Home Left

ଆଫଗାନିସ୍ତାନରେ ବୈଦେଶିକ ମନ୍ତ୍ରଣାଳୟର ଫାଟକ ନିକଟରେ ବୋମା ବିସ୍ଫୋରଣ, ୨୦ ମୃତ

କାବୁଲ,୧୧।୧: ଆଫଗାନିସ୍ତାନର କାବୁଲ ସ୍ଥିତ ବୈଦେଶିକ ମନ୍ତ୍ରଣାଳୟର ଫାଟକ ନିକଟରେ ବୁଧବାର ଅପରାହ୍ନରେ ଏକ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ବିଏଫ୍‌-୭ ଦ୍ୱାରା ସଂକ୍ରମିତ ହୋଇଛନ୍ତି ୨୦୦ରୁ ଅଧିକ ବିମାନ ଯାତ୍ରୀ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧।୧: ଅନେକ ଦେଶରେ କରୋନା ସଂକ୍ରମଣଜନିତ ମାମଲା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତରେ ବିମାନ ଯାତ୍ରୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ବିଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷଣ କରାଯାଉଛି। ଫଳାଫଳସ୍ବରୂପ ଅଧିକାଂଶ ଯାତ୍ରୀଙ୍କ ମଧ୍ୟରେ କରୋନା ଭାରିଆଣ୍ଟ ଓମିକ୍ରନର…

ଦ୍ୱିତୀୟ ଦିନିକିଆରେ ବି ମିଳି ନ ପାରେ ସୁଯୋଗ !

ନୂଆଦିଲ୍ଲୀ,୧୧।୧: ଶ୍ରୀଲଙ୍କା ବିପକ୍ଷରେ ଗୁରୁବାର ଭାରତ ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ଖେଳିବ। ପ୍ରଥମ ମ୍ୟାଚ୍‌ରେ ବିଜେତା ହୋଇଥିବାରୁ ଦଳ ଏହାକୁ ଜିତି ସିରିଜ ଉପରେ କବ୍ଜା କରିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବ। ଏମିତିରେ ଦଳରେ ସେଭଳି କିଛି ପରିବର୍ତ୍ତନ ହେବାର…

ରାଖୀଙ୍କ ସହ ବିବାହକୁ ପ୍ରେମିକ କଲେ ଖଣ୍ଡନ;କହିଲେ ‘ଏହା ମିଥ୍ୟା’

ବମ୍ବେ: ଆଜି କିମ୍ବା କାଲି ନୁହେଁ, ସାତ ମାସ ତଳୁ ସରିଥିଲା ବିବାହ। ହେଲେ ଏବେ ମୁହଁ ଖୋଲିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ଗୋଟିଏ ପଟେ ସେ ବିବାହର ପ୍ରମାଣ ସ୍ବରୂପ ଫଟୋ ଏବଂ ଭିଡିଓ…

ଶେଷ ହେବାକୁ ଯାଉଛି ‘ଭାରତ ଯୋଡୋ ଯାତ୍ରା’

ନୂଆଦିଲ୍ଲୀ,୧୧।୧: ଅନ୍ତିମ ଚରଣରେ ପହଞ୍ଚିବାକୁ ଯାଉଛି କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା। ଜାନୁୟାରୀ ୩୦ରେ ଏହାର ସମାପନ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ହେବ। ଏହାର ଭବ୍ୟ ସମାପନ ଲାଗି ଦେଶର ସର୍ବ ପୁରାତନ ଦଳ ନିଜର ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ଯାଉଛି।…

ହାତୀଛୁଆର ମୃତଦେହ ଉଦ୍ଧାର

ରାଇକିଆ,୧୧ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ବାରବା ରେଞ୍ଜ ଅନ୍ତର୍ଗତ ଖମନଖୋଲ ଗ୍ରାମ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ହାତୀ ଛୁଆର ମୃତ୍ୟୁ ନେଇ କାରଣ ଅସ୍ପଷ୍ଟ ରହିଛି। ବୁଧବାର ସକାଳୁ ଛୁଆ ହାତୀର ମୃତଦେହ ପଡ଼ିଥିବା ନେଇ ବନ…

ସଲମାନଙ୍କ ହିରୋଇନ ହେବାକୁ ଫଟୋ ପଠାଇଥିଲେ ଏହି ଅଭିନେତ୍ରୀ, ରାତାରାତି ହୋଇଥିଲେ ପ୍ରସିଦ୍ଧ

ମୁମ୍ବାଇ: ୩୨ ବର୍ଷ ତଳେ ସଲମାନ ଖାନ୍‌ଙ୍କ ସହ ‘ସନମ ବେଓ୍ବଫା’ରେ ଡେବ୍ୟୁ କରି ଜଣେ ଅଭିନେତ୍ରୀ ଚର୍ଚ୍ଚାକୁ ଆସିଥିଲେ। ପ୍ରଥମ ଫିଲ୍ମରେ ସେ ସଫଳତା ହାସଲ କରିଥିଲେ। ମାତ୍ର ପରେ ବଲିଉଡ୍‌ ଛାଡ଼ି ଦେଇଥିଲେ। ଏହି ଅଭିନେତ୍ରୀଙ୍କ ନାମ ନବୋଦିତା…

କେବେ ଦେଖି ନ ଥିବେ ମୂଷାଙ୍କ ଏଭଳି ଲଢ଼େଇ, ତେଜରାତି ଦୋକାନରେ…

ଅନେକ ସମୟରେ ଘର ହେଉ ଅବା ଦୋକାନ, ସବୁଠାରେ ମୁଷାଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଥାଏ। ଏହାକୁ ନେଇ ଅନେକ ଚିନ୍ତାରେ ପଡ଼ିଥାନ୍ତି। ହେଲେ ଆପଣ ସେମାନଙ୍କ ମଧ୍ୟରେ ଲଢ଼େଇ କେବେ ବି ଦେଖି ନ ଥାଇ ପାରନ୍ତି। ଏବେ ସୋସିଆଲ ମିଡିଆରେ…

କର୍ମଚାରୀଙ୍କୁ ଅଶନୀରଙ୍କ ଅଫର: ‘ଥାର୍ଡ ୟୁନିକର୍ନ’ରେ ୫ ବର୍ଷ ପୂରଣ କଲେ ମିଳିବ ମର୍ସଡିଜ୍‌ କାର!

ନୂଆଦିଲ୍ଲୀ, ୧୧।୧: ପୁଣି ଚର୍ଚ୍ଚାରେ ଭାରତ ପେ’ର ସହ-ପ୍ରତିଷ୍ଠାତା ଅଶନୀର ଗ୍ରୋଭର। ମଙ୍ଗଳବାର ତାଙ୍କର ନୂଆ ଷ୍ଟାର୍ଟଅପ୍‌ ‘ଥାର୍ଡ ୟୁନିକର୍ନ’ର ଟିଜର ରିଲିଜ ହୋଇଛି। ସେ ଲିଙ୍କଡିନ୍‌ ପୋଷ୍ଟ ମାଧ୍ୟମରେ ଏନେଇ ସୂଚନା ଦେବା ସହ ଏକ ଚମତ୍କାର ଅଫର ଦେଇଛନ୍ତି।…

ନିଜ ଗାଡ଼ିରେ ନିଆଁ ଲଗାଇ ଯୁବକଙ୍କ ଆତ୍ମହତ୍ୟା

ବାଲିଗୁଡ଼ା,୧୧ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ମାଲିକାପ ପଞ୍ଚାୟତର ଦେରିନାଯୁଠାରେ ଜଣେ ଯୁବକ ନିଜର ଡାଲା ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ପରେ ଏକ ବରଗଛରେ ଚଢ଼ି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା…

ଦିଗପହଣ୍ଡିରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବର ଲାଇଭ୍‌

ଦିଗପହଣ୍ଡି,୧୧ା୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପ୍ରତିଯୋଗିତା ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ଲାଇଭ୍‌ ବୁଧବାର ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମରେ ପ୍ରଦର୍ଶିତ ହୋଇଛି। ବିଶ୍ବକପ୍‌ ହକି କ୍ରମାଗତ ଭାବରେ ଓଡ଼ିଶା ରାଜ୍ୟ ୨ ଥର ଆୟୋଜନ କରିଥିବା ବେଳେ ଏହାକୁ ଲୋକପ୍ରିୟ…

ପଥରରେ ଛେଚି ଜଣଙ୍କୁ ହତ୍ୟା: ଅଭିଯୁକ୍ତ ଅଟକ

ବାଲିଗୁଡ଼ା,୧୧ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମଦ ପିଇ ଗଣ୍ଡଗୋଳ ପରେ ଜଣେ ଅନ୍ୟଜଣଙ୍କୁ ପଥରରେ ଛେଚି ହତ୍ୟା କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ସାରଙ୍ଗଡ଼ ପୁରୁଣା ସାହିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri