯ୍ୟବାହକ ପ୍ରାନ୍ତିୟ ସରକାର ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ସୁରକ୍ଷାର୍କମୀଙ୍କୁ ଫେରାଇ ନେଇଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri