ଜୁନ୍ ୨୨ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ
ନୂଆଦିଲ୍ଲୀ, ୧୦ା୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଫାଷ୍ଟ ଲେଡ଼ି ଜିଲ୍ ବାଇଡେନ୍ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୨ରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସରକାରଙ୍କ ପକ୍ଷରୁ ବୁଧବାର ଏନେଇ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ…
କରୋନା ଚିହ୍ନଟ ଲାଗି ଆସିଲା ନୂଆ ଲେଜର ପଦ୍ଧତି
ନୂଆଦିଲ୍ଲୀ, ୧୦ା୫: କରୋନା ସଂକ୍ରମଣ ଚିହ୍ନଟ କରିବା ଲାଗି ବୈଜ୍ଞାନିକମାନେ ପୁଣି ଏକ ନୂଆ ଲେଜର ଭିତ୍ତିକ ଶ୍ୱାସନଳୀ ପରୀକ୍ଷା ପଦ୍ଧତିର ବିକାଶିତ କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବଳରେ କରାଯାଉଥିବା ଏହି ପରୀକ୍ଷାରେ କରୋନା ଭାଇରସ୍କୁ ସଠିକ୍ ଭାବେ ଚିହ୍ନଟ କରାଯାଇପାରିବ।…
ଶୁଣ୍ଢରେ ଟେକି କଚାଡି ଦେଲା ଦନ୍ତା
ସମ୍ବଲପୁର,୧୦ା୫(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ମୁଣ୍ଡେର ସଂରକ୍ଷିତ ଜଙ୍ଗଲକୁ ଜାଲେଣି କାଠ ସଂଗ୍ରହ କରିବାକୁ ଯାଇଥିବା ଜଣେ ବ୍ୟକ୍ତି ହାତୀ ଅକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ମୁଣ୍ଡେର ଗ୍ରାମର ରାଜୁ ନାଏକ (୫୦)। ମାନେଶ୍ୱର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ…
ମହୁମାଛି ଆକ୍ରମଣରେ ଚାଲିଗଲା ସିପିଏମ୍ ନେତାଙ୍କ ଜୀବନ
ନୀଳଗିରି,୧୦ା୫(ସ୍ବ.ପ୍ର.): ମହୁମାଛି ଆକ୍ରମଣରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଗରଡି ପଞ୍ଚାୟତ ବାଙ୍କିସାହି ଗ୍ରାମର ବରିଷ୍ଠ ସିପିଏମ୍ ନେତା ରାମଚନ୍ଦ୍ର ସ(୭୨) ବୁଧବାର ପ୍ରାଣ ହରାଇଛନ୍ତି। ଏଥିରେ ତାଙ୍କ ନାତି ମଧ୍ୟ ଆହତ ହୋଇଛନ୍ତି। ରାମଚନ୍ଦ୍ର ଆଜି ବାଡ଼ି ସଫା କରୁଥିବା…
ଦିଲ୍ଲୀ ଆଗରେ ୧୬୮ରନ୍ର ବିଜୟ ଟାର୍ଗେଟ୍
ଚେନ୍ନାଇ,୧୦।୫: ଚେନ୍ନାଇସ୍ଥିତ ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲ୍ର ୫୫ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଅଧିନାୟକ ଏମ୍ଏସ୍ ଧୋନି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୮…
ଟ୍ୟୁଶନରୁ ଫେରିବା ସମୟରେ ହେଲା ବଜ୍ରପାତ, ଚାଲିଗଲା ଛାତ୍ରୀଙ୍କ ଜୀବନ
ରାୟଗଡ଼ା,୧୦ା୫(ସ୍ବ.ପ୍ର.): ରାୟଗଡ଼ା ବ୍ଲକ ଅନ୍ତର୍ଗତ ମାଲିଗାଁ ପଞ୍ଚାୟତର କଦଳୀଗୁଡ଼ା ଗ୍ରାମର ଜଣେ ନାବାଳିକାଙ୍କର ବଜ୍ରପାତରେ ଜୀବନ ଯାଇଛି। ନାବାଳିକା ଜଣକ ହେଲେ ଅଦାବଂଶ ସଞ୍ଜୁ(୧୬)। ସୂଚନାନୁଯାୟୀ, ସଞ୍ଜୁ ନିଜର ଦୁଇ ସାଙ୍ଗଙ୍କ ସହିତ ଜେକେପୁରରୁ ଟ୍ୟୁଶନ ସାରି ଘରକୁ ଫେରୁଥିବା ସମୟରେ…
ସ୍ତ୍ରୀଙ୍କ ଉପରକୁ ପଥର ଫିଙ୍ଗିଲେ ସ୍ବାମୀ, ନାବାଳିକାଙ୍କ ଜୀବନ ଗଲା
ରାୟଗଡ଼ା,୧୦ା୫(ସ୍ବ.ପ୍ର.): ଭୋଜି ଖାଇବାକୁ ଯାଇଥିବା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଲାଗି ପଥର ଫିଙ୍ଗାଫିଙ୍ଗି ହେବାରୁ ବୁଧବାର ଜଣେ ନାବାଳିକାଙ୍କ ଜୀବନ ଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କୁରୁମପେଟାରେ। ସୂଚନା ଅନୁଯାୟୀ, ରାୟଗଡ଼ା ଜିଲା ସୁରି ପଞ୍ଚାୟତର…
ଜିଲାପାଳଙ୍କୁ ହାଜର ହେବା ପାଇଁ ମାନବାଧିକାର କମିଶନଙ୍କ ନୋଟିସ
କେନ୍ଦୁଝର,୧୦ା୫(ସ୍ବ.ପ୍ର.): ଜାତୀୟ ମାନବାଧିକାର କମିଶନ ବୁଧବାର ଏକ ମାମଲାର ଶୁଣାଣି କରି କେନ୍ଦୁଝର ଜିଲାପାଳଙ୍କୁ ସର୍ତ୍ତମୂଳକ ବ୍ୟକ୍ତିଗତ ହାଜର ହେବା ପାଇଁ ଆଦେଶ କରିଛନ୍ତି। ନନ୍ଦିପଦା ଥାନା ଅନ୍ତର୍ଗତ ନୂଆ ରମ୍ପାସ ଗ୍ରାମରେ ଜମି ବିବାଦକୁ ନେଇ ଦମ୍ପତିଙ୍କୁ କଙ୍ଗାରୁ କୋର୍ଟ…
ଟସ୍ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି
ଚେନ୍ନାଇ,୧୦।୫ : ଚେନ୍ନାଇସ୍ଥିତ ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଆଇପିଏଲ୍ର ୫୫ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଅଧିନାୟକ ଏମ୍ଏସ୍ ଧୋନି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କରିବ।…
ବ୍ରିଜଭୂଷଣଙ୍କ ଲାଏ ଡିଟେକ୍ଶନ ଏବଂ ନାର୍କୋ ଟେଷ୍ଟ କରାଯାଉ
ନୂଆଦିଳ୍ଲୀ,୧୦ା୫: ଭାରତୀୟ ରେସଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ରେସ୍ଲର ଦିଲ୍ଳୀର ଯନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି। ଆନ୍ଦୋଳନକୁ ୧୫ ଦିନ ହୋଇଥିବା ବେଳେ ଖେଳାଳିମାନେ ବୁଧବାର ବ୍ରିଜ୍ଭୂଷଣଙ୍କ ଲାଏ ଡିଟେକ୍ଶନ ଓ ନାର୍କୋ ଟେଷ୍ଟ କରିବାକୁ…
ମହିଳାଙ୍କୁ ପଥରରେ ଛେଚି ହତ୍ୟା ଘଟଣା: ହତ୍ୟାକାରୀଙ୍କ ବୟାନକୁ ଖଣ୍ଡନ କଲେ ମୃତ ମହିଳାଙ୍କ ପୁଅ
ଗଞ୍ଜାମ,୧୦ା୫(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଜହମି ଗ୍ରାମର ମହିଳାଙ୍କୁ ପଥର ଛେଚି ହତ୍ୟା ଘଟଣାର ପର୍ଦ୍ଧାଫାଶ କରିଛି ରମ୍ଭା ପୋଲିସ। ହତ୍ୟାକାରୀ ମୃତ ମହିଳାଙ୍କ ନିଜ ପୁତୁରା ସେହି ଗ୍ରାମର ମୁନା ନାହାକ (୨୩) ସେ ଏବେ ଜେଲରେ।…
ବିଳମ୍ବରେ ହେଲା ଆଦିବାସୀ ନାବାଳିକା ଛାତ୍ରୀଙ୍କ ମୃତଦେହ
ଆନନ୍ଦପୁର,୧୦ା୫(ସ୍ବ.ପ୍ର.): ବାଳାଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଦୀର୍ଘ ୨୦ ଘଣ୍ଟା ପରେ ବ୍ୟବଚ୍ଛେଦ ହେଲା ଆଦିବାସୀ ନାବାଳିକାଙ୍କ ମୃତଦେହ। ମଙ୍ଗଳବାର ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାଳାଶ୍ରମ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ବିଳମ୍ବରେ ବ୍ୟବଚ୍ଛେଦ ହୋଇଛି। ମୃତକ ହେଉଛନ୍ତି ରାମଚନ୍ଦ୍ରପୁର…

