ଭାରତୀୟ ଖାଦ୍ୟ ସୁରକ୍ଷାର ଆଧାର ଚାଉଳ: ରାଷ୍ଟ୍ରପତି
କଟକ ଅଫିସ,୧୨।୨: ଭାରତୀୟ ଖାଦ୍ୟ ସୁରକ୍ଷାର ମୁଖ୍ୟ ଆଧାର ଓ ଅର୍ଥନୀତିର ପ୍ରମୁଖ ଅଙ୍ଗ ହେଉଛି ଚାଉଳ। ଆମ ସଂସ୍କୃତି ଓ ଐତିହ୍ୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଅକ୍ଷତ କୁହାଯାଉଥିବା ଅଭଙ୍ଗା ଚାଉଳ ପ୍ରଗତି ଓ ପୂର୍ଣ୍ଣ ଜୀବନର ପ୍ରତୀକ…
୬୦ଦିନ ପରେ ଜେଲରୁ ବାହାରିଲେ ୨୯ ଓକିଲ
ସମ୍ବଲପୁର,୧୨।୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନଜନିତ ଭଙ୍ଗାରୁଜା ମାମଲାରେ ଗିରଫ ହୋଇଥିବା ୨୯ ଜଣ ଆଇନଜୀବୀଙ୍କୁ ହାଇକୋର୍ଟ ଶୁକ୍ରବାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ଶନିବାର ସମ୍ବଲପୁର କୋର୍ଟରେ କାଗଜପତ୍ର ପ୍ରକ୍ରିୟା ଶେଷ ହେବା ପରେ ଅପରାହ୍ନ…
ବ୍ରାଜିଲର ଐତିହାସିକ ଜିସସ ଷ୍ଟାଚ୍ୟୁ ଉପରେ ପଡିଲା ବିଜୁଳି, କ୍ୟାମେରାରେ କଏଦ ହେଲା ଅଦ୍ଭୁତ ଦୃଶ୍ୟ
ବ୍ରାସିଲିଆ,୧୨ ।୨: ବ୍ରାଜିଲର ଏକ ଅଦ୍ଭୁତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେଠାକାର ପ୍ରସିଦ୍ଧ ତଥା ଐତିହାସିକ ଜିସସ ଷ୍ଟାଚ୍ୟୁ ଉପରେ ଶୁକ୍ରବାର ଓ ଶନିବାର ମଧ୍ୟରେ ରାତି ସମୟରେ ବିଜୁଳି ପଡିଛି ଓ ସେହି ସମୟର ଫଟୋ…
କାନାଡା ଆକାଶରେ ସନ୍ଦିଗ୍ଧ ବସ୍ତୁ
ଓଟାୱା,୧୨ ।୨: ଆମେରିକା ପରେ ଏବେ କାନାଡା ଆକାଶରେ ବି ବିପଦ ଦେଖାଯାଇଛି । ଏୟାର ସ୍ପେସ ଭେଦ କରିବା ପରେ ଆମେରିକାର ଫାଇଟର ଜେଟ ଏକ ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କରି ଦେଇଛି । କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ…
ଆସନ୍ତା ସପ୍ତାହରେ ଭାରତ ଆସିବେ ଆମେରିକାର ମନ୍ତ୍ରୀ ଜିଓଫ୍ରି ପିୟାଟ
ୱାଶିଂଟନ,୧୨ ।୨: ଆମେରିକାର ଶକ୍ତି ସଂସାଧନ ସହାୟକ ବୈଦେଶିକ ମନ୍ତ୍ରୀ ଜିଓଫ୍ରି ପିୟାଟ ଆସନ୍ତା ସପ୍ତାହରେ ଭାରତ ଆସିବେ । ତାଙ୍କର ଉଦ୍ଦେଶ୍ୟ ଦକ୍ଷିଣ ଏସିଆରେ ସ୍ୱଚ୍ଛ ଶକ୍ତି ହସ୍ତାନ୍ତରଣ, ଶକ୍ତି ନିରାପତ୍ତା ଏବଂ ଦକ୍ଷିଣ ଏସିଆରେ ଶକ୍ତି ବୃଦ୍ଧି ସହିତ…
ତୁର୍କୀରେ ଭୂକମ୍ପ ପରେ ଚୋରୀ ଅଭିଯୋଗରେ ୪୮ ଗିରଫ
ଅଙ୍କାରା,୧୨ ।୨: ତୁର୍କୀରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ପରେ ଶନିବାର ଅଧିକାରୀମାନେ ଚୋରୀ ଅଭିଯୋଗରେ ୪୮ ଜଣଙ୍କୁ ଗିରଫ କରିଛନ୍ତି । ସମାଚାର ଏଜେନ୍ସି ଅନାଦୁଲା କହିଛି, ସୋମବାର ଆସିଥିବା ୭.୮ ତୀବ୍ରତାର ଭୂକମ୍ପପରେ ଚୋରୀର ଯାଞ୍ଚ କରି ୮ଟି ଭିନ୍ନ…
ବିନା ପାର୍କିଂରେ ମାର୍କେଟ କମ୍ପ୍ଲେକ୍ସ
କେନ୍ଦୁଝର,୧୧ା୨(ସ୍ବ.ପ୍ର.): କେନ୍ଦୁଝର ସହରରେ ବିନା ପାର୍କିଂ ବ୍ୟବସ୍ଥାରେ ବ୍ୟବସାୟିକ କେନ୍ଦ୍ର ଗଢ଼ି ଉଠିଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡ଼ିଛି। ତେବେ ଏ ନେଇ ପୌର ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବାରୁ ଏଭଳି ଅସନ୍ତୋଷ ବଢୁଛି। ସ୍ଥାନୀୟ ରାମରାମ ଗଳିରେ…
ହାତୀ ଦାନ୍ତ ଜବତ, ଜଣେ ଗିରଫ
କେନ୍ଦୁଝର,୧୧ା୨(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଘଟଗାଁ ଥାନା ମେଲାଣ ଗ୍ରାମ ନିକଟ ଏନ୍ଏଚ୍ ୨୦ ନିକଟରୁ ବନ ବିଭାଗ ଜଣେ ହାତୀ ଦାନ୍ତ ଚୋରଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୧୦.୧୬୦ କିଲୋର ଆଠ ଖଣ୍ଡ ଦାନ୍ତ ଜବତ କରିଥିବା ବେଳେ ସେଥିରୁ…
ବିଷ୍ଣୁପୁରରେ ହାତୀ ଆତଙ୍କ
ବୌଦ୍ଧ,୧୧ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ସମ୍ପୋଚ ଗ୍ରାମ ନିକଟ ବିଷ୍ଣୁପୁର ଗ୍ରାମରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗାମବାସୀ ଭୟଭୀତ ହୋଇଥିବା ଜଣାପଡ଼ିଛ। ଶନିବାର ସକାଳୁ ୩ଟି ହାତୀକୁ ଗ୍ରାମ ମୁଣ୍ଡରେ ଦେଖିବାକୁ ମିଳିଥିଲା। ଏହି ହାତୀଙ୍କ ମଧ୍ୟରେ ୨ଟି…
ବେଙ୍ଗ ତରକାରି ଖାଇ ଜଣେ ମୃତ, ଜଣେ ଗୁରୁତର
କେନ୍ଦୁଝର,୧୧ା୨(ସ୍ବ.ପ୍ର.): ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରି ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ମୃତକଙ୍କ ନାମ ସୁମିତ୍ରା ମୁଣ୍ଡା (୬) ବୋଲି…
‘ଏପ୍ରିଲ ୨୬ରେ ମୋ’ ବିବାହ, ମୋତେ ଉଠାଇ ନେଇଯାଅ’
ଦଶ ଟଙ୍କିଆ ନୋଟ୍ରେ ପ୍ରେମପତ୍ର। ବିବାହକୁ ନେଇ ଖୁସି ନ ଥିବା ପ୍ରେମିକା ନିଜର ପ୍ରେମିକଙ୍କୁ ବିବାହ ମଣ୍ଡପରୁ ଉଠାଇ ନେବାକୁ ପତ୍ରରେ କହିଛନ୍ତି। ଏଥିପାଇଁ ସେ ନୋଟ୍ରେ ନିଜର ମନକଥା ଲେଖି ପଠାଇଛନ୍ତି। ପ୍ରେମ ସପ୍ତାହରେ ସୋସିଆଲ ମିଡିଆରେ ଏଭଳି…
ଆଇନଗତ ବିବାଦରେ ଫସିଲେ ରାଣା ଦଗ୍ଗୁବତୀ
ହାଇଦ୍ରାବାଦ: ଅଡୁଆରେ ଚଳଚ୍ଚିତ୍ର ‘ବାହୁବଲୀ’ର ଭଲ୍ଲାଲ ଦେବ ଅର୍ଥାତ ଅଭିନେତା ରାଣା ଦଗ୍ଗୁବତୀ। ସେ ଏବଂ ତାଙ୍କ ବାପା ସୁରେଶ ବାବୁଙ୍କ ଉପରେ ଜମି ହଡପ କରିଥିବା ମାମଲା ରୁଜୁ ହୋଇଛି। ହାଇଦ୍ରାବାଦର ବ୍ୟବସାୟୀ ପ୍ରମୋଦ କୁମାର ଉଭୟଙ୍କ ବିରୋଧରେ ଅଭିଯୋଗ…
Archives


