ପୁଣିଥରେ ଆକ୍ସନ ସିନ୍ରେ ନଜର ଆସିବେ ଦେଶୀଗର୍ଲ
ମୁମ୍ବାଇ: ଦେଶୀଗର୍ଲରୁ ନେଇ ଗ୍ଲୋବାଲ ଆଇକନ ପର୍ଯ୍ୟନ୍ତ ସଫର କରି ସାରିଥିବା ପ୍ରିୟଙ୍କା ଚୋପ୍ରାଙ୍କର ଆଉ ପରିଚୟର ଆବଶ୍ୟକତା ନାହିଁ। ବଲିଉଡ ସହ ହଲିଉଡରେ ବି ସେ ତିଆରି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। ସେ ଆକ୍ସନ ହେଉ କିମ୍ବା…
ସେହି ପ୍ରେମ, ସେହି କଥା…ପୁଣି ଥରେ ଧମାଲ ମଚାଇବ ‘ଗଦର’ ଏକ ପ୍ରେମ କଥା
ମୁମ୍ବାଇ: ତାରା ସିଂ ଏବଂ ସକିନାଙ୍କ ପ୍ରେମ କାହାଣୀ ପୁଣି ଥରେ ବକ୍ସ ଅଫିସରେ ଧମାଲ ମଚାଇବାକୁ ଆସୁଛି। ସନି ଦେଓଲଙ୍କ ଅଭିନୀତ ‘ଗଦର’ ଏକ ପ୍ରେମ କଥା ପୁଣିଥରେ ସିନେମା ହଲରେ ଜୁନ୍ ୯ରେ ରିଲିଜ୍ ହେବ। ଏଥିସହ ଏହି…
ଜନ ସମ୍ପର୍କ ଅଭିଯାନକୁ ଭାଜପାର ଗୁରୁତ୍ୱ
ଭଦ୍ରକ ଅଫିସ/ଭଦ୍ରକ (ସ୍ବ.ପ୍ର.),୨୬ା୫- ଭଦ୍ରକ ଜିଲା ଭାଜପାର କାର୍ଯ୍ୟକାରିଣୀ ବୈଠକ ସଂସ୍କୃତି ଭବନ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ହେମନ୍ତ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଲୋକସଭା କ୍ଷେତ୍ରର ପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ,…
୨୦ ବିଦ୍ୟାଳୟକୁ ଟିଭି ପ୍ରଦାନ
ଭଣ୍ଡାରିପୋଖରୀ,୨୬।୫ (ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ୍ର ୨୦ ବିଦ୍ୟାଳୟକୁ ଏଲ୍ସିଡି ଟିଭି ପ୍ରଦାନ କରାଯାଇଛି। ବଳଦେବଜୀଉ ନୋଡାଲ, ନାଆମୀ, ବୟାବନାପୁର, ସାରୋ, ରାଜେନ୍ଦ୍ରପୁର, ଆଖୁଆପଦା, ସଂପୋଇ, ବାହାଦୁଲନଗର, ଚଞ୍ଛିଣା, ଜଳମଣ୍ଡୁଆ, କୁରିଗାଁ, ମାଳଦା, ମୁଢ଼ାପଦା, ନିର୍ଗୁଣ୍ଡି, ପାଇମହୁରା, ତେସିଙ୍ଗା,…
ଜଳକଷ୍ଟ ଭୋଗୁଛନ୍ତି ଶୂଳିଆକୋଲନି ଗ୍ରାମବାସୀ
କୋରୁକୋଣ୍ଡା ୨୬।୦୫(ଡି.ଏନ. ଏ): ମୁନ୍ଦାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ଗ୍ରାମ ପଞ୍ଚାୟତ ଶୂଳିଆକୋଲନି ଗ୍ରାମବାସୀ। ଉକ୍ତ ଗ୍ରାମଟି ମାଲକାନଗିଋ ଜିଲା ସଦରଠାରୁ କୋରୁକୋଣ୍ଡା ବ୍ଲକ ସଦରକୁ ଆସିବା ମୁଖ୍ୟ ରାସ୍ତା କଡରେ ଅବସ୍ଥିତ।…
ସର୍ଭେ ବେଳେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ
କୁଆଁରମୁଣ୍ଡା,୨୬।୦୫(ଡିଏନଏ): ସର୍ଭେ କରିବା ସମୟରେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ ଘଟିଛି। ପ୍ରଚଣ୍ଡ ଖରାରେ ପଛୁଆ ବର୍ଗ ସର୍ଭେ କରିବାବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ଗୁରୁବାର ରାତିରେ ତାଙ୍କ ସ୍ବାସ୍ଥ୍ୟ ଆହୁରି ଖରାପ ହେବାରୁ ପରିବାର ଲୋକେ ଶୁକ୍ରବାର ବଡି…
ଦାରିଙ୍ଗବାଡି ପରିଦର୍ଶନ କଲେ ବିଧାନସଭା ଲାଇବ୍ରେରୀ କମିଟି
ଦାରିଙ୍ଗବାଡି,୨୬।୫(ଡି.ଏନ.ଏ): ଓଡିଶା ବିଧାନସଭା ଲାଇବ୍ରେରୀ କମିଟି ଦାରିଙ୍ଗବାଡି ଦିନିକିଆ ଗସ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ କେନ୍ଦ୍ରଗୁଡିକ ପରିଦର୍ଶନ କରିଛନ୍ତି। ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ହିଲ ଭିୟୁ ପାର୍କ ସମେତ କଫି ବଗିଚା, କିସୁବାଡି ଠାରେ ଥିବା ପାଟ୍ଟାବାନ୍ଧା ଜଳ ପ୍ରପାତକୁ କମିଟିର…
ପ୍ରତାପପୁର ଆରଟି ବିଦ୍ୟାପୀଠରେ ଖୋଲିବ ଯୁକ୍ତ ଦୁଇ ଶ୍ରେଣୀ
ପୁରୁଷୋତ୍ତମପୁର, ୨୬।୫(ଡିଏନଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପପୁର ଠାରେ ରାଙ୍ଗାଭାଟ୍ଟଲା ତୁମ୍ବନାଥଂ ସରକାରୀ ଉଚ୍ଚ ବିଦ୍ୟାଳୟ (ଆରଟି ବିଦ୍ୟାପୀଠ)ରେ ଯୁକ୍ତ ଦୁଇ କଳା ଶ୍ରେଣୀ ଖୋଲଯିିବ। ଏନେଇ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…
କାଳବୈଶାଖୀ ପ୍ରଭାବରେ କୁଆ ପଥର ମାଡ଼
ପାଟଣା,୨୬।୫(ସ୍ବ.ପ୍ର): କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ଘଡ଼ଘଡି ସହ ବର୍ଷା ହୋଇ ବିଭିନ୍ନ ସ୍ଥାନରେ କୁଆ ପଥର ମାଡ଼ ହୋଇଛି। ଏପରିକି ଜିଲାର ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ…
ଶିକାରୀ ଗୁଳିରେ ଫରେଷ୍ଟଗାର୍ଡ ମୃତ ଘଟଣାରେ ୩ଶିକାରୀ ଗିରଫ
ବାରିପଦା ଅଫିସ,୨୬।୫: ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଘଟଣାରେ ପୋଲିସ ଶୁକ୍ରବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସର କମ୍ବିଂ ଅପରେସନରେ ୩ଜଣ ଶିକାରୀ ଧରାପଡିଛନ୍ତି । ସେମାନଙ୍କୁ ଗୁପ୍ତ ସ୍ଥାନରେ ରଖି ପଚରାଉଚୁରା ଜାରି ରହିଛି । ସେମାନଙ୍କ ଠାରୁ…
ଜଳକଷ୍ଟ ଦୂର କଲେ ଗ୍ରାମବାସୀ
ସୁନ୍ଦରଗଡ଼,୨୬ା୫(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକ ମେଘଡେଗା ପଞ୍ଚାୟତ କଟ୍ରା ଗ୍ରାମବାସୀ ମିଳିତଭାବେ ଗ୍ରାମର ଜଳକଷ୍ଟ ଦୂର ପାଇଁ ଆଣ୍ଟା ଭିଡ଼ିଛନ୍ତି। ଗ୍ରାମାବସୀଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି। ଗ୍ରାମପାଖ ଦେଇ ଯାଇଥିବା ତମଙ୍ଗା ନାଳ ଉପରେ ଗ୍ରାମବାସୀ…
ଦୟନୀୟ ସ୍ଥିତିରେ ଜିଲା ପର୍ଯ୍ୟଟନ ବିଭାଗ
ଭବାନୀପାଟଣା,୨୬।୫(ସ୍ବ.ପ୍ର): ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ କଳାହାଣ୍ଡି ଜିଲାର ସ୍ଥାନ ସ୍ବତନ୍ତ୍ର ରହିଛି। ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ ଜିଲାରେ ୧୭ଟି ପର୍ଯ୍ୟଟନସ୍ଥଳୀ ରହିଛି। ତେବେ ଏହାର ତଦାରଖ ଓ ନୂତନତ୍ୱ ସର୍ଭେ କରିବାର ଦାୟିତ୍ୱ ସ୍ଥାନୀୟ ପର୍ଯ୍ୟଟନ ବିଭାଗର ରହିଥିବାବେଳେ ଜିଲାରେ…

