ରାଜପଥ ପାର୍ଶ୍ୱରେ ପୁଣି ଖୋଲିଲା ଆମିଷ ବଜାର
ଭୁବନେଶ୍ୱର, ୧୮।୩ (ବ୍ୟୁରୋ): ଉଠାଦୋକାନୀ ଏବଂ ବିଏମ୍ସି, ବିଡିଏ ମଧ୍ୟରେ ଚାଲିଥିବା ଛକାପଞ୍ଝାର ସ୍ଥାୟୀ ସମାଧାନ ବାହାରି ପାରୁନାହିଁ। ଉଠାଦୋକାନୀମାନେ ଯେଉଁଠି ପାରୁଛନ୍ତି ସେଠି ବେପାର ଜମାଇ ଦେଉଛନ୍ତି। ଅପରପକ୍ଷେ ବର୍ଷବର୍ଷ ଧରି ଦୋକାନ ଦେଇ ପରିବାର ଚଳାଉଥିବା ଉଠାଦୋକାନୀଙ୍କୁ ବିନା…
ଉଚ୍ଛେଦ କରିବାକୁ ଯାଇ ନାକେଦମ୍
ଭୁବନେଶ୍ୱର, ୧୮।୩ (ବ୍ୟୁରୋ): ଉଠାଦୋକାନୀ ଏବଂ ବିଏମ୍ସି, ବିଡିଏ ମଧ୍ୟରେ ଚାଲିଥିବା ଛକାପଞ୍ଝାର ସ୍ଥାୟୀ ସମାଧାନ ବାହାରି ପାରୁନାହିଁ। ଉଠାଦୋକାନୀମାନେ ଯେଉଁଠି ପାରୁଛନ୍ତି ସେଠି ବେପାର ଜମାଇ ଦେଉଛନ୍ତି। ଅପରପକ୍ଷେ ବର୍ଷବର୍ଷ ଧରି ଦୋକାନ ଦେଇ ପରିବାର ଚଳାଉଥିବା ଉଠାଦୋକାନୀଙ୍କୁ ବିନା…
ଶୀତଳ ଭଣ୍ଡାର ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୧୦
ଲକ୍ଷ୍ନୌ, ୧୮ା୩: ଉତ୍ତରପ୍ରଦେଶ ସମ୍ଭଲ ଜିଲାରେ ଏକ ଶୀତଳ ଭଣ୍ଡାର ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ଶୁକ୍ରବାର ୧୦କୁ ବୃଦ୍ଧି ପାଇଛି। ଭୁଶୁଡ଼ିବାର କାରଣ ଜାଣିବା ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଗୁରୁବାର…
ଅନ୍ଧାରରେ ଡାଇରିଆ, ଟିବି ଓ୍ବାର୍ଡ
କେନ୍ଦୁଝର,୧୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ଗୁରୁତ୍ୱପୂର୍ଣ୍ଣ ଡାଇରିଆ ଓ ଟିବି ଓ୍ବାର୍ଡ ଶୁକ୍ରବାର ଅନ୍ଧାରରେ ରହିଥିଲା। ଦିନ ୩.୩୦ରୁ ଲାଇନ କଟିଯାଇଥିବାରୁ ରୋଗୀ ଓ ସ୍ବାସ୍ଥ୍ୟ କର୍ମଚାରୀ ଅକଥନୀୟ ସମସ୍ୟା ଭୋଗୁଛନ୍ତି। ଏହିଭଳି ପ୍ରତ୍ୟେକ ଦିନ ବିଦ୍ୟୁତ କାଟ୍ ହେଉଥିବାରୁ…
ଧିମେଇଛି ଜଟଣୀ ଓଭରବ୍ରିଜ୍ କାମ
ଖୋର୍ଦ୍ଧା ଅଫିସ/ଜଟଣୀ, ୧୮ା୩(ଡି.ଏନ୍.ଏ.): ଜଟଣୀ ଓଭରବ୍ରିଜ୍୍ ନିର୍ମାଣ ହେଲେ ବହୁ ଲୋକ ଉପକୃତ ହେବେ। ୨୦୨୨ ଏପ୍ରିଲ ପହିଲାରେ ଏହି ଓଭରବ୍ରିଜ୍ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସେ ସମୟର ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ମାତ୍ର ସରିଲା…
୩ ପର୍ଯ୍ୟଟନସ୍ଥଳୀର ହେବ ବିକାଶ
ବାରିପଦା ଅଫିସ,୧୮ା୩: ରାଜ୍ୟ ପର୍ଯ୍ୟଟନ ବିଭାଗର ଏକ ଅନୁଧ୍ୟାନକାରୀ ଦଳ ୩ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି। ଜିଲାର ତିନୋଟି ପର୍ଯ୍ୟଟନସ୍ଥଳୀକୁ ଯାଇ ଏହାର ସ୍ଥିତାବସ୍ଥା ପରଖିବା ସହିତ ପୁନରୁଦ୍ଧାର ଓ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ…
‘ଡାକୋଟାରେ ନାହିଁ ହରିଣ ଚିହ୍ନ, ପ୍ରକୃତ ରଙ୍ଗ ଦିଆଯାଇନି’
ପୁରୀ ଅଫିସ, ୧୮ା୩: ଭୁବନେଶ୍ୱର ବିମାନବନ୍ଦର ନିକଟସ୍ଥ ଡାକୋଟା ବିମାନ ସମ୍ମୁଖରେ ଶୁକ୍ରବାର ଶ୍ରୀଜଗନ୍ନାଥ ସେନା ବିକ୍ଷୋଭ କରିଛି। ପୁରୀ ସହରରେ ଏହି ବିମାନ ରଖାଯିବାକୁ ଦାବି କରାଯାଇଛି। ଏଥିସହ ଡାକୋଟାରେ ଫୁଲ ଦିଆଯାଇ ପୂଜାର୍ଚ୍ଚନା କରାଯାଇଛି। ଡାକୋଟାରେ କଳିଙ୍ଗ ଏୟାର…
ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ହେବେ ପ୍ରଧାନମନ୍ତ୍ରୀ: ଅମିତ ଶାହା
ନୂଆଦିଲ୍ଲୀ,୧୮ ।୩: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଶୁକ୍ରବାର ଅମିତ ଶାହା କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ଏନଡିଏ) ୨୦୨୪ରେ ବି ସରକାର ଗଠନ…
ଆକର୍ଷଣ ସାଜିଲା ୨୦୦ରୁ ଊଦ୍ଧର୍ବ ସୁସଜ୍ଜିତ ବିମାନ
ସାକ୍ଷୀଗୋପାଳ,୧୮।୩ (ସ୍ବ.ପ୍ର./ ଡି.ଏନ୍.ଏ.): ପୁରୀ ଜିଲାର ପ୍ରସିଦ୍ଧ ଶୁକଳ ମେଳଣ ବେଶ୍ ମହାସମାରୋହରେ ପାଳିତ ହେଉଛି। ତେବେ ମେଳଣରେ ମୁଖ୍ୟ ଆକର୍ଷଣ ସାଜିଥିଲା ବିଭିନ୍ନ ବ୍ଲକରୁ ଠାକୁରଙ୍କ ନେଇ ଆସିଥିବା ୨୦୦ରୁ ଊର୍ଦ୍ଧ୍ୱ ସୁସଜ୍ଜିତ ଦୋଳବିମାନ। ବିମାନରେ ପ୍ରତ୍ୟେକ ଗ୍ରାମର ଆରାଧ୍ୟ…
ରାଜ୍ୟର ୭ କଲେଜର ରୂପ ବଦଳିବ
ଭୁବନେଶ୍ୱର, ୧୮।୩(ବ୍ୟୁରୋ): ରାଜ୍ୟରେ ଥିବା ୭ ବଡ଼ବଡ଼ କଲେଜର ଚେହେରା ବଦଳିବ। ଭିତ୍ତିଭୂମିର ବିକାଶ ହେବା ସହ ସ୍ମାର୍ଟ ଶ୍ରେଣୀଗୃହ କିମ୍ବା ଉତ୍କର୍ଷ କେନ୍ଦ୍ର କରାଯିବ। ଏଥିପାଇଁ ୩ କୋଟି ୧୨ ଲକ୍ଷ ୨୩ ହଜାର ୭୦୨ ଟଙ୍କା ଖର୍ଚ୍ଚ ହେବ।…
ଲୋକ ସଭା ନିର୍ବାଚନର ୬ ମାସ ପୂର୍ବରୁ ଶେଷ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ
ନୂଆଦିଲ୍ଲୀ,୧୮ ।୩: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ନିର୍ଦ୍ଧାରିତ ସମୟର ୩ ମାସ ପୂର୍ବରୁ ଶେଷ ହେବାର ସମ୍ଭାବନା ରହିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ସହ ଜଡିତ ଏକ ପଦାଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି ।…
୪୫ ମିନିଟ୍ ଫସି ରହିଲେ ସୁରକ୍ଷାକର୍ମୀଙ୍କ ସହ ୫ ପର୍ଯ୍ୟଟକ
ଭୁବନେଶ୍ୱର (ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର, ୧୮ା୩ (ଡି.ଏନ୍.ଏ.): ଧଉଳି ଶାନ୍ତିସ୍ତୂପରେ ଶୁକ୍ରବାର ଏକ ବଡ ଦୁର୍ଘଟଣା ଟଳିଯାଇଛି। ପାହାଡ଼ ଉପରକୁ ଯିବାଆସିବା ଲାଗି ରହିଥିବା ଲିଫ୍ଟ ଅଧାରୁ ଅଟକିଯିବାରୁ ଏହା ଭିତରେ ୫ ପର୍ଯ୍ୟଟକ ଓ ଜଣେ ସୁରକ୍ଷା କର୍ମୀ ୪୫…
Archives


