ଗୁଜରାଟରେ ଭୂକମ୍ପ ଝଟ୍କା
ଅହମ୍ମଦାବାଦ୍,୩୦।୧: ଗୁଜରାଟର କୁଚ ଜିଲାରେ ସୋମବାର ସାକଳୁ ଭୂsକମ୍ପ ଝଟ୍କା ଲାଗିଛି। ଏହାର ତୀବ୍ରତା ରିକ୍ଟର ସ୍କେଲାରେ ୪.୨ ରହିଛି। ଭୂକମ୍ପ ବିଜ୍ଞାନ ଅନୁସନ୍ଧାନ ପ୍ରତିଷ୍ଠାନ (ଆଇଏସ୍ ଆର୍) ଏହି ସୂଚନା ଦେଇଛି। ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି କିମ୍ବା ସମ୍ପତ୍ତି…
ବାପୁଙ୍କ ଅବଦାନ କେବେ ଭୁଲି ହେବନି: ମୋଦି
ନୂଆଦିଲ୍ଲୀ,୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୫ତମ ଶ୍ରାଦ୍ଧବାର୍ଷିକୀ ଆଜି ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ ଯୋଗେ କହିଛନ୍ତି, ମୁଁ ବାପୁଙ୍କୁ ତାଙ୍କ ପୂଣ୍ୟତିଥିରେ ପ୍ରଣାମ କରୁଛି ଏବଂ ତାଙ୍କର ଗଭୀର ଚିନ୍ତାଧାରାକୁ ମନେ ପକାଉଛି। ମୁଁ…
ରେକର୍ଡ ଭାଙ୍ଗିଲା ‘ପଠାନ’
ହିନ୍ଦୀ ସିନେମା ପାଇଁ ଚଳିତ ବର୍ଷ ଆରମ୍ଭ ଧମାକାଦାର ରହିଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ଦିନ ପରେ ପ୍ରଶଂସକମାନେ କିଙ୍ଗ ଖାନଙ୍କ ପ୍ରତ୍ୟାବର୍ତ୍ତନକୁ…
କୋଚି ବିମାନ ବନ୍ଦରରେ ଏୟାର ଇଣ୍ଡିଆ ବିମାନର ‘ହାଇଡ୍ରୋଲିକ’ ଫେଲ, ଅଧଘଣ୍ଟା ପାଇଁ ଲାଗିଲା ଏମରଜେନ୍ସି
କୋଚି,୩୦ ।୧: କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ଏକ ବଡ ସଙ୍କଟ ସାମ୍ନାକୁ ଆସିଥିଲା । ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଅବତରଣ ସମୟରେ ‘ହାଇଡ୍ରୋଲିକ’ କାମ କରିବା ବନ୍ଦ କରି ଦେଇଥିଲା । ଫଳରେ ରବିବାର ରାତିରେ…
ଚାଇନା-କିର୍ଗିସ୍ତାନରେ ଭୂକମ୍ପର ଝଟକା
ବେଜିଂ/ବିଶକେକ,୩୦ ।୧: ଭୂକମ୍ପର ଝଟକା ପୁଣିଥରେ ଥରାଇ ଦେଇଛି ଚାଇନାକୁ । ଚାଇନାର ଦକ୍ଷିଣ ଶିନଜିୟାଙ୍ଗରେ ସୋମବାର ଭୋର ସମୟରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୯ । ନ୍ୟୁଜ ଏଜେନ୍ସି…
‘ପ୍ରୋତ୍ସାହନ ମିଳିଲେ କାଠକଣ୍ଢେଇ ମୁହଁରେ ହସ ଫୁଟିବ’
ପୁରାତନ କଣ୍ଢେଇ ନାଚ କଳାକୁ ବଞ୍ଚାଇ ରଖିଥିବା କେନ୍ଦୁଝର ଜିଲାର ମାଗୁଣି ଚରଣ କୁଅଁରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବା ପାଇଁ ଭାରତ ସରକାର ଘୋଷଣା କରିଛନ୍ତି। ଦିନ ଥିଲା କଣ୍ଢେଇ ନାଚ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଥିଲା। କାଠରେ କଣ୍ଢେଇ…
କିସ୍ ପୁରୁଷ ରଗ୍ବୀ ଦଳ ବିଜୟୀ
ଭୁବନେଶ୍ୱର, ୩୦ା୧(ସ୍ପୋଟର୍ସ ବ୍ୟୁରୋ): କିଟ୍ ୟୁନିଭର୍ସିଟିର ରଗ୍ବୀ ଷ୍ଟାଡିୟମରେ ନ୍ୟାଶନାଲ ୧୫ଏସ୍ ମେନ୍ ଡିଭିଜନ-୧ ରଗ୍ବୀ ଚାମ୍ପିୟନଶିପ୍ ୨୦୨୩ ଆରମ୍ଭ ହୋଇଛି। ଏହା ଫେବୃୟାରୀ ୪ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିବସରେ କିସ୍ ପୁରୁଷ ଦଳ ୨୦-୧୭ରେ ବମ୍ବେ ଜିମ୍ଖାନା ଦଳକୁ…
ପାଣ୍ଡିଆନ୍ଙ୍କୁ ଏଫ୍ଆଇଏଚ୍ ପୁରସ୍କାର
ଭୁବନେଶ୍ୱର, ୩୦ା୧ : ହକି ପାଇଁ ଉଲ୍ଲେଖନୀୟ ଅବଦାନ ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ସଭାପତି ତାୟାବ ଇକ୍ରାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ଙ୍କୁ ‘ଏଫ୍ଆଇଏଚ୍ ପ୍ରେସିଡେନ୍ସ ପୁରସ୍କାର’ରେ ସମ୍ମାନିତ କରିଛନ୍ତି। ଏହି ଅବସରରେ ଇକ୍ରାମ…
ବଜାର ଅଭିବୃଦ୍ଧିରେ ସାମିଲ ହେଉଛନ୍ତି ନିବେଶକ
ନୂଆଦିଲ୍ଲୀ,୩୦।୧: ଦେଶର ପ୍ରମୁଖ ମ୍ୟୁଚୁଆଲ ଫଣ୍ଡ ସଂସ୍ଥା ‘ଡିଏସ୍ପି ଇନ୍ଭେଷ୍ଟମେଣ୍ଟ ମ୍ୟାନେଜର୍ସ’ ବର୍ତ୍ତମାନର ବଜାର ବ୍ୟବସ୍ଥା ଓ ନିବେଶ ଉପରେ ଦୁଇଟି ମୁଖ୍ୟ ସଙ୍କଟକାରକ ଯଥା ସୁଧ ଏବଂ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରୁଛି। ଏପରିକି ବର୍ତ୍ତମାନର ସମ୍ଭାବ୍ୟ ସ୍ବଳ୍ପକାଳୀନ ଆହ୍ବାନ…
‘ଗୁଣାତ୍ମକ ସେବା ସହ ସମ୍ପ୍ରସାରଣକୁ ଗୁରୁତ୍ୱାରୋପ’
ଭୁବନେଶ୍ୱର,୩୦।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସ ତା’ର ଗ୍ରାହକମାନଙ୍କୁ ଗୁଣାତ୍ମକ ସେବା ସହ ବିକ୍ରି ପରବର୍ତ୍ତୀ ସେବା ପ୍ରାଥମିକତା ଦେଉଥିବା ବେଳେ ସେବା ଯୋଗାଇବା ପାଇଁ ଆବଶ୍ୟକ ବ୍ୟବସାୟିକ ସମ୍ପ୍ରସାରଣକୁ ମଧ୍ୟ ବେଶ ଗୁରୁତ୍ୱାରୋପ କରାଯାଉଥିବା କମ୍ପାନୀ ପକ୍ଷରୁ…
ୟୁଏସ୍ଏଫ୍ବିଏଲ୍ର ଶାଖା ସମ୍ପ୍ରସାରିତ
ଭୁବନେଶ୍ୱର,୩୦।୧: ଉତ୍କର୍ଷ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ (ୟୁଏସ୍ଏଫ୍ବିଏଲ୍)ର ଓଡ଼ିଶା ବଜାର ଏବଂ ଭୁବନେଶ୍ୱର ଅଞ୍ଚଳରେ ନୂତନ ବ୍ୟାଙ୍କିଙ୍ଗ ଆଉଟଲେଟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ୟୁଏସ୍ଏଫ୍ବିଏଲ୍ର ଏମ୍ଡି ତଥା ସିଇଓ ଗୋବିନ୍ଦ ସିଂହ କହିଛନ୍ତି, ବ୍ୟାଙ୍କ ପାଇଁ…
କେସିଙ୍ଗାରେ ଟ୍ରେଣ୍ଡ୍ସର ଏକ୍ସକ୍ଲୁସିଭ ଆଉଟଲେଟ
ନୂଆଦିଲ୍ଲୀ,୩୦।୧: ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍ ‘ଟ୍ରେଣ୍ଡ୍ସ’ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଓଡ଼ିଶା ବଜାରରେ ଉଦ୍ଘାଟିତ ହୋଇଯାଇଛି। ଏପରିକି କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଟ୍ରେଣ୍ଡ୍ସର ନୂତନ ଏକ୍ସକ୍ଲୁସିଭ ଆଉଟଲେଟର ଶୁଭାରମ୍ଭ କରାଯାଇଛି। ବିଶେଷକରି ୪୩୦୦…
Archives


