Home Left

ବର୍ତ୍ତିଗଲେ ଓଡ଼ିଶାର ସ୍ନୋ ଗର୍ଲ ରଞ୍ଜିତା

ଭୁବନେଶ୍ୱର, ୨।୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ଏକମାତ୍ର ସ୍ନୋ ଗର୍ଲ ଭାବେ ବିଶେଷ ପରିଚିତ ରଞ୍ଜିତା ବେହେରା ଏକ ଭୟଙ୍କର ବିପଦରୁ ଅଳ୍ପକେ ରକ୍ଷା ପାଇଛନ୍ତି। ବୁଧବାର ଅପରାହ୍ନରେ ସେ ଜମ୍ମୁ-କଶ୍ମୀର ଗୁଲ୍‌ମାର୍ଗର ବରଫାବୃତ୍ତ ଆଫରଓ୍ବତ୍‌ ଅଞ୍ଚଳରେ ଥିବା ସ୍କି ଗଡ଼ାଣିରେ…

୫୦୦ ଝିଅଙ୍କ ମଧ୍ୟରେ ନିଜକୁ ଏକେଲା ଦେଖି ପରୀକ୍ଷା କେନ୍ଦ୍ରରେ ବେହୋସ ହେଲେ ଛାତ୍ର

ନାଳନ୍ଦା,୨ ।୨: ଇଣ୍ଟର ଏକଜାମ ସମୟରେ ବିହାରର ନାଳନ୍ଦା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ପରୀକ୍ଷା ଦେବାକୁ ଆସିଥିବା ୫୦୦ ଛାତ୍ରୀଙ୍କ ମଧ୍ୟରେ ନିଜକୁ ଏକେଲା ଦେଖବା ପରେ ଜଣେ ଛାତ୍ର ବେହୋସ ହୋଇଯାଇଛନ୍ତି । ଏହି…

ଓଡ଼ିଶା ପ୍ରତିଯୋଗୀଙ୍କୁ ୧୫ ପଦକ

ଭୁବନେଶ୍ୱର, ୨।୨ (କ୍ରୀଡ଼ା ପ୍ରତିନିଧି): ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ), ଜୁଡୋ ଫେଡେରେଶନ ଅଫ୍‌ ଇଣ୍ଡିଆ ଓ ପଶ୍ଚିମବଙ୍ଗ ଜୁଡୋ ଆସୋସିଏଶନର ମିଳିତ ଆନୁକୂଲ୍ୟରେ କଲିକତାର ସାଇ ଆଇଟିସି ହଲ୍‌ରେ ଗତ ୨୭ରୁ ୩୧ ପର୍ଯ୍ୟନ୍ତ ପୂର୍ବାଞ୍ଚଳ ଖେଲୋ ଇଣ୍ଡିଆ ମହିଳା…

ଓଡ଼ିଶା ଆଥ୍‌ଲେଟିକ୍ସ ଦଳ ଘୋଷଣା

ଭୁବନେଶ୍ୱର, ୨।୨ (କ୍ରୀଡ଼ା ପ୍ରତିନିଧି): ମଧ୍ୟପ୍ରଦେଶର ବିଭିନ୍ନ ସହରରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୫ମ ସଂସ୍କରଣ ଆରମ୍ଭ ହୋଇଯାଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ପ୍ରତିଯୋଗିତାର ଆଥ୍‌ଲେଟିକ୍ସ ଇଭେଣ୍ଟ ପାଇଁ ବୁଧବାର ଓଡ଼ିଶା ଆଥ୍‌ଲେଟିକ୍ସ ଦଳ ଘୋଷିତ ହୋଇଛି।…

କିଟ୍‌ରେ ଟେନିସ ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର, ୨।୨ (କ୍ରୀଡ଼ା ପ୍ରତିନିଧି): ରାଜ୍ୟରେ ଟେନିସକୁ କ୍ୟାରିୟର କରୁଥିବା କିମ୍ବା କରିବାକୁ ଚାହୁଁଥିବା ଖେଳାଳିଙ୍କ ପାଇଁ ଏକ ଭଲ ଖବର। ବୁଧବାର କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଉଚ୍ଚ ମାନର ଟେନିସ ଏକାଡେମୀ ଉଦ୍‌ଘାଟିତ ହୋଇଯାଇଛି। ଏହାର ନାମ ରଖାଯାଇଛି…

କୃଷ୍ଣା ଅଭିଶେକଙ୍କ ପରେ ‘ଦ କପିଲ ଶର୍ମା’ ଶୋ’ ଛାଡିଲେ ଏହି କମେଡିଆନ

ମୁମ୍ବାଇ: ଟେଲିଭିଜନର ସୁପରହିଟ୍ ଶୋ’ ‘ଦ କପିଲ ଶର୍ମା’ ଶୋ’କୁ ନେଇ ଏକ ଚମକାଇବା ଭଳି ଖବର ଆସିଛି । କୃଷ୍ଣା ଅଭିଶେକଙ୍କ ପରେ ଏବେ ଆଉ ଜଣେ କମେଡିଆନ କପିଲ ଶର୍ମାଙ୍କ ଶୋ’ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । କମେଡିଆନ…

ଅଦାନୀ ଗ୍ରୁପର ବଡ ନିଷ୍ପତ୍ତି, ୨୦ହଜାର କୋଟିର ଏଫପିଓ ରଦ୍ଦ, ଫେରିବ ନିବେଶକଙ୍କ ଅର୍ଥ

ନୂଆଦିଲ୍ଲୀ,୨ ।୨: ଅଦାନୀ ଗ୍ରୁପ ତା’ର ଏଫପିଓ ରଦ୍ଦ କରି ଦେଇଛି । ଅଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡର ଚେୟାରମ୍ୟାନ ଗୌତମ ଅଦାନୀ କହିଛନ୍ତି, ମାର୍କେଟରେ ଉତ୍ଥାନ ପତନକୁ ଦେଖି କମ୍ପାନୀର ବୋର୍ଡ ଏଫପିଓକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି । ସେ…

ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ଜାରି କଲା ରିପୋର୍ଟ, ଶାହବାଜ-ଇମ୍ରାନ ସରକାର ଆରମ୍ଭରୁ ଅଧିକ ଭ୍ରଷ୍ଟ

ଇସଲାମାବାଦ,୨ ।୨: ଜର୍ମାନୀର ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ(ଟିଆଇ) ସଂସ୍ଥା ବାର୍ଷିକ ରିପୋର୍ଟ ଜାରି କରିଛି । ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ଇମ୍ରାନ ଖାଁଙ୍କ ଅନୁଗାମୀ ସରକାରଙ୍କ ଅନୁଯାୟୀ, ପାକିସ୍ତାନ ପୂର୍ବାପେକ୍ଷା ଅଧିକ ଭ୍ରଷ୍ଟ ବୋଲି କୁହାଯାଇଛି । ଟିଆଇ…

ରାଷ୍ଟ୍ରପତିଙ୍କ ଘରୁ ଖାଲି ହାତରେ ଫେରିଲା ଏଫବିଆଇ

ୱାଶିଂଟନ,୨ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ ଗୋପନୀୟ କାଗଜପତ୍ରକୁ ନେଇ ବୁଧବାର ସଂଘୀୟ ଯାଞ୍ଚ ବ୍ୟୁରୋ(ଏଫବିଆଇ) ବୁଧବାର ପୁଣିଥରେ ଯାଞ୍ଚ କରିଥିଲେ । ହେଲେ ଏଥର ଏଫବିଆଇକୁ ବାଇଡେନଙ୍କ ଘରୁ ଖାଲି ହାତରେ ଫେରିବାକୁ ପଡିଥିଲା । ରାଷ୍ଟ୍ରପତିଙ୍କ…

୩ ମାସ ପରେ ବି ହସ୍ତାନ୍ତର ହୋଇପାରୁନି ବିଦ୍ୟାଳୟ ଶ୍ରେଣୀଗୃହ

ଝରିଗାଁ,୧ା୨(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ କୁହୁରାକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ମୋଟ୍‌ ୨୬୨ ଛାତ୍ରୀଛାତ୍ରଙ୍କ ପାଇଁ ୭ ଶିକ୍ଷୟିତ୍ରୀ/ଶିକ୍ଷକ ରହିଛନ୍ତି। ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ, ଶ୍ରେଣୀ ଗୃହ…

ଆମେରିକାର ରାଷ୍ଟ୍ରପତିଙ୍କ ଘରେ ଏଫ୍‌ବିଆଇ ଟିମ୍‌

ଓ୍ବାଶିଂଟନ୍‌,୧।୨: ଆମେରିକାର ଗୁପ୍ତଚର ଏଜେନ୍ସି ଏଫ୍‌ବିଆଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାସଭବନରେ ଯାଞ୍ଚ୍‌ ପାଇଁ ପହଞ୍ଚିଛି। ବୁଧବାର ଡେଲାୱେରର ରେହବୋଥ ବିଚରେ ଥିବା ବାଇଡେନଙ୍କ ବାସଭବନରେ ଏଫ୍‌ବିଆଇ ଟିମ୍‌ ଖୋଜାଖୋଜି କରିଛି। ଯାଞ୍ଚ୍‌ବେଳେ ବାଇଡେନ ସେଠାରେ ନ ଥିଲେ। ତଦନ୍ତରେ ସହଯୋଗ…

ପୋଲିସ ହେପାଜତରେ ଅଭିଯୁକ୍ତ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଜିଲା ଜଜ୍‌ଙ୍କୁ ଚିଠି ଲେଖିଲେ ଏସ୍‌ପି

କେନ୍ଦୁଝର,୧ା୨(ସ୍ବ.ପ୍ର.): ପୋଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ କେନ୍ଦୁଝର ପୋଲିସ ଜିଲା ଜଜ୍‌ଙ୍କୁ ଚିଠି କରିଥିବା ଜଣାପଡ଼ିଛି। ମୃତ୍ୟୁ ହୋଇଥିବା ଅଭିଯୁକ୍ତ ଜଣଙ୍କ ମିଲୁ ବାରିକ। ଘର ସୁନ୍ଦରଗଡ଼ ଜିଲାରେ ହୋଇଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri