Home Left

୩୦ ଫୁଟ ଉଚ୍ଚରୁ ଖସିଲେ କଳା ହରିଣ: ୧୨ ମୃତ

ପୁଣେ,୨୯।୧: ମହାରାଷ୍ଟ୍ରର ସୋଲାପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ୩୦ ଫୁଟ୍‌ ଉଚ୍ଚତାରୁ ଖସି ୧୨ କଳା ହରିଣଙ୍କ ମୃତ୍ୟୁ ଘଟିଛି। ଦୁଇଜଣ ଆହତ ହୋଇଛନ୍ତି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସାଲାପୁର-ବିଜାପୁର ରାଜପଥରେ ଥିବା ବ୍ରିଜ ଉପରେ ଏହି…

୧୦ମ ଥର ଅଷ୍ଟ୍ରେଲିଆନ୍‌ ଓପନ ଜିତିଲେ ନୋଭାକ ଜୋକୋଭିକ

ସିଡ୍‌ନୀ,୨୯।୧: ସର୍ବିଆର ନୋଭାକ ଜୋକୋଭିକ ଦଶମ ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ ୨୦୨୩ ଜିତିଛନ୍ତି। ପୁରୁଷ ସିଙ୍ଗଲ୍ସ ଟାଇଟଲ ମ୍ୟାଚରେ ସେ ଗ୍ରୀସର ଷ୍ଟେଫାନୋସ ସିସିପାସ୍‌ଙ୍କୁ ୬-୩, ୭-୬, ୭-୬ ରେ ପରାସ୍ତ କରିଛନ୍ତି। ଫାଇନାଲ ମ୍ୟାଚରେ ଜୋକୋଭିକ ଚମତ୍କାର ଆରମ୍ଭ…

ଶେହନାଜଙ୍କ ହାତରେ ବଡ଼ ଫିଲ୍ମ ଅଫର

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ ପରଠାରୁ ଶେହନାଜ ଗିଲ୍‌ଙ୍କ ଡିମାଣ୍ଡ ବଢ଼ିଚାଲିଛି। ସେ ଏପର୍ଯ୍ୟନ୍ତ ବଲିଉଡ୍‌ରେ ଡେବ୍ୟୁ କରିନାହାନ୍ତି କିନ୍ତୁ ତାଙ୍କ ନିକଟକୁ ଫିଲ୍ମର ଅଫର ପରେ ଅଫର ଆସୁଛି। ଶେହନାଜ ସଲମାନ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘କିସି କା ଭାଇ କିସି…

‘ଏଣିକି ଘଣ୍ଟା ବଜାଇବା ନୁହେଁ, ଗଳା କାଟୁଥିବା ହିନ୍ଦୁ ହେବା ଆବଶ୍ୟକ’

ମୁମ୍ବାଇ,୨୯।୧: ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହି ଆସୁଥିବା ତେଲେଙ୍ଗାନା ଭାଜପା ବିଧାୟକ ଟି ରାଜା ସିଂ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ରବିବାର ସେ କହିଛନ୍ତି, ବର୍ତ୍ତମାନ ଘଣ୍ଟା ବଜାଇବା ହିନ୍ଦୁ ନୁହେଁ, ଗଳା କାଟୁଥିବା ହିନ୍ଦୁ ହେବା…

ମନ୍ତ୍ରୀ ହେବି କେବେ ଭାବି ନ ଥିଲି: ଏସ ଜୟଶଙ୍କର

ନୂଆଦିଲ୍ଲୀ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ପାଇବା ନେଇ ଏସ ଜୟଶଙ୍କର ପ୍ରଥମ ଥର ପାଇଁ ଖୋଲାଖୋଲି ନିଜ ମତ ରଖିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ତାଙ୍କୁ…

ବିଶ୍ୱକପ୍‌ ଫାଇନାଲ୍‌: ଟସ୍‌ ଜିତିଲା ଭାରତ

ପୋଶ୍ଚେଫଷ୍ଟ୍ରୁମ୍‌,୨୯।୧: ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ-ଇଂଲଣ୍ଡ ମଧ୍ୟରେ ମୁକାବିଲା ଚାଲିଛି। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟିକା ଶେଫାଳି ବର୍ମା ଟସ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ ଇଣ୍ଡିଆ ଏହି ବିଶ୍ୱକପର ପ୍ରଥମ ସଂସ୍କରଣ…

ଦାଦାଙ୍କୁ ବଡ଼ ଦାୟିତ୍ୱ ଦେଲେ ଅଖିଳେଶ

ଲକ୍ଷ୍ନୌ,୨୯।୧: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟିର ୬୨ ସଦସ୍ୟ ବିଶିଷ୍ଟ ଜାତୀୟ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ଏଥିରେ ଅଖିଳେଶ ଦଳର ବରିଷ୍ଠ ନେତା ତଥା ଦାଦା ଶିବପାଲ ଯାଦବଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି।…

ଗୁଳିକାଣ୍ଡ ପରେ ଏଏସ୍‌ଆଇଙ୍କ ସ୍ତ୍ରୀ, ପୁଅ ରଖିଲେ ପ୍ରତିକ୍ରିୟା

ଭୁବନେଶ୍ବର,୨୯।୧(ବୁରୋ): ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିକାଣ୍ଡ ଘଟଣା ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ପୋଲିସ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଗିରଫ କରି ପଚରାଉଚରା କରୁଛି। ହେଲେ ଗୁଳିକାଣ୍ଡର କାରଣ ଜଣାପଡି ନ ଥିବା…

୨ ଖଲିସ୍ତାନୀ ଆତଙ୍କବାଦୀ ଗିରଫ

ନୂଆଦିଲ୍ଳୀ,୨୯।୧: ଦେଶର ରାଜଧାନୀ ଦିଲ୍ଲୀରୁ ଦୁଇ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଉଭୟ ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ ଶିଖ ଫର ଜଷ୍ଟିସ (ଏସ୍‌ଏଫ୍‌ଜେ)ର ସଦସ୍ୟ ବୋଲି କୁହାଯାଉଛି। ସାଧାରଣତନ୍ତ୍ର ଦିବସ ପୂର୍ବରୁ ସେମାନେ ଦିଲ୍ଲୀର ଅନେକ ଅଞ୍ଚଳରେ କାନ୍ଥରେ…

ହଠାତ୍‌ ମାଡ଼ ହେଲା ପକ୍ଷୀ: ବିମାନର ଜରୁରିକାଳୀନ ଅବତରଣ

ଲକ୍ଷ୍ନୌ,୨୯।୧: ଲକ୍ଷ୍ନୌରୁ କୋଲକାତା ଯାଉଥିବା ଏୟାର ଏସିଆ ବିମାନରେ ହଠାତ୍‌ ପକ୍ଷୀ ମାଡ଼ ହୋଇଛି। ପରେ ବିମାନକୁ ଜରୁରିକାଳୀନ ଅବତରଣ କରାଯାଇଛି। ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିଲା, ଏହି ସମୟରେ ପାଇଲଟ ପକ୍ଷୀ ମାଡ଼ ଯୋଗୁ ରନୱେରେ ବିମାନକୁ ଅଟକାଇଥିଲେ।…

ପ୍ରେଗ୍ନେନସି ଖବର ଭିତରେ କିଛି ଏମିତି ଅବତାରରେ ନଜର ଆସିଲେ କ୍ୟାଟ୍ରିନା

ମୁମ୍ବାଇ: ବେଶ କିଛିଦିନ ହେବ ଆଲୋଚନା ହେଉଛି କି ବଲିଉଡ ବିୟୁଟି କ୍ୟାଟ୍ରିନା କୈଫ ମାଆ ହେବାକୁ ଯାଉଛନ୍ତି । ବିଶେଷ କରି ସେ ଯେତେବେଳେ ଢିଲା ଢିଲା ପୋଷାକରେ ନଜର ଆସୁଛନ୍ତି ସେତେବେଳେ ଏହି ଆଲୋଚନା ଆହୁରି ବଢି ଯାଉଛି…

ଦେଶରେ ଘୃଣା ସୃଷ୍ଟି ହେବାକୁ ଦେବୁ ନାହିଁ: ସୁରଜେୱାଲା

ନୂଆଦିଲ୍ଲୀ,୨୯।୧: ‘ଭାରତ ଯୋଡୋ ଯାତ୍ରା’ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗରର ଲାଲ ଚୌକରେ ତ୍ରିରଙ୍ଗା ଉଡାଇଛନ୍ତି। ରାହୁଲ ତ୍ରିରଙ୍ଗା ଉଡାଇବା ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ ମଧ୍ୟ ଟାର୍ଗେଟ କରିଛି। କଂଗ୍ରେସର ବରିଷ୍ଠ ନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri