‘ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ସ୍ପର୍ଶର ଭୂମିକା ଗୁରୁତ୍ୱପୂର୍ଣ୍ଣ’
ଭୁବନେଶ୍ୱର,୩।୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ସ୍ପର୍ଶ ହସ୍ପିଟାଲ ଭୁବନେଶ୍ୱରର ୧୬ତମ ପ୍ରତିଷ୍ଠା ଦିବସ ଗୁରୁବାର ସ୍ଥାନୀୟ ରେଳ ଅଡିଟୋରିୟମଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଅଭିନେତା ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ମୁଖ୍ୟ ଅତିଥି…
ହାତୀପଲକୁ ନେଇ ଦୁଇ ଜିଲାର ବନ ବିଭାଗ ମୁହାଁମୁହିଁ
ଗୁଣପୁର,୩ା୨(ଡି.ଏନ.ଏ.): ଦେଢ଼ବର୍ଷ ଧରି ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ହାତୀପଲର ଦୌରାତ୍ମ୍ୟ ଚାଲିଛି। ଏଥିରେ ବ୍ୟାପକ ଫସଲ ହାନୀ ହେବା ସହ ୩ ଜଣଙ୍କ ଜୀବନ ଗଲାଣି। ଦୁଇଦିନ ହେଲା ୬ଟିକିଆ ହାତୀପଲ ଗଜପତି ଜିଲା ସୀମାନ୍ତ କାଶୀନଗର ବ୍ଲକର ଅମରଡା,…
ସାମ୍ସଙ୍ଗ୍ର ଗ୍ୟାଲାକ୍ସି ‘ଏ’ ସିରିଜ୍ ଶୁଭାରମ୍ଭ
ନୂଆଦିଲ୍ଲୀ,୩।୨: ଦେଶର ସର୍ବବୃହତ୍ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍ ସାମ୍ସଙ୍ଗ୍ର ନୂଆ ଗ୍ୟାଲାକ୍ସି ଏ୧୪ ୫ଜି ଓ ଗ୍ୟାଲାକ୍ସି ଏ୨୩ ୫ଜି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବ୍ରାଣ୍ଡ୍ର ଲୋକପ୍ରିୟ ‘ଏ’ ସିରିଜ୍ରେ ଏହି ନୂତନ ଯୋଗ ଏକ ସୁଲଭ ମୂଲ୍ୟରେ ନୂତନ…
ଅଶାନ୍ତ ଆମେରିକା: କାଉନସିଲରଙ୍କୁ ଘର ବାହାରେ ଗୁଳି କରି ହତ୍ୟା
ୱାଶିଂଟନ,୩ ।୨: ସାୟରେଭେଲେରେ ରହୁଥିବା ନ୍ୟୁ ଜର୍ସିର ଜଣେ କାଉନସିଲରଙ୍କୁ ବୁଧବାର ରାତିରେ ତାଙ୍କ କାର ଭିତରେ ଘର ବାହାରେ ଗୁଳି କରି ହତ୍ୟା କରାଯାଇଛି । ମୃତକଙ୍କ ବୟସ ୩୦ ବର୍ଷ ହେବ ବୋଲି କୁହାଯାଉଛି । ସେ ହେଉଛନ୍ତି…
ତାମିଲନାଡ଼ୁ, କର୍ନାଟକ ଦମ୍ପତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ
ପାରଳାଖେମୁଣ୍ଡି,୩ା୨(ଡି.ଏନ୍.ଏ.): ଗଜପତି ଜିଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୪ ଏବଂ ୩୫ତମ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ତାମିଲନାଡ଼ୁ ଓ କର୍ନାଟକର ୨ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଗୁରୁବାର ଜିଲାପାଳ ଲିଙ୍ଗରାଜ ପଣ୍ଡା ଶିଶୁଦ୍ୱୟଙ୍କୁ ସେମାନଙ୍କୁ…
ଟୋକନ ମିଆଦୀ ଶେଷ ହେବାର ଭୟ ଘାରିଲା
ନୟାଗଡ଼ ଅଫିସ,୩।୨:ଧାନ କ୍ରୟ କେନ୍ଦ୍ର(ପାକ୍ସ)ରେ ଟୋକନ କ୍ରମାଙ୍କ ଅନୁଯାୟୀ ଧାନ କିଣା ଯାଉ ନାହିଁ। ଟୋକନ ମିଆଦି ଶେଷ ହେବାର ଭୟ ଘାରିଛି । କେତେଜଣ ଚାଷୀଙ୍କ ଟୋକନ୍ ଅବଧି ସରିବାର ସମୟ ୨ରୁ ୧୧ ଦିନ ଥିବାବେଳେ ଟାର୍ଗେଟ ନାହିଁ…
ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ଆତଙ୍କ
ପାଟଣା,୩ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲରେ ବାଘ ଆତଙ୍କ ଦେଖାଯାଇଛି। ଗୁରୁବାର ଏକ ବିଦାରିତ ବାର୍ହାର ଗଳିତ ମୃତଦେହକୁ ବନ ବିଭାଗ ଠାବ କରିଛି। ବାଘ ଶିକାର କରିଥିବା କୁହାଯାଉଥିବା ବେଳେ ଘଟଣାସ୍ଥଳରେ ଏକ ଅଜଣା…
୪ ପିଲାଙ୍କ ଭାଗ୍ୟ ଜେଜେମା’ ଜେଜେଙ୍କ କାନ୍ଧରେ
ରାଜନଗର, ୩ା୨( ଡି.ଏନ.ଏ.):ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ସ୍ବାମୀଙ୍କ ସହ ଜୀବନ କାଟିବା ପାଇଁ ପ୍ରତିଜ୍ଞା କରିଥିବା ସ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁ ପରେ ନିଜ ଗର୍ଭରୁ ଜନ୍ମ ଦେଇଥିବା ୪ ପିଲାଙ୍କୁ ପର କରି ଘର ଛାଡି ଚାଲି ଯାଇଛନ୍ତି।…
ନିଯୁକ୍ତିରେ ଜାଲିଆତି ଅଭିଯୋଗ
ବାଲେଶ୍ୱର ଅଫିସ,୩।୨: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ ଗତ ୨୦୧୩ ଜୁଲାଇ ୧୫ତାରିଖରେ ବିଭିନ୍ନ ପଦବୀ ସହ ୫୧ଟି ମଲ୍ଟି ପରପଜ ହେଲ୍ଥ ୱାର୍କର୍ ଏମ୍ପିଏଚ୍ଡବ୍ଲ୍ୟୁ(ଏଫ୍) ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ଗୋଟିଏ ପଦବୀ ଦିବ୍ୟାଙ୍ଗଙ୍କ ପାଇଁ…
ରାଜ୍ୟ ସଭାର ଫ୍ରଣ୍ଟ ରୋରେ ବସିବେ ଚିଦାମ୍ବରମ, ଦିଗବିଜୟ, ପଛକୁ ଗଲେ ମନମୋହନ
ନୂଆଦିଲ୍ଲୀ,୩ ।୨: ପୂର୍ବତନ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ରାଜ୍ୟ ସଭାରେ ବସିବାର ସିଟରେ ପରିବର୍ତ୍ତନ କରାଯାଇଛି । ରାଜ୍ୟ ସଭାରେ ଚିଦାମ୍ବରମଙ୍କ ବସିବାରୁ ନେଇ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ଏବେ ତାଙ୍କୁ ଫ୍ରଣ୍ଟ ରୋରେ ଏକ ସିଟ ମିଳିଛି ।…
ଚାଲିପାରିଲା ନାହିଁ ପାସେଞ୍ଜର ଟ୍ରେନ୍
ଚଣ୍ଡିଖୋଲ,୩ା୨(ଡି.ଏନ.ଏ.):ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲା ଦେଇ ଯାଇଛି ହରିଦାସପୁର-ପାରାଦୀପ ରେଳପଥ। ଦୀର୍ଘ ବର୍ଷ ଧରି ଅପେକ୍ଷା ପରେ ଏହି ରେଳପଥରେ ୧ା୮ା୨୦୨୦ରେ ପ୍ରଥମ କରି ରେଳ ଚଳାଚଳ ଆରମ୍ଭ ହୋଇଥିଲା। ସେତେବେଳେ କୋଭିଡ୍ କଟକଣା ଥିବାରୁ ରେଲଓ୍ବେ ପକ୍ଷରୁ କୁହାଗଲାଯେ,…
ଦୁର୍ଘଟଣା ଯୋଗୁ ୪ଲକ୍ଷ କୋଟିର ଆର୍ଥିକ କ୍ଷତି
ଯାଜପୁର ଅଫିସ,୩ା୨:ରାଜ୍ୟରେ ଗତ ଏକ ଦଶନ୍ଧି ମଧ୍ୟରେ ୧୫ରୁ ୪୫ ବୟସର ପ୍ରାୟ ୪୫ ହଜାର ଲୋକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି। ସିଆଇଡି ଏବଂ କ୍ରାଇମବ୍ରାଞ୍ଚର ରିପୋର୍ଟ ଅନୁସାରେ ୨୦୨୨ ଜାନୁୟାରୀରୁ ନଭେମ୍ବର ପର୍ଯ୍ୟନ୍ତ ୪,୯୦୮ ଜଣଙ୍କ ଅକାଳରେ ଜୀବନ ଯାଇଛି।…
Archives


