୨ଟି ପାର୍ଟରେ ରିଲିଜ୍ ହେବ ପ୍ରଭାସ-ଦୀପିକାଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’
ମୁମ୍ବାଇ: ସୁପରଷ୍ଟାର ପ୍ରଭାସଙ୍କ ଅପକମିଙ୍ଗ୍ ଫିଲ୍ମ ‘ପ୍ରୋଜେକ୍ଟ କେ’ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ ଫିଲ୍ମରେ ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ସମୟରେ ଫିଲ୍ମ…
ଆର୍ଦ୍ରଭୂମି ତାଲିକାରେ ତାମ୍ପରା ହ୍ରଦ ସାମିଲ
ଛତ୍ରପୁର,୨ା୨(ଡି.ଏନ୍.ଏ.): ଆଜି ବିଶ୍ବ ପାଳୁଛି ‘ଓ୍ବେଟଲାଣ୍ଡ ଡେ’। ଏହି ଅବସରରେ ନୂଆ କରି ରାମସର ଆର୍ଦ୍ରଭୁମି (୨୪୮୯) ତାଲିକାରେ ସାମିଲ ହୋଇଥିବା ଗଞ୍ଜାମ ଜିଲାର ତାମ୍ପରା ହ୍ରଦଠାରେ ଏହି ଦିବସ ପାଳନ କରାଯାଇଛି। ଏଥିରେ ବନ ବିଭାଗ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର…
ଖାଲରେ ପଡ଼ି ଦୁଇ ଶିଶୁକନ୍ୟା ମୃତ
ଚିତ୍ରକୋଣ୍ଡା,୨ା୨(ଡି.ଏନ୍.ଏ.): ଖାଲକୁ ଖସି ଗୁରୁବାର ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଏନେଇ ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲ ଡାକ୍ତର ଘୋଷଣା କରିଛନ୍ତି। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ଢେପ ସାହିରେ ଏପରି ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି। ସୁଭଦ୍ରା କମାର(୪) ଏବଂ…
ଜଳିଗଲା ୨୨ ପରିବାରର ୪୬ ବଖରା
ପଦ୍ମପୁର,୨ା୨(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବାଲିମେଦ ପଞ୍ଚାୟତର ସାହୁସାହିରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗି ୪୬ ବଖରା ଘର ଜଳି ଯାଇଛି। ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା,ବିଡିଓ ସତ୍ୟଜିତ ରାଉତ, ବିଧାୟକଙ୍କ ପ୍ରତିନିଧି ଅସିତ କୁମାର ଦାସ,ବିଜେଡି…
ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି ଜନ୍ମରୁ ହିନ୍ଦୁ: ଆରଏସ୍ଏସ୍ ସାଧାରଣ ସମ୍ପାଦକ
ଜୟପୁର,୨।୨: ଆଜିକାଲି ରାଜସ୍ଥାନର ଜୟପୁରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନର (ଆରଏସ୍ଏସ୍) କାର୍ଯ୍ୟକ୍ରମ ଚାଲିଛି। ସଂଗଠନର ଅନେକ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମରେ ଆରଏସ୍ଏସ୍ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବାଲେ କହିଛନ୍ତି, ଯେଉଁମାନେ ବାଧ୍ୟତାମୂଳକ…
ନାଗାଲାଣ୍ଡ, ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରାର୍ଥୀ ଘୋଷଣା
ନୂଆଦିଲ୍ଲୀ,୨।୨: ଭାରତୀୟ ଜନତା ପାର୍ଟି ନାଗାଲାଣ୍ଡ ଏବଂ ମେଘାଳୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଭାଜପା ନେତା ନଳିନୀ କୋହଲି କହିଛନ୍ତି, ଭାଜପା ନାଗାଲାଣ୍ଡରେ ୨୦ଟି ଆସନ ପ୍ରତିଦ୍ୱନ୍ଦ୍ୱିତା କରିବ, ଅବଶିଷ୍ଟ ୪୦ଟି ଆସନ ସହଯୋଗୀ…
ଗର୍ଲଫ୍ରେଣ୍ଡ୍ ହେବାକୁ ମନା କରିବାରୁ ରାଗିଗଲେ ଏହି ବ୍ୟକ୍ତି, ଦାୟର କଲେ ୨୪ କୋଟି ଟଙ୍କାର ମୋକଦ୍ଦମା
ସିଙ୍ଗାପୁରର ଜଣେ ବ୍ୟକ୍ତି ପ୍ରେମରେ ପଡିଥିବା ଝିଅ ବିରୋଧରେ ମୋକଦ୍ଦମା ଦାୟର କରିଛନ୍ତି। ଏହି ମୋକଦ୍ଦମା ପଛର କାରଣ ମଧ୍ୟ ଅଜବ। କେ କାୱସିଗାନ ନାମକ ଜଣେ ବ୍ୟକ୍ତି ୨୦୧୬ରେ ନୋରା ଟାନଙ୍କୁ ଭେଟିଥିଲେ ଏବଂ ପରେ ଉଭୟ ଭଲ ବନ୍ଧୁ…
ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ
ବଲାଙ୍ଗୀର ଅଫିସ,୨ା୨: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ବେଲପଡ଼ା ପୋଲିସ ବୁଧବାର ରାତିରେ ଗିରଫ କରିଥିବା ଜଣାପଡ଼ିଛି। କଣ୍ଟାବାଞ୍ଜି-ବେଲପଡ଼ା ରାସ୍ତାରେ ଥିବା ଆଲିସାନ ସିନେମା ହଲର ମାଲିକଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।…
କ୍ୟାଟ୍ରିନାଙ୍କ ପାଇଁ ମୁଁ ଫରଫେକ୍ଟ ସ୍ବାମୀ ନୁହେଁ
ବଲିଉଡ୍ର ସୁପରହିଟ୍ କପଲ୍ଙ୍କ ମଧ୍ୟରେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଅନ୍ୟତମ। ଉଭୟ ଯୋଡିଙ୍କୁ ପ୍ରଶଂସକ ମଧ୍ୟ ବେଶ୍ ପସନ୍ଦ ମଧ୍ୟ କରନ୍ତି। ନିକଟରେ ଏକ ସାକ୍ଷାତକାରରେ ବିକି କହିଛନ୍ତି ଯେ ସେ କ୍ୟାଟ୍ରିନାଙ୍କ ପାଇଁ ଫରଫେକ୍ଟ ସ୍ବାମୀ ନୁହଁନ୍ତି,…
‘ବେସରମ ରଙ୍ଗ’ ଗାଇଲେ କିଲି ପଲ୍, ଭିଡିଓ ଦେଖିଲେ…
‘ପଠାନ’ ୬ ଦିନ ମଧ୍ୟରେ ସର୍ବଭାରତୀୟ ସ୍ତରରେ ୬୦୦ କୋଟିରୁ ଅଧିକ ରୋଜଗାର କରି ବଲିଉଡ୍ରେ ରେକର୍ଡ ଭାଙ୍ଗିଛି। ପ୍ରଶଂସକମାନେ ଶାହାରୁଖ ଖାନ୍ଙ୍କ ଆକ୍ସନ ହିରୋ ଅବତାର ଏବଂ ଦୀପିକା ପାଦୁକୋନଙ୍କ ଅଭିନୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ…
ନିଜ ସଫଳତାର ରହସ୍ୟ ଖୋଲିଲେ ପାଣ୍ଡ୍ୟା
ଅହମ୍ମଦାବାଦ,୨।୨: ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତକୁ ୨-୧ରେ ଜିତିବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସଫଳତାର ରହସ୍ୟ କହିଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ‘ପ୍ଲେୟାର ଅଫ ଦି ସିରିଜ’ ମନୋନୀତ ହୋଇଥିଲେ।…
ରାଜସ୍ଥାନ ସୀମାରେ ଭୂକମ୍ପ ଝଟ୍କା
ଜୟପୁର,୨।୨: ରାଜସ୍ଥାନ ପ୍ରଦେଶ ନିକଟରେ ଥିବା ପାକିସ୍ତାନର ସୀମା ମଧ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ର ପାକିସ୍ତାନ ସୀମା ଅଞ୍ଚଳରେ ରହିଛି। ଗୁରୁବାର ସକାଳ ୯.୧୪ ସୃଷ୍ଟି ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରହିଛି। ଭୂକମ୍ପର…
Archives


