Home Left

ଦବି ଯାଉଛି ବରପଦା-ଆଗରପଡ଼ା ରାସ୍ତା

ଭଦ୍ରକ ଅଫିସ,୨୫।୨: ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବରପଦା ଛକଠାରୁ ଆଗରପଡ଼ାକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଦିନକୁ ଦିନ ଦବି ଯାଉଛି। ଏହି ୧୪ କି.ମି ରାସ୍ତାର ନବୀକରଣ ୧୨ ବର୍ଷ ତଳେ ୪୨ କୋଟି ଟଙ୍କା ଅଟକଳରେ ହୋଇଥିଲା। ରାସ୍ତା…

ଏଚ୍‌ପିର ଓମେନ୍‌ ପ୍ଲେ ଗ୍ରାଉଣ୍ଡ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୨୫ା୨: ଦେଶର ପ୍ରମୁଖ ଆଇଟି ବ୍ରାଣ୍ଡ୍‌ ଏଚ୍‌ପିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ଡିଜାଇନ ହୋଇଥିବା ‘ଓମେନ୍‌ ପ୍ଲେ ଗ୍ରାଉଣ୍ଡ ଷ୍ଟୋର’ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଶୁଭାରମ୍ଭ କରାଯାଇଛି। ଏପରିକି ଇ ମାର୍ଟ ଫର୍‌ ୟୁ ପ୍ରାଇଭେଟ୍‌ ଲିମିଟେଡ୍‌…

ଚୁଲିରେ ରୋଷେଇ କରି ପ୍ରତିବାଦ

କେନ୍ଦ୍ରାପଡ଼ା ଅଫିସ, ୨୫ା୨: କେନ୍ଦ୍ରାପଡ଼ା ସହରର ଖଡ଼ଇଙ୍ଗସ୍ଥ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମି ଉପରେ ସିଟି ହସ୍ପିଟାଲ ହେଉ। ଏପରି ଦାବି କରି ସହରବାସୀ ଜାନୁୟାରୀ ୨୪ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ଜାରି ରଖିଛନ୍ତି। ଏହି ବିକ୍ଷୋଭକୁ ମାସେ…

ଯନ୍ତ୍ରଣାରୁ ମୁକ୍ତିଦେବ କୁଇକ୍‌

ଭୁବନେଶ୍ୱର,୨୫ା୨: ଦେଶର ସର୍ବପୁରାତନ ଆୟୁର୍ବେଦ କମ୍ପାନୀ ଓଜୋନ୍‌ ଫାର୍ମାସ୍ୟୁଟିକାଲର ପ୍ରମୁଖ ବ୍ରାଣ୍ଡ୍‌ କୁଇକ୍‌ର ନୂତନ ଉତ୍ପାଦର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀ ଓଡ଼ିଶା ୟୁନିଟ୍‌ ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ…

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ଯାଜପୁର ଅଫିସ,୨୫ା୨:: ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିବାସ ସମେତ ସଂଲଗ୍ନ ଅଞ୍ଚଳରେ ଜଣ୍ଡିସ ରୋଗ ବ୍ୟାପିବା ଅଭିଯୋଗ ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ…

କାରଣ ଖୋଜୁଛି ପୋଲିସ

କେନ୍ଦୁଝର,୨୫ା୨(ସ୍ବ.ପ୍ର.): ନିକଟରେ ଖେଲୋ ଇଣ୍ଡିଆ ମହିଳା ଲିଗ୍‌ରେ ଭାଗ ନେଇ ଓଡ଼ିଶା ଟିମ୍‌କୁ ଗୌରବାନ୍ବିତ କରିଥିବା କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ ନୟାଧନୁର୍ଯ୍ୟୟପୁର ଗ୍ରାମର ଜାତୀୟ ଖୋଖୋ ଖେଳାଳି ମନିକା ନାଏକ (୧୭)ଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କ୍ରୀଡ଼ା ଜଗତରେ…

କାନାରା ବ୍ୟାଙ୍କର ମେଗା ରିଟେଲ ଲୋନ୍‌ ଏକ୍ସପୋ

ଭୁବନେଶ୍ୱର,୨୫ା୨: କାନାରା ବ୍ୟାଙ୍କର ୨ ଦିନିଆ ମେଗା ରିଟେଲ ଲୋନ୍‌ ଏକ୍ସପୋ ଶୁକାବାରଠାରୁ ଆରମ୍ଭ ହୋଇଯାଇଛି। ଏହା ଜେନେରାଲ ମ୍ୟାନେଜର ବି.ଏଲ୍‌.ମୀନାଙ୍କ ନେତୃତ୍ୱରେ ବ୍ୟାଙ୍କର ସର୍କଲ ଅଫିସ୍‌ ପରିସରରେ ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ପ୍ରତିଷ୍ଠିତ ବିଲ୍ଡର ଏବଂ ନାମୀଦାମୀ ଗାଡ଼ିର…

ବୈଷୟିକ ଜ୍ଞାନକୌଶଳ ବୃଦ୍ଧି ସତ୍ତ୍ୱେ ଆବଶ୍ୟକତା ରହୁଛି

ପାରାଦୀପ, ୨୫ା୨(ସ୍ବ.ପ୍ର.): ପାରାଦୀପର ସମୁଦ୍ର କୂଳରେ ଥିବା ଲାଇଟ୍‌ ହାଉସ ବା ବତିଘର ଏବେ ପ୍ରତୀକ (ଲ୍ୟାଣ୍ଡ ମାର୍କ) ଭାବେ ଜନମାନସରେ ରହିଛି। କିନ୍ତୁ ଯେଉଁ ଉଦ୍ଦେଶ୍ୟ ନେଇ ଏହା ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିଲା ତାହା ପୂର୍ବଭଳି କାମରେ ଲାଗୁନାହିଁ।…

ବାଲିଘାଟ ମୁଣ୍ଡ ନେଉଛି

ଡେରାବିଶ, ୨୫ା୨(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଞ୍ଚଳରେ ଲୁଣା, କରାଣ୍ଡିଆ ଓ ବିରୂପା ନଦୀ ପ୍ରବାହିତ ହେଉଛି। ଏହି ନଦୀରୁ ପ୍ରଚୁର ପରିମାଣରେ ବାଲି ମିଳିଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ରାଜସ୍ବ ପାଇବା ଲକ୍ଷ୍ୟରେ ଏହି ନଦୀର ବିଭିନ୍ନ ଘାଟକୁ ପ୍ରଶାସନ…

ସଫଳ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର

ଭୁବନେଶ୍ୱର,୨୫ା୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆମ୍ରି ହସ୍ପିଟାଲରେ ନିକଟରେ ଆଉ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷହୋଇଛି। ଏପରିକି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମ୍ରି ହସ୍ପିଟାଲ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ବିଶେଷକରି ଓଡ଼ିଶାରେ ପ୍ରଥମକରି ରୋବୋଟିକ୍‌ ମେଶିନ…

ମୃତଦେହ ରଖି ଆଇଓସିଏଲ୍‌ ମୁଖ୍ୟ ଫାଟକ ଅବରୋଧ

କୁଜଙ୍ଗ,୨୫।୨(ଡି.ଏନ୍‌,ଏ.): ତୈଳ ବିଶୋଧନାଗାର ପ୍ରକଳ୍ପରୁ ଡ୍ୟୁଟିସାରି ଘରକୁ ଫେରୁଥିବାବେଳେ ଜଣେ ଶ୍ରମିକଙ୍କ ଅସ୍ବାଭାବିକ ଭାବେ ଶୁକ୍ରବାର ମୃତ୍ୟୁ ହୋଇଛି। ସେ ହେଲେ କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡକିପୁର ଗ୍ରାମର ରବୀନ୍ଦ୍ର ବେହେରାଙ୍କ ପୁଅ ସୁବାସ ବେହେରା। ଏହାପରେ କ୍ଷତିପୂରଣ ଦାବି କରି…

ଅମିତ ଶାହାଙ୍କ ରାଲିରୁ ଫେରୁଥିବା ୩ ବସକୁ ଧକ୍କା ଦେଲା ଟ୍ରକ, ୮ ମୃତ ୫୦ ଆହତ

ଭୋପାଳ,୨୫ ।୨: ମଧ୍ୟ ପ୍ରଦେଶର ସିଦ୍ଧି ଜିଲାରେ ଶୁକ୍ରବାର ଏକ ବଡ ଦୁର୍ଘଟଣା ହୋଇଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ୩ଟି ବସକୁ ଧକ୍କା ଦେବା ଫଳରେ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଓ ୫୦ରୁ ଅଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri