ପ୍ରଧାନଶିକ୍ଷକ ନିଯୁକ୍ତିକୁ ଗ୍ରାମବାସୀଙ୍କ ବିରୋଧ
ଆର୍ଡି,୬ା୫(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପ୍ରାଥମିକ ବିଦ୍ୟାଳୟରେ ପଦୋନ୍ନତି ପାଇଥିବା ପ୍ରଧାନଶିକ୍ଷକ ନିଯୁକ୍ତିକୁ ଗ୍ରାମବାସୀ ତଥା ବିଦ୍ୟାଳୟ ଶିକ୍ଷା ପରିଚାଳନା କମିଟି ସଭ୍ୟାସଭ୍ୟ ବିରୋଧ କରିଛନ୍ତି। ସୂଚନା ମୁତାବକ, କୋଇଲଖା ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷକ କନକ ମୁଣ୍ଡା ପଦୋନ୍ନତି…
କନିଷ୍ଠ ଯନ୍ତ୍ରୀ ଲାଞ୍ଚନେଉଥିବା ଭିଡିଓ ଭାଇରାଲ
ବୈପାରୀଗୁଡା,୬।୫(ଡି.ଏନ୍.ଏ.): ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ଭିଡିଓ ଭାଇରାଲ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ମାଠପୋଡା ପଞ୍ଚାୟତରେ। ଉକ୍ତ ପଞ୍ଚାୟତରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ କାମର ବିଲ କରାଇବା ପାଇଁ ଲାଞ୍ଚ ନେଉଥିବା…
ବଙ୍ଗୋପସାଗରରେ ସୃଷ୍ଟିହେଲା ଘୂର୍ଣ୍ଣିବଳୟ
ଭୁବନେଶ୍ୱର,୬।୫(ବ୍ୟୁରୋ): ଆଜି ସକାଳ ୮.୩୦ରେ ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ରବିବାର ଏହା ଲଘୁଚାପର ରୂପ ନେବ । ଆସନ୍ତା ୯ ତାରିଖ ସକାଳେ ଅବପାତ ପରେ ବାତ୍ୟାର ରୂପ ପରିଣତ ହେବା ନେଇ ଆଶଙ୍କା…
ଆଜି ମୁମ୍ବାଇ-ଚେନ୍ନାଇ ସଂଘର୍ଷ
ଚେନ୍ନାଇ,୬।୫: ଆଇପିଏଲ୍ ୨୦୨୩ର ୧୬ତମ ସିଜନରେ ଶନିବାର ଡବଲ ହେଡର୍ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ସହିତ ମୁକାବିଲା ହେବ। ପ୍ଲେ ଅଫ ଦୌଡ଼କୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ…
୧୦୬ ବର୍ଷୀୟା ଟାଟୁ ଆର୍ଟିଷ୍ଟ
ମାନିଲା: ବୟସ ୬୦/୭୦ ହେବା ବେଳକୁ ଲୋକେ ଅଣ୍ଟା ସଳଖି ପାରନ୍ତିନି। ବସା-ଉଠା କରିବାରେ ବହୁ କଷ୍ଟ ଅନୁଭବ କରନ୍ତି। ହେଲେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ପରିଣତ ବୟସରେ ମଧ୍ୟ ଏମିତି କିଛି କରୁଛନ୍ତି, ଯାହା ଫଳରେ ସେମାନେ…
ଛତା ଧରି ବାହାହେଲେ ବର
ରାୟପୁର: ଅନେକ ସମୟରେ ବିବାହକୁ ନେଇ ଭିନ୍ନ ଘଟଣା ଶୁଣିବାକୁ ମିଳିଥାଏ, ଯାହା ଅତ୍ୟନ୍ତ ରୋଚକ ହୋଇଥାଏ। ଯେପରିକି ବର ଜେସିବି ସାହାଯ୍ୟରେ ହେଉ କି କନ୍ୟାକୁ ବର ମୋଟରସାଇକେଲରେ ଆଣିବା ନଜରକୁ ଆସିଛି। ସେହିପରି ନିକଟରେ ଏକ ଭିନ୍ନ ବିବାହ…
ଅପରେଶନ ମାଧ୍ୟମରେ ଉଚ୍ଚତା ବୃଦ୍ଧି
ବର୍ଲିନ୍: ଅଧିକ ସୁନ୍ଦର ଦେଖାଯିବାକୁ ଲୋକେ କେତେ କ’ଣ ପନ୍ଥା ଆପଣେଇଥା’ନ୍ତି। ଏପରିକି ଅନେକେ ମୁହଁର ପ୍ଲାଷ୍ଟିକ ସର୍ଜରି ମଧ୍ୟ କରାନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକରେ ପ୍ଲାଷ୍ଟିକ ସର୍ଜରି ଏକ ସାଧାରଣ କଥା। ହେଲେ କେହି ସୁନ୍ଦର ଦିଶିବା ପାଇଁ ଗୋଡ଼ ଲମ୍ବା…
ସୁନ୍ଦରଗଡ଼, ବରଗଡ଼ ବିଜୟୀ
ଭୁବନେଶ୍ୱର,୬ା୫(ସ୍ପୋଟର୍ସ ବ୍ୟୁରୋ): ୬୨ତମ ଜାତୀୟ ପୁରୁଷ ସିନିୟର ଆନ୍ତଃଜିଲା ଫୁଟ୍ବଲ ଚାମ୍ପିୟନଶିପ୍ ସାହାଣୀ କପ୍ର କ୍ୱାର୍ଟରଫାଇନାଲ ଲିଗ୍ ପର୍ଯ୍ୟାୟ ଆରମ୍ଭ ହୋଇଛି। ଶୁକ୍ରବାର ସୁନ୍ଦରଗଡ଼ ଓ ବରଗଡ଼ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି। କଟକସ୍ଥିତ ଓଟିଏମ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ…
ପ୍ରଥମ ଦିନରେ ଓଡ଼ିଶା ଖେଳାଳିଙ୍କୁ ୩ ପଦକ
ଭୁବନେଶ୍ୱର,୬ା୫(ସ୍ପୋଟର୍ସ ବ୍ୟୁରୋ): ବେଙ୍ଗାଲୁରୁ ସ୍ଥିତ ଶ୍ରୀ କାନ୍ତିବୀରା ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ୍ ଓପନ ପାରା ଆଥଲେଟିକ୍ସ ଇଣ୍ଟରନ୍ୟାଶନାଲ ଚାମ୍ପିୟନଶିର ପ୍ରଥମ ଦିନରେ ଓଡ଼ିଶା ଆଥଲେଟଙ୍କୁ ୩ ପଦକ। ୧୨ଦେଶର ୨୯୦ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶା ପକ୍ଷରୁ ଜୟନ୍ତୀ ବେହେରା…
ମାଉଣ୍ଟ ଏଲବ୍ରୁସରେ ସିଦ୍ଧାର୍ଥ
ଭୁବନେଶ୍ୱର,୬ା୫(ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶାର ପର୍ବତାରୋହଣକାରୀ ସିଦ୍ଧାର୍ଥ ରାଉତରାୟ ୟୁରୋପର ସର୍ବୋଚ୍ଚ ଗିରି ଶୃଙ୍ଗ ମାଉଣ୍ଟ ଏଲବ୍ରୁସ ଆରୋହଣ କରିଛନ୍ତି। ମେ ୩ ତାରିଖରେ ସିଦ୍ଧାର୍ଥ ଏହି ପର୍ବତ ଚଢିଥିଲେ। ଶୁକ୍ରବାର ସେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ…
ଇଣ୍ଡିଆନ୍ ଓମେନ୍ସ ଲିଗ୍: ଓଏଫ୍ସିର ବୃହତ୍ ବିଜୟ
ଭୁବନେଶ୍ୱର,୬ା୫(ସ୍ପୋଟର୍ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ଇଣ୍ଡିଆନ ଓମେନ୍ସ ଲିଗ୍ରେ ଓଡ଼ିଶା ଏଫ୍ସି (ଓଏଫ୍ସି)ର ବୃହତ୍ ବିଜୟ ହୋଇଛି। ଶୁକ୍ରବାର ଶାହିବାଗରେ ଚର୍ଚ୍ଚିଲ ବ୍ରଦର୍ସ ବିପକ୍ଷ ମ୍ୟାଚ୍କୁ ଓଡ଼ିଶା ୧୦-୦ ବୃହତ୍ ବ୍ୟବଧାନରେ ଜିତି ନେଇଥିଲା। ଓଏଫ୍ସି ପକ୍ଷରୁ ଅଧିନାୟିକା ନାନ୍ଗୋମ୍ ବାଲା…
କାନ୍ଦି କାନ୍ଦି ଜେଲ ଗଲେ ଆଇଏଏସ ଛବି ରଞ୍ଜନ
ରାଞ୍ଚି,୬।୫: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କୋର୍ଟ ରାଞ୍ଚିର ପୂର୍ବତନ ଡେପୁଟି କମିଶନର ଆଇଏଏସ ଛବି ରଞ୍ଜନଙ୍କୁ ଶୁକ୍ରବାର ବିଚାର ବିଭାଗୀୟ ହେପାଜତରେ ଜେଲ ପଠାଇ ଦେଇଛନ୍ତି। ବେଆଇନ ବିକ୍ରୟ ତଥା ସେନା ଦଖଲ କରିଥିବା ଜମି କ୍ରୟ ସହ ଜଡିତ ଥିବା ଅଭିଯୁକ୍ତ…

