୭.୮ କୋଟି ଟଙ୍କାର ଘର କିଣିଲେ ସାମନ୍ଥା
ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରିରେ ଜଣେ ଫେମସ ଅଭିନେତ୍ରୀ ଭାବେ ସାମନ୍ଥା ରୁଥ୍ ପ୍ରଭୁ ବେଶ୍ ଜଣାଶୁଣା। ସେ ତାଙ୍କ ଫିଲ୍ମ କ୍ୟାରିୟର ମଧ୍ୟରେ ବହୁ ବ୍ଲକବୁଷ୍ଟର ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ନିକଟରେ ସେ ସ୍ବାମୀ ସାଉଥ୍ ଅଭିନେତା ନାଗା ଚୈତନ୍ୟଙ୍କ…
ଜବତ ଶାଢ଼ିକୁ ନେଇ ଚର୍ଚ୍ଚା
ସମ୍ବଲପୁର,୧୦ା୫(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ବୁଧବାର ଅନୁଷ୍ଠିତ ହେବ। ତେବେ ପ୍ରଚାର ଲାଗି କଟକଣା ରହିଥିବା ବେଳେ ମଙ୍ଗଳବାର ସ୍ଥାନୀୟ ନେତାମାନେ ଭିତିରିଆ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। କୋଲାବିରା ବ୍ଲକ ଜମିଦାରପଡାର ଜଣଙ୍କ…
‘୫ ବର୍ଷ ହେଲା ବସିନି ବୈଠକ’
ଭୁବନେଶ୍ବର,୧୦ା୫(ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓଡ଼ିଶା ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ। ଏହି ଘଟଣା ୨୦୧୮ରେ ସରକାରଙ୍କ ନଜରକୁ ଆସିଥିଲା। ସେବେଠାରୁ ଜନସାଧାରଣଙ୍କ ଏକ ବଡ଼ ଦାବି ହେଉଛି, ସରକାର ରତ୍ନଭଣ୍ଡାର ଖୋଲନ୍ତୁ ଏବଂ ଭିତରେ ଥିବା ଅଳଙ୍କାର ସୁରକ୍ଷିତ…
ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେଲେ କେନ୍ଦ୍ରୀୟ ଟିମ୍
ଭୁବନେଶ୍ବର, ୧୦ା୫(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ସମ୍ବଲପୁର ହିଂସା ସମ୍ପର୍କିତ ନିଜ ରିପୋର୍ଟ ପ୍ରଦାନ କଲା ଦଳ ପକ୍ଷରୁ ଗଠନ କରାଯାଇଥିବା କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ଭାଜପାର ୩ ଜଣିଆ ଟିମ୍ ମଙ୍ଗଳବାର ନୂଆଦିଲ୍ଲୀଠାରେ ନଡ୍ଡାଙ୍କୁ ଭେଟି…
ବ୍ରିଜ୍ରୁ ବସ୍ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି
ଖର୍ଗୋନ୍, ୧୦ା୫: ମଧ୍ୟପ୍ରଦେଶର ଖର୍ଗୋନ୍ ଜିଲାରେ ମଙ୍ଗଳବାର ସକାଳେ ଏକ ବସ୍ ବ୍ରିଜ୍ରୁ ନଦୀକୁ ଖସିପଡ଼ିବାରୁ ୨୨ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଶିଶୁ ଓ ୧୦ ମହିଳା ଯାତ୍ରୀ ଅଛନ୍ତି।…
ଡିଆର୍ଡିଓ ବୈଜ୍ଞାନିକଙ୍କ ହାଜତ ମିଆଦ ୧୫ ଯାଏ ବଢ଼ିଲା
ନୂଆଦିଲ୍ଲୀ, ୧୦ା୫: ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗତ ୩ ତାରିଖରେ ପୁଣେରୁ ଗିରଫ ହୋଇଥିବା ଡିଆର୍ଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲ୍କର(୫୯)ଙ୍କ ହାଜତ ମିଆଦକୁ ମେ’ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ନଭେମ୍ବରରେ ଅବସର ନେବାକୁ ଥିବା ପ୍ରଦୀପ ହନିଟ୍ରାପ୍ରେ…
କର୍ନାଟକ ନିର୍ବାଚନ: ୩୭୫ କୋଟି ଟଙ୍କା ଜବତ
ନୂଆଦିଲ୍ଲୀ, ୧୦ା୫: କର୍ନାଟକ ବିଧାନସଭା ନିର୍ବାଚନ ବୁଧବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଉକ୍ତ ରାଜ୍ୟରୁ ଏପର୍ଯ୍ୟନ୍ତ ମୋଟ ୩୭୫ କୋଟି ଟଙ୍କା ଜବତ ହୋଇଥିବା ନିର୍ବାଚନ କମିଶନ ମଙ୍ଗଳବାର ସୂଚନା ଦେଇଛନ୍ତି। ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ…
ପାଶ୍ଚାତ୍ୟ କରୁଛି ଅସଲ ଯୁଦ୍ଧ: ପୁଟିନ୍
ମସ୍କୋ,୧୦ା୫: ରୁଷିଆ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ‘ଅସଲ ଯୁଦ୍ଧ’ ଆରମ୍ଭ କରିଦେଇଛନ୍ତି ବୋଲି ବିଜୟ ଦିବସ ପରେଡ୍ ଅବସରରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ପ୍ରକାଶ କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀର ନାଜିଙ୍କ ପରାଜୟକୁ ମନେପକାଇ ରୁଷିଆ ପ୍ରତିବର୍ଷ ମେ’ ୯ରେ ଭିକ୍ଟ୍ରି…
୬୦ବର୍ଷ ଚାଷ କରୁଥିବା ଜମିକୁ ପାର୍କ ନିର୍ମାଣ ପାଇଁ ଚିହ୍ନଟ, ପ୍ରତିବାଦରେ ଜିଲାପାଳଙ୍କୁ ଭେଟିଲେ ଚାଷୀ-ଜନପ୍ରତିନିଧି
କେନ୍ଦୁଝର,୯ା୫ (ସ୍ୱ. ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଗୋନାସିକା ଗ୍ରାମରେ ସରକାରଙ୍କ ପକ୍ଷରୁ ପ୍ଲଟ ନମ୍ବର ୩୯୨ ରେ ପାର୍କ ନିର୍ମାଣ ପାଇଁ ଚିହ୍ନଟ କରାଯାଇଛି। ଏହାକୁ ବିରୋଧ କରି ସ୍ଥାନୀୟ ଚାଷୀ ସମେତ ସରପଞ୍ଚ ସମେତ ସମିତିସଭ୍ୟ ଜିଲାପାଳଙ୍କୁ…
ଶ୍ରମିକଙ୍କ ମଜୁରୀବିଲ ଲାଗି ଟଙ୍କା ନେଉଥିବା ବେଳେ ଲାଞ୍ଚୁଆ ବାବୁଙ୍କୁ ମାଡିବସିଲା ଭିଜିଲାନ୍ସ
ପୁରୁଷୋତ୍ତମପୁର, ୯/୫(ଡିଏନ୍ଏ ) ଦାଦନ ଖଟିବାକୁ ଯାଇ ହନ୍ତସନ୍ତ ହେଉଥିବା ଗରିବ ଶ୍ରେଣୀର ଲୋକଙ୍କୁ ନିଜ ଅଞ୍ଚଳରେ କାମ ଯୋଗାଇ ଦେଇ ଦାଦନ ଶ୍ରମିକ ପ୍ରଥାକୁ ରୋକିବା ଲାଗି ସରକାର ଗୁରୁତ୍ୱ ଦେଇ ମନରେଗା ଯୋଜନାରେ କାର୍ଯ୍ୟ ଯୋଗାଉଥିବା ବେଳେ ଶ୍ରମିକଙ୍କ…
ଗଜରାଜଙ୍କୁ ସ୍କୁଟି ଗର୍ଲଙ୍କ ପ୍ରତି ଭୟ: ରାସ୍ତାରେ ଠିଆ ହୋଇଥିବା ହାତୀ ସହିତ ଧକ୍କା କଲେ ସ୍କୂଟି, ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୯।୫ : ପ୍ରାୟତଃ ଡ୍ରାଇଭିଂ ସମ୍ବନ୍ଧୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସମ୍ପ୍ରତି, ଏହିପରି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ୟୁଜର୍ସ ବେଶ୍ ପସନ୍ଦ କରିଛନ୍ତି। ଭିଡିଓରେ ଜଣେ ସ୍କୁଟି ଗର୍ଲଙ୍କର ଡ୍ରାଇଭିଂ ଦେଖି ଭୂମି ୟୁଜର୍ସଙ୍କ…
ଭୋଟିଂର ଗୋଟିଏ ଦିନ ପୂର୍ବରୁ କର୍ନାଟକ ଜନତାଙ୍କ ନାମରେ ପତ୍ର ଲେଖିଲେ ମୋଦି
ନୂଆଦିଲ୍ଲୀ,୯।୫: ବୁଧବାର ଅର୍ଥାତ୍ ମେ ୧୦ରେ ହେବାକୁ ଯାଉଛି କର୍ନାଟକ ବିଧାନସଭା ନିର୍ବାଚନ। ରାଜ୍ୟରେ ୩୮ବର୍ଷ ଧରି ଚାଲିଆସୁଥିବା ବିରୋଧୀ ଲହରକୁ ଭାଙ୍ଗି ଲଗାତାର ଦ୍ୱିତୀୟ ଥର ବିଜୟୀ ହେବାକୁ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ଲକ୍ଷ୍ୟ ରଖିଛି। ଏହି ସମୟରେ…

