Home Left

ୟୁପିରେ ୭୫,୦୦୦ କୋଟି ନିବେଶ କରିବ ରିଲାଏନ୍ସ

ନୂଆଦିଲ୍ଲୀ,୧୧।୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୁକ୍ରବାର ଉତ୍ତର ପ୍ରଦେଶରେ ୭୫,୦୦୦ କୋଟି ଟଙ୍କା ନିବେଶ ସମ୍ପର୍କରେ ଘୋଷଣା କରିଛନ୍ତି। ଏହାଦ୍ୱାରା ପ୍ରାୟ ୧ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବା…

ଜଳାଶୟରୁ ବେଆଇନ ମୋରମ ଚାଲାଣ

ଖୁଣ୍ଟୁଣୀ,୧୧ା୨(ଡି.ଏନ୍‌.ଏ.): ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କୃଷ୍ଣଶ୍ୟାମପୁର ଗ୍ରାମପାର୍ଶ୍ୱ ଦେଉଳିଆ ସଂରକ୍ଷିତ ଜଙ୍ଗଲରେ ଥିବା କୁମାରୀବନ୍ଧ ଜଳାଶୟରୁ ବେଆଇନ ଭାବେ ମୋରମ ଚାଲାଣ ହେଉଥିଲା। ଖବରପାଇ ବନ ବିଭାଗ ଟିମ୍‌ ଉକ୍ତ ସ୍ଥାନରେ ଚଢ଼ାଉ କରି ମୋରମ ଚାଲାଣକୁ ବନ୍ଦ କରିଛି। ମିଳିଥିବା…

ହତ୍ୟା ମାମଲା ରୁଜୁ, ଜେଲ ଗଲେ ଭଉଣୀଭାଇ

ଭୁବନେଶ୍ୱର,୧୧ା୨ (ବ୍ୟୁରୋ): ଧାର ଟଙ୍କାକୁ କେନ୍ଦ୍ର କରି ବିଚିତ୍ର ପଲେଇ(୪୨)ଙ୍କୁ ଅପହରଣ କରାଯିବା ଏବଂ ପରେ ଶହୀଦନଗର ଥାନା ପରିସରରେ ତାଙ୍କର ମୃତ୍ୟୁ ଘଟଣାକୁ ନେଇ କମିଶନରେଟ ପୋଲିସ ତଦନ୍ତକୁ ଅଧିକ ତ୍ୱରାନ୍ବିତ କରିଛି। ଗିରଫ ସମ୍ପର୍କୀୟ ଭଉଣୀଭାଇ ଶାନ୍ତିପଲ୍ଲୀ ବସ୍ତିର…

ପଶ୍ଚିମବଙ୍ଗରେ ୧୭% ଗର୍ଭବତୀ ସ୍ବଳ୍ପବୟସ୍କା

କୋଲକାତା,୧୧।୨ : ପଶ୍ଚିମବଙ୍ଗରେ ପ୍ରତି ୬ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ଜଣେ (୧୭ ପ୍ରତିଶତ) ସ୍ବଳ୍ପବୟସ୍କା ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ବିବାହିତ ମହିଳାଙ୍କ ମଧ୍ୟରେ ସେମାନଙ୍କ ଅନୁପାତ ୪ ପ୍ରତିଶତ ବୋଲି ସରକାରଙ୍କ ମାଟ୍ରିମା ପ୍ରୋଗ୍ରାମ୍‌ରେ ସଂଗୃହୀତ ତଥ୍ୟରୁ…

ବିବିସି ବ୍ୟାନ୍‌କୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ,୧୧ା୨: ୨୦୦୨ ଗୁଜରାଟ ଦଙ୍ଗା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରି ବ୍ରିଟିଶ୍‌ ବ୍ରୋଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି) ପକ୍ଷରୁ ପ୍ରସାରିତ ଡକ୍ୟୁମେଣ୍ଟାରି ବିବାଦ ତୁଟିନାହିଁ। ବ୍ରିଟେନର ଏହି ଜାତୀୟ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି…

ସୁପ୍ରିମକୋର୍ଟରେ ଆଉ ୨ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ,୧୧।୨: କେନ୍ଦ୍ର ସରକାର ଶୁକ୍ରବାର ଦୁଇ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପ୍ରଦାନ କରିଛନ୍ତି। ଫଳରେ ୯ ମାସ ପରେ ସର୍ବୋଚ୍ଚ ଅଦାଲତ ଏହାର ପୂର୍ଣ୍ଣ ସାମର୍ଥ୍ୟ ୩୪ ବିଚାରପତି ପ୍ରାପ୍ତ ହୋଇଛି। ନୂଆ ବିଚାରପତି ନିଯୁକ୍ତି…

ବଦଳିଲା ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା ତାରିଖ

କଟକ ଅଫିସ,୧୧ା୨: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ର ମୁଖ୍ୟ ଲିଖିତ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଏ ନେଇ ଶୁକ୍ରବାର ଓପିଏସ୍‌ସି ପକ୍ଷରୁ ସଂଶୋଧିତ ପରୀକ୍ଷା ସୂଚୀର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା…

ଓଡ଼ିଶାରେ ହାତୀ ଶିକାର ସର୍ବାଧିକ

ଭୁବନେଶ୍ୱର, ୧୧।୨(ବ୍ୟୁରୋ): ଭାରତରେ ୬୦% ଏସିଆନ ହାତୀ ଅଛନ୍ତି। ଏମାନଙ୍କ ସୁରକ୍ଷା କେବଳ ସରକାର ନୁହେଁ, ଷ୍ଟେକ୍‌ ହୋଲ୍ଡର ଓ ଜନସାଧାରଣ ମିଳିମିଶି କରିବା ଉଚିତ। ନ ହେଲେ ଆଗକୁ ହାତୀ ବଂଶ ଲୋପ ପାଇଯିବ ବୋଲି ଅନ୍ତର୍ଜତୀୟ ବନ୍ୟପ୍ରାଣୀ ବିଶେଷଜ୍ଞ…

କଶ୍ମୀରରେ ୫.୯ ନିୟୁତ ଟନ୍‌ ଲିଥିୟମ

ନୂଆଦିଲ୍ଲୀ,୧୧।୨: ଦେଶର ପ୍ରଥମ ଲିଥିୟମ ଖଣି ଜମ୍ମୁ-କଶ୍ମୀରରେ ଠାବ ହୋଇଛି। ଏଥିରେ ଗଚ୍ଛିତ ଲିଥିୟମର ପରିମାଣ ୫.୯ ନିୟୁତ ଟନ୍‌। ପ୍ରଥମ ଥର ପାଇଁ ଭାରତରେ ଏହି ଗୁରୁତ୍ୱପୂର୍ଣ୍ଣ ଧାତୁ ଜମ୍ମୁ-କଶ୍ମୀରର ରିଆସି ଜିଲାରୁ ମିଳିଥିବାରୁ ଏହା ଏକ ବଡ଼ ସଫଳତା…

ଜଗତ୍‌ସିଂହପୁର କୋର୍ଟରେ ସୋମାଲିକାଙ୍କ ବୟାନ ରେକର୍ଡ

ଜଗତ୍‌ସିଂହପୁର ଅଫିସ, ୧୧ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିଧାୟକ ଦାସଙ୍କ ବିରୋଧରେ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳୀଗ୍ରାମେଶ୍ୱର…

୧୩ରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, ୧୧। ୨(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖରେ କେନ୍ଦୁଝର ଜିଲା ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ହେଁ ଅଧିକାରୀ ସ୍ତରରେ କାର୍ଯ୍ୟକ୍ରମ ନେଇ କୌଣସି ସୂଚନା ଦେଇନାହାନ୍ତି।…

‘ଆପଣ କେତେଥର ପ୍ରେମ କରିଛନ୍ତି’

ନୂଆଦିଲ୍ଲୀ,୧୧।୨ : ‘ଆପଣ କେତେଥର ପ୍ରେମ କରିଛନ୍ତି’ ବୋଲି ରାଜ୍ୟ ସଭାରେ ଅଧ୍ୟକ୍ଷତା କରୁଥିବା ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କରଙ୍କୁ ଶୁକ୍ରବାର କଂଗ୍ରେସ ଏମ୍‌ପି ପ୍ରମୋଦ ତିଓ୍ବାରୀ ପ୍ରଶ୍ନ କରିବାରୁ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri