Home Left

ପଶ୍ଚିମା ଝଡ଼ରେ ଉପୁଡ଼ିଲା ଗଛ

ବାରିପଦା ଅଫିସ/ଭଦ୍ରକ ଅଫିସ, ୧୯।୩: ପଶ୍ଚିମା ଝଡ଼ ପ୍ରଭାବରେ ମୟୂରଭଞ୍ଜ ଜିଲାର ଶିମିଳିପାଳ ସମେତ ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଶନିବାର ଦିନ ତମାମ ସବୁଠି କୋହଲା ପାଗ ସହ ପବନ ବର୍ଷା ଲାଗିରହିଥିଲା। ବାରିପଦା ସହର ଉପକଣ୍ଠ…

ପୂଜକଙ୍କୁ ସ୍ବପ୍ନରେ ପ୍ରଭୁ କହିଲେ ମୋତେ ଉଦ୍ଧାର କର, ସକାଳେ ମାଟିତଳୁ ମିଳିଲା ମୂର୍ତ୍ତି

ଚିତ୍ରକୋଣ୍ଡା,୧୯ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ତିରୁପତି ବାଲାଜୀ ମନ୍ଦିରର ପୂଜକ ରବି ଶାସ୍ତ୍ରୀଙ୍କୁ ଗତ ୧୭ ତାରିଖ ରାତିରେ ସ୍ବପ୍ନାଦେଶ ହୋଇଥିଲା। ମନ୍ଦିର ପରିସରରେ ପ୍ରଭୁ ମାଟିତଳେ ପୋତି ହୋଇ ରହିଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ହୋଇଥିଲା। ୧୮ ତାରିଖ…

ବିଦ୍ୟୁତ୍‌ ଆଘାତରେ ଦନ୍ତାର ଜୀବନ ଗଲା, ବର୍ତ୍ତିଗଲେ ଆଉ ୩ ହାତୀ

କେନ୍ଦୁଝର,୧୯ା୩(ସ୍ବ.ପ୍ର.): ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ବସନ୍ତପୁର ନିକଟ ଜଡ଼ିପଦା ସାହି ନିକଟରେ ବିଦ୍ୟୁତ୍‌ ଆଘାତରେ ଏକ ଦନ୍ତାହାତୀର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟୁତ୍‌ ଓ ବନ ବିଭାଗର ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା ଘଟିଥିବା…

ବିବାହର ୭ ଘଣ୍ଟା ପରେ ବରଙ୍କୁ ଛାଡ଼ିଦେଲେ କନ୍ୟା, କହିଲେ ମୁଁ ଥକ୍କି ଯାଇଛି…

କୁହାଯାଏ, ବିବାହ ସାତ ଜନ୍ମ ପାଇଁ। ମାତ୍ର ଜଣେ କନ୍ୟା ବିବାହର ୭ ଘଣ୍ଟା ମଧ୍ୟରେ ବରଙ୍କ ସହ ସମ୍ପର୍କ ଛିନ୍ନ କରିଛନ୍ତି। ଏପରି ଅଜବ ଘଟଣା କାନପୁରରେ ଦେଖିବାକୁ ମିଳିଛି। ଏହାର କାରଣ ହେଉଛି ବାପଘରଠାରୁ ଶାଶୁଘର ବହୁ ଦୂର।…

ହତାଶ ପ୍ରେମିକର ଉନ୍ମତ୍ତ କାଣ୍ଡ, ହତ୍ୟା ପରେ ପ୍ରେମିକାଙ୍କ ମୃତଦେହ କୂଅରେ ଫିଙ୍ଗି ଦେଲେ

ବରଗଡ଼ ଅଫିସ,୧୯।୩: ବିବାହ କରିବାରେ ବିଫଳ ହେବା ପରେ ଜଣେ ହତାଶ ପ୍ରେମିକ ନିଜ ପ୍ରେମିକାଙ୍କୁ ମାରି କୂଅ ଭିତରକୁ ଫିଙ୍ଗିଦେବା ଘଟଣା ବରଗଡ଼ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ବରଗଡ଼ ଜିଲା ବିଜେପୁର ଥାନା ସାଇପାଲି ଗ୍ରାମରେ ଘଟିଛି।…

ମାନସିକ ରୋଷଭୋଗ ବନ୍ଦକୁ ବିରୋଧ

ରଘୁନାଥପୁର,୧୯। ୩ (ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ପୀଠରେ ୨୦୨୨ ଜୁଲାଇ ୧୯ରୁ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ମାନସିକ ରୋଷଭୋଗ ତଥା ପ୍ରସାଦ ବ୍ୟବସ୍ଥା ପୀଠ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ୧୦୦ ବର୍ଷର…

ଦୈତାରୀରୁ ୫୦% ଖଣି ଉତ୍ତୋଳନ ପ୍ରତ୍ୟାହାର

ଯାଜପୁର ଅଫିସ,୧୯।୩ : ଯାଜପୁର ଜିଲା ସୁକିନ୍ଦା ବ୍ଲକ ଏବଂ ମହାଗିରୀ ପର୍ବତମାଳା ଚତୁଃପାର୍ଶ୍ୱରେ ପ୍ରଚୂର ପରିମାଣର ଖଣିଜ ସମ୍ପଦ ଭରି ରହିଥିବାରୁ ଏହାକୁ ଓଡ଼ିଶାର ରନତ୍ଗର୍ଭା ବୋଲି କୁହାଯାଉଛି ା ଏଠାରେ ଦେଶର ବହୁ ନାମୀ କମ୍ପାନୀ ନିଜର ବେପାର…

ରିଚାର୍ଜ ପିଟ୍‌ ପ୍ରକଳ୍ପରେ ଅନିୟମିତତା

ପଟ୍ଟାମୁଣ୍ଡାଇ,୧୯।୩ (ଡି.ଏନ.ଏ.): ଦିନକୁ ଦିନ କମିବାରେ ଲାଗିଛି ଭୂତଳ ଜଳସ୍ତର । ସେହି ଜଳକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଜଳ ଅମଳ ପ୍ରକଳ୍ପ ଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉଛନ୍ତି ା ସେଥିପାଇଁ ଭୂତଳ ଜଳକୁ କିପରି ସଂରକ୍ଷିତ ରଖାଯିବ ସେନେଇ ବିଭିନ୍ନ…

ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ଭିତ୍ତିପ୍ରସ୍ତର

ଧର୍ମଶାଳା,୧୯।୩(ଡି.ଏନ.ଏ.): ଧର୍ମଶାଳା ବ୍ଲକ୍‌ ଜାରକା ଜଳ ସମ୍ପଦ ବିଭାଗ ଅଧୀନ ଉତ୍ତରପ୍ରତାପ ପଞ୍ଚାୟତର କେଲୁଅ ନଦୀବନ୍ଧ ବାମପାର୍ଶ୍ୱରେ ଚାନ୍ଦମୋହିନୀଠାରୁ ନାଳକୂଳ ପର୍ଯ୍ୟନ୍ତ ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ,…

କୁମ୍ଭୀର ଆକ୍ରମଣରେ ମହିଳା ମୃତ

ମହାକାଳପଡ଼ା,୧୯।୩ (ଡି.ଏନ୍‌.ଏ.): କୁମ୍ଭୀର ଆକ୍ରମଣରେ ଶନିବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ା ଅନ୍ୟ ୩ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାଶି ଗଁା ୬ନଂ. ୱାର୍ଡର କୌଶଲ୍ୟା ମଣ୍ଡଳ(୪୨)। ତାଙ୍କ ସହିତ…

ପୂର୍ବ ଶତ୍ରୁତାରୁ ମାରପିଟ, ୨ ଗୁରୁତର

ରସୁଲପୁର,୧୯।୩(ଡି.ଏନ.ଏ.): କୁଆଖିଆ ଥାନା ଅନ୍ତର୍ଗତ ରସୁଲପୁର ପଞ୍ଚାୟତ ଖଣ୍ଡିତର ଗ୍ରାମରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଗୋଟିଏ ପରିବାରର ସୁଶାନ୍ତ ପଣ୍ଡାଙ୍କ ବଡ଼ ଭାଇ ଅରୁଣ ପଣ୍ଡା…

୧୦୦ କୋଟି କ୍ଲବରେ ସାମିଲ ହେଲା ‘ତୁ ଝୁଠି ମେ ମକ୍କାର’

ମୁମ୍ବାଇ: ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ କମେଡି-ରୋମାଣ୍ଟିକ ମୁଭି ‘ତୁ ଝୁଠି ମେ ମକ୍କାର’ ବକ୍ସ ଅଫିସରେ ଧମାଲ କରିଛି । ପ୍ରଥମ ସପ୍ତାହରେ ମୁଭି ଭଲ ବିଜନେସ କରିଛି । ଦ୍ୱିତୀୟ ସପ୍ତାହରେ କିନ୍ତୁ ବ୍ୟବସାୟ ସାମାନ୍ୟ ଧିମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri