ପୁଣିଥରେ ଭାରତରେ ଶୁଣିବାକୁ ମିଳିବ ଧୋନି…ଧୋନି…ଧୋନି
ମୁମ୍ବାଇ: ବଲିଉଡ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତ ଓ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ସିନେମା ହଲରେ ମହେନ୍ଦ୍ର ସିଂ ଧୋନିଙ୍କ ବାୟୋପିକ ‘ଏମ ଏସ ଧୋନି ଦ ଅନଟୋଲ୍ଟ ଷ୍ଟୋରି’ ରିଲିଜ…
ବାଂଲାଦେଶରେ ରିଲଜ ହେବ ‘ପଠାନ’
ମୁମ୍ବାଇ: ଶାହାରୁଖ ଖାଁ, ଦୀପିକା ପାଦୁକୋନ ଓ ଜନ ଆବ୍ରାହମଙ୍କ ମୁଭି ‘ପଠାନ’ ସାରା ବିଶ୍ୱରେ ବକ୍ସ ଅଫିସରେ ତେହେଲକା ମଚେଇ ଦେଇଛି। ଦୀର୍ଘ ପ୍ରାୟ ୪ ବର୍ଷ ପରେ ବଡ ପରଦାକୁ ଫେରିଥିବା କିଙ୍ଗ ଖାଁଙ୍କ ଜବରଦସ୍ତ ଲେଉଟାଣି ପରେ…
କନ୍ସେନ୍ଟ୍ରିକ୍ସ କଷ୍ଟମର ଏକ୍ସପେରିଏନ୍ସ ସେଣ୍ଟର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୫।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବୃତ୍ତିଗତ ସେବା ସଂସ୍ଥା କନ୍ସେନ୍ଟ୍ରିକ୍ସ ବିପିଓ ଶୁକ୍ରବାର ଭୁବନେଶ୍ୱରରେ ଉଦ୍ଘାଟିତ ହୋଇଛି। କନ୍ସେନ୍ଟ୍ରିକ୍ସ ଭୁବନେଶ୍ୱରରେ କଷ୍ଟମର ଏକ୍ସପେରିଏନ୍ସ ସେଣ୍ଟର ପ୍ରତିଷ୍ଠା କରିବା ସହିତ ମହିଳା ସଶକ୍ତୀକରଣ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରମାଦେବୀ…
ବିବାହ କରିବେ ଆଉ ୨ ଜିଲାପାଳ
ଭୁବନେଶ୍ୱର,୫।୫(ବ୍ୟୁରୋ): ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣାଙ୍କ ବିବାହ ଶେଷ ହେଉ ହେଉ ଆଉ ୨ ଜିଲାପାଳ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ପୁରୀ ଜଲାପାଳ ସମର୍ଥ ବର୍ମା ରାୟଗଡ଼ା ଜିଲାପାଳ ସ୍ବେଧା ଦେବ…
ମୋରେନାରେ ଜମି ବିବାଦକୁ ନେଇ ଗୁଳିକାଣ୍ଡ, ୬ ଜଣଙ୍କୁ ହତ୍ୟା, ୨ ଗୁରୁତର
ମୋରେନା,୫।୫: ମଧ୍ୟ ପ୍ରଦେଶର ମୋରେନାରେ ଜମି ବିବାଦକୁ ନେଇ ୬ ଜଣଙ୍କୁ ଗୁଳି କରିହତ୍ୟା କରାଯାଇଥିବା ଜଣାପଡିଛି। ଏହି ଗୁଳିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜିଲାର ସିଂହୋନିଆ ଥାନା ଅନ୍ତର୍ଗତ…
ବାଇକ୍ ଲୋନ୍ କିସ୍ତି ଶୁଝିବାକୁ ଆସୁଥିଲେ ଦାଦା-ପୁତୁରା, ଦୁର୍ଘଟଣାରେ ଚାଲିଗଲା ଦୁହିଁଙ୍କ ଜୀବନ
କାମାକ୍ଷାନଗର,୫।୫: ଢେଙ୍କାନାଳ ଜିଲା କଙ୍କଡ଼ାହାଡ ଥାନା ବନ୍ଦାଣିଆ ଛକ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଓଡି ୦୬ ଏଲ ୬୧୧୩ ନମ୍ବର ବିଶିଷ୍ଟ ବାଇକ୍ ରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଛି। ଫଳରେ ଦୁଇ ବାଇକ୍ ଆରୋହି କାଳିଆପାଣି ଥାନା…
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବେ ଅନୁଷ୍କା!
ମୁମ୍ବାଇ: ଆଜିକାଲି ଅନୁଷ୍କା ଶର୍ମା ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ କ୍ରିକେଟର ସ୍ବାମୀ ବିରାଟଙ୍କ ସହ ଫଟୋ ଶେୟାର କରି ତ ଆଉ କେତେବେଳେ ଅନ୍ୟ କିଛି କାରଣକୁ ନେଇ। ଆଜିକାଲି ଅଭିନେତ୍ରୀ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଶୁଣିବାକୁ ମିଳୁଛି ଅନୁଷ୍କା…
କୁକୁରର ଜନ୍ମଦିନ ପାର୍ଟି, ଭୋଜିରେ ସାମିଲ ହେଲେ ଶହ ଶହ କୁକୁର, ଭିଡିଓ ଦେଖିଲେ…
ଦୁନିଆରେ ପଶୁପ୍ରେମୀଙ୍କ କୌଣସି ଅଭାବ ନାହିଁ। ଲୋକମାନେ ପଶୁପକ୍ଷୀ ରଖିବାକୁ ଏତେ ଭଲ ପାଆନ୍ତି ଯେ, ବେଳେବେଳେ ସେମାନେ ନିଜ ଜୀବନଠାରୁ ମଧ୍ୟ ସେମାନଙ୍କୁ ଭଲପାଆନ୍ତି। ଯେଉଁମାନେ ପଶୁମାନଙ୍କୁ ରଖନ୍ତି ସେମାନଙ୍କୁ ପିଲାମାନଙ୍କ ପରି ଦେଖାଶୁଣା କରନ୍ତି। ଯଦି ଗୃହପାଳିତ ପଶୁ…
ପୋଖରୀରେ ପଡି ନାବାଳକଙ୍କ ଜୀବନ ଗଲା
ଭଦ୍ରକ ଅଫିସ, ୫।୫: ଭଦ୍ରକ ଜିଲା ଧାମରା ମେରାଇନ ଥାନା ଅଧୀନ ଗୁଆଁଳ ଗ୍ରାମରେ ପୋଖରୀରେ ପଡି ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଗୁରୁବାର ମଧ୍ୟାହ୍ନରୁ ଉକ୍ତ ଗ୍ରାମର ଦିଗମ୍ବର ବାରିକଙ୍କ ସାନପୁଅ ରୁଦ୍ରଙ୍କୁୁ ଘରଲୋକେ ବିଭିନ୍ନ ଆଡେ…
ସମ୍ବଲପୁରରେ ଗଡ଼ିବ ମୋ ବସ୍
ସମ୍ବଲପୁର,୫ା୫(ବ୍ୟୁରୋ): ସମ୍ବଲପୁରରେ ଖୁବ୍ଶୀଘ୍ର ମୋ ବସ୍ ସେବା ଆରମ୍ଭ ହେବ। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହା ଲୋକାର୍ପଣ ହୋଇପାରେ ବୋଲି ଆଲୋଚନା ହେଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମହାନଗର ନିଗମ ଅନ୍ତର୍ଗତ କାଇଁଶିିର ରାସ୍ତାରେ ବସ୍ଷ୍ଟାଣ୍ଡ…
ଆସନ୍ତା ୧୫ ଯାଏ ବଢ଼ିପାରେ ରବି ଜଳସେଚନ ଅବଧି
ଭବାନୀପାଟଣା,୫ା୫(ସ୍ବ.ପ୍ର): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଗତ ଜାନୁଆରୀ ୬ରୁ ରବି ଜଳସେଚନ ଆରମ୍ଭ ହୋଇଥିଲା। ଆସନ୍ତା ୬ରେ ଏହାର ଅବଧି ସରିବାକୁ ଥିବା ବେଳେ ଚାଷୀଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ମେ ୧୫ ପର୍ଯ୍ୟନ୍ତ ଜଳସେଚନକୁ ବୃଦ୍ଧି କରାଯାଇ…
ଅଦିନିଆ ବର୍ଷା ଉଜାଡ଼ିଲା ରବିଚାଷ
ନୂଆପଡା ଅଫିସ,୫ା୫: ନୂଆପଡା ଜିଲାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଧାନଚାଷ ସହ ପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଚଳିତବର୍ଷ ଅଦିନିଆ ବର୍ଷା ସହ କୂଆ ପଥର ମାଡରେପରିବା ଚାଷ ସବୁ ନଷ୍ଟ ହେବାରେ…

