ମୋଦି କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୧।୧: ମୋଦି କ୍ୟାବିନେଟ ଅଳ୍ପ ପରିମାଣର ଡିଜିଟାଲ କାରବାର ପାଇଁ ୨୬୦୦ କୋଟି ଟଙ୍କା ପ୍ରୋତ୍ସାହନ ରାଶି ଅନୁମୋଦନ କରିଛି। ଭିମ୍ ୟୁପିଆଇରୁ କାରବାର ଉପରେ ପ୍ରୋତ୍ସାହନ ଉପଲବ୍ଧ ହେବ। ଏହା ସହିତ ତିନୋଟି ମଲ୍ଟି ଲେବଲ କୋଅପରେଟିଭ୍ ସୋସାଇଟି କରିବାକୁ…
ଦିଗପହଣ୍ଡିରୁ ଅପହୃତା ନାବାଳିକା ଢେଙ୍କାନାଳରୁ ଉଦ୍ଧାର
ଦିଗପହଣ୍ଡି,୧୧ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଏକ ଗ୍ରାମରୁ ଅପହରଣ କରାଯାଇଥିବା ଜଣେ ନାବାଳିକାଙ୍କୁ ପୋଲିସ ଢେଙ୍କାନାଳରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଅପହରଣ କରିଥିବା ନୟାଗଡ଼ ଜିଲା ନୂଆଗାଁ ଥାନା ବରଗଡ଼ ଗ୍ରାମର ନବାନ ଖାନ୍ଙ୍କୁ ପୋଲିସ ଗିରଫ କରି…
ପ୍ୟାରିସରେ ରେଳ ଷ୍ଟେଶନରେ ଛୁରୀଧାରୀଙ୍କ ଆତଙ୍କ: ୬ ଆହତ…
ପ୍ୟାରିସ,୧୧।୧ : ଫ୍ରାନ୍ସର ରାଜଧାନୀ ପ୍ୟାରିସର ଏକ ବ୍ୟସ୍ତବହୁଳ ରେଳ ଷ୍ଟେଶନରେ ବୁଧବାର ଛୁରୀ ଧରିଥିବା ଜଣେ ବ୍ୟକ୍ତି ୬ଜଣଙ୍କୁ ଆହତ କରିଛନ୍ତି। ଏଥିରେ ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ପୋଲିସ କହିଛି ଯେ ପ୍ୟାରିସ ନର୍ଡରେ ସକାଳ…
ଛେଳିକୁ ଦେଖି ଡରିଗଲା ହାତୀ: ଭିଡିଓ କରିବ ଆଶ୍ଚର୍ଯ୍ୟ
ହାତୀକୁ ପୃଥିବୀର ସବୁଠାରୁ ବଡ ପଶୁ ବୋଲି କୁହାଯାଏ। ଏପରିକି ଜଙ୍ଗଲର ରାଜା ମଧ୍ୟ ତାକୁ ଦେଖି ଥରି ଉଠନ୍ତି। ହାତୀ ଚାହିଁଲେ କିଛି ମିନିଟ ମଧ୍ୟରେ ଶକ୍ତିଶାଳୀ ଗଛକୁ ମଧ୍ୟ ଉପାଡି ଫୋପାଡି ଦେଇପାରେ। କିନ୍ତୁ ସେଇ ହାତୀ ଯେ,…
ଗଛରେ ପିଟିହେଲା ସ୍କୁଲ ବସ୍: ୧୫ ଛାତ୍ରୀଛତ୍ର ଆହତ
ଉମରକୋଟ,୧୧।୧(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ମୋହରା ଗାଁ ନିକଟରେ ରାସ୍ତା କଡ଼ରେୁ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ ଛାତ୍ରୀଛାତ୍ର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ସ୍କୁଲ…
ରାତି ଅଧରେ ଏହି ଅଭିନେତ୍ରୀଙ୍କୁ ନିଦରୁ ଉଠାନ୍ତି ସଲମାନ
ଅଭିନେତ୍ରୀ ଲାରା ଦତ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ସଲମାନ ଖାନଙ୍କଠାରୁ ଆରମ୍ଭ କରି ଅନେକ ଭେଟେରାନ ଅଭିନେତାଙ୍କ ସହ କାମ କରିଛନ୍ତି । ‘ବେଲ୍ବଟମ’ ଫିଲ୍ମରେ ଶେଷଥର ତାଙ୍କୁ ଦେଖିବାକୁ ମିଳିଥିଲା। ଏକ ସାକ୍ଷାତକାରେ ସେ ସଲମାନ ଖାନଙ୍କ ଅଭ୍ୟାସ ବିଷୟରେ…
ଇତିହାସ ରଚିଲେ ପୃଥ୍ବୀ ଶ’
ମୁମ୍ବାଇ,୧୧।୧: ଭାରତୀୟ କ୍ରିକେଟର୍ ପୃଥ୍ବୀ ଶ’ ଯଦିଓ ଅନ୍ତର୍ଜାତୀୟ କ୍ରିକେଟଠାରୁ ଦୂରରେ ଅଛନ୍ତି, କିନ୍ତୁ ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ରଣଜୀ ଟ୍ରଫି ୨୦୨୨-୨୩ରେ ଆସାମ ବିପକ୍ଷ ମ୍ୟାଚରେ ତ୍ରିଶତକ ହାସଲ କରି ଶ’ ଇତିହାସ ରଚିଛନ୍ତି।…
ଆଇଆର୍ଇରେ ଚାକିରି ଦାବି: ମୃତକଙ୍କ ପରିବାର ସଦସ୍ୟଙ୍କ ଧାରଣା
ଛତ୍ରପୁର,୧୧।୧: ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଭାରତୀୟ ବିରଳ ମୂର୍ତ୍ତିକା (ଆଇଆର୍ଇ) ପ୍ଲାଣ୍ଟରେ ନିଯୁକ୍ତି ଦାବି କରି ମୃତ କର୍ମଚାରୀଙ୍କ ପରିବାର ସଦସ୍ୟମାନଙ୍କ ପକ୍ଷରୁ ବୁଧବାରଠାରୁ ମୁଖ୍ୟ ଫାଟକ ଆଗରେ ଧାରଣା ଆରମ୍ଭ ହୋଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ…
‘ଆର୍ଆର୍ଆର୍’କୁ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ: ଶାହାରୁଖ କହିଲେ ଆହୁରି ଆଓ୍ବାର୍ଡ ଆସିବାକୁ ବାକି ଅଛି
ମୁମ୍ବାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ଆର୍ଆର୍ଆର୍’ର ସୁପରହିଟ୍ ଗୀତ ‘ନାଟୁ ନାଟୁ’ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ଜିତିଛି। ଅନ୍ତର୍ଜାତୀୟ ସ୍ତରରେ ଏହି ସଫଳତା ହାସଲ କରିବା ଭାରତୀୟ ଚଳଚ୍ଚିତ୍ର ପାଇଁ ଗର୍ବର ବିଷୟ। ଦକ୍ଷିଣରୁ ବଲିଉଡ ପର୍ଯ୍ୟନ୍ତ ସେଲିବ୍ରିଟିମାନେ ‘ଆର୍ଆର୍ଆର୍’ ଟିମ୍କୁ…
ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା, ଜଗବନ୍ଧୁ ,ଖଗେଶ୍ୱର
ଭୁବନେଶ୍ୱର,୧୧।୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ମାମଲାରେ ବୁଧବାର କୋର୍ଟରେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ହାଜର ହେବେ । ଭୁବନେଶ୍ୱର ଜିଲା ଓ ଦୌରାଜଜଙ୍କ କୋର୍ଟରେ ସେମାନେ ହାଜର ହେବା ନେଇ ସୂଚନା ମିଳିଛି । ପୂର୍ବ ତାରିଖରେ…
ହକି ବିଶ୍ବକପ ଉଦଘାଟନୀ ଉତ୍ସବ: ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍
ଭୁବନେଶ୍ୱର,୧୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ବକପ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବାକୁ ଟୁଇଟ୍ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ଐତିହାସିକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ହେବ । ଦର୍ଶକ ଓ ଖେଳାଳିଙ୍କ ପାଇଁ ି ମନୋରଂଜନ କାର୍ଯ୍ୟକ୍ରମର…
ମହିଳାଙ୍କ ବ୍ୟାଗ୍ରେ ୪ ଫୁଟିଆ ସାପ
ମୁମ୍ବାଇ: ବିମାନ ଯାତ୍ରା ସମୟରେ ବିଭିନ୍ନ ଜିନିଷ ସାଙ୍ଗରେ ନେବାକୁ ବାରଣ ରହିଥାଏ। ଏଥିସହ ସମସ୍ତ ଜିନିଷକୁ ଭଲଭାବେ ଯାଞ୍ଚ କରାଯାଇଥାଏ। ଗତ ଡିସେମ୍ବର ୧୫ରେ ଆମେରିକାର ଟାମ୍ପା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ମହିଳା ଯାତ୍ରୀଙ୍କ ବ୍ୟାଗ୍ରୁ ୪ ଫୁଟ ଲମ୍ବର…
Archives


