ହାଇକୋର୍ଟରୁ ପରେଶ ରାଓ୍ବଲଙ୍କୁ ମିଳିଲା ଆଶ୍ୱସ୍ତି
କୋଲକାତା,୨।୨: ବଲିଉଡ୍ ଅଭିନେତା ତଥା ଭାଜପା ନେତା ପରେଶ ରାଓ୍ବଲଙ୍କୁ କୋଲକାତା ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ପରେଶଙ୍କ ଉପରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ହାଇକୋର୍ଟ ତଲାତଲା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ବଙ୍ଗୀୟଙ୍କୁ ମାଛ ରୋଷେଇ…
ଡ୍ରେନ୍ରୁ ମିଳିଲା ଯୁବକଙ୍କ ମୃତଦେହ
ବ୍ରହ୍ମପୁର ଅଫିସ,୨ା୨: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ନିକଟରେ ଥିବା ଏକ ଡ୍ରେନ୍ରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ବିଜିପୁର ବଡ଼ସାହିର ଡି. ନାଗୁ (୩୫)। ପୋଲିସ ମୃତଦେହ ଜବତ କରି ନଂ.ରେ ୪/୨୩ରେ…
ବଦଳିଲା ଅଗ୍ନିଶମ ବିଭାଗ ନାଁ
ଭୁବନେଶ୍ୱର,୨।୨(ବ୍ୟୁରୋ): ପରିବର୍ତ୍ତନ ହେଲା ଓଡ଼ିଶା ଅଗ୍ନିଶମ ବିଭାଗ ନାଁ। ଏହାର ନାଁକୁ ବଦଳାଇ ଅଗ୍ନିଶମ ଓ ଜରୁରୀ ସେବା ବିଭାଗ ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୌଣସି ବିପଦ ସମୟରେ ଉଦ୍ଧାର, ପୁନରୁଦ୍ଧାର ଏବଂ ରିଲିଫରେ…
ବଜେଟ ଅଧିବେଶନର ତୃତୀୟ ଦିନରେ ହଟ୍ଟଗୋଳ: ଆଦାନୀ-ଏଲ୍ଆଇସିର ଯାଞ୍ଚ ଜୋର ଧରିଲା
ନୂଆଦିଲ୍ଲୀ,୨।୨: ସଂସଦରେ ବଜେଟ ଅଧିବେଶନର ତୃତୀୟ ଦିନରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ଗୁରୁବାର ବିରୋଧୀ ଦଳ କେନ୍ଦ୍ରକୁ ଟାର୍ଗେଟ କରି ଆଦାନୀ ଗ୍ରୁପ୍ ବରୋଧରେ ଦୁର୍ନୀତି ଅଭିଯୋଗ କରିବା ସହ ଏହା ଉପରେ ଆଲୋଚନା ଏବଂ ଯାଞ୍ଚ କରିବାକୁ ବିରୋଧୀ ସଂସଦର…
ଘୁଞ୍ଚିଲା କିଆରା-ସିଦ୍ଧାର୍ଥଙ୍କ ବିବାହ ତାରିଖ
ମୁମ୍ବାଇ,୨।୨: ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ବିବାହକୁ ନେଇ ପ୍ରଶଂସକ ଅପେକ୍ଷା କରିଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ବିବାହର କିଛି ନା କିଛି ଅପଡେଟ୍ ସାମ୍ନାକୁ ଆସେ। ବିବାହ କାର୍ଯ୍ୟର ତାରିଖଠାରୁ ଆରମ୍ଭ କରି ବିବାହ…
ମହିଳାଙ୍କ ମୃତ୍ୟୁ ପରେ ବାଟରେ ଓହ୍ଲାଇ ଦେଲେ ବସ୍ କର୍ମଚାରୀ
ଗଞ୍ଜାମ,୨।୨(ଡି.ଏନ୍.ଏ.): ଭୁବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ଖମ୍ବେଶରୀ ନାମକ ଏକ ଘରୋଇ ବସ୍ରେ ବୁଧୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବସ୍ରେ ଯାଉଥିବା ଜଣେ ମହିଳାଙ୍କ ହଠାତ୍ ମୃତ୍ୟୁ ପରେ ବସ୍ କର୍ମଚାରୀ ତାଙ୍କୁ ମେଡିକାଲ ପଠାଇବା ପରିବର୍ତ୍ତେ ଗଞ୍ଜାମ ଜିଲା…
ଛତିଶଗଡ଼ ପୋଲିସ-ସିଆରପିଏଫ୍ର ବଡ଼ ସଫଳତା: ୭ ମାଓବାଦୀ ଗିରଫ
ରାୟପୁର,୨।୨: ଛତିଶଗଡ଼ରେ ସିଆରପିଏଫ୍ ଓ ପୋଲିସ ମିଳିତ ଭାବେ ମାଓବାଦୀ ବିରୋଧୀ ଅଭିଯାନ ଚଳାଉଛନ୍ତି। ଫରଓ୍ବାର୍ଡ ଅପରେଟିଂ ବେସ୍ ନିର୍ମାଣ ହେବା ପରେ ମାଓବାଦୀ ଗତିବିଧି ହ୍ରାସ ପାଇଛି। ସୁରକ୍ଷାକର୍ମୀ ମାଓବାଦୀଙ୍କୁ ନେଇ ଅଞ୍ଚଳରେ ସତର୍କତା ସହ କାମ କରୁଛନ୍ତି। ଇତିମଧ୍ୟରେ…
ଧାନ ବିକ୍ରି କରିବାର ୫୦ ଦିନ ପରେ ବି ଚାଷୀଙ୍କୁ ମିଳୁନି ଟଙ୍କା
କର୍ଲାମୁଣ୍ଡା:୨।୨(ଡି.ଏନ.ଏ.): ମଣ୍ଡିରେ ଧାନ ବିକ୍ରି କରିବାର ୭୨ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଜମା କରାଯିବାର ନିୟମ ରହିଥିଲେ ହେ ଚାଷୀମାନେ ସମୟ ସୀମା ଭିତରେ ପ୍ରାପ୍ୟ ରାଶି ପାଇପାରୁ ନ ଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କଳାହାଣ୍ଡି…
ସିଙ୍ଗାପୁର ଯିବେ ପଞ୍ଜାବର ୩୬ ପ୍ରିନ୍ସିପାଲ
ଚଣ୍ଡିଗଡ଼,୨।୨: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ସରକାର ନିଜ ରାଜ୍ୟର ଶିକ୍ଷକଙ୍କୁ ତାଲିମ ପାଇଁ ସିଙ୍ଗାପୁର ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୁରୁବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଘୋଷଣା କରିଛନ୍ତି। ପଞ୍ଜାବର ସରକାରୀ ସ୍କୁଲର ୩୬ଜଣ ପ୍ରିନ୍ସିପାଲ ସରକାରୀ…
ପୁଣି ଅଟକିଲା ଦିଲ୍ଲୀ ଶିକ୍ଷକଙ୍କ ଫିନ୍ଲାଣ୍ଡ ଫାଇଲ୍
ପୁଣି ଅଟକିଲା ଦିଲ୍ଲୀ ଶିକ୍ଷକଙ୍କ ଫିନ୍ଲାଣ୍ଡ ଫାଇଲ୍ ନୂଆଦିଲ୍ଲୀ,୨।୨: ତାଲିମ ପାଇଁ ଶିକ୍ଷକମାନଙ୍କୁ ଫିନ୍ଲାଣ୍ଡ ପଠାଇବାକୁ ନେଇ ଦିଲ୍ଲୀର ଅରବିନ୍ଦ କେଜ୍ରିଓ୍ବାଲ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏକ ଖବରଦାତା…
ଧରାପଡ଼ିଲେ ୫ ସୁନା ଚୋର
ରାୟଗଡ଼ା ଅଫିସ,୨ା୨: ରାୟଗଡ଼ା ପୋଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି। ଜନୈକ ବ୍ୟବସାୟୀଙ୍କ ଘରୁ ଗତ ୧୯ ତାରିଖରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ ବୁଧବାର କରିବା ସହ ୫ ଜଣଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରିଥିବା ପ୍ରେସ୍ମିଟ୍ରେ ସୂଚନା…
ପାଇଖାନା ଟାଙ୍କିରୁ ମିଳିଲା କାଗଜ ଟୁକୁଡ଼ା: ହ୍ୟାଣ୍ଡରାଇଟିଂ ଏକ୍ସପର୍ଟର ସାହାଯ୍ୟ ନେବ କ୍ରାଇମବ୍ରାଞ୍ଚ
ଝାରସୁଗୁଡ଼ା ଅଫିସ,୨।୨: ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ଜୋର୍ଦାର କରିଛି। କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ରିମାଣ୍ଡର ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚର କେତେକ ଅଧିକାରୀ ଗୋପାଳଙ୍କୁ…
Archives


