ଚାକିରିରୁ ଅବସର ନେବା ପରେ ଶରୀର ଦାନ କଲେ ଶିକ୍ଷକ
ମାଲକାନଗିରି,୩୧।୧(ଡି.ଏନ୍.ଏ.): ଚାକିରିରୁ ଅବସର ନେବା ଦିନ ରକ୍ତଦାନ ସହ ନିଜ ଶରୀର ଦାନ କରିଛନ୍ତି ଜଣେ ଶିକ୍ଷକ। ଶିକ୍ଷକଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏହା ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ବୋଲି ଚର୍ଚ୍ଚା ହେଉଛି। ପିଲାଟି ଦିନରୁ…
ଝାଡା ବାନ୍ତିରେ ୨ ଆକ୍ରାନ୍ତ
ପାପଡାହାଣ୍ଡି,୩୧।୧(ଡି.ଏନ୍.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତ କାଳିଆଗୁଡା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି । ଏଥିରେ ଗ୍ରାମର ଗୋଟିଏ ପରିବାରର ୨ ଜଣ ଆକ୍ରାନ୍ତ ହୋଇ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଶୁଖୁଆ ଝାଡା ବାନ୍ତିର କାରଣ…
ଜଗନ୍ନାଥଙ୍କ ପରେ ହନୁମାନଙ୍କୁ ଗାଡ଼ି ପଛପଟେ ବାନ୍ଧିନେଲେ
ପାଟଣା,୩୧।୧(ସ୍ବ.ପ୍ର.): ପୁଣି ଭଗବାନଙ୍କୁ ଅପମାନିତ କରି ଗାଡି ପଛରେ ବାନ୍ଧି ନେଉଥିବା ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରରେ ବଡ଼ବିଲ ନିକଟରେ ଏହି ଘଟଣା ଘଟିଛି। ସୂଚନା…
ଓଲଟିଲା୨୦ ଜଣକୁ ଧରିଯାଉଥିବା ଅଟୋ
ପାପଡାହାଣ୍ଡି,୩୧।୧(ଡିଏନଏ): ନବରଙ୍ଗପୁର ଜିଲା ପାପଡାହାଣ୍ଡି କୋଷାଗୁମୁଡ଼ା-ସୋରିଷ ପଦର ବୁଲାଣି ରାସ୍ତାରେ ଏକ ଦୁର୍ଘଟଣା ଘଟିଛି। ଏକ ଅଟୋ ଓଲୋଟି ପଡିବାରୁ ତିନି ନାବାଳିକାଙ୍କ ସହ ୧୨ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ନାବାଳିକା ସହ ୩ ଜଣଙ୍କୁ…
ର୍ୟୁମର୍ଡ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଜାହ୍ନବୀ
ମୁମ୍ବାଇ: ‘ମିଲି’ ଆକ୍ଟ୍ରେସ୍ ଜାହ୍ନବୀ କପୁର ସବୁବେଳେ ଲାଇମ ଲାଇଟରେ ଛାଇ ହୋଇ ରହିଥାଆନ୍ତି । ଫିଲହାଲ ଆକ୍ଟ୍ରେସ ତାଙ୍କ ପର୍ସନାଲ ଲାଇଫକୁ ନେଇ ଏବେ ଚର୍ଚ୍ଚାରେ । ବି ଟାଉନରେ ର୍ୟୁମର୍ସ ହେଉଛି କି ଜାହ୍ନବୀ କପୁର ଓ ଶିଖର…
ଦାଖଲ ହେଲା ମନ୍ତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ
ଭୁବନେଶର,୩୧।୧(ବ୍ୟୁରୋ) : ମନ୍ତ୍ରୀ ନବ କିଶୋର ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ମଙ୍ଗଳବାର ଦାଖଲ ହୋଇଛି। ଡାକ୍ତରୀ ଟିମ୍ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉକ୍ତ ରିପୋର୍ଟ ଦାଖଲ କରିଛନ୍ତି। ପୋଷ୍ଟମୋର୍ଟମ ରିପୋର୍ଟରେ ଦାସଙ୍କୁ କେଉଁ ସମୟରେ ଗୁଳି ବାଜିଥିଲା, କେତୋଟି ଗୁଳି…
ଜନ୍ ଆବ୍ରହମଙ୍କୁ କିସ୍ କଲେ ଶାହାରୁଖ
ମୁମ୍ବାଇ: ଶାହାରୁଖ ଖାଁ , ଦୀପିକା ପାଦୁକୋନ ଓ ଜନ ଆବ୍ରାହମ ଷ୍ଟାରର ମୁଭି ‘ପଠାନ’ ଏବେ ବକ୍ସ ଅଫିସରେ କମାଲ କରିଛି । ଫିଲ୍ମକୁ ଦର୍ଶକଙ୍କ ଭରପୁର ଭଲପାଇବା ମିଳୁଛି । ଏହି ସଫଳତାକୁ ନେଇ ଏକ ପ୍ରେସ କନଫରେନ୍ସର…
୪ ବିମାନ ବନ୍ଦର ପାଇଁ ନିଯୁକ୍ତି ହେବେ ୫୦ ଅଗ୍ନିଶମ କର୍ମଚାରୀ
ଭୁବନେଶ୍ୱର,୩୧।୧(ବ୍ୟୁରୋ): ୫୦ ଅଗ୍ନିଶମ ସେବା କର୍ମଚାରୀ ପଦବୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟସରକାର ଅନୁମୋଦନ କରିଛନ୍ତି । ଆଞ୍ଚଳିକ କନେକ୍ଟିଭିଟି ସ୍କିମ (ଆରସିଏସ) – ୟୁଡିଏଏନ୍ ଯୋଜନାରେ ୪ଟି ବିମାନବନ୍ଦର ପାଇଁ ବିଭିନ୍ନ ପଦବୀରେ ଅଗ୍ନିଶମ ସେବା କର୍ମଚାରୀଙ୍କ ୫୦ଟି ପଦବୀ…
ଯୁବକଙ୍କୁ ଗଳାକାଟି ହତ୍ୟା: କାରଣ ଖୋଜୁଛି ପୋଲିସ
ବୋଡେନ,୩୧।୧(ଡି.ଏନ.ଏ.) ନୂଆପଡ଼ା ଜିଲା ବୋଡେନ ଥାନା ଫରସରା ପଞ୍ଚାୟତ କନକପୁର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟାର ଶିକାର ହୋଇଥିବା ଯୁବକ ଜଣକ ବୋଡେନ ଗ୍ରାମର ଲୋକନାଥ (୨୫)। ଲୋକନାଥଙ୍କ ଦୁଇ ହାତର ଏକାଧିକ ସ୍ଥାନରେ ଗଭୀର କ୍ଷତ…
ବର୍ଦ୍ଧିତ ଦର ଯୋଗୁ ଜାଳିଦେଲେ ପେଟ୍ରୋଲ ପମ୍ପ
ଇସ୍ଲାମାବାଦ,୩୧।୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ବେଳକୁ ବେଳ ଖରାପ୍ ହେବାରେ ଲାଗିଛି। ସମଗ୍ର ବିଶ୍ୱରୁ ସହାୟତା ପାଇଁ ପାକିସ୍ତାନ ସରକାର ନିବେଦନ କରୁଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ ଦେଶବାସୀ ମୌଳିକ ଆବଶ୍ୟକତାରୁ ମଧ୍ୟ ବଞ୍ଚିତ…
ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ , ଉଦ୍ଧାର ହେଲେ ଫଶି ରହିଥିବା ୨ କର୍ମଚାରୀ
କଟକ ଅଫିସ୍,୩୧।୧: କଟକ ହାଇକୋର୍ଟ ନିକଟ ଏସ୍ବିଆଇ ପଛପଟେ ଥିବା ଅବକାରୀ କାର୍ଯ୍ୟାଳୟରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଫସି ରହିଥିବା ଦୁଇ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ନିଆଁ…
ପେଶାଓ୍ବର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି
ଇସ୍ଲାମାବାଦ୍,୩୧।୧: ପାକିସ୍ତାନର ପେଶାୱାରରେ ଥିବା ପୋଲିସ ଲାଇନ୍ ମସ୍ଜିଦରେ ସୋମବାର ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୯୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଅନେକ…
Archives


