Home Left

ସୋମବାର ବସିବ କ୍ୟାବିନେଟ୍‌ ବୈଠକ , ୧୦ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର,୧୧।୨ : ରାଜ୍ୟ କ୍ୟାବିନେଟ୍‌ର ସୋମବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି । ଏହି ବୈଠକରେ ୧୦ରୁ ଅଧିକ ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଆଶା କରାଯାଉଛି। ଖବର…

୫୦୦ ବିମାନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୧।୨: ଟାଟା ସନ୍ସ ମାଲିକାନାରେ ଥିବା ଏୟାର ଇଣ୍ଡିଆ ୫୦୦ ବିମାନ କିଣିବ। ଏୟାରଲାଇନ୍ସର ଏହି ସର୍ବବୃହତ୍‌ ଅର୍ଡର ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି। ଅର୍ଡର ମଧ୍ୟରେ ୪୩୦ଟି ସଂକୀର୍ଣ୍ଣ ବଡ଼ି ଏବଂ ୭୦ଟି ବିସ୍ତୀର୍ଣ୍ଣ ବଡ଼ି ବିମାନ। ଆଗାମୀ ୭ରୁ ୮…

ଇଞ୍ଜିନିୟରିଂ ଛାତ୍ର ସମେତ ୬ ଅଭିଯୁକ୍ତ ଗିରଫ

ରାୟଗଡ଼ା(ସ୍ବ.ପ୍ର./ରାୟଗଡ଼ା ଅଫିସ),୧୧ା୨: ରାୟଗଡ଼ା ସହରରେ ଚୋରି, ଲୁଟ୍‌, ଡକାୟତି ବଢ଼ୁଥିବାବେଳେ ପୋଲିସ ପାଇଁ ଚାଲେଞ୍ଜ ହୋଇଛି। ଟାଉନ ଥାନା ପୋଲିସ ଏହାର ତଦନ୍ତ କରି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କଲ୍ୟାଣସିଂହପୁର ଥାନା ଅଡାବାଡି ଗ୍ରାମର ଯୁଧିଷ୍ଟିର କୌଶଲ୍ୟା,…

ଚାନ୍ଦେଲ ପାହାଡ଼ର ସୁରକ୍ଷା ଦେଉଛନ୍ତି ପଚମନୀ ମାଝି

ନୂଆପଡ଼ା ଅଫିସ,୧୧।୨: ନୂଆପଡା ଓ ବଲାଙ୍ଗୀର ଜିଲା ସୀମାନ୍ତରେ ରହିଛି ଚାନ୍ଦେଲ ପାହାଡ। ପୂର୍ବରୁ ଏହା ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ରହିଥିଲା। ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଧଉରା, ସିହିନା ଭଳି ଗଛ ଓ ଔଷଧୀୟ ବୃକ୍ଷ ସବୁ ରହିଥିଲା। ଏଠାରେ…

ଜଳକଷ୍ଟରେ ଗତରକଣ୍ଡାବାସୀ

ନନ୍ଦପୁର, ୧୧ା୨: ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତର ୮ ନମ୍ବର ୱାର୍ଡ ତଥା ଦୁର୍ଗମ ଗତରକଣ୍ଡା ଗ୍ରାମବାସୀ ପାନୀୟ ଜଳକଷ୍ଟ ଭୋଗୁଛନ୍ତି। ଖରାଦିନ ପୂର୍ବରୁ ଅନୁଭୂତ ହେଉଥିବା ଏହି ଜଳକଷ୍ଟ ଖରାଦିନେ ଆହୁରି ଅଧିକ ଅସହ୍ୟ ହେବ ବୋଲି ଗ୍ରାମବାସୀ ଆଶଙ୍କା…

କ୍ରଶରରେ ପଥର ଉପରୁ ପଡି ଯୁବକ ମୃତ

ଚିତ୍ରକୋଣ୍ଡା,୧୧ା୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡ଼ାଠାରେ ଥିବା ଏକ କ୍ରଶରରେ କର୍ମଚାରୀ ଭାବରେ ଏମ. ଆଞ୍ଜି (୨୩) ନାମକ ଯୁବକ କାମ କରୁଥିଲେ। ସବୁଦିନ ପରି ସେ ଗୁରୁବାର କ୍ରସରରେ ଥିବା ଏକ ବଡ ପଥର ଉପରକୁ…

୧୨ କି.ମି. ଚାଲି ୬ ଗ୍ରାମର ସମସ୍ୟା ବୁଝିଲେ

ଚିତ୍ରକୋଣ୍ଡା,୧୧ା୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ସମାଧାନ କରି ସେମାନଙ୍କୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବାକୁ କପାତୁଟି ସମିତିସଭ୍ୟ ନାଗେଶ ଖିଲ, ସରପଞ୍ଚ ଶୁକ୍ରି ହନ୍ତାଳଙ୍କ ସ୍ବାମୀ ପଦଲାମ ହନ୍ତାଳ ଏବଂ ଧରିତ୍ରୀ…

ଟ୍ରକ୍‌-ତୀର୍ଥଯାତ୍ରୀ ବସ୍‌ ଧକ୍କା: ୨୦ ଆହତ, ୨ ଗୁରୁତର

ଭଦ୍ରକ ଅଫିସ,୧୧।୨: କୋଲକାତାରୁ ପୁରୀ ଆସୁଥିବା ଏକ ତୀର୍ଥଯାତ୍ରୀ ବସ୍‌ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଛି। ୧୬ ନମ୍ବର ଜାତୀୟ ରାଜପଥ ମଇତାପୁରଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୦ଜଣ ତୀର୍ଥଯାତ୍ରୀ ଆହତ ହୋଇଥିବା…

ଟ୍ରକ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପାଟଣା,୧୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା କେନ୍ଦେଇପଶି ରାସ୍ତା ମାଧପୁର ଛକ ନିକଟରେ ଶନିବାର ପୂର୍ବାହ୍ନରେ ଏକ ୧୨ ଚକିଆ ଟ୍ରକ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦେଇପଶି ପଞ୍ଚାୟତ ଖୁଣ୍ଟାପଡା ଗ୍ରାମର…

ଇଣ୍ଡିଆନ ରାଇସ କଂଗ୍ରେସର ଉଦ୍‌ଘାଟନ କଲେ ରାଷ୍ଟ୍ରପତି

କଟକ ଅଫିସ,୧୧।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକରେ ପହଞ୍ଚି ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର,…

‘କୋଇ’ରେ ବଢୁଛନ୍ତି କଲରାପତରିଆ

ଢେଙ୍କାନାଳ ଅଫିସ,୧୧ା୨: ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ଦୀର୍ଘବର୍ଷ ହେଲା ବିଳୁପ୍ତ ହୋଇଯାଇଛି ମହାବଳ ବଂଶ। ଏହାର ଅଭାବକୁ ଏବେ ପୂରଣ କରୁଛନ୍ତି କଲରାପତରିଆ। ସାତକୋଶିଆ ସୀମାନ୍ତ ହିନ୍ଦୋଳ ରେଞ୍ଜ୍‌ର କୋଇ ଏବଂ କନ୍ଧରା ସଂରକ୍ଷିତ ଜଙ୍ଗଲ…

ଜଣେ ଲେଖାଏ ଶିକ୍ଷକରେ ଚାଲିଛି ୫ ସ୍କୁଲ

ଆଠମଲ୍ଲିକ, ୧୧ା୨ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକରେ ଥିବା ମୋଟ ୧୧୪ ସ୍କୁଲ ମଧ୍ୟରୁ ୫ଟିରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି। ଫଳରେ ଏସବୁ ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହେଉଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ସୂଚନା ଅନୁଯାୟୀ, ରାଉତପଡା ପ୍ରାଥମିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri