ମୋଦି-ଆଲବାନିସ୍ ଆଲୋଚନା: ଉଠିଲା ମନ୍ଦିର ଆକ୍ରମଣ ପ୍ରସଙ୍ଗ
ନୂଆଦିଲ୍ଲୀ, ୧୧ା୩: ଭାରତ ଗସ୍ତରେ ଥିବା ଅଷ୍ଟେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହି ଅବସରରେ ମୋଦି ଅଷ୍ଟ୍ରେଲିଆରେ ନିକଟରେ ହିନ୍ଦୁ ମନ୍ଦିରଗୁଡ଼ିକ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗ…
ଜଳକ୍ଳିଷ୍ଟ ଅଞ୍ଚଳରେ ଜଳ ଯୋଗାଣ ନିର୍ଦ୍ଦେଶ
କେନ୍ଦୁଝର,୧୧ା୩(ଡି.ଏନ୍.ଏ): ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଶିଷ ଠାକ୍ରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶେଷ କରି…
ପୋତିଦେଲେ ଡ୍ରେନ୍, ଉପୁଜିପାରେ ଜଳବନ୍ଦୀ ସମସ୍ୟା
ଭୁବନେଶ୍ୱର,୧୧।୩ (ବ୍ୟୁରୋ): ଭାରତରେ ଜି-୨୦ ସମ୍ମିଳନୀ ଅବସରରେ ବିଦେଶୀ ପ୍ରତିନିଧି ଦଳ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ବରମୁଣ୍ଡାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗେଇ ଚାଲିଛି। ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ) ପକ୍ଷରୁ ଓଭରବ୍ରିଜ୍ ସଂଲଗ୍ନ ଅଞ୍ଚଳକୁ ସୌନ୍ଦର୍ଯ୍ୟକରଣ କରାଯିବାର…
ପୁଣି ଝୁଲି ରହିଲା ନିର୍ବାଚନ
କେନ୍ଦୁଝର,୧୧ା୩(ଡି.ଏନ୍.ଏ): କେନ୍ଦୁଝର ଜିଲା ଟ୍ରକ୍ ମାଲିକ ସଂଘର ନିର୍ବାଚନକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ୨୦୨୨ ଅଗଷ୍ଟ ୯ରୁ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ପୁରି ଯାଇଥିଲେ ମଧ୍ୟ କର୍ମକର୍ତ୍ତାମାନେ ନିର୍ବାଚନ କରିବାକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।…
ଧ୍ରୁବ ହେଲିକପ୍ଟର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତୀୟ ସେନା
ନୂଆଦିଲ୍ଲୀ,୧୧ ।୩: ଦୁଇ ଦିନ ପୂର୍ବରୁ ମୁମ୍ବାଇ ସମୁଦ୍ର କୂଳରେ ଦୁର୍ଘଟଣା ହେବା ପରେ ଭାରତୀୟ ସେନା ଧ୍ରୁବ ହେଲିକପ୍ଟରର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ଏବେ ଜାରି ରହିବ ଯେପର୍ଯ୍ୟନ୍ତ ହେଲିକପ୍ଟର ଦୁର୍ଘଟଣାର କାରଣ ଜଣାପଡିନାହିଁ ।…
ପ୍ରତିଶ୍ରୁତି ଦେଇ ଭୁଲିଗଲା ବିଏମ୍ସି
ଭୁବନେଶ୍ୱର, ୧୧।୩ (ବ୍ୟୁରୋ): ପ୍ରତି ଓ୍ବାର୍ଡରେ ଆମିଷ ମାର୍କେଟ ନିର୍ମାଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପ୍ରତିଶ୍ରୁତି ଦେଇଥିଲା। ୨ବର୍ଷ ମଧ୍ୟରେ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖିଥିବାବେଳେ ଏନେଇ ପ୍ରତି ଦୁଇ ମାସରେ ଥରେ ଆମିଷ ବ୍ୟବସାୟୀ ସଂଘ ସହିତ…
ଦର୍ଶକଙ୍କ ମନ ମୋହିଲା ସୌରିନ, ଶୁଭାଶିଷଙ୍କ ସଙ୍ଗୀତ
ଖଇରା, ୧୧।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସୁଣ୍ଢିରାଠାରେ ଗୁରୁବାର ସନ୍ଧ୍ୟାରେ ବାରପଡ଼ା ସୁଣ୍ଢିରା ଦୋଳ ମହୋତ୍ସବ ନୃତ୍ୟଗୀତର ତାଳେ ତାଳେ ଉଦ୍ଘାଟିତ ହୋଇଯାଇଛି ା ଉଦ୍ଘାଟନୀ ସଭାରେ କମିଟି ସଭାପତି ବିଜୟ କୁମାର ରାୟ ପୌରୋହିତ୍ୟ କରିଥିଲେ। ଅଧ୍ୟାପକ…
ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ ଗ୍ରାମବାସୀ
କେନ୍ଦୁଝର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ପକ୍ଷରୁ ଟିକରପଡ଼ାଠାରୁ କୁଡ଼ିଆଘର ପର୍ଯ୍ୟନ୍ତ ଦୀର୍ଘ ୯ କିଲୋମିଟର ରାସ୍ତା କାମ ନିର୍ମାଣ ଚାଲିଛି। ୫ କୋଟି ୩୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ବେଳେ…
ରାସ୍ତା ମରାମତି ନ ହେଲେ ଭୋଟ ବର୍ଜନ
ବୈଶିଙ୍ଗା,୧୧ା୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ରଘୁପୁର ପଞ୍ଚାୟତର ଖୁଣ୍ଟାପୁର ଗ୍ରାମ୍ୟ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାର ମରାମତି କାର୍ଯ୍ୟ ତୁରନ୍ତ କରା ନ ଗଲେ ସ୍ଥାନୀୟ ଲୋକେ ଆସନ୍ତା ସାଧାରଣ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ…
ଆମେରିକାରେ ନୂଆ ବ୍ୟାଙ୍କିଙ୍ଗ ସଙ୍କଟ, ସିଲିକନ ଭ୍ୟାଲି ବ୍ୟାଙ୍କରେ ଲାଗିଲା ତାଲା
କାଲିଫର୍ନିଆ,୧୧ ।୩: ଆମେରିକାରେ ଆରମ୍ଭ ହୋଇଯାଇଛି ନୂଆ ବ୍ୟାଙ୍କିଙ୍ଗ ସଙ୍କଟ । ସେଠାକାର ୧୬ଟି ଶୀର୍ଷ ବ୍ୟାଙ୍କର ତାଲିକାରେ ଥିବା ସିଲିକନ ଭ୍ୟାଲି ବ୍ୟାଙ୍କ(ଏସଭିବି)କୁ ତତ୍କାଳ ବନ୍ଦ କରି ଦିଆଯାଇଛି । ଟେକନିକ ଷ୍ଟାର୍ଟଅପକୁ ଋଣ ଦେବାପାଇଁ ପ୍ରସିଦ୍ଧ ଏଭିବି ଫାଇନାନସିୟାଲ…
ମୋ ମାତୃଭାଷା ମୋତେ ଶ୍ରେଷ୍ଠ
ତାମିଲ, ସଂସ୍କୃତ, କନ୍ନଡ, ତେଲୁଗୁ ଓ ମାଲୟାଲମ୍ ପରେ ଭାରତବର୍ଷର ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲା ଆମ ଭାଷା, ଓଡ଼ିଆ ଭାଷା। ଆମ ଭାଷାର ଗୌରବ ଗାଥା ଗାନ କରୁଥିବା ଏହି ଦିନ ଆମକୁ ଆମର ଗୌରବମୟ ଅତୀତର କଥା…
ହାଉସିଂ ବୋର୍ଡ, ଉନ୍ନୟନ କର୍ତ୍ତୃପକ୍ଷଙ୍କ ଲିଜ୍ ଜମିକୁ ଫ୍ରି ହୋଲ୍ଡ କରାଯିବ
ଭୁବନେଶ୍ୱର,୧୧ା୩(ବ୍ୟୁରୋ): ବାସଗୃହ ପ୍ରକଳ୍ପ ପାଇଁ ଲିଜ୍ ସୂତ୍ରରେ ଆବଣ୍ଟିତ ଜମିକୁ ସରକାର ଫ୍ରି ହୋଲ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ପିପିପି ମୋଡ୍ରେ ବିକଶିତ ପ୍ରକଳ୍ପଗୁଡ଼ିକ ପାଇଁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଏବଂ ଉନ୍ନୟନ କର୍ତ୍ତୃପକ୍ଷ ସପକ୍ଷରେ ଲିଜ୍ ହୋଇଥିବା…
Archives


