ପରଲୋକରେ ଝାରସୁଗୁଡ଼ା ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେ
ଭୁବନେଶ୍ୱର(ବ୍ୟୁରୋ)/ ଝାରସୁଗୁଡ଼ା ଅଫିସ,୧୯।୩: ପରଲୋକରେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ। ରବିବାର ଭୋର ପ୍ରାୟ ୪ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସୂଚନାନୁଯାୟୀ,ବୀରେନ୍ଦ୍ର ଯକୃତ ରୋଗରେ ପୀଡ଼ିତ ଥିଲେ।…
ପଢ଼ାବେଳେ ନିଦ
ରାତିରେ ପର୍ଯ୍ୟାପ୍ତ ନିଦ୍ରା ମଣିଷକୁ ସୁସ୍ଥ ରଖେ। ହେଲେ ଏହି ନିଦ ଅସମୟରେ ଆସିଲେ ସାଜେ ଚିନ୍ତାର କାରଣ। ଠିକ୍ ଯେମିତି କେବେ କେବେ ପଢ଼ିବା ଲାଗି ବହି ଖୋଲି ବସିଲେ ଆପେ ଆପେ ବୁଜି ହୋଇ ପଡ଼େ ଆଖି, ଆଉ…
ପଶ୍ଚିମାଝଡ଼ ପ୍ରଭାବ: ୪ ଘରର ଉଡ଼ିଗଲା ଛପର
ପଟ୍ଟାଙ୍ଗି,୧୯।୩(ଡି.ଏନ୍.ଏ.): ପଶ୍ଚିମାଝଡ଼ ପ୍ରଭାବ କୋରାପୁଟ ଜିଲାରେ ଅନୁଭୂତ ହୋଇଛି। ଗତ ୪ଦିନ ଧରି ପାଗ ମେଘୁଆ ରହୁଥିବା ସହ ବିଭିନ୍ନ ସ୍ଥାନରେ ପବନ, ଘଡ଼ଘଡ଼ି ସହ ବର୍ଷା ହୋଇଛି। ବର୍ଷା ଓ ପବନ ପ୍ରଭାବରେ ଜିଲାର ଅନେକ ସ୍ଥାନରେ ଘର ଭାଙ୍ଗିଛି।…
୭୫ ଲକ୍ଷ ବ୍ୟୟରେ ସରଫଗଡ଼ର ଉନ୍ନତୀକରଣ
ସୁନ୍ଦରଗଡ଼,୧୯।୩(ଡି.ଏନ୍.ଏ.): ପ୍ରକୃତିର ଅନୁପମ ଶୋଭାରାଜିରେ ମଣ୍ଡିତ ସୁନ୍ଦରଗଡ଼ ଜିଲାର ଲେଫ୍ରିପଡ଼ା ବ୍ଲକର ସରଫଗଡ଼ ପରିବେଶ ପର୍ଯ୍ୟଟନସ୍ଥଳ ଏବେ ବେଶ ଖ୍ୟାତି ଲାଭ କଲାଣି। ଏହି ସରଫଗଡ ପରିବେଶ ପର୍ଯ୍ୟଟନସ୍ଥଳକୁ ଆହୁରୀ ଉନ୍ନତିକରଣ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୭୫ ଲକ୍ଷ ଟଙ୍କା…
ଗାଁରୁ ଗୋଶାଳାକୁ ଗଲା ଓଟ
ଢେଙ୍କାନାଳ ଅଫିସ, ୧୯।୩: ବୁଢ଼ା ହୋଇଯାଇଛି ଓଟ। ଆଗ ଭଳି ପିଠିରେ ଆଉ ଯାତ୍ରୀଙ୍କୁ ବୋହିପାରୁନି କି ମନୋରଞ୍ଜନ କରିପାରୁନି। ଓଟ ମାଧ୍ୟମରେ ପକେଟକୁ ଆସୁଥିବା ଟଙ୍କା ବନ୍ଦ ହୋଇଯିବା ପରେ ପର କରିଦେଇଛି କୃତଘ୍ନ ମାଲିକ। ରୋଗଣା ଶରୀର ବୋଝ…
୫୦ରୁ ଅଧିକ ଗାଁ ପାଉଁଶମୟ
କଣିହଁା, ୧୯।୩ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟୁତ୍ ପ୍ରକଳ୍ପ ଠିକ୍ ଭାବେ ପାଉଁଶ ପରିଚାଳନା କରୁ ନ ଥିବାରୁ ଏହାର ସିଧାସଳଖ ପ୍ରଭାବ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ପଶ୍ଚିମା ଝଡ଼ ପ୍ରଭାବରେ…
କାଳୁଆ ମନ୍ଦିର ଜମିକୁ ନେଇ ଉତ୍ତେଜନା
ଆର.ଉଦୟଗିରି,୧୯।୩(ଡି.ଏନ୍.ଏ.): ଠାକୁରାଣୀ ମନ୍ଦିର ଜମିକୁ ଜଣେ ବ୍ୟକ୍ତି ଅକ୍ତିଆର କରିଛନ୍ତି। ତା ସହ ଜଙ୍ଗଲ ମଧ୍ୟ ସଫ କରୁଛନ୍ତି ା ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ବି ସ୍ଥାନ ଛାଡିଲାନି ସେହି ବ୍ୟକ୍ତି। ଶେଷରେ ମହିଳା ସଂଘ ଅଣ୍ଟା ଭିଡିଲେ। ଦୋକାନ ବଜାର…
ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ବଳାତ୍କାର
ବ୍ରହ୍ମପୁର ଅଫିସ,୧୯।୩: ଜନୈକା ନାବାଳିକା ଛାତ୍ରୀଙ୍କୁ ବ୍ରହ୍ମପୁର ରେଳଷ୍ଟେଶନରୁ ଅପହରଣ କରି ଆନ୍ଧ୍ରପ୍ରଦେଶ ସୀମାଚଳମ୍ର ଏକ ଲଜିଂରେ ରଖି ତାଙ୍କୁ ନିଶା ଦେଇ ବଳାତ୍କାର କରାଯାଇଥିଲା। ପୋଲିସ ପୀଡ଼ିତାଙ୍କୁ ସୀମାଚଳମ୍ରୁ ଶୁକ୍ରବାର ଉଦ୍ଧାର କରିଥିବାବେଳେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା। ସେ…
ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା, ସ୍ବାମୀ ଗିରଫ
ନୀଳଗିରି, ୧୯।୩(ସ୍ବ.ପ୍ର.): ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ। ଏନେଇ ମହିଳାଙ୍କ ବାପଘର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିବା ପରେ ପୋଲିସ ବରହମ୍ପୁର ଥାନାରେ ହତ୍ୟା ମାମଲା (ନଂ. ୨୯/୨୩) ରୁଜୁ କରି ସ୍ବାମୀ ଦୀପ୍ତି…
ପ୍ରଦୂଷଣ ବଳୟରେ କେନ୍ଦୁଝର ସହର
କେନ୍ଦୁଝର,୧୯।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ରହିଛି। ଏୟାର କ୍ୱାଲିଟି ଇଣ୍ଟେକ୍ସ ଅତ୍ୟଧିକ ମାତ୍ରାରେ ବଢ଼ିଯାଇଛି। ଲୋକମାନେ ପ୍ରଦୂଷଣ ବଳୟରେ ରହୁଥିବା ବେଳେ ଅଜାଣତରେ ବିଷାକ୍ତ ବାୟୁ ନିଃଶ୍ୱାସ ପ୍ରଶ୍ୱାସରେ ନେଉଛନ୍ତି। ଏହା ବୃଦ୍ଧାବୃଦ୍ଧ,…
ବାହାବଳପୁରରେ କୁଆପଥର ବର୍ଷା
ରୂପସା, ୧୯।୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅଧୀନ ବାହାବଳପୁର ସାମୁଦ୍ରିକ ଥାନା ଅଞ୍ଚଳରେ ଶନିବାର ପ୍ରବଳ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ରବିଧାନ ଓ ପନିପରିବା ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ହଠାତ୍ ଝଡ଼ବର୍ଷା ଆରମ୍ଭ ହୋଇଥିଲା। ଏହାପରେ ୧୦…
ଦିନ ଥିଲା କେହି କାହା ମୁହଁ ଚାହୁଁ ନ ଥିଲେ, ଆଉ ଏବେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜଲ ତାଙ୍କ ଇନ୍ଷ୍ଟାଗ୍ରାମରେ ଭଉଣୀ ତନିଶା ମୁଖାର୍ଜୀଙ୍କ ସମ୍ପର୍କୀୟ ତଥା ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ତିନିଜଣଙ୍କୁ କଳା ଡ୍ରେସ୍ରେ ଦେଖିବାକୁ ମିଳିଛି। ଏହା ସହିତ କାଜଲ ନିକଟରେ ମୁକ୍ତିଲାଭ…
Archives


