Home Left

ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟ୍‌କା

ନୂଆଦିଲ୍ଲୀ,୮।୨: ଭାରତୀୟ ଟିମ୍‌ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଆଉ ଏକ ଝଟ୍‌କା ଲାଗିଛି। କଙ୍ଗାରୁ ଟିମ୍‌ର ତାରକା ଦ୍ରୁତ ବୋଲର କାମେରନ୍‌ ଗ୍ରୀନ ସିରିଜର ପ୍ରଥମ ଟେଷ୍ଟ ଖେଳିବା କଷ୍ଟକର ବୋଲି କୁହାଯାଉଛି। ଏନେଇ ଅଷ୍ଟ୍ରେଲିଆର…

ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି ଏହି ଡ୍ରେସ୍‌, କାରଣ ଜାଣିଲେ…

ଫ୍ୟାଶନ ଜଗତ ଅନନ୍ୟ ଅଟେ। ଏହାକୁ ଆକର୍ଷଣୀୟ କରିବା ପାଇଁ ସମଗ୍ର ବିଶ୍ୱରେ ବିଭିନ୍ନ ପରୀକ୍ଷା କରାଯାଇଥାଏ। ଯାହା ପ୍ରତିଦିନ ଚର୍ଚ୍ଚାର ବିଷୟ ପାଲଟିଥାଏ। ମହିଳାମାନଙ୍କ ପାଇଁ ଆକର୍ଷଣୀୟ ପୋଷାକ ଡିଜାଇନ କରିବାକୁ ଅନନ୍ୟ ପରୀକ୍ଷଣ ଅଛି। କିନ୍ତୁ ଆଜି ଏମିତି…

ଅଷ୍ଟ୍ରେଲିଆକୁ କଡ଼ା ଜବାବ ଦେଲେ ରୋହିତ ଶର୍ମା

ନାଗପୁର,୮।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। କଙ୍ଗାରୁ ଦଳ ମଧ୍ୟରେ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ସ୍ପିନରଙ୍କୁ…

 ବ୍ଲକସ୍ତରୀୟ ମିଶନ ଶକ୍ତି ଋଣମେଳା

ପୁରୁଷୋତ୍ତମପୁର,୮/୨(ଡିଏନ୍ଏ ) ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ  ପୁରୁଷୋତ୍ତମପୁର ତାରା ତାରିଣି କଲେଜ ପଡିଆରେ ମିଶନ ଶକ୍ତି ଯୋଜନାରେ ବ୍ଲକ ସ୍ତରୀୟ ଋଣ ପ୍ରଦାନ ମେଳା ବିଡିଓ ବିଜୟ କୁମାର ବେହେରା ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଲ୍ଲିକୋଟ ବିଧାୟିକା…

ପନ୍ତଙ୍କୁ ଚାପୁଡା ମାରିବାକୁ ଚାହୁଁଛନ୍ତି କପିଲ ଦେବ

ନୁଆଦିଲ୍ଲୀ,୮।୨: ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଡିସେମ୍ବର ୩୦ରେ ଏକ ଭୟଙ୍କର କାର ଦୁର୍ଘଟଣା ସମ୍ମୁଖୀନ ହୋଇଥିଲେ। ଗୁରୁତର ଆହତ ହେବା ପରେ ସେ ଏବେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ପନ୍ତଙ୍କ ଅସ୍ତ୍ରୋପଚାର ହୋଇଛି। ୬ ମାସ…

କିରାଣି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସାମ୍ନାରେ ଧାରଣା ଦେଲେ ଆଶାୟୀ

ପଟାଙ୍ଗି,୮ା୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ଗାଙ୍ଗେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ କିରାଣି ନିଯୁକ୍ତିକୁ ନେଇ ହୋଇଥିବା ଅନିୟମିତତାରେ ସ୍ଥାନୀୟ ଯୁବଗୋଷ୍ଠୀ ଏବଂ ଆଶାୟୀ ପ୍ରାର୍ଥୀମାନେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ଉକ୍ତ ମହାବିଦ୍ୟାଳୟରେ…

ଟ୍ରାନ୍ସଜେଣ୍ଡର ଦମ୍ପତି ଶିଶୁଙ୍କ ଦେଲେ ଜନ୍ମ, ଝିଅ କି ପୁଅ ସୂଚନା ଦେବାକୁ କଲେ ମନା…

ଥିରୁଭାନନ୍ତପୁରମ,୮।୨ : କେରଳର ଟ୍ରାନ୍ସଜେଣ୍ଡର ଦମ୍ପତି ବୁଧବାର ଦିନ ଏକ ଶିଶୁକୁ ସରକାରୀ ଡାକ୍ତରଖାନାରେ ପ୍ରସବ କରିଛନ୍ତି। ଯାହା ଦେଶରେ ପ୍ରଥମ ଘଟଣା ବୋଲି ଜଣାପଡିଛି। ଟ୍ରାନ୍ସ ପାର୍ଟନରମାନଙ୍କ ମଧ୍ୟରୁ ଜିଆ ପାଭାଲ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ସରକାରୀ ମେଡିକାଲ…

ଗୋଟିଏ ପୋକର ଦାମ୍‌ ବିଏମ୍‌ଡବ୍ଲ୍ୟୁଠୁ ବି ଅଧିକ, ଜାଣିଲେ…

ଦୁନିଆରେ ଏମିତି ଏକ ପୋକ ଅଛି, ଯାହାର ଦାମ୍‌ ଅଡି ଆଉ ବିଏମ୍‌ଡବ୍ଲ୍ୟୁଠାରୁ ବି ଅଧିକ। କିଛି ବର୍ଷ ପୂର୍ବେ ଜଣେ ଜାପାନୀ ପ୍ରଜନକ ୮୯,୦୦୦ ଡଲାରରେ (ଆଜିର ମୂଲ୍ୟରେ ପ୍ରାୟ ୭୩ ଲକ୍ଷ ଟଙ୍କା) ଏକ ପୋକ ବିକ୍ରି କରିଥିଲେ।…

ବିଶ୍ୱର ଦ୍ୱିତୀୟ କ୍ରିକେଟର୍‌ ଭାବେ ଏମିତି କାରନାମା କଲେ ଗ୍ୟାରି

ହରାରେ,୮।୨: ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଗ୍ୟାରି ବାଲାନ୍ସ ଇତିହାସ ସୃଷ୍ଟି କରିଛନ୍ତି। ଜିମ୍ବାୱେ ପାଇଁ ପାଞ୍ଚ ନମ୍ବରରେ ବ୍ୟାଟିଂ କରୁଥିବା ବେଳେ ସେ ଅପରାଜିତ ୧୩୭ ସ୍କୋର କରିଥିଲେ। ଏହା ସହିତ ସେ ଅନ୍ତର୍ଜାତୀୟ…

ଅବସରପ୍ରାପ୍ତ କିରାଣୀଙ୍କ ଘରୁ ଚୋରି, ଝରକା ଭାଙ୍ଗି ନେଇଗଲେ ଅଳଙ୍କାର, ଟଙ୍କା

ରାୟଗଡା ଅଫିସ,୮।୨: ରାୟଗଡା ସହର ଲୁଟେରାମାନଙ୍କର ଆଡା ସ୍ଥଳ ପାଲଟିଛି। ପ୍ରତିଦିନ ଗୋଟିଏ କି ଦୁଇଟି ଚୋରି ଖବର ସାମ୍ନାକୁ ଆସୁଛି। ତେବେ ମଙ୍ଗଳବାର ରାତିରେ ପୁଣି ସ୍ଥାନୀୟ ରିଙ୍ଗ ରୋଡ଼ର ୩ୟ ଲାଇନରେ କୃଷି କାର୍ଯ୍ୟାଳୟର ଅବସରପ୍ରାପ୍ତ କିରାଣୀ ବି.ବଙ୍ଗା…

ମାୟାଧର ସ୍ବାଇଁଙ୍କୁ ଜାତୀୟ ଜନପ୍ରିୟ ବିଜ୍ଞାନ ପୁରସ୍କାର

ଭୁବନେଶ୍ୱର,୮।୨(ବ୍ୟୁରୋ): ଓଡ଼ିଶାର ଜଣାଶୁଣା ଜନପ୍ରିୟ ବିଜ୍ଞାନ ଲେଖକ ଇଂ ମାୟାଧର ସ୍ବାଇଁଙ୍କୁ ବିଜ୍ଞାନକୁ ଜନପ୍ରିୟ କରିବାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଜନପ୍ରିୟ ବିଜ୍ଞାନ ପୁରସ୍କାରରେ ସମ୍ମାନିତ କରାଯିବ। ୨୦୨୨ ମସିହା ନିମିତ୍ତ ଏହି ଜାତୀୟ ପୁରସ୍କାର ପ୍ରଦାନ କରିବାକୁ…

ମହାଶିବରାତ୍ରୀରେ ଅପୂର୍ବ ସଂଯୋଗ, ଏହି ୪ ରାଶି ବ୍ୟକ୍ତିଙ୍କ ରହିଛି ଧନପ୍ରାପ୍ତିର ଯୋଗ…

ଆସୁଛି ଶୈବଭକ୍ତଙ୍କ ପ୍ରିୟ ‘ମହାଶିବରାତ୍ରୀ’। ହିନ୍ଦୁ ଧର୍ମର ମାନ୍ୟତାନୁଯାୟୀ ଏହି ଦିନ ଶିବ-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ଫାଲ୍ଗୁନ ମାସ କୃଷ୍ଣ ପକ୍ଷର ଚତୁଦ୍ଦର୍ଶୀ ଦିନ ‘ମହାଶିବରାତ୍ରୀ’ ପାଳନ କରିବାର ପରମ୍ପରା ଚାଲିଆସୁଛି। ଚଳିତ ବର୍ଷ ଫେବୃୟାରୀ ୧୮, ଶନିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri