Home Left

ଆରାଧନାରୁ ହେବ ଦିନ ଆରମ୍ଭ

ଅନୁଗୋଳ ଅଫିସ, ୧ା୧: ନବବର୍ଷ ୨୦୨୩କୁ ନେଇ ସବୁଆଡ଼େ ଉତ୍ସବର ବାତାବରଣ। ବର୍ଷର ପ୍ରଥମ ଦିନକୁ କିଏ କେମିତି କାଟିବେ, ତାହାକୁ ନେଇ ବହୁ ପୂର୍ବରୁ ହୋଇସାରିଛି ପ୍ରସ୍ତୁତି। ଯୁବପିଢ଼ି ତ ବେଶ୍‌ ଆଗରୁ ଯୋଜନା କରିସାରିଛନ୍ତି। ହେଲେ ଏ କ୍ଷେତ୍ରରେ…

ଡିଜେ ନାଇଟ୍‌ରେ ମସ୍‌ଗୁଲ ଯୁବପିଢ଼ି

ବ୍ରହ୍ମପୁର ଅଫିସ,୧ା୧:ଚଳିତ ବର୍ଷ କରୋନା ନିୟନ୍ତ୍ରଣରେ ଥିବା ଯୋଗୁ ରେଶମ ସହରବାସୀ ଉତ୍ସାହର ସହ ଶନିବାର ଜିରୋ ନାଇଟ ପାଳନ କରିଛନ୍ତି। ଏହି ଅବସରରେ ସହରବାସୀ କେକ୍‌ କାଟି ନିଜ ପରିବାର ଓ ବନ୍ଧୁ ବର୍ଗଙ୍କ ସହ ବାଣ ଫୁଟାଇ ପାଳନ…

ଟୁଇଟରରେ ଭାରତର ଭୁଲ୍‌ ମାନଚିତ୍ର, ପ୍ରତିବାଦ ପରେ ହଟାଇଲା

ନୂଆଦିଲ୍ଲୀ,୧।୧: ଟୁଇଟର ହ୍ୟାଣ୍ଡଲରେ ଭାରତର ଭୁଲ୍‌ ମାନଚିତ୍ର ପ୍ରକାଶ ପାଇଥିଲା। କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶନିବାର ଏନେଇ ଉକ୍ତ ମେସେଜିଂ ପ୍ଲାଟ୍‌ଫର୍ମକୁ ଚେତାବନୀ ଦେବା ପରେ ଉକ୍ତ ଫଟୋକୁ ହଟାଇ ଦିଆଯାଇଛି। ଟୁଇଟର ଭୁଲ୍‌ ମ୍ୟାପ୍‌ ପୋଷ୍ଟ…

ପାଭେଲଙ୍କ ମୃତ୍ୟୁ ମାମଲା: ୩ୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତ

ରାୟଗଡ଼ା,୧ା୧(ସ୍ବ.ପ୍ର.): ରୁଷିଆ ପର୍ଯ୍ୟଟକ ପାଭେଲଙ୍କ ମୃତ୍ୟୁ ମାମଲାରେ ନୂତନ ବର୍ଷର ପ୍ରଥମ ଦିନରେ ହୋଟେଲ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଡିଏସ୍‌ପି ସରୋଜକାନ୍ତ ମହାନ୍ତ ଏବଂ ଇନ୍ସପେକ୍ଟର ମମତା ରାଣୀ ପଣ୍ଡାଙ୍କ ସହିତ ୫ ଜଣ ରବିବାର ହୋଟେଲ ସାଇ ଇଣ୍ଟରନ୍ୟାଶନାଲରେ…

ଅଧରାତିରେ ରିଲିଜ୍‌ ହେଲା ଆନିମଲର ପୋଷ୍ଟର…

ମୁମ୍ବାଇ : ବଲିଉଡ ଅଭିନେତା ରଣବୀର କପୁରଙ୍କ ହିନ୍ଦୀ ଚଳଚ୍ଚିତ୍ର ଆନିମଲର ପ୍ରଥମ ଲୁକ ପୋଷ୍ଟର ରିଲିଜ ହୋଇଛି। ୨୦୨୨ ଡିସେମ୍ବର ୩୦ ରେ ଏହାର ଏହି ପ୍ରଥମ ଲୁକ ପୋଷ୍ଟରର ରିଲିଜ ତାରିଖ ଘୋଷଣା କରାଯାଇଥିଲା। ଏହାର ପ୍ରଥମ ଲୁକ…

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୬୦ ଜଣ ବଡ଼ବାବୁ

ଭୁବନେଶ୍ୱର,୧ା୧(ବ୍ୟୁରୋ): ୨୦୨୨ରେ ଓଡ଼ିଶା ଭିଜିଲାନ୍ସ ୫୪୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨୮୫ଟି ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ୬୦ ଜଣ କ୍ଲାସ୍‌-୧ ଅଫିସର ଥିବା ବେଳେ ୫୩ ଜଣ କ୍ଲାସ୍‌-୨ ଅଫିସର, ୨୨୭ ଜଣ ତୃତୀୟ ଶ୍ରେଣୀ କର୍ମଚାର, ୭ ଜଣ…

୪ରୁ ଧାନ ସଂଗ୍ରହ

ଯାଜପୁର ଅଫିସ,୧ା୧:  ଆସନ୍ତା ଜାନୁୟାରୀ ୪ରୁ ୨୦୨୨-୨୩ ଖରିଫ ଋତୁ ଧାନକିଣା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଧାନ କ୍ରୟ ପାଇଁ ପୁନର୍ବାର ଏକ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅତିରିକ୍ତ ଜିଲାପାଳ (ପ୍ରଶାସନ) ଦୁଃଖବନ୍ଧୁ…

ଚାକିରି ନାଁରେ ବଡ଼ ଠକେଇ

ଭୁବନେଶ୍ୱର,୧ା୧(ବ୍ୟୁରୋ): ସାରା ଦେଶକୁ ବ୍ୟାପିଛି ଠକେଇ ର଼୍ୟାକେଟ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜରାଟ, କର୍ନାଟକ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ଜାଲ ବିଛାଇ ଚାକିରି ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଠକିନେଇଥିବା ମାଷ୍ଟରମାଇଣ୍ଡ୍‌ଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଉତ୍ତରପ୍ରଦେଶ ଆଲିଗଡରୁ ଗିରଫ…

ସିକିଲ୍‌ ସେଲ୍‌ ନିରାକରଣ ପାଇଁ ସ୍ବତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର, ୧।୧(ବ୍ୟୁରୋ): ସିକିଲ୍‌ ସେଲ୍‌ ରୋଗର ନିରାକରଣ ପାଇଁ ରାଜ୍ୟରୁ ବ୍ଲକ୍‌ ସ୍ତର ପର୍ଯ୍ୟନ୍ତ ଆନୁଷ୍ଠାନିକ ବ୍ୟବସ୍ଥା କରିବା ପାଇଁ ସରକାର ନିଷ୍ପତ୍ତି କରିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ ଓଡ଼ିଶା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସବ୍‌-କମିଟି ଗଠନ କରାଯାଇଛି। ଅନୁସୂଚିତ ଜନଜାତି,…

୧୨,୯୭୩ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ

ଭୁବନେଶ୍ୱର,୧ା୧(ବ୍ୟୁରୋ): ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ୪୧୮୩ କୋଟି ଟଙ୍କାର ୧୬ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହାସହିତ ୧.୬୭ ଲକ୍ଷ କୋଟି ଟଙ୍କାର ୧୦ଟି ବୃହତ୍‌ ପ୍ରକଳ୍ପ ପାଇଁ ହାଇଲେଭଲ କ୍ଲିୟରାନ୍ସ ଅଥରିଟିକୁ ସୁପାରିସ କରିଛନ୍ତି। ଶନିବାର ମୁଖ୍ୟ ଶାସନ…

ବଟ ନଦୀରେ ପୁଣି ମାଛ ମଡ଼କ

ପାରାଦୀପ,୧ା୧(ସ୍ବ.ପ୍ର.): ପାରାଦୀପର ବାଲିଝରା ସଂଲଗ୍ନ ବଟନଦୀରେ ଶନିବାର ପୁଣି ମାଛ ମଡ଼କ ହୋଇଛି। ଏହି ନଦୀରେ ପ୍ରଚୁର ପରିମାଣର ମାଛ ମରି ଭାସୁଥିବାରୁ ଚତୁଃପାଶର୍‌ବରେ ଥିବା ବସ୍ତି ଓ କଲୋନିରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ଅନନ୍ତ ଜେନା…

ଦାନ୍ତ ପାଇଁ ବନବିଭାଗ ନୟାନ୍ତ

ବାରିପଦା ଅଫିସ, ୧ା୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ଜେନବିଲ ରେଞ୍ଜରେ ହାତୀ ଦାନ୍ତ ଉଦ୍ଧାର ନେଇ ବନବିଭାଗ ନୟାନ୍ତ ହୋଇପଡିଲାଣି। ରାତିଅଧିଆ ଚଢାଉ କରି ନିରାଶ ହେବା ପରେ ଉପରିସ୍ଥ ଅଧିକାରୀଙ୍କ ଆଖିରୁ ନିଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri