Home Left

ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌କୁ ଗୁୁରୁମନ୍ତ୍ର ଦେଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୨୯।୧: ୨୦୨୩ ଦିନିକିଆ ବିଶ୍ୱକପ୍‌ ଭାରତରେ ଖେଳାଯିବ। ୧୦ ବର୍ଷ ପରେ ଆଇସିସି ଟ୍ରଫି ଜିତିବା ଉପରେ ଭାରତୀୟ ଟିମ୍‌ର ନଜର ରହିଛି। ଏହାକୁ ନେଇ ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଦଳକୁ ଗୁରୁମନ୍ତ୍ର ଦେଇଛନ୍ତି।…

ଘରେ ପଶି ମା’-ପୁଅଙ୍କ ଉପରେ ଏସିଡ୍‌ ଆକ୍ରମଣ, ସିସିଟିଭିରେ କଏଦ ହେଲେ ସନ୍ଦିଗ୍ଧ

ଲକ୍ଷ୍ନୌ,୨୯।୧: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘରେ ପଶି ମା’-ପୁଅଙ୍କ ଉପରେ ଏସିଡ୍‌ ଆକ୍ରମଣ କରାଯାଇଛି। ଏଥିରେ ଉଭୟ ଗୁରୁତର ହୋଇଥିବା ବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଚିକିତ୍ସା ଲାଗି ଆହତଙ୍କୁ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିସିଟିଭିରେ ଘଟଣା କଏଦ ହୋଇଥିବା…

ଦୁଇ ହାତୀ ଦାନ୍ତ ଜବତ, ୪ଗିରଫ

ବାରିପଦା ଅଫିସ,୨୯ା୧: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତର ଡିଭିଜନ୍‌ ତାଳବନ୍ଦ ରେଞ୍ଜରୁ ଗଳିତ ଦନ୍ତାହାତୀର ଦୁଇ ଦାନ୍ତକୁ ପୋଲିସ ଓ ବନବିଭାଗ ମିଳିତ ଭାବେ ଜବତ କରିଛି । ଏ ସଂକ୍ରାନ୍ତରେ ୱାଇଲ୍ଡ ଲାଇଫ ଆକଟ ଅନୁଯାୟୀ…

ଗୁଜରାଟରେ ପେପର୍‌ ଲିକ୍‌ ମାମଲା: ୧୫ ଗିରଫ

ଗାନ୍ଧୀନଗର,୨୯।୧: ଗୁଜରାଟରେ ପୁଣି ଥରେ ପେପର୍‌ ଲିକ୍‌ ହେବା ଖବର ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଜାନୁୟାରୀ ୨୯ ଅର୍ଥାତ ରବିବାର ହେବାକୁ ଥିବା ଜୁନିୟର କ୍ଲର୍କ ନିଯୁକ୍ତି ପରୀକ୍ଷାକୁ ବାତିଲ କରାଯାଇଛି। ଏହି ମାମଲାରେ ଗୁଜରାଟ ଏଟିଏସ୍‌ର ତଦନ୍ତ…

ହାଣ୍ଡିରୁ ଭାତ ଖାଇଗଲା ଦନ୍ତା

ଢେଙ୍କାନାଳ ଅଫିସ, ୨୯।୧: ଜଙ୍ଗଲ ତଳି ଅଞ୍ଚଳରେ ରହୁଥିବା ପରିବାରର ବାସିପଖାଳ ବାସ୍ନା ହାତୀପଲକୁ ମତୁଆଲା କରୁଛି। ଜମିରୁ ଧାନ ଅମଳ ସରିଯାଇଥିବାବେଳେ ଏବେ ବଣୁଆ ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହଁା ହେଉଛନ୍ତି। ପଖାଳ ଖାଇବାକୁ ଯାଇ ସେମାନେ ଘରଦ୍ୱାର…

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ

କଳା, ସଂସ୍କୃତି ଓ ପରମ୍ପରାରେ ପରିପୂର୍ଣ୍ଣ ମୟୂରଭଞ୍ଜ ଜିଲା। ଏଠାରେ ରହିଛନ୍ତି ଅନେକ ଲୁକ୍କାୟିତ ପ୍ରତିଭା; ଯାହାକୁ ଲୋକଲୋଚନକୁ ଆଣିବାକୁ ଅଣ୍ଟା ଭିଡିଛି ୟଙ୍ଗ ମାସ୍‌ ଆସୋସିଏଶନ(ଓ୍ବାଇଏମ୍‌ଏ)। ଦୀର୍ଘ ୨୮ବର୍ଷ ଧରି ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ନେଇ ଗଢ଼ି ଉଠିଥିବା ଏହି…

ଜମ୍ମୁ-କଶ୍ମୀରର ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇଲେ ରାହୁଲ

ଶ୍ରୀନଗର,୨୯।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ଯାତ୍ରା’ ଏବେ ଅନ୍ତିମ ଚରଣରେ ପହଞ୍ଚିଛି। ତାମିଲନାଡ଼ୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ପହଞ୍ଚିଛି। ରାହୁଲ ରବିବାର ଏଠାର ଐତିହାସିକ ଲାଲ ଚୌକରେ ତ୍ରିରଙ୍ଗା…

ସିଟି ଅଫ୍‌ ହିଲ୍ସ

ଗୁଜରାଟ ଏହାର ଐତିହ୍ୟ ସହର ପାଇଁ ସୁପରିଚିତ। ଏହାର କଳା ଓ ଭାସ୍କର୍ଯ୍ୟର ନିଦର୍ଶନ ପ୍ରତିଟି ମନ୍ଦିର କାରୁକାର୍ଯ୍ୟରେ ଝଲସି ଉଠେ। ତେବେ ଏହାର ଏକ ଜିଲା ଜୁନାଗଡ଼, ସିଟି ଅଫ୍‌ ହିଲ୍ସ ନାମରେ ପରିଚିତ। ଏହାର ପର୍ବତମାଳାରେ ଖୋଦେଇ ହୋଇଛି…

ୟୁନିସେକ୍ସ ଫ୍ୟାଶନ

ଏବେ ଜେଣ୍ଡର ନ୍ୟୁଟ୍ରାଲ ବା ୟୁନିସେକ୍ସ ଫ୍ୟାଶନ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଯଦ୍ଦ୍ବାରା ନା କେବଳ ନାରୀ ଓ ପୁରୁଷ ମଧ୍ୟରେ ଅସମାନତା ଏବଂ ଭେଦଭାବ ହ୍ରାସ ପାଉଛି ବରଂ ଏହା ଅପେକ୍ଷାକୃତ ଟ୍ରେଣ୍ଡି ଓ ଆଇକ୍ୟାଚି ଲୁକ୍‌ ବି ଦେଉଛି।…

ଯୋଡ଼ି ବନାଇଲା ଫେସ୍‌ବୁକ୍‌: ସ୍ବିଡେନ କନ୍ୟାଙ୍କୁ ଭାରତ ବର

ପ୍ରଥମେ ଫେସ୍‌ବୁକ୍‌ରୁ ଫ୍ରେଣ୍ଡଶିପ୍‌ ଆରମ୍ଭ ହୋଇଥିଲା। ଏହା ପରେ ପ୍ରେମରେ ପଡ଼ିଥିଲେ ଦୁଇ ଯୁବତୀ ଯୁବକ। ୧୦ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଯୋଡ଼ି। ଯାହାକି ସମସ୍ତଙ୍କୁ ଚକିତ କରିଛି।…

ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ: ୩ଲକ୍ଷ ଶ୍ରଦ୍ଧାଳୁ

କୋଣାର୍କ,୨୯।୧(ଡି.ଏନ୍‌.ଏ.): ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସନ୍ନିକଟ ପୁରାଣ ବର୍ଣ୍ଣିତ ଚନ୍ଦ୍ରଭାଗାରେ ଶନିବାର ମାଘସପ୍ତମୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚନ୍ଦ୍ରଭାଗା ତୀର୍ଥରେ ଭୋରରୁ ପ୍ରାୟ ୩ଲକ୍ଷରୁ ଊଦ୍ଧର୍‌ବ ଶ୍ରଦ୍ଧାଳୁ ମାଘ ବୁଡ଼ ପକାଇବା ସହ ବେଳାଭୂମି ମହୋଦଧି ତଟରେ ସୂର୍ଯ୍ୟ…

ଖେଳୁଥିବା ବେଳେ ବାଳକଙ୍କ ପେଟରେ ପଶିଲା ବର୍ଚ୍ଛା

ବଲାଙ୍ଗୀର ଅଫିସ, ୨୯।୧- ବଲାଙ୍ଗୀର ଜିଲା ବେଲପଡା ଥାନା ଅଏଁଲାଭଟା ଗାଁରେ ରବିବାର ଏକ ଅଘଟଣ ଘଟିଛି । ରାଜୁ ଥନାପତି ନାମକ ଜଣେ ୧୬ ବର୍ଷ ବାଳକଙ୍କ ପେଟରେ ଏକ ବର୍ଚ୍ଛା ପଶିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri