Home Left

ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ମୃତଦେହ

କୋକସରା,୨୯।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ଗତ ୨ ଦିନ ତଳେ ମୃତ୍ୟୁ ହୋଇଥିଲା। ଗୁରୁବାର ସକାଳେ ମୃତ ଦାଦନ ଶ୍ରମିକ ଭିକାରୀ ବାଗଙ୍କ ମୃତଦେହ ନିଜ ଗାଁକୁ ଏକ…

୫ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲେ ହାତୀପଲ, ଜଣେ ଆହତ

କେନ୍ଦୁଝର,୨୯ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବାଲିବନ୍ଧ ବନପାଳ ଅଧିନସ୍ଥ ଲକ୍ଷ୍ମୀପଶି ବିଟ ଅଞ୍ଚଳରେ ହାତୀ ପଲ ପଶି ଘର ଭାଙ୍ଗିବା ସହିତ ଘର ଭିତରେ ଥିବା ଧାନ, ଚାଉଳକୁ ଖାଇ ଘରେ ଥିବା ଜିନିଷକୁ ଦଳି ଚକଟି ନଷ୍ଟ…

୬ କର୍ମଚାରୀଙ୍କୁ ବରଖାସ୍ତ, ୬ ବ୍ୟବସାୟ ସହଯୋଗୀ ସଂସ୍ଥା ଉପରେ ବ୍ୟାନ ଲଗାଇଲା ଟିସିଏସ୍‌

ନୂଆଦିଲ୍ଲୀ,୨୯।୬: ଦେଶର ସର୍ବବୃହତ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ନିଯୁକ୍ତି ସ୍କାମରେ ହୋଇଥିବା ଘୋଟାଲାକୁ ନେଇ ବଡ଼ ପଦକ୍ଷେପ ନେଇଛି। ଟିସିଏସ୍‌ ୬ ଜଣ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଦେଇଛି। ଏହା ବ୍ୟତୀତ ୬ ଜଣ ବ୍ୟବସାୟ ସହଯୋଗୀ ସଂସ୍ଥା ଉପରେ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

ହିଞ୍ଜିଳିକାଟୁ,୨୯।୬(ଦ୍ବିତୀକୃଷ୍ଣ ପଣ୍ଡା): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ହିଞ୍ଜିଳି ଥାନା ଅନ୍ତର୍ଗତ ଆଡପଡା ଫାଣ୍ଡି ଅଧିନ କଇଠଡୋ ଗ୍ରାମରେ ଘଟିଛି। ମୃତକ ହେଲେ ହରିମଲ୍ଲ (୮୫)। ଏନେଇ ମୃତକଙ୍କ ପୁଅ ରମେଶ ମଲ୍ଲ ହିଞ୍ଜିଳି…

ଏନଏସଏ ଡୋଭାଲଙ୍କ ସହ ଫୋନରେ କଥା ହେଲେ ରୁଷିଆ ସୁରକ୍ଷା ପରିଷଦର ସଚିବ, ସୁରକ୍ଷା କ୍ଷେତ୍ର ସହଯୋଗ ଉପରେ ଚର୍ଚ୍ଚା

ମସ୍କୋ,୨୯।୬: ରୁଷିଆ ସୁରକ୍ଷା ପରିଷଦର ସଚିବ ନିକୋଲାଇ ପତ୍ରୁଶେଭ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରି ସୁରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପତ୍ରୁଶେଭ ମଧ୍ୟ ରୁଷିଆର…

ଫ୍ରାନ୍ସରେ ହିଂସା ଘଟଣାକୁ ନେଇ ଆକ୍ସନ ମୋଡରେ ସରକାର, ନିୟୋଜିତ ହେବେ ୪୦ ହଜାର ପୋଲିସ କର୍ମଚାରୀ

ପ୍ୟାରିସ,୨୯।୬: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଅଶାନ୍ତ ଦେଖାଦେଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କରି ପ୍ୟାରିସ ପୋଲିସ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ପରେ ସହରରେ ହିଂସା ପରିସ୍ଥିତି ଉପୁଜିଛି। ଏଭଳି ପରିସ୍ଥିତିରେ ଫ୍ରାନ୍ସର ଆଭ୍ୟନ୍ତରୀଣ ମାମଲାରେ ମନ୍ତ୍ରୀ ଜେରାଲ୍ଡ…

ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂକମ୍ପ

କାବୁଲ,୨୯।୬: ଆଫଗାନିସ୍ତାନରେ ଭୂକମ୍ପ ଝଟକା। ଗୁରୁବାର ସନ୍ଧ୍ୟା ୫.୫୫ରେ ଭୂକମ୍ବ ଅନୁଭୂତ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଛି। ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫୌଜାବାଦର ପୂର୍ବ ଦକ୍ଷିଣ ପୂର୍ବ ଅଞ୍ଚଳରେ ଥିଲା।  

କାନ୍ଥ ଭୁଷୁଡି ୪ ଶିଶୁ ମୃତ, ୫ ଆହତ

ହଲୋଲ,୨୯।୬: ଗୁଜରାଟର ହଲୋଲ ସ୍ଥିତ ଏକ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଗୁରୁବାର ଲଗାଣ ବର୍ଷା ଫଳରେ ଏକ ଫ୍ୟାକ୍ଟ୍ରିର ପାଚେରି ଅସ୍ଥାୟୀ ତମ୍ବୁ ଉପରେ ପଡିଯିବାରୁ ୪ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସମସ୍ତ ଶିଶୁଙ୍କ ବୟସ ୫ ବର୍ଷରୁ କମ। ଏହି…

ସ୍କୁଟି ଦୁର୍ଘଟଣାରେ ଅଙ୍ଗନଓ୍ବାଡି କର୍ମୀଙ୍କ ଜୀବନ ଗଲା, ଦିଅର ଆହତ

ଦେବଗଡ଼,୨୯ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ କୀର୍ତ୍ତନପାଲି ଛକଠାରେ ୫୩ ନମ୍ବର ଜାତୀୟ ରାଜପଥରେ ୨ଟି ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଅଙ୍ଗନଓ୍ବାଡ଼ି କର୍ମୀଙ୍କର ମୃତ୍ୟୁ ହୋଇଛି। ତେବେ ସ୍କୁଟି ଚଳାଉଥିବା ତାଙ୍କ…

ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ,୨୯।୬: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପର ସରକାରୀ କାର୍ଯ୍ୟସୂଚୀ ଘୋଷଣା ହୋଇସାରିଛି। ଏହା ସହିତ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ବର୍ତ୍ତମାନ ପ୍ରସ୍ତୁତି ପାଇଁ ୧୦୦ ଦିନରୁ କମ ସମୟ ବାକି ଅଛି। ଅନ୍ୟପକ୍ଷରେ,…

ସୁନା ଅଳଙ୍କାରରେ ଝଲସିଲେ ଶ୍ରୀଶ୍ରୀ ବଳଦେବଜୀଉ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରର ଆରାଧ୍ୟଦେବ ଶ୍ରୀ ଶ୍ରୀ ବଳଦେବଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମନ୍ଦିରକୁ ବୁଧବାର ପ୍ରଭୁ ବାହୁଡିବା ପରେ ଶ୍ରୀଜିଉ ମନ୍ଦିରକୁ ଯିବା ପୂର୍ବରୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ…

ଏଏପିରେ ସାମିଲ ହେଲେ ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ

ନୂଆଦିଲ୍ଲୀ,୨୯।୬: ମଧ୍ୟପ୍ରଦେଶର ଦାମୋହରୁ ଆସିଥିବା ଟେଲି ଅଭିନେତ୍ରୀ ଚାହତ ପାଣ୍ଡେ ମଙ୍ଗଳବାର ଦିଲ୍ଲୀର ଏଏପି ମୁଖ୍ୟାଳୟରେ ଆମ ଆଦମୀ ପାର୍ଟି(ଏଏପି)ରେ ସାମିଲ ହୋଇଛନ୍ତି। ଦଳର ଜାତୀୟ ସାଧାରଣ ସମ୍ପାଦକ ସନ୍ଦୀପ ପାଠକଙ୍କ ଉପସ୍ଥିତିରେ ଅଭିନେତ୍ରୀ ସାମିଲ ହୋଇଥିବା ସୂଚନା ମିଳିଛି।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?