୯ ଦିନରେ ‘ପଠାନ’ ରୋଜଗାର କଲାଣି ଏତିକି କୋଟି
ମୁମ୍ବାଇ: କିଙ୍ଗ୍ଖାନ୍ ଶାହରୁଖଙ୍କ ‘ପଠାନ’ ସାରା ବିଶ୍ୱରେ ବେଶ୍ ଭଲ ରୋଜଗାର କରିଚାଲିଛି। ଏହି ଫିଲ୍ମଟି ଅମୀର ଖାନଙ୍କ ‘ଦଙ୍ଗଲ’ଙ୍କୁ ମଧ୍ୟ ଟପିଛି। ହଲ୍ ବାହାରେ ଲମ୍ବା ଧାଡ଼ିରେ ଦର୍ଶକ ଠିଆ ହୋଇରହୁଛନ୍ତି। ଆଗୁଆ ବୁକିଂ ପରେ ମଧ୍ୟ ଦର୍ଶକ ଫିଲ୍ମ…
କ୍ରିକେଟ୍କୁ ଅଲବିଦା କହିଲେ ଭାରତକୁ ବିଶ୍ୱକପ୍ ଜିତାଇଥିବା ବୋଲର୍
ନୂଆଦିଲ୍ଲୀ,୩।୨: ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତାଇଥିବା ଦ୍ରୁତ ବୋଲର ଯୋଗୀନ୍ଦର ଶର୍ମା ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ନେଇଛନ୍ତି। ସେ ଶୁକ୍ରବାର ଟୁଇଟ୍ ଯୋଗେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୯ ବର୍ଷିୟ ଯୋଗୀନ୍ଦର ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ…
ହାଇଓ୍ବା-ଯାତ୍ରୀବାହୀ ବସ୍ ମୁହାଁମୁହିଁ: ୧୫ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର
ବାରିପଦା ଅଫିସ,୩ା୨: ମୟୂରଭଞ୍ଜ ଜିଲା କରଞ୍ଜିଆ ସହରର ବାମନାଶାଳ ନିକଟସ୍ଥ ଗ୍ରୀଡ଼ ସବ୍ ଷ୍ଟେଶନ ସମ୍ମୁଖରେ ଶୁକ୍ରବାର ବାଲି ବୋଝେଇ ହାଇଓ୍ବା ସହ ‘କଲ୍ୟାଣୀ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବସ୍ରେ ଥିବା ଯାତ୍ରୀଙ୍କ…
ଭାରତ ‘ଏ’ରୁ ରେଡ୍ ବଲ୍ରେ ସୁଯୋଗ ନ ପାଇବାର ଅବସୋସ
ଦୀର୍ଘ ୧୬ ବର୍ଷ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାପରେ ଘଟଣାବହୁଳ କ୍ୟାରିୟରର ଅନ୍ତ ଘଟାଇଛନ୍ତି ଦ୍ରୁତ ବୋଲର ବସନ୍ତ ମହାନ୍ତି । କ୍ରିକେଟକୁ କ୍ୟାରିୟର କରି ସେ ଅନେକ କିଛି ପାଇଛନ୍ତି। ମାତ୍ର ଭାରତ ‘ଏ’ ପକ୍ଷରୁ ରେଡ୍ ବଲ୍ରେ ସୁଯୋଗ…
କାଷ୍ଟିଂ କାଉଚ୍ର ଶିକାର ହୋଇଥିଲେ ଅଭିନେତ୍ରୀ
ମୁମ୍ବାଇ: ଏକ ସମୟରେ ତାମିଲ, ତେଲୁଗୁ ଏବଂ ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ନୟନତାରା। ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଭାରତୀୟ ଚଳଚ୍ଚିତ୍ର ଏବଂ…
ବିଜୟୀ ବସନ୍ତ
ବିଜୟରୁ କ୍ୟାରିୟର ଆରମ୍ଭ ଓ ଶେଷ । ଜଣେ ଖେଳାଳି ପ୍ରଥମ ଓ ଶେଷ ଉଇକେଟ । ୨୩ ଥର ୫ ଉଇକେଟ ସଫଳତା । ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପଡ଼ିଆରେ ରାଜୁତି ପରେ ବିରଳ ରେକର୍ଡ ସହ…
ବେପରୁଆ ଢଙ୍ଗରେ ଗାଡ଼ି ଚଲାଇବା ପୂର୍ବରୁ ଥରେ ଦେଖନ୍ତୁ ଏହି ଭିଡିଓ
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଦେଖିବାକୁ ମିଳୁଛି। ଏଥିରୁ କିଛି ଭିଡିଓ ଚିନ୍ତାଜନକ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆପଣ ନ ରାଗି ରହିପାରିବେନି। ଭାଇରାଲ ଭିଡିଓରେ ଜଣେ ଯୁବତୀ…
ପିଡି ଦାୟିତ୍ୱ ନେଲେ ନୀଳମାଧବ
ଛତ୍ରପୁର,୩ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଭାବେ ନୀଳମାଧବ ଭୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଥିଲେ। ସେ ୨୦୦୦…
ଦେଶରେ ଆଜି ୯୯ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୩।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…
ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଧମକ
ମୁମ୍ବାଇ,୩।୨: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି। ଏନଆଇଏ ଏକ ଧମକପୂର୍ଣ୍ଣ ଇମେଲ ପାଇବା ପରେ ଦେଶର ବିଭିନ୍ନ ସହରକୁ ସତର୍କ କରାଯାଇଛି। ଏନଆଇଏ ମଧ୍ୟ ମୁମ୍ବାଇ ପୋଲିସକୁ ଏହି ସୂଚନା ଦେଇଛି। ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଏହି…
ଆଦାନୀ ଗ୍ରୁପ୍ ସହ ଜଡିତ କମ୍ପାନୀରୁ ଇସ୍ତଫା ଦେଲେ ବୋରିସ ଜନସନଙ୍କ ଭାଇ
ଲଣ୍ଡନ,୩।୨: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସାନଭାଇ ଲର୍ଡ ଜୋ ଜନସନ ଆଦାନୀ ଏଣ୍ଟରପ୍ରାଇଜେସ ସହ ଜଡିତ ଏକ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ଆଦାନୀ ଗ୍ରୁପ୍ରୁ ଭରସା ହ୍ରାସ ପାଉଥିବାରୁ ଜନସନ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦ…
ଆଦାନୀଙ୍କୁ ନେଇ ପୁଣି ସଂସଦରେ ହୋହାଲ୍ଲା: ୨ଟା ଯାଏ ଗୃହ ମୁଲତବୀ
ନୂଆଦିଲ୍ଲୀ,୩।୨: ବଜେଟ ଅଧିବେଶନର ଚତୃର୍ଥ ଦିନରେ ମଧ୍ୟ ସଂସଦରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ଶୁକ୍ରବାର ଅଧିବେଶନ ଆରମ୍ଭ ହେବା ପରଠାରୁ ବିରୋଧୀ ଗୃହରେ ହୋହାଲ୍ଲା କରିଥିଲେ। ଫଳରେ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଏହାପରେ ସଂସଦର ଉଭୟ ଗୃହ ଲୋକ…
Archives


