ଭାରତର ଏକମାତ୍ର ହକି-କ୍ରିକେଟ୍ ଅନ୍ତର୍ଜାତୀୟ ଖେଳାଳି
ଜଣେ କ୍ରୀଡ଼ାବିତ୍ ଯେତେବେଳେ ଏକାଧିକ ଲୋକପ୍ରିୟ କ୍ରୀଡ଼ାରେ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରନ୍ତି ସେତେବେଳେ ତାଙ୍କର ଅସାଧାରଣ କ୍ରୀଡ଼ା ପ୍ରତିଭାର ପରିଚୟ ମିଳିଥାଏ। ଭାରତୀୟ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ଆଜି ପର୍ଯ୍ୟନ୍ତ ଜଣେମାତ୍ର ବିରଳ କୀର୍ତ୍ତିମାନର ଅଧିକାରୀ ଭାବେ ଦେଶକୁ କ୍ରିକେଟ୍…
ଧାନ କିଣିବାକୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀଙ୍କ ଧାରଣା
ଛତ୍ରପୁର,୨୪ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଧାନ କିଣିବାକୁ ଦାବି ହୋଇଛି। ଏନେଇ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ ଅଫିସ ଆଗରେ ଶୁକ୍ରବାର ଗଣଧାରଣା ଦିଆଯାଇଛି। ଚାଷୀ ଓ ଭାଗ ଚାଷୀଙ୍କୁ କୁଇଣ୍ଟାଲ…
ସକ୍ରିୟ ରାଜନୀତିରୁ ଅବସର ନେଲେ ୟେଦୁରପ୍ପା
ବେଙ୍ଗାଲୁରୁ,୨୪।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ବିଏସ ୟେଦୁୟୋରପ୍ପା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଶୁକ୍ରବାର ବିଧାନସଭାରେ ତାଙ୍କର ଶେଷ ଭାଷଣ ଦେଇଥିଲେ। ୟେଦୁରପ୍ପା କହିଛନ୍ତି, ମୁଁ ସକ୍ରିୟ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି…
ସିଡିଏମ୍ଓ, ଏଡିଏମ୍ଓଙ୍କୁ ଘେରାଉ କଲେ ୩ ସଂଘର କର୍ମକର୍ତ୍ତା
ଢେଙ୍କାନାଳ ଅଫିସ,୨୪ା୨: ଢେଙ୍କାନାଳ ହସ୍ପିଟାଲରେ ଅଚାନକ ପହଞ୍ଚି ପରିଦର୍ଶନ କରିଛନ୍ତି ଢେଙ୍କାନାଳ ଜିଲା ଓକିଲ ସଂଘ ବଣିକ ସଂଘ, ଖବରଦାତା ସଂଘ ଓ କିଛି ବୁଦ୍ଧିଜୀବୀ। ସାତ ମହଲା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ବାରମ୍ବାର ଅଭିଯୋଗ…
ୟୁଟ୍ୟୁବ୍ରୁ ସାପ ଧରା କୌଶଳ ଦେଖି ଓଡ଼ିଶାର ସାପ ଧରାଳିଙ୍କୁ ଭେଟିଲେ ବିଦେଶୀ ଦମ୍ପତି
ଭଦ୍ରକ ଅଫିସ,୨୪ା୨: ଜୀବଜନ୍ତୁମାନଙ୍କୁ ଭଲପାଉଥିବା ବିଦେଶୀ ଦମ୍ପତି ଭଦ୍ରକର ସାପ ଧରାଳି ମିର୍ଜା ଆରିଫଙ୍କୁ ଶୁକ୍ରବାର ଦେଖା କରି ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ୟୁଟ୍ୟୁବ୍ରୁ ମିର୍ଜାଙ୍କର ସାପ ଧରିବାର କଳା କୌଶଳ ଦେଖିବା ପରେ ସୁଦୂର ଆମେରିକାରୁ ସ୍ବାମୀ ପୁଲ୍…
କାର୍-ବାଇକ୍ ଧକ୍କା, ଚାଲିଗଲା ଜଣଙ୍କ ଜୀବନ
ଖୋର୍ଦ୍ଧା ଅଫିସ,୨୪ା୨: ଜଟଣୀ କଲେଜ ଛକ ନିକଟରେ ଶୁକ୍ରବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍ ସହ ବାଇକ ଧକ୍କା ହେବାରୁବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡେଲାଙ୍ଗ ଥାନା ଅନ୍ତର୍ଗତ ଆଙ୍କୋଇ ଗ୍ରାମରେ ପ୍ରଭାସ ବେହେରା। ଖବରପାଇ ଜଟଣୀ…
ଚଳଚ୍ଚିତ୍ର ନିର୍ମାତା କରିମ ମୋରାନିଙ୍କୁ ଇଡିର ସମନ
ମୁମ୍ବାଇ,୨୪।୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଳଚ୍ଚିତ୍ର ନିର୍ମାତା କରିମ ମୋରାନୀଙ୍କୁ ସମନ ପଠାଇଛି। ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ସୁକେଶ ଘର ଉପହାର ଦେବା ପ୍ରସଙ୍ଗରେ କରିମ ମୋରାନୀଙ୍କ ନାମ…
ଅଳ୍ପକେ ପରାଜୟ ବାସ୍ତବିକ ହୃଦୟ ବିଦାରକ: ହରମନପ୍ରୀତ୍
କେପ୍ ଟାଉନ୍,୨୪ା୨: ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍ ନକ୍ଆଉଟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ନିକଟରୁ ଆଉ ଥରେ ଅଳ୍ପକେ ପରାଜୟ ବାସ୍ତବିକ ହୃଦୟ ବିଦାରକ ଥିଲା। ଏହା ଏତେଟା ଅସହ୍ୟ ଥିଲା ଯେ, ଭାରତ ଅଧିନାୟିକାଙ୍କ ପକ୍ଷେ ନିଜ ଲୁହକୁ ନିୟନ୍ତ୍ରଣ କରିବା…
ଉତ୍ତର-ପୂର୍ବ ରାଜ୍ୟକୁ ଏଟିଏମ ନୁହେଁ, ‘ଅଷ୍ଟଲକ୍ଷ୍ମୀ’ ଭାବେ କରୁଛୁ ବିବେଚନା: ମୋଦି
ଦିମାପୁର,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗାଲାଣ୍ଡ ଏବଂ ମେଘାଳୟର ନିର୍ବାଚନୀ ରାଜ୍ୟ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ନାଗାଲାଣ୍ଡର ଦିମାପୁରରେ ପହଞ୍ଚି ସେଠାରେ ରାଲିକୁ ସମ୍ବୋଧିତ କରିଛନ୍ତି। ମୋଦି କହିଛନ୍ତି, ରିମୋଟ କଣ୍ଟ୍ରୋଲ ଜରିଆରେ କଂଗ୍ରେସ ନାଗାଲାଣ୍ଡ ସରକାର ଚଳାଉଥିଲା। ଦିଲ୍ଲୀରୁ…
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟକ
ଭଦ୍ରକ,୨୪ା୨: ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ। ବାରମ୍ବାର ଧାରଣା ଓ ଦାବି କରାଯାଉଥିଲେ ମଧ୍ୟ ଭଦ୍ରକବାସୀଙ୍କୁ ସରକାର ଅବହେଳା କରୁଛନ୍ତି। ଉକ୍ତ ଦାବି ସମେତ ୧୦ଟି…
ଶିକ୍ଷକ ନିଯୁକ୍ତି ପରେ ଖୋଲିଲା ତାଲା
ସିନାପାଲି,୨୪।୨(ଡି.ଏନ.ଏ.): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତ ଫୁରସୁଣ୍ଡ ୟୁପି ସ୍କୁଲରେ ଶିକ୍ଷକ ନିଯୁକ୍ତି ଆନ୍ଦୋଳନ ଜାରି ରହିଥିବା ବେଳେ ଗୁରୁବାର ତୃତୀୟ ଦିନରେ ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ତାଲା ଖୋଲି ପାଠପଢା ଆରମ୍ଭ ହୋଇଥିବା ଜଣାପଡିଛି। ଗୁରୁବାର…
୬୧ବର୍ଷ ପରେ ଖୋଲିଲା ପିଜି
ବଲାଙ୍ଗୀର ଅଫିସ, ୨୪ା୨: ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ବିଭାଗ ଖୋଲିଛି। ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ସରକାରୀ ବିଭାଗୀୟ ଚିଠି ସଂଖ୍ୟା ୭୭୭୬/ଏଚ୍ଇ/୨୨/୨/୨୦୨୩ରେ ଏନେଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସୂଚନା…
Archives


