Home Left

ଶିଶୁପାଳଗଡ଼, ଯାଜପୁର ଖଣ୍ଡୋଲାଇଟ୍‌ ଖଣି ଖନନ ବନ୍ଦ କର

ଭୁବନେଶ୍ବର,୧୮ା୩(ବ୍ୟୁରୋ): ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ସଂରକ୍ଷିତ ସ୍ଥାନ ଖୋର୍ଦ୍ଧା ଜିଲାର ଶିଶୁପାଳଗଡ଼ରେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଉ। ଏହାକୁ ସୁରକ୍ଷିତ ରଖିବା ଦିଗରେ ପଦକ୍ଷେପ ନେବାକୁ ଏଏସ୍‌ଆଇ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି…

୨୦୧୮ ଜୁନ୍‌ରୁ ମହଙ୍ଗା ଭତ୍ତା ସହ ମିଳିବ ବର୍ଦ୍ଧିତ ପ୍ରାପ୍ୟ

କଟକ ଅଫିସ,୧୮ା୩: ଓଡ଼ିଶା ପୋଲିସରେ କାର୍ଯ୍ୟରତ ହୋମ୍‌ଗାର୍ଡମାନଙ୍କୁ ସ୍ଥାୟୀ କନଷ୍ଟେବଲଙ୍କ ପରି ଦରମା ଓ ମହଙ୍ଗା ଭତ୍ତା ମିଳିବ। ସ୍ଥାୟୀ କନଷ୍ଟେବଲଙ୍କ ଦରମା ବଢ଼ିବା ଅନୁସାରେ ହୋମଗାର୍ଡଙ୍କ ଦରମା ବି ବଢ଼ିବ। ଏଥିସହ ରାଜ୍ୟ ସରକାର ଏହାକୁ ପିଛିଲା ଭାବେ ୨୦୧୮…

ଅବସରପ୍ରାପ୍ତ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ବିରୋଧୀ-ଶାସକ ମୁହଁାମୁହିଁ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଅବସର ଗ୍ରହଣ କରିଥିବା ଲୋକଙ୍କୁ ନିଯୁକ୍ତି ଦେବା ନେଇ ଭାଜପା ସରକାରଙ୍କୁ ଘେରିଛି। ଏହି ପ୍ରସଙ୍ଗରେ ଉଭୟ ବିରୋଧୀ ଓ ଶାସକ ଦଳ ସଭ୍ୟମାନେ ମୁହଁାମୁହିଁ ହୋଇଛନ୍ତି। ଶୁକ୍ରବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ…

ନୂଆଦିଲ୍ଲୀରେ ଏସସିଓ ବୈଠକ, ଭାଗନେଲେ ପାକ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ/ଇସଲାମାବାଦ,୧୮ ।୩: ଭାରତକୁ ଏକ ପ୍ରତିନିଧିମଣ୍ଡଳ ପଠାଇବା ପାଇଁ ପାକିସ୍ତାନ ପକ୍ଷରୁ ପ୍ରତିବଦ୍ଧତା ସତ୍ତ୍ୱେ ଟେଲି କନଫରେନସିଂ ଜରିଆରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଙ୍ଗଠନ(ଏସସିଓ) ବୈଠକରେ ପାକ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କର ଜଣେ ଉପଦେଷ୍ଟା ଅଶଂଗ୍ରଣ କରିଥିଲେ । ଭାରତ…

ବିହାରରୁ ଆଉଜଣେ ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଚାକିରି ଦେବା ନାଁରେ ଓଡ଼ିଶା ସମେତ ୧୭ ରାଜ୍ୟର ପ୍ରାୟ ଦେଢ଼ଲକ୍ଷ ଆଶାୟୀଙ୍କଠାରୁ ୬.୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଘଟଣାରେ ଆଉ ଜଣେ ମାଷ୍ଟରମାଇଣ୍ଡ୍‌ଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ବିହାରରୁ ଗିରଫ କରିଛି। ସେ ହେଲେ…

ଚଳିତ ବର୍ଷ ୨.୩୩ ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି କରାଯିବ: ମନ୍ତ୍ରୀ

ଭୁବନେଶ୍ବର, ୧୮ା୩(ବ୍ୟୁରୋ): ଆସନ୍ତା ୫ ବର୍ଷରେ ଜଳ ସମ୍ପଦ ଭିତ୍ତିଭୂମି ନିର୍ମାଣ ପାଇଁ ୭୫ ହଜାର କୋଟି ଟଙ୍କାର ପ୍ରାବଧାନ ରଖାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଜଳ କ୍ଷେତ୍ରରେ ବିକାଶ କାର୍ଯ୍ୟ ପାଇଁ ୧୧,୬୫୫ କୋଟି (କାପେକ୍ସ ଓ ଚାର୍ଜ ପରିମାଣ…

କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରାଇବାକୁ କେନ୍ଦ୍ରର ପ୍ରସ୍ତାବ

ନୂଆଦିଲ୍ଲୀ, ୧୮ା୩: ଚିଟ୍‌ଫଣ୍ଡ କମ୍ପାନୀ ଦ୍ୱାରା ଠକାମୀର ଶିକାର ହୋଇଥିବା କ୍ଷୁଦ୍ର ଜମାକାରୀମାନଙ୍କୁ ଅର୍ଥ ପୈଠ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଏକ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ସେବି-ସାହାରା ଆକାଉଣ୍ଟରୁ ୫,୦୦୦ କୋଟି ଟଙ୍କା କୋଅପରେଟିଭ୍‌ ସୋସାଇଟିଗୁଡ଼ିକର କେନ୍ଦ୍ରୀୟ ରେଜିଷ୍ଟ୍ରାରଙ୍କୁ…

ଟାଇମ୍‌ ମାଗାଜିନ୍‌ରେ ମୟୂରଭଞ୍ଜ

ନ୍ୟୁୟର୍କ,୧୮ା୩: ଆମେରିକାର ନ୍ୟୁୟର୍କ ସହରରୁ ପ୍ରକାଶ ପାଉଥିବା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ‘ଟାଇମ୍‌’ ପତ୍ରିକାରେ ଓଡ଼ିଶାର ମୟୂରଭଞ୍ଜ ଜିଲାକୁ ସ୍ଥାନିତ କରାଯାଇଛି। ୨୦୨୩ରେ ବିଶ୍ୱର ସବୁଠୁ ୫୦ ଅସାଧାରଣ ଗନ୍ତବ୍ୟସ୍ଥଳ ତାଲିକାରେ ମୟୂରଭଞ୍ଜ ସ୍ଥାନ ପାଇଛି। ଗୁରୁବାର ପ୍ରକାଶିତ ଏହି ତାଲିକାରେ ଭାରତର…

କେଣ୍ଟ୍‌ ତରଫରୁ ଖେଳିବେ ଅର୍ଶଦୀପ

କେଣ୍ଟ, ୧୭ା୩: ଭାରତୀୟ ବାମହାତୀ ସିମ୍‌ ବୋଲର ଅର୍ଶଦୀପ ସିଂ ଆସନ୍ତା ଇଂଲିଶ କାଉଣ୍ଟି ସିଜନରେ ପ୍ରତିଭା ସମ୍ପନ୍ନ କେଣ୍ଟ୍‌ ତରଫରୁ ୫ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବେ। ଏହାଦ୍ୱାରା ରେଡ୍‌ ବଲରେ ତାଙ୍କ ଦକ୍ଷତା ବୃଦ୍ଧି ପାଇବ। କାଉଣ୍ଟି ଚାମ୍ପିୟନଶିପ୍‌…

ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କଲା ଆଇସିସି, ଜେଲେନସ୍କି କହିଲେ ‘ଏହା ଆରମ୍ଭ ମାତ୍ର’

ଆମଷ୍ଟରଡାମ,୧୭।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରାୟ ୧୩ ମାସ ଧରି ଯୁଦ୍ଧ ଚାଲିଛି। ଏଭଳି ପରିସ୍ଥିତିରେ ଉଭୟ ଦେଶ ପରସ୍ପର ବିରୁଦ୍ଧରେ ସାମରିକ ସୀମା ହାସଲ କରିବା ଲକ୍ଷ୍ୟରେ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ନିୟୋଜିତ ଅଛନ୍ତି। ଏହି…

ଫିନଲ୍ୟାଣ୍ଡ ନାଟୋରେ ସାମିଲ ହେବା ରାସ୍ତା ଫିଟିଲା

ହେଲସିଙ୍କି,୧୭।୩: ତୁର୍କୀ ରାଷ୍ଟ୍ରପତି ତାଇପ ଏରଦୋଗାନ ଫିନଲ୍ୟାଣ୍ଡର ନାଟୋ ସଦସ୍ୟତା ଆବେଦନକୁ ମଞ୍ଜୁରୀ ଦେବା ଲାଗି ନିଜର ସହମତି ପ୍ରଦାନ କରିଛନ୍ତି। ଏଥିସହ ନାଟୋ ସଦସ୍ୟତା ଆବେଦନ ପ୍ରକ୍ରିୟା ଆରମ୍ଭ କରିବା ନିଷ୍ପତ୍ତିକୁ ଫିନଲ୍ୟାଣ୍ଡ ରାଷ୍ଟ୍ରପତି ସାଉଲି ନିନିଷ୍ଟୋ ସ୍ବାଗତ ମଧ୍ୟ…

ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ବୌଦ୍ଧ, ୧୭।୩ (ସ୍ବ.ପ୍ର.)-ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଢକି ଗ୍ରାମର ରଙ୍କଧର ଖମାରୀ (୨୩) ଦାଦନ ଖଟିବାକୁ ତାମିଲନାଡୁର କୋଏମ୍ବାଟୁରକୁ ଯାଇଥିଲେ। ଶୁକ୍ରବାର କୋଏମ୍ବାଟୁର ନିକଟବର୍ତ୍ତୀ କୋରନୋରଠାରେ ଏକ ରେଳଧାରଣାରେ କଟି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri