Home Left

କପଡ଼ା ବଜାର ଉଚ୍ଛେଦକୁ ନେଇ ତେଜିଲା ଆନ୍ଦୋଳନ

ବରଗଡ଼ ଅଫିସ୍‌,୧୦।୫: ବରଗଡ଼ ବ୍ଲକ ଅଧୀନ ବେହେରା ବଜାର ପ୍ରାଙ୍ଗଣରେ ରହିଥିବା ସର୍ବପୁରାତନ ସମ୍ବଲପୁରୀ କପଡ଼ା ବଜାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ବଜାର ଉପରେ ନିର୍ଭରଶୀଳ ବୁଣାକାରଙ୍କୁ ନୋଟିସ୍‌ କରିଥିବା ସୂଚନା ମିଳିଛି ।…

କୁଶିନଗରରେ ବଡ ଦୁର୍ଘଟଣା: ୪ ଶିଶୁ ସମେତ ୭ ମୃତ

କୁଶିନଗର,୧୦।୫: ଉତ୍ତର ପ୍ରଦେଶର କୁଶୀନଗର ଜିଲାରୁ ଏକ ଛାତି ଥରାଇବା ଭଳି ଘଟଣା ସାମ୍ନାକ ଆସିଛି। ଏଠାର ରାମକୋଲା ଥାନା ଅଞ୍ଚଳରେ ଥିବା ମାଧି ମାଠିଆ ଗାଁରେ ବୁଧବାର ଏକ ବଡ ଦୁର୍ଘଟଣା ହୋଇଛି। ନିଆଁ ଲାଗିଯିବାରୁ ୪ ଶିଶୁଙ୍କ ସମେତ…

ଡିଏମ୍‌ଏଫ୍‌ ଗ୍ରାମ ଉଦ୍ୟାନ ପାର୍କ ସ୍ଥାନ ପରିବର୍ତ୍ତନକୁ ବିରୋଧ

କେନ୍ଦୁଝର,୧୦ା୫(ସ୍ବ.ପ୍ର.): ଡିଏମ୍‌ଏଫ୍‌ ଅନୁଦାନରେ ବାଂଶପାଳ ବ୍ଲକର ୧୬ଟି ପଞ୍ଚାୟତରେ ଗ୍ରାମ ଉଦ୍ୟାନ ପାର୍କ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ତେବେ ପଞ୍ଚାୟତ ସମିତି ଅଫିସ,ବାଂଶପାଳ ପକ୍ଷରୁ ଟେଣ୍ଡର ଆହ୍ବାନ ପରେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହି ପାର୍କ…

୨ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍‌

କେନ୍ଦୁଝର,୧୦ା୫(ସ୍ବ.ପ୍ର.): କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ଦୁର୍ନୀତି ମାମଲରେ ବିଚାର କରି ସହକାରୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା ଓ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର କରଙ୍କୁ ୩ ବର୍ଷ ଜେଲ୍‌ ଏବଂ ୩ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।…

‘ଆଦିପୁରୁଷ’ର ଟ୍ରେଲର ଲଞ୍ଚିଂରେ କ୍ରିତି ସାନନ ପିନ୍ଧିଥିଲେ ୨୪ କ୍ୟାରେଟ ସୁନାର ଶାଢି

ମୁମ୍ବାଇ: ସାଉଥର ମୋଷ୍ଟ ଆଓ୍ବେଟେଡ ମୁଭି ‘ଆଦିପୁରୁଷ’ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ଫିଲ୍ମରେ ବାହୁବଳି ଫେମ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିଛନ୍ତି। ତାଙ୍କର ଅପୋଜିଟରେ ବଲିଉଡ ନାୟିକା କ୍ରିତି ସାନନ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଛନ୍ତି।…

ପିତାଙ୍କ ସ୍ବପ୍ନ ପୂରଣ କଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବେ ତାଙ୍କ ଓ୍ବେବ ସିରିଜ ‘ଦହାଡ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ଏହାଏକ ସସପେନ୍ସ-ଥ୍ରୀଲର ସିରିଜ। ଏହା ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି। ଏହି ଓ୍ବେବ ସିରିଜରେ ସୋନାକ୍ଷୀ ସିହ୍ନା ଜଣେ…

ମନେ ରଖନ୍ତୁ, ଅସୁବିଧା ସମୟରେ କାମରେ ଆସିବ ଚାଣକ୍ୟଙ୍କ ଏହି ୩ କଥା

ଜୀବନର କୌଣସି ନା କୌଣସି ସମୟରେ ହଠାତ୍‌ ଏପରି ଜଟିଳ ପରିସ୍ଥିତି ଉପୁଜେ, ଯେଉଁଥିରୁ ଜଣେ ବ୍ୟକ୍ତି ନିଜକୁ ମୁକାଳିବା ପାଇଁ ଅସମର୍ଥ ହୋଇଥାଏ। କିଛି ଲୋକ ଧୈର୍ଯ୍ୟର ସହିତ କଷ୍ଟଦାୟକ ସମୟର ସମ୍ମୁଖୀନ ହେଉଥିବା ବେଳେ କିଛି ଲୋକ ନର୍ଭସ…

କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗ: ୪ ଗିରଫ

ପୋଲସରା,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ପକ୍ଷରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅଭିଯୁକ୍ତ ଥିବା ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ…

ଦୁଇଦିନରେ ଭାଙ୍ଗିଲାଣି ୧୨ ଘର

ପାଟଣା,୧୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ସୋମବାର ବିଳମ୍ବିତ ରାତିରେ ଘଟଗାଁ ରେଞ୍ଜରୁ ଗୋଠଛଡା ଦନ୍ତା ହାତୀ ପ୍ରବେଶ କରି ଉତ୍ପାତ ଆରମ୍ଭ କରିବା ସହ ୪ଜଣଙ୍କ ଘର ଭାଙ୍ଗିଦେଇଥିବା ବେଳେ ମଙ୍ଗଳବାର ପୁଣି ୮ଜଣଙ୍କ ଘର ଭାଙ୍ଗିଦେଇଛି। ହାତୀଟି ଜନବସତି…

ପୋଖରୀରେ ବୁଡି ଦୁଇ ଶିଶୁଙ୍କ ଜୀବନ ଗଲା

ମାଲକାନଗିରି୧୦।୫(ଡି.ଏନ୍‌.ଏ): ମାଲକାନଗିରି ସଦର ଥାନା ତଣ୍ଡାପାଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛିା ତଣ୍ଡାପାଲ୍ଲୀ ଗ୍ରାମରେ ଥିବା ପୋଖରୀରେ ଦୁଇ ନାବାଳିକା ଶିଶୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ମୃତ୍ୟୁ ହୋଇଛି। ସୂଚନା ମୁତାବକ, ତଣ୍ଡାପାଲ୍ଲୀ ଗ୍ରାମର ଜଗା ପଡିଆମିଙ୍କର ଝିଅ…

ଛେଳିଗଡ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ ୫ଟି ସଚିବ

ଗଜପତି,୧୦।୫: ୫ଟି ସଚିବ ଭି କେ ପାଣ୍ଡିଆନ ବୁଧବାର ସକାଳେ ଜିରାଙ୍ଗ ସ୍ଥିତ ଏସିଆର ଦ୍ୱିତୀୟ ବୃହତମ ବୁଦ୍ଧ ମନ୍ଦିର ବୁଲି ଦେଖିବା ସହ ବୁଦ୍ଧ ଧର୍ମାବଲମ୍ବୀଙ୍କ ସହ ଆଲୋଚନା କରିଥିଲେ। ପରେ ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ପଞ୍ଚାୟତରେ ହେଉଥିବା…

ୟୁପିରେ ଟିକସମୁକ୍ତ ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବେ ‘ଦ କେରଲା ଷ୍ଟୋରି’ର ଟିମ୍‌

ଲକ୍ଷ୍ନୌ, ୧୦।୫: ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ଥମିବାର ନାଁ ନେଉନି। କେତେକ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ସମର୍ଥନ ମିଳିଛି। ତେବେ ମଧ୍ୟପ୍ରଦେଶରେ ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ଟିକସମୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?