‘ଦ କପିଲ ଶର୍ମା ଶୋ’କୁ ଆଉ ଏକ ଝଟ୍କା
ବମ୍ବେ: ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’କୁ ଲାଗିଛି ଆଉ ଏକ ଝଟ୍କା। ନିକଟରେ କୃଷ୍ଣା ଅଭିଷେକ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ କମେଡିଆନ ସିଦ୍ଧାର୍ଥ ସାଗର ମଧ୍ୟ ଅଲବିଦା କହିଛନ୍ତି। ପାଉଣା ବଢ଼ାଇବାକୁ ନେଇ…
ଗିଲ୍ଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି କହିଦେଲେ କୋହଲି
ନୂଆଦିଲ୍ଲୀ,୨।୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚରେ ଶୁବମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ। ଗିଲଙ୍କ ଶତକ ଜରିଆରେ ଭାରତ ନ୍ୟୁଜିଲାଣ୍ଡକୁ ୧୬୮ ରନ ବ୍ୟବଧାନରେ ପରାସ୍ତ କରିଛି। ଅନେକ…
ପୁଣି କଥିତ ପ୍ରେମିକା ସାରାଙ୍କ ସହ ନଜର ଆସିଲେ ଶୁଭମନ, ଏୟାରପୋର୍ଟରେ ଲୁଚାଛପାରେ…
ନୂଆଦିଲ୍ଲୀ,୨।୧: କ୍ରିକେଟର ଶୁଭମନ ଗିଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ମାରିବା ପରଠାରୁ ଭାରତର ପ୍ରିୟ କ୍ରିକେଟର ପାଲଟିଛନ୍ତି। ଏମିତିରେ ତାଙ୍କ ବ୍ୟକ୍ତିଗତ ଜୀବନ ବି ରହିଛି ଚର୍ଚ୍ଚାରେ। ଏବେ ସୋସିଆଲ ମିଡିଆରେ କଥିତ ପ୍ରେମିକା ସାରା ଅଲି ଖାଁଙ୍କ ସହ ତାଙ୍କର…
‘ଖୁବଶୀଘ୍ର ଶେଷ ହେବ ଭାଜପାର ଅହଙ୍କାର’
ଲକ୍ଷ୍ନୌ,୨।୨: ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ଗୁରୁବାର ମୋରାଦାବାଦ୍ରେ ବିମାନ ଅବତରଣ କରିବାକୁ ଅନୁମତି ଦିଆଯାଇ ନାହିଁ। ଏଥିରେ ରାଗିଯାଇ ସମାଜବାଦୀ ପାର୍ଟି ଟୁଇଟ୍ ଯୋଗେ କହିଛି…
ସେଲୁନରେ କେଶ କାଟିବାକୁ ବସିଥିଲେ ବ୍ୟକ୍ତି, ଦ୍ରୁତ ଗତିରେ ପଶି ଆସିଲା କାର୍, ଆଉ ତା’ ପରେ…
କେତେବେଳେ କାହା ସହ କ’ଣ ଘଟିବ କେହି କହି ପାରିବେ ନାହିଁ। କଥାରେ ଅଛି ଘରେ ବସିଥିଲେ ମଧ୍ୟ ବିପଦ ଯଦି ଆସିବାର ଥିବ କେହି ରୋକିପାରିବେ ନାହିଁ। ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। The…
ବଜେଟକୁ ନେଇ ପୁଣି ଭାଜପାକୁ ଟାର୍ଗେଟ କଲେ ମମତା
କୋଲକାତା,୨ ।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଏଲଆଇସି ଓ ସାଧାରଣ ବଜେଟ ୨୦୨୩କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ ଦାବି କରିଛନ୍ତି ଯେ ୟୁନିୟନ ବଜେଟ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ…
ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଭାରତୀୟ ଟିମ୍ ଲାଗି ଖୁସିଖବର: ଫିଟ୍ ହେଲେ ଏହି କ୍ରିକେଟର…
ନୂଆଦିଲ୍ଲୀ,୨।୧: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ ଟିମ୍ ପାଇଁ ଖୁସି ଖବର। ଟିମ୍ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫେବୃୟାରୀ ୯ରୁ ନାଗପୁରରେ ଖେଳାଯିବାକୁ ଥିବା ଟେଷ୍ଟ ପୂର୍ବରୁ ଫିଟ୍ନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳରେ ତାଙ୍କର ଦଳକୁ ଫେରିବା ଏକ…
ପେଶାୱର ବୋମା ବିସ୍ଫୋରଣ: ପୋଲିସ ପୋଷାକରେ ଆସିଥିଲେ ଆକ୍ରମଣକାରୀ
ଇସଲାମାବାଦ,୨ ।୨ : ପାକିସ୍ତାନର ପେଶାୱରରେ ହୋଇଥିବା ଆତ୍ମଘାତି ବିସ୍ଫୋରଣରେ ଆକ୍ରମଣକାରୀ ପୋଲିସ ପୋଷାକରେ ମସଦିଜ ଭିତରକୁ ଯାଇଥିଲେ । ନମାଜ ସମୟରେ ଆକ୍ରମଣକାରୀ ନିଜକୁ ବୋମାରେ ଉଡାଇଦେବା ସହ ଏଥିରେ ଏବେ ପର୍ଯ୍ୟନ୍ତ ୧୦୧ ଜଣଙ୍କ ମୃତ୍ୟୁ ହେଲାଣି ଓ…
ଅମିତ ଶାହା ମୋତେ ଦେଇଛନ୍ତି ଆଶ୍ୱାସନା: ଗୁଲାମ ନବୀ ଆଜାଦ
ନୂଆଦିଲ୍ଲୀ,୨।୨: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଡେମୋକ୍ରାଟିକ ଆଜାଦ ପାର୍ଟି (ଡିଏପି) ମୁଖ୍ୟ ଆଜାଦ ଜମ୍ମୁ କଶ୍ମୀରରେ ଚାଲିଥିବା ଏନକାଉଣ୍ଟର ବିରୋଧୀ ଡ୍ରାଇଭ ପ୍ରସଙ୍ଗକୁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଉଠାଇଛନ୍ତି।…
ଜମ୍ମୁ ପୋଲିସକୁ ବଡ଼ ସଫଳତା: ନରୱାଲ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଗିରଫ
ଶ୍ରୀନଗର,୨।୨: ଜମ୍ମୁ-କଶ୍ମୀରର ନରୱାଲ ଅଞ୍ଚଳରେ ଦୁଇଟି ବିସ୍ଫୋରଣର ମୁଖ୍ୟ ଷଡଯନ୍ତ୍ରକାରୀ ଆରିଫଙ୍କୁ ଜମ୍ମୁ ପୋଲିସ ଗୁରୁବାର ଗିରଫ କରିଛି। ତାଙ୍କଠାରୁ ଆଇଇଡି ମଧ୍ୟ ଜବତ କରାଯାଇଛି। ପାକିସ୍ତାନୀ ଆତଙ୍କବାଦୀଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତ ଏହି ବିସ୍ଫୋରଣ କରିଥିଲେ। ସେ କାଟ୍ରା ବସ ବିସ୍ଫୋରଣରେ…
ବଡ଼ ଉପଲବ୍ଧି ହାସଲ କଲେ ପାଣ୍ଡ୍ୟା
ନୂଆଦିଲ୍ଲୀ,୨।୨: ଟି-୨୦ ବିଶ୍ୱକପ ୨୦୨୨ ଶେଷ ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ଭାରତୀୟ ଦଳକୁ ଏହି ଫର୍ମାଟରେ ୩ଟି ସିରିଜରେ ଅଧିନାୟକତ୍ୱ କରିଛନ୍ତି ଏବଂ ଦଳ ୩ଟି ଯାକ ଜିତିଛି। ଏହି ସମୟ ମଧ୍ୟରେ ହାର୍ଦ୍ଦିକ ଉଭୟ ବ୍ୟାଟ ଏବଂ…
ବିଜୟଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି ରଶ୍ମିକା
ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହୁନ୍ତି। ଉଭୟ ଅନେକ ଥର ଏକାଠି ନଜର ଆସିଛନ୍ତି। ଇତିମଧ୍ୟରେ ଅଭିନେତ୍ରୀ ରଶ୍ମିକା ଏବଂ ବିଜୟଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
Archives


