Home Left

ଯୁଦ୍ଧରେ ଅମାନତ ପରାଜୟ ଭୋଗିବ ରୁଷିଆ: ଜେଲେନସ୍କି

ଲଣ୍ଡନ,୮।୨: ରୁଷିଆ ସହ ଯୁଦ୍ଧ ମଧ୍ୟରେ ବ୍ରିଟେନ ଗସ୍ତରେ ଯାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ଜେଲେନସ୍କି ବୁଧବାର ୧୦ ଡାଉନିଙ୍ଗ ଷ୍ଟ୍ରିଟରେ ପହଞ୍ଚି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ସାକ୍ଷାତ କରିବା ସହ ସମସ୍ତ ସାଂସଦଙ୍କୁ ସମ୍ବୋଧିତ କରିଥିଲେ। ଜେଲେନସ୍କି…

ଭାରତ-ଇସ୍ରାଏଲ ସମ୍ପର୍କ ହେବ ଆହୁରି ମଜଭୁତ

ନୂଆଦିଲ୍ଲୀ/ଜେରୁଜେଲମ,୮।୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନରେ କଥା ହୋଇଛନ୍ତି। ଟୁଇଟ୍‌ ଯୋଗେ ସେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ମଜଭୁତ କରିବାର ଉପାୟ ବିଷୟରେ ଆଲୋଚନା…

ଖୁବ୍‌ଶୀଘ୍ର ଶିନ୍ଦେ ସରକାରଙ୍କ ହେବ ପତନ: ଆଦିତ୍ୟ ଠାକରେ

ମୁମ୍ବାଇ,୮।୨: ଶିବସେନା (ୟୁବିଟି) ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବୁଧବାର ଶିନ୍ଦେ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ରାଜ୍ୟ ସରକାର…

ଡ୍ୟୁଟି ସମୟରେ ସୋସିଆଲ ମିଡିଆ ବ୍ୟବହାର କରିବା ପୋଲିସକର୍ମୀଙ୍କୁ ମନା

ଲକ୍ଷ୍ନୌ,୮।୨: ବିଭିନ୍ନ ଦେଶରୁ ଅଧ୍ୟୟନ କରିବା ପରେ ଉତ୍ତରପ୍ରଦେଶର ପୋଲିସ ବିଭାଗରେ ସୋସିଆଲ ମିଡିଆ ନୀତି କାର୍ଯ୍ୟକାରୀ କରାଯାଇଛି। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାରୀ କାର୍ଯ୍ୟ କିମ୍ବା ଡ୍ୟୁଟି ସମୟରେ ସୋସିଆଲ ମିଡିଆର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ…

ଫେବୃୟାରୀ ୧୪କୁ ‘କାଓ ହଗ୍‌ ଡେ’ ଭାବେ ପାଳନ କରିବାକୁ ଏଡବ୍ଲ୍ୟୁବିଆଇର ଅପିଲ୍‌

ନୂଆଦିଲ୍ଲୀ,୮।୨: ପ୍ରାଣୀ କଲ୍ୟାଣ ବୋର୍ଡ ଅଫ୍‌ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ) ୧୪ ଫେବୃୟାରୀରେ ‘କାଓ ହଗ୍‌ ଡେ’ ପାଳନ କରିବାକୁ ଦେଶବାସୀଙ୍କୁ ଅପିଲ୍‌ କରିଛି। ଏହି ଦିନ ‘ଭାଲେଣ୍ଟାଇନ୍ସ ଡେ’ ସମଗ୍ର ବିଶ୍ୱରେ ପାଳନ କରାଯାଏ। ବୋର୍ଡ ମୁତାବକ, ‘କାଓ ହଗ୍‌ ଡେ’ର…

ଉଚ୍ଚ ରକ୍ତଚାପ ରୋଗୀ କଦାପି ଖାଆନ୍ତୁ ନାହିଁ ଏହି ୬ ଖାଦ୍ୟ

ଉଚ୍ଚ ରକ୍ତଚାପର ସ୍ଥାୟୀ ଉପଚାର କିଛି ନାହିଁ। ହେଲେ ଔଷଧ ଏବଂ ଖାଦ୍ୟପେୟରେ ସାବଧାନତା ଅବଲମ୍ବନ କଲେ ଏହାକୁ ନିୟନ୍ତ୍ରଣକୁ ଅଣାଯାଇପାରେ। ରକ୍ତଚାପ ୧୨୦/୮୦ ଥିଲେ ଏହାକୁ ସାଧାରଣ କୁହାଯାଏ । ମାତ୍ର ଏହା ବଢ଼ିଯାଇ ୧୩୦/୯୦ ହେଲେ ଏହା ଚିନ୍ତାଜନକ…

ନିଜ ଗୀତ ଶୁଣୁ ନ ଥିଲେ ସୁରସାମ୍ରାଜ୍ଞୀ

ବମ୍ବେ: ନାଁ କୋକିଳକଣ୍ଠୀ। ଗାଇଥିଲେ ତିନି ହଜାରରୁ ଅଧିକ ଗୀତ। ନାମରେ ଅଛି ଅନେକ ରେକର୍ଡ। ହେଲେ ନିଜେ ଗାଇଥିବା ଗୀତ ନିଜେ ଶୁଣୁ ନ ଥିଲେ ସେ। ଆମେ କହୁଛୁ ସୁରସାମ୍ରାଜ୍ଞୀ ଲତା ମଙ୍ଗେସରକଙ୍କ କଥା। ଅନେକଙ୍କୁ ଏହା ଆଶ୍ଚର୍ଯ୍ୟ…

ଏଣିକି ମେଶିନରୁ ବାହାରିବ କଏନ୍‌, ୧୨ ସହରରେ ହେବ ଆରମ୍ଭ; ମୋବାଇଲ ଯୋଗେ…

ନୂଆଦିଲ୍ଲୀ,୮।୨: ଖୁବ୍‌ଶୀଘ୍ର ମୋବାଇଲ୍‌ ଫୋନ୍‌ ଜରିଆରେ କଏନ ବାହାର କରିହେବ। ଆର୍‌ବିଆଇ ଏଥିପାଇଁ ସାରା ଦେଶରେ କଏନ୍‌ ଭେଣ୍ଡିଂ ମେଶିନ ସ୍ଥାପନ କରିବାକୁ ଯାଉଛି। କ୍ୟୁଆର୍‌ କୋଡ୍‌ ଦ୍ୱାରା ଏହାକୁ ସ୍କାନ କରାଯାଇପାରିବ। ପରେ ମେଶିନରୁ ମୁଦ୍ରା ବାହାର କରିହେବ। ତେବେ…

ବନ ବିଭାଗ ହେପାଜତରେ ମୃତ୍ୟୁ ଘଟଣା: ରେଞ୍ଜର ସମେତ ୬ ବନ କର୍ମଚାରୀ କୋର୍ଟ ଚାଲାଣ

କଟକ ଅଫିସ, ୮।୨: ବନ ବିଭାଗ ହେପାଜତରେ ସାତଗୋଛିଆ ଗାଁ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ମାମଲାରେ ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୬ ବନ କର୍ମଚାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅନ୍ୟ କର୍ମଚାରୀମାନେ ହେଲେ ଫରେଷ୍ଟର…

ରବୀନାଙ୍କ ଉପରେ ଏବେ ବି ରାଗିଛନ୍ତି କରଣ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ଏକ ସାକ୍ଷାତକାରରେ କରଣ ଜୋହରଙ୍କ ଫିଲ୍ମକୁ ସେ କାହିଁକି ନା କହିଥିଲେ ତା’ର କାରଣ କହିଛନ୍ତି। ସେ କହିଛନ୍ତି, ସେତେବେଳେ କାଜଲ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ। ତେଣୁ ସେ କାଜଲଙ୍କଠାରୁ ଛୋଟ ଭୂମିକାରେ ଅଭିନୟ…

ବେକରେ ବ୍ୟାଣ୍ଡେଜ୍‌କୁ ନେଇ ଟ୍ରୋଲ ହେଉଛନ୍ତି କରନ୍‌ ଜୋହର

ବମ୍ବେ: ହାତକୁ ଦୁଇହାତ ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ କଳାକାର ଯୋଡି ସିଦ୍ଧାର୍ଥ ମଲହୋତ୍ରା- କିଆରା ଆଡଭାଣୀ। ଏହି ବିବାହରେ ଅନେକ ବଲିଉଡ୍‌ କଳାକାର ଅତିଥି ଭାବେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଫିଲ୍ମନିର୍ମାତା କରନ୍‌ ଜୋହର। ବିବାହ…

ପ୍ରଧାନମନ୍ତ୍ରୀ ନିଜ ବନ୍ଧୁଙ୍କୁ କରୁଛନ୍ତି ରକ୍ଷା: ରାହୁଲ

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଲୋକ ସଭାରେ ବିରୋଧୀ ଦଳକୁ ଟାର୍ଗେଟ୍‌ କରିଛନ୍ତି। କିନ୍ତୁ ବ୍ୟବସାୟୀ ଗୌତମ ଆଦାନୀଙ୍କ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ କିଛି କହି ନାହାଁନ୍ତି। ଏ ସମ୍ପର୍କରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri