Home Left

ବେଙ୍ଗ ତରକାରି ଖାଇ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୧ା୨(ସ୍ବ.ପ୍ର.): ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରି ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଥିବା ଜଣାପଡ଼ିଛି। ମୃତକଙ୍କ ନାମ ସୁମିତ୍ରା ମୁଣ୍ଡା (୬) ବୋଲି…

‘ଏପ୍ରିଲ ୨୬ରେ ମୋ’ ବିବାହ, ମୋତେ ଉଠାଇ ନେଇଯାଅ’

ଦଶ ଟଙ୍କିଆ ନୋଟ୍‌ରେ ପ୍ରେମପତ୍ର। ବିବାହକୁ ନେଇ ଖୁସି ନ ଥିବା ପ୍ରେମିକା ନିଜର ପ୍ରେମିକଙ୍କୁ ବିବାହ ମଣ୍ଡପରୁ ଉଠାଇ ନେବାକୁ ପତ୍ରରେ କହିଛନ୍ତି। ଏଥିପାଇଁ ସେ ନୋଟ୍‌ରେ ନିଜର ମନକଥା ଲେଖି ପଠାଇଛନ୍ତି। ପ୍ରେମ ସପ୍ତାହରେ ସୋସିଆଲ ମିଡିଆରେ ଏଭଳି…

ଆଇନଗତ ବିବାଦରେ ଫସିଲେ ରାଣା ଦଗ୍ଗୁବତୀ

ହାଇଦ୍ରାବାଦ: ଅଡୁଆରେ ଚଳଚ୍ଚିତ୍ର ‘ବାହୁବଲୀ’ର ଭଲ୍ଲାଲ ଦେବ ଅର୍ଥାତ ଅଭିନେତା ରାଣା ଦଗ୍ଗୁବତୀ। ସେ ଏବଂ ତାଙ୍କ ବାପା ସୁରେଶ ବାବୁଙ୍କ ଉପରେ ଜମି ହଡପ କରିଥିବା ମାମଲା ରୁଜୁ ହୋଇଛି। ହାଇଦ୍ରାବାଦର ବ୍ୟବସାୟୀ ପ୍ରମୋଦ କୁମାର ଉଭୟଙ୍କ ବିରୋଧରେ ଅଭିଯୋଗ…

ଆସନ୍ତା ୧୩ରେ କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଜଗିରଖି ଚଳନ୍ତୁ ଏହି ୪ ରାଶିର ବ୍ୟକ୍ତି…

ଫେବୃୟାରୀ ୧୩ରୁ ମକର ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ। ଏହି ରାଶିରେ ପୂର୍ବରୁ କର୍ମର ଦେବତା ଶନି ରହିଛନ୍ତି। ଏଣୁ ଆସନ୍ତା ମାସେ ଯାଏ କୁମ୍ଭ ରାଶିରେ ସୂର୍ଯ୍ୟ ଏବଂ ଶନି ଉଭୟ ରହିବେ। ଜ୍ୟୋତିଷଶାସ୍ତ୍ରବିଦ୍‌ଙ୍କ କହିବାନୁଯାୟୀ ସୂର୍ଯ୍ୟଙ୍କ…

ବାଇକ୍‌କୁ ଧକ୍କା ଦେଲା କାର୍‌, ଜଣେ ମୃତ

ଆନନ୍ଦପୁର,୧୧ା୨(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥର ନୂଆଗାଁ ଛକ ନିକଟରେ କେନ୍ଦୁଝର ପାର୍ଶ୍ୱରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଜଣେ ବାଇକ୍‌ ଆରୋହୀଙ୍କୁ ପଛରୁ ଧକ୍କା ଦେଇ ରାସ୍ତା ତଳକୁ ଓଲଟିପଡ଼ିଥିଲା। ସ୍ଥାନୀୟ…

ପେଟିଏମ୍‌ରୁ ନିଜ ଅଂଶଧନ ବିକ୍ରି କଲା ଆଲିବାବା

ନୂଆଦିଲ୍ଲୀ,୧୧।୨: ଚାଇନା କମ୍ପାନୀ ଆଲିବାବା ପେଟିଏମ୍‌ର ପ୍ୟାରେଣ୍ଟ କମ୍ପାନୀ ‘ଓ୍ବାନ୍‌୯୭ କମ୍ୟୁନିକେଶନ’ରୁ ବାହାରି ଯାଇଛି। କମ୍ପାନୀ ଏହାର ୩.୧୬ ପ୍ରତିଶତ ଅଂଶଧନକୁ ୧୩,୬୦୦ କୋଟିରେ ବିକ୍ରି କରିଛି। ଡିସେମ୍ବର ୨୦୨୨ ସୁଦ୍ଧା ପେଟିଏମ୍‌ରେ ଆଲିବାବାର ୬.୨୬% ଅଂଶଧନ ରହିଥିଲା। ଜାନୁୟାରୀରେ କମ୍ପାନୀ…

ରଣନୀତି ସତ୍ତ୍ୱେ ଫେଲ୍‌ ମାରିଲା ଅଷ୍ଟ୍ରେଲିଆ, ମ୍ୟାଚ୍‌ ପରେ ଅଶ୍ୱିନ କହିଲେ…

ନାଗପୁର,୧୧।୨: ବର୍ଡର-ଗାଭାସ୍କର ଟ୍ରଫିକୁ ନେଇ ଜୋରଦାର ପ୍ରସ୍ତୁତି ଚଳାଇଥିଲା ଅଷ୍ଟ୍ରେଲିଆ ଟିମ୍‌। ବିଶେଷକରି ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମ୍ନା କରିବାକୁ ସମସ୍ତ ରଣନୀତି ଆପଣାଇଥିଲା। ତାଙ୍କ ଭଳି ବୋଲିଂ କରୁଥିବା ମହେଶ ପିଥିୟାଙ୍କ ସହ ଅଭ୍ୟାସ କରୁଥିବା ଖବର ଗଣମାଧ୍ୟମର…

କେନ୍ଦୁଝର ଦେଇ ଚଳାଚଳ କଲା ରାଞ୍ଚି-ଭେଲୁପୁରମ ଏକ୍ସପ୍ରେସ୍‌

କେନ୍ଦୁଝର,୧୧ା୨(ସ୍ବ.ପ୍ର.): ଭାରତୀୟ ରେଳବାଇ ପକ୍ଷରୁ ରାଞ୍ଚିଠାରୁ ଭେଲୁପୁରମ ଭାୟା କେନ୍ଦୁଝର ଦେଇ ଏକ ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ୍‌ ଟ୍ରେନ୍‌ ସାମୟିକ ଭାବେ ଚଳାଚଳ କରିଛି। ଦକ୍ଷିଣ-ପୂର୍ବ ରେଳବାଇର ସହକାରୀ ଟ୍ରାନ୍ସପୋର୍ଟ ମ୍ୟାନେଜର କୌଶିକ ମୁଖାର୍ଜୀଙ୍କ ଦସ୍ତଖତରେ ପ୍ରକାଶିତ ବିଜ୍ଞପ୍ତିରେ, ଏହି ସ୍ବତନ୍ତ୍ର…

ନାଗପୁର ମଇଦାନରେ ଏକାଧିକ ରେକର୍ଡ: କୁମ୍ବଲେ-ହରଭଜନଙ୍କୁ ଟପିଲେ ଅଶ୍ୱିନ…

ନାଗପୁର,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟରେ ଚମକିଛନ୍ତି ଭାରତୀୟ ତାରକା ବୋଲର ରବିଚନ୍ଦ୍ରନ ଅଶ୍ୱିନ। ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ସେ ଚମତ୍କାର ବୋଲିଂ କରି ପ୍ରାୟ ଅଧା କଙ୍ଗାରୁ ଟିମକୁ ବିଦା କରିଥିଲେ। ୧୨ ଓଭରରେ ୩୭ରନ୍‌ ଦେଇ ସେ ୫…

ଟ୍ରକ୍‌ ଚାଳକଙ୍କୁ ଆକ୍ରମଣ କରି ଲୁଟ୍‌: ୨ ଭାଇ ଗିରଫ

ବଡ଼ବିଲ,୧୧ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ନାଲଦାଠାରେ ଦୁଇଜଣ ଟ୍ରକ ଚାଳକଙ୍କୁ ଆକ୍ରମଣ କରି ଟଙ୍କା ଲୁଟିବା ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତ ଭାଇଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଦିରଫ ଦୁଇ ଅଭିଯୁକ୍ତ ଭାଇ ହେଲେ…

ଜାମିୟତ ଉଲେମା-ଇ-ହିନ୍ଦ ଆରଏସଏସ ଆଡକୁ ବଢ଼ାଇଲା ବନ୍ଧୁତ୍ୱ ହାତ…

ନୂଆଦିଲ୍ଲୀ,୧୧।୨ : ଜାମିୟତ ଉଲେମା-ଇ-ହିନ୍ଦ ଆରଏସଏସ ଆଡକୁ ବନ୍ଧୁତ୍ୱର ହାତ ବଢ଼ାଇଛି। ଏନେଇ ଏହାର ଅଧ୍ୟକ୍ଷ ମୌଲାନା ମଦାନୀ କହିଛନ୍ତି ଭାଜପା ଏବଂ ଆରଏସଏସ ସହିତ କୌଣସି ଧାର୍ମିକ ଶତ୍ରୁତା ନାହିଁ। କେବଳ କେତେକ ଭୁଲ ବୁଝାମଣା ରହିଛି। ଦିଲ୍ଲୀର ରାମଲିଲା…

ସିଦ୍ଧାର୍ଥଙ୍କ ରେକର୍ଡ ଭାଙ୍ଗିଲେ ଶିବ ଠାକ୍‌ରେ

ବମ୍ବେ: ଆଉ ମାତ୍ର ଦୁଇଦିନର ଅପେକ୍ଷା। ଶେଷ ହେବ ରିଆଲିଟି ଶୋ’ ‘ବିଗ୍‌ବସ୍‌-୧୬’। ଶୋ’ର ୧୩ତମ ସିଜନ ପରେ ଚଳିତ ସିଜନ ଲୋକପ୍ରିୟତାର ଶିଖର ଛୁଇଁଛି। ପ୍ରତିଯୋଗୀମାନେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିବାରୁ ଏହାର ଅବଧିକୁ କିଛି ଦିନ ବଢ଼ାଯାଇଥିଲା। ଆସନ୍ତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri