Posted inଜାତୀୟ

ପାଇପ୍‌ ଫାଟି ଚାଳିଗଲା ମହିଳାଙ୍କ ଜୀବନ: ୩୦ରୁ ଊର୍ଦ୍ଧ୍ୱ ଆହତ

ଗୁଆହାଟୀ,୨୬ା୫: ଆସାମର ଗୁଆହାଟୀରେ ମ୍ୟୁନିସିପାଲିଟି ପାଣି ପାଇପ୍‌ ଫାଟିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଣିର ଅତ୍ୟଧିକ ଚାପ ଯୋଗୁ ଗୁଆହାଟୀର ଖରଗୁଲି ଅଞ୍ଚଳରେ ଅନୂ୍ୟନ ୪୦ ଘର କ୍ଷତିଗ୍ରସ୍ତ ହୋଇଛି। ରାସ୍ତା ଉପରେ ପାଣିର ସୁଅ ଛୁଟିଥିବାବେଳେ ବହୁ ସଂଖ୍ୟାରେ ଗାଡ଼ି ଭାସିଯାଇଥିବା ସୂଚନା ମିଳିଛି। ଏହି କୃତ୍ରିମ ବନ୍ୟାରେ ୬୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟସ୍‌ଆପ୍‌ରେ ସାଇବର ଠକେଇ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୬।୨ : ଇଣ୍ଟରନେଟ ଯୁଗରେ ହ୍ବାଟସ୍‌ଆପ୍‌ର ବ୍ୟବହାର ସଭିଏଁ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ହ୍ବାଟସ୍‌ ଆପ୍‌ର ୨ ବିଲିୟନରୁ ଅଧିକ...

ଶିବସେନା ଓ ଧନୁ-ତୀରକୁ ନେଇ ଇସିଙ୍କ ନିଷ୍ପତ୍ତିକୁ ‘ଅନ୍ୟାୟ’ ବୋଲି କହିଲେ ଠାକରେ ସେନା

ମୁମ୍ବାଇ,୯ ।୧୦: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଶିବସେନା ଗ୍ରୁପ ନିର୍ବାଚନ କମିଶନଙ୍କ ଦୁଇଟି ଦଳର ନାମ ଓ ନିର୍ବାଚନ ଚିହ୍ନ ‘ଧନୁ-ତୀର’ର ବ୍ୟବହାର ଉପରେ ରୋକ...

ଦଳ ଇଚ୍ଛାରେ କାର୍ଯ୍ୟ କରିବି: ରାହୁଲ

ନୂଆଦିଲ୍ଲୀ, ୨୦।୧୨: ଦଳୀୟ ସଂଗଠନରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦୀର୍ଘ ମାସ ପରେ...

ଶାହଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪।୧୦: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀରେ ସେ ଶାହାଙ୍କୁ ଭେଟିବା ଅବସରରେ ତେଲେଙ୍ଗାରରେ ବାକିଥିବା କିଛି...

ସିଦ୍ଦାରାମାୟା, ଶିବକୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିବ ବିରୋଧୀ ଏକତା

ନୂଆଦିଲ୍ଲୀ,୨୦।୫: କର୍ନାଟକ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ମିଳିବା ପରେ ଶନିବାର କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। କିଛି ଘଣ୍ଟା ମଧ୍ୟରେ ସିଦ୍ଦାରାମାୟା...

ମମତାଙ୍କୁ ଝଟ୍‌କା, ଟିଏମ୍‌ସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ସିବିଆଇ…

କୋଲକାତା, ୧୧।୮ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ଼ ଝଟ୍‌କା ଲାଗିଛି। ପଶୁ ଚୋରା ଚାଲାଣ ମାମଲାରେ ଏକ ବଡ ପଦକ୍ଷେପ ନେଇ ସିବିଆଇ...

ଶିନ୍ଦେଙ୍କ ମୁଣ୍ଡରେ ଚଡ଼କ: ଘରୋଇକରଣ ବିରୋଧରେ ବିଦ୍ୟୁତ କମ୍ପାନୀ କର୍ମଚାରୀ,ବୁଧବାରଠାରୁ ୭୨ ଘଣ୍ଟିଆ ଧର୍ମଘଟ…

ମୁମ୍ବାଇ,୩।୧ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଘରୋଇକରଣ ବିରୋଧରେ ବୁଧବାର ଠାରୁ ୭୨ଘଣ୍ଟିଆ ଧର୍ମଘଟ ସମ୍ପର୍କରେ ରାଜ୍ୟର ତିନୋଟି ବିଦ୍ୟୁତ...

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ: ରବିଚନ୍ଦ୍ରନ୍‌ଙ୍କୁ ୧୫ ଦିନ ପାରୋଲ

ମଦୁରାଇ,୭ା୧(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ୭ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଅପରାଧୀଙ୍କ ମଧ୍ୟରୁ ରବିଚନ୍ଦ୍ରନଙ୍କୁ ମାଡ୍ରାସ ହାଇକୋର୍ଟ ୧୫ ଦିନ ଲାଗି...

Advertisement
Archives

Model This Week