ଏଏସ୍ଆଇ ଗୋପାଳଙ୍କ ଘର ବ୍ରହ୍ମପୁର
ଝାରସୁଗୁଡ଼ା ଅଫିସ୍,୩୦।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ନିଜ ରିଭଲଭର୍ରୁ ଗୁଳିମାରିଥିବା ପୋଲିସ୍ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କ ଘର ବ୍ରହ୍ମପୁର ହୋଇଥିବାବେଳେ ସେ କନଷ୍ଟେବଳ ଭାବେ ପ୍ରଥମେ ନିଯୁକ୍ତି ପାଇଥିଲେ। ତା’ ପରେ ପଦୋନ୍ନତି ପାଇ ସେ ଏଏସ୍ଆଇ ହୋଇଥିଲେ। ଏହି…
ଛାତ୍ର ଜୀବନରୁ ରାଜନୀତି
ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ଭାବେ ପରିଚିତ ଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ (ନବ ଦାସ)। ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ତଥା ବର୍ତ୍ତମାନର ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୪୦ ନମ୍ବର ୱାର୍ଡ ରାସନପୁର ମିର୍ଗାମୁଣ୍ଡାରେ…
୧୪୫ ଦିନରେ ୪୦୦୦ କିଲୋମିଟର ଯାତ୍ରା, ଐତିହାସିକ ଲାଲ ଚୌକରେ ତ୍ରିରଙ୍ଗା.., ଶେଷ ହେବ ଭାରତ ଯୋଡୋ ଯାତ୍ରା
ନୂଆଦିଲ୍ଲୀ,୩୦ ।୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୋମବାର ଅର୍ଥାତ୍ ୩୦ ଜାନୁୟାରୀରେ ଶେଷ ହେବାକୁ ଯାଉଛି । ତାମିଲନାଡୁର କନ୍ୟା କୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୪୫ ଦିନରେ ୧୨ ରାଜ୍ୟ ଓ ୨ଟି…
୧.୧୫ କୋଟି ଠକେଇ, ବ୍ୟାଙ୍କ କ୍ୟାଶିୟର ଗିରଫ
ଭୁବନେଶ୍ୱର,୩୦।୧(ବ୍ୟୁରୋ):ଦେଢ କୋଟି ଟଙ୍କା ଅର୍ଥ ହେରଫେର ଅଭିଯୋଗରେ ଜଣେ ବ୍ୟାଙ୍କ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) କଳାହାଣ୍ଡି ଜିଲା ଭବାନୀପାଟଣାରୁ ଗିରଫ କରିଛି। ସେ ହେଲେ କଟକ ଜିଲା ନିଆଳି ଅଞ୍ଚଳରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପହଙ୍ଗା…
ଶିକ୍ଷା ସଚେତନତା ପାଇଁ ମିନି ମାରାଥନ୍
ଭୁବନେଶ୍ୱର,୩୦।୧(ବ୍ୟୁରୋ):କିଟ୍ ଓ କିସ୍ ପକ୍ଷରୁ ରବିବାର ଏକ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ଏହିି ମାରାଥନ୍ ରାଜଧାନୀ ସମେତ ଓଡ଼ିଶାର ୩୦ ଜିଲା ସଦର ମହକୁମାକୁ ମିଶାଇ ୩୫ଟି ସ୍ଥାନରେ ଆୟୋଜିତ ହୋଇଥିବାବେଳେ ଭାରତର ୨୫ଟି ସହର ଓ ବାଂଲାଦେଶ, ନେପାଳ,…
ଉପନିର୍ବାଚନରେ ୩୩ ଆସନରେ ଲଢିବ ଇମ୍ରାନଙ୍କ ପାର୍ଟି
ଇସଲାମାବାଦ,୩୦ ।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ମାର୍ଚ୍ଚରେ ହେବାକୁ ଥିବା ଉପନିର୍ବାଚନରେ ସମସ୍ତ ୩୩ ସଂସଦୀୟ ଆସନରେ ନିଜର ପ୍ରାର୍ଥୀ ଦେବ । ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ଉପାଧ୍ୟକ୍ଷ ଓ ପୂର୍ବତନ ବୈଦେଖିକ ମନ୍ତ୍ରୀ ଶାହ ମହମ୍ମଦ କୁରେସି…
ଆମେରିକାକୁ ବିନାଶର ପଥରେ ରଖିଛନ୍ତି ବାଇଡେନ୍: ଟ୍ରମ୍ପ
ଓ୍ବାଶିଂଟନ୍,୩୦।୧: ୨୦୨୪ରେ ଆମେରିକାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ନିର୍ବାଚନ ଦଳ ପ୍ରଚାର ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ…
ମାର୍ଚ୍ଚରେ ଭାରତ ଆସିପାରନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ, ରାଇସିନା ଡାଏଲଗରେ ନେବେ ଭାଗ
ୱାଶିଂଟନ,୩୦ ।୧: ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନି ବ୍ଲିଂକନ ମାର୍ଚ୍ଚରେ ଭାରତ ଆସିପାରନ୍ତି । ବ୍ଲିଂକନ ଏହି ସମୟରେ ରାଇସିନା ଡାଏଲଗରେ ଭାଗ ନେବାର ସମ୍ଭାବନା ରହିଛି । ସେ ରାଜଧାନୀ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହେବେ ।…
କମ୍ ବୟସରେ ଆଖିବୁଜିଲେ ଏହି ଅଭିନେତ୍ରୀ
ଟିଭି ସିରିଜ୍ ‘୨୪’ରେ ଏଫ୍ବିଆଇ ଏଜେଣ୍ଟ ଭୂମିକାରେ ନଜର ଆସିଥିବା ଜଣାଶୁଣା ଅଭିନେତ୍ରୀ ଆନି ୱର୍ସିଂଙ୍କ ୪୫ ବର୍ଷ ବୟସରେ ପରଲୋକ ଘଟିଛି। ଗତ କିଛିଦିନ ହେବ ଓ୍ବର୍ସିଂ କ୍ୟାନସର୍ ସହ ଲଢେଇ କରୁଥିଲେ। ସେଣ୍ଟ ଲୁଇସରେ ଜନ୍ମଗ୍ରହଣ କରିଥିବା ୱର୍ସିଂ…
ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି: ଭାରତୀୟ ଛାତ୍ରଙ୍କୁ ମାଡ଼
ସିଡ଼ନୀ,୩୦।୧: ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ବୃଦ୍ଧି ପାଉଛି। ଖଲିସ୍ତାନୀ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦିର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଖାଲିସ୍ତାନୀ ସମର୍ଥକମାନେ ଭାରତୀୟ ଛାତ୍ରଙ୍କୁ ମାଡ ମାରୁଥିବାର ନଜର ଆସିଛି। ଏହି ପୁରା ଘଟଣା ମେଲବୋର୍ଣ୍ଣର ଫେଡେରେସନ…
ମର୍ମନ୍ତୁଦ ବସ୍ ଦୁର୍ଘଟଣା: ୨୪ ମୃତ
ଲିମା,୨୯।୧:ପେରୁରେ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ପାହାଡ଼ିଆ ରାସ୍ତାରୁ ଖସିପଡ଼ିବାରୁ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ପେରୁ ଉତ୍ତର ଭାଗରେ ଥିବା ଏଲ୍ ଅଲ୍ଟୋ ଜିଲାରେ ଏହି ଦୁର୍ଘଟଣା ଘଟିଛି। ପେରୁର ବିପଦପୂର୍ଣ୍ଣ ରାସ୍ତାରେ ଡ୍ରାଇଭରମାନେ ଉପଯୁକ୍ତ…
ଭାରତକୁ ୧୦୦ ରନ୍ର ଟାର୍ଗେଟ୍ ଦେଲା ନ୍ୟୁଜିଲାଣ୍ଡ
ଲକ୍ଷ୍ନୌ,୨୯।୧: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୦୦ ରନର ବିଜୟ ଲକ୍ଷ୍ୟ ରଖିଛି। କିୱି ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୯୯ ରନ ସଂଗ୍ରହ କରିଛି। ଭାରତ ବିପକ୍ଷ ଟି-୨୦ରେ ଏହା…
Archives


