ଅପହରଣ, ବଳାତ୍କାର ଅଭିଯୋଗ: ୩ ଗିରଫ
ବାହାନଗା,୨୦ା୩(ଡି.ଏନ.ଏ.)-ବାହାନଗା ବ୍ଲକ ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ଜଣେ ଯୁବକଙ୍କ ସହିତ ତାଙ୍କ ମା’ ଓ ତାଙ୍କ ସହଯୋଗୀଙ୍କୁ ସୋର ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏଥିନିମନ୍ତେ ସୋର ଥାନାରେ ଏକ ମାମଲା(ନଂ.୧୨୬/୨୩) ରୁଜୁ…
ଟ୍ରେନ୍ରେ ଯାତ୍ରୀଙ୍କୁ ଛୁରି ଭୁସି ହତ୍ୟା ମାମଲା: ୬ଷ୍ଠ ସାକ୍ଷୀଙ୍କ ବୟାନ ରେକର୍ଡ
ବ୍ରହ୍ମପୁର ଅଫିସ,୨୦ା୩-ଏକ ଚଳନ୍ତା ଟ୍ରେନ୍ରେ ଜଣେ ଯାତ୍ରୀଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ମାମଲାର ବିଚାରଣା ଏଡିଜେ (ଏଲ୍ଆର୍) କୋର୍ଟରେ ଚାଲିଛି। ଏଥିରେ ୮ଜଣ ସାକ୍ଷୀ ରହିଥିବା ବେଳେ ଏଯାବତ ୬ଜଣ ସାକ୍ଷୀ କୋର୍ଟରେ ହାଜର ହୋଇ ଘଟଣା ସମ୍ପର୍କରେ ନିଜ…
ଆସନ୍ତା ୨୬ରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଗସ୍ତ
ହିଞ୍ଜିଳିକାଟୁ/ଶେରଗଡ଼, ୨୦ା୩(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସୁଥିବା ପ୍ରାୟ ଚୁଡ଼ାନ୍ତ ହୋଇଛି। ଏ ନେଇ ତଦାରଖ କରିବାକୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଡିଆରଡ଼ିଏ ଗଞ୍ଜାମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି…
ଗାଧୋଇବାକୁ ଯାଇ ଫେରିଲେନି ମହିଳା
ହିଞ୍ଜିଳିକାଟୁ,୨୦।୩(ଡି.ଏନ.ଏ.): ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମରେ ସୋମବାର ପୋଖରୀରେ ବୁଡ଼ିଯାଇ ସରା ଦାଶ (୪୦)ଙ୍କ ମୃତ୍ୟୁ ଘଟିଛି। ସାରା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲେ। ବହୁତ ସମୟ ଧରି ସେ ଘରକୁ ନଫେରିବାରୁ ପରିବାର ଲୋକେ ପୋଖରୀ…
ତୃତୀୟ ମାସରେ ଦ୍ୱିତୀୟ ଥର ଆସ୍ଥାଭୋଟ ଜିତିଲେ ପ୍ରଚଣ୍ଡ
କାଠମାଣ୍ଡୁ, ୨୦ା୩: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍କ କମଲ ଦହଲ ‘ପ୍ରଚଣ୍ଡ’ ସୋମବାର ପାର୍ଲାମେଣ୍ଟରେ ଆସ୍ଥାଭୋଟ ଜିତିଛନ୍ତି। ନେପାଳରେ ନୂଆ ସରକାର ଗଢ଼ିବାର ୩ ମାସ ମଧ୍ୟରେ ଏହା ପ୍ରଚଣ୍ଡଙ୍କର ଦ୍ୱିତୀୟ ସଂଖ୍ୟାଗରିଷ୍ଠତାର ପ୍ରମାଣ ଥିଲା। ୨୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ…
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ
ବ୍ରହ୍ମପୁର ଅଫିସ,୨୦ା୩-ଜନୈକା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ବ୍ରହ୍ମପୁର ସଦର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ପୀତବାସ ବେହେରା(୩୨)। ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ପୃଥକ ପୃଥକ ଭାବେ ଏମ୍କେସିଜିରେ ଡାକ୍ତରୀ ମଇନା…
ଖଟୁଆକୁଦାରେ ବାସନ୍ଦଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ ଓ ପୁଅ
ଛତ୍ରପୁର,୨୦ା୩(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲା ରମ୍ଭା ଥାନା ଅନ୍ତର୍ଗତ ଖଟୁଆକୁଦା ଗ୍ରାମରେ ଗତ ୧୪ ତାରିଖରେ ଗୁଣି ଗାରେଡ଼ି ସନ୍ଦେହରେ ବାସନ୍ଦ କରି ରଖିଥିବା ସୁବ୍ରତ ସାହୁଙ୍କ ଉପରେ ୧୩ ରୁ ଅଧିକ ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ସୁବ୍ରତଙ୍କୁ ଗ୍ରାମରୁ ଦୀର୍ଘ…
ପରକୀୟା ପ୍ରୀତିରୁ ବଧୂ ହତ୍ୟା ଘଟଣା: ନ୍ୟାୟ ଦାବିରେ ବାପଘର ଲୋକଙ୍କ ଧାରଣା
ନୀଳଗିରି,୨୦।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଗରଡ଼ି ଗାଁରେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ବଧୂହତ୍ୟା ଘଟିଥିଲା। ଏହି ଘଟଣାରେ ୩ ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା। ମାତ୍ର ପୋଲିସ କେବଳ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଅନ୍ୟ…
ଚୈତ୍ର ପ୍ରଥମ ସୋମବାର ଭକ୍ତମୟ ଶୈବପୀଠ
ଭୋଗରାଇ,୨୦ା୩(ଡ଼ି.ଏନ୍.ଏ.): ଚୈତ୍ର ମାସ ପ୍ରଥମ ସୋମବାର ଶୈବପୀଠଗୁିଡ଼ିକ ଭକ୍ତମୟ ହୋଇଛି। ଏହି ମାସ ଶିବଙ୍କ ବିବାହ ମାସ ହୋଇଥିବାରୁ ଶିବଙ୍କୁ ଆରାଧନା କଲେ ପୂଣ୍ୟ ଫଳ ମିଳିଥାଏ ବୋଲି ହିନ୍ଦୁଧର୍ମରେ ବିଶ୍ୱାସ ରହିଛି। ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ଓ ଏସିଆର…
ଚଳନ୍ତା କାର୍ରେ ଲାଗିଗଲା ନିଆଁ
କେନ୍ଦୁଝର,୨୦(ସ୍ବ.ପ୍ର.): କେନ୍ଦୁଝର ସହର ଦେଇ ଯାଇଥିବା ଏନ୍ଏଚ୍ ୪୯ନଂ ଜାତୀୟ ରାଜପଥ ମେଡ଼ିକାଲ କଲେଜ ସମ୍ମୁଖ ଫ୍ଲାଇଓଭରେ ଏକ ଚଳନ୍ତା କାର୍ରେ ନିଆଁ ଲାଗିଯାଇଛି। ଗାଡି ଚାଲକ ଜାଣି ପାରି ଗାଡ଼ିରୁ ଓହ୍ଲାଇ ପଡିଥିବାରୁ ଅଳ୍ପକେ ବଞ୍ଚିଯାଇଥିଲେ। ଖବରପାଇ ଦମକଳ ଗାଡି…
୨୭ ଦୋକାନୀଙ୍କୁ ଜରିମାନା
ଭଦ୍ରକ ଅଫିସ, ୨୦।୩: ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଦୋକାନ ଓ ଚାନ୍ଦବାଲି ବାଇପାସ୍ ବଜାର ସହ ଚରମ୍ପା ଅଞ୍ଚଳରେ ବିଭିନ୍ନ ଦୋକାନରେ କୋଟପା ଚଢ଼ାଉ କରାଯାଇଛି। ମୋଟ ୨୭ ଦୋକାନୀଙ୍କଠାରୁ ୫,୨୦୦ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ମେଡିକାଲ ଛକରେ ୧୬…
କର୍ନାଟକ ବିଧାନସଭା ନିର୍ବାଚନ ଏଏପି ଜାରି କଲା ପ୍ରଥମ ତାଲିକା
ବେଙ୍ଗାଲୁରୁ,୨୦।୩: ଚଳିତ ବର୍ଷ ମେ’ରେ କର୍ନାଟକରେ ୨୨୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ବିଭିନ୍ନ ଦଳ ଅଣ୍ଟା ଭିଡ଼ିଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଯୋଜନା ଘୋଷଣା କରୁଛନ୍ତି। ଇତିମଧ୍ୟରେ ଆମ…
Archives


