Home Left

ଗର୍ଭବତୀ ହେଲେ ସମଲିଙ୍ଗୀ

ନୂଆଦିଲ୍ଲୀ: ନିକଟରେ ଏକ ସମଲିଙ୍ଗୀ ଦମ୍ପତି ତାଙ୍କ ପ୍ରେଗ୍ନାନ୍ସିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏନେଇ ଦମ୍ପତି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ଜଣାଇଛନ୍ତି। ସେଥିରେ ଦୁହେଁ ସୋନୋଗ୍ରାଫିର ଫଟୋ ଦେଖାଇ ପୋଜ୍‌ ଦେଇଛନ୍ତି। ଅମିତ୍‌ ଶାହା ଏବଂ ଆଦିତ୍ୟ ମଦିରାଜୁ…

ମରାମତି, ନିର୍ମାଣରେ ବ୍ୟାପକ ହରିଲୁଟ

ଯାଜପୁର ଅଫିସ,୨୧ା୩:ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ(ଆରଡି) ବିଭାଗ ଅଧୀନ ଗ୍ରାମାଞ୍ଚଳ ରାସ୍ତାଗୁଡ଼ିକ ଖାଲଖମାରେ ପରିପୂର୍ଣ୍ଣ ହୋଇ ଧାର୍ଯ୍ୟ ସମୟ ପୂର୍ବରୁ ଗମନାଗମନ ଅନୁପଯୋଗୀ ହୋଇପଡ଼ୁଛି। ବ୍ୟାପକ ପିସି କାରବାର ଓ ଠିକାଦାର ପ୍ରୀତି ଯୋଗୁ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଏଭଳି ସ୍ଥିତି…

ବିବାହ କଲେ ସବୁଠାରୁ ଛୋଟ ବଡିବିଲ୍ଡର

ମୁମ୍ବାଇ: ସବୁଠାରୁ ଛୋଟ ବଡିବିଲ୍ଡର ଭାବେ ମହାରାଷ୍ଟ୍ରର ପ୍ରତୀକ ବିଠଲ ମୋହିତ ୨୦୨୧ରେ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡ ନିଜ ନାମରେ କରିପାରିଥିଲେ। ତାଙ୍କ ଉଚ୍ଚତା ୩ ଫୁଟ ୪ ଇଞ୍ଚ ହୋଇଥିବାବେଳେ ସେ ନିକଟରେ ବିବାହ କରି ଲୋକଲୋଚନକୁ…

ଶାହାରୁଖଙ୍କ ପ୍ରଶଂସକଙ୍କର ଅପେକ୍ଷାର ହେଲା ଅନ୍ତ

ମୁମ୍ବାଇ: ଶାହାରୁକ ଖାଁ, ଦୀପିକା ପାଦୁକୋନ ଓ ଜନ ଅବ୍ରାହମ ଷ୍ଟାରର ବର୍ଷ ୨୦୨୩ର ପ୍ରଥମ ବ୍ଲକ ବୁଷ୍ଟର ମୁଭି ‘ପଠାନ’ ରିଲିଜ ହେବାର ୭ ସପ୍ତାହ ହୋଇଗଲାଣି । ଏତେଦିନ ପରେ ବି ଏହି ମୁଭି ବକ୍ସ ଅଫିସରେ ରାଜ…

ସିମ୍ପାଞ୍ଜି ସହ ଭିଡିଓ କରିବା ମହଙ୍ଗା ପଡ଼ିଲା

ଜାକର୍ତ୍ତା: ଆଜିକାଲି ଲୋକେ ସେଲ୍ଫି ପାଇଁ ବିଭିନ୍ନ ସ୍ତରକୁ ଚାଲିଯାଉଛନ୍ତି। ବିପଦପୂର୍ଣ୍ଣ ସ୍ଥାନରେ ମଧ୍ୟ ଲୋକେ ସେଲି୍ଫ ଉଠାଇବାକୁ ପଛାଉନାହାନ୍ତି। ଚିଡ଼ିଆଖାନାରେ ମଧ୍ୟ ପ୍ରାଣୀଙ୍କୁ ଦେଖିଲେ ସେମାନଙ୍କ ସହ ମଧ୍ୟ ସେଲ୍ଫି ଉଠାଉଛନ୍ତି। ହେଲେ ଜଣେ ଲୋକଙ୍କୁ ଚିଡ଼ିଆଖାନାରେ ଥିବା ଏକ…

ପ୍ରଶଂସକଙ୍କ ସହ ଥଟ୍ଟା ହେଲେ ଜୁନିୟର ଏନ୍‌ଟିଆର୍‌

ମୁମ୍ବାଇ: ନିକଟରେ ୯୫ତମ ଏକାଡେମୀ ଆୱାଡର୍‌ସରେ ଭାରତର ୨ଟି ଫିଲ୍ମ ପୁରସ୍କୃତ ହୋଇଛି। ଫିଲ୍ମ ‘ଆର୍‌ଆର୍‌ଆର୍‌’ ସହିତ ଦେଶ ତଥା ବିଶ୍ୱବାସୀଙ୍କ ମନ ଜିଣିଥିଲେ ସାଉଥ୍‌ ଅଭିନେତା ଜୁନିୟର ଏନ୍‌ଟିଆର୍‌। ଏହି ପୁରସ୍କାର ପରେ ଏବେ ତାଙ୍କ ସହ ବହୁ ଅଭିନେତା…

କେକ କାଟି ମିଡିଆ ସହ ବାର୍ଥ ଡେ’ ସେଲିବ୍ରେଟ କଲେ ରାଣୀ

ମୁମ୍ବାଇ: ବଲିଉଡ ନାୟିକା ରାଣୀ ମୁଖାର୍ଜୀଙ୍କ ମୁଭି ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ ରିଲିଜ ହୋଇସାରିଛି । ଏହାକୁ କେବଳ ସିଲିବ୍ରିଟି ନୁହେଁ ବରଂ ଦର୍ଶକଙ୍କ ଭଲପାଇବା ଖୁବ ମିଳୁଛି । ଏବେ ଫିଲ୍ମର ରେସପନ୍ସକୁ ନେଇ ଖୁସିଥିବା ରାଣୀ ନିକଟରେ…

ଭାଷାକୁ ସୁରକ୍ଷା ଦିଏ କବିତା

କବି ଜଣେ ସାଧାରଣ ମଣିଷ ନୁହନ୍ତି। ତାଙ୍କ ମଧ୍ୟରେ ପ୍ରତିଟି ଜିନିଷକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାର ସୃଜନଶୀଳତା ରହିଥାଏ। ଜଣେ ସାଧାରଣ ଲୋକ ଦେଖୁଥିବା ବିଭିନ୍ନ ଜିନିଷ ଅବା ପ୍ରକୃତିକୁ କବି ଅନ୍ୟ ଢଙ୍ଗରେ ଦେଖିଥାନ୍ତି। କବି ମନର ଅଭିବ୍ୟକ୍ତିି…

ନେତାଙ୍କୁ ଏକାଠିକଲା ପଖାଳ

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ସୋମବାର ଥିଲା ପଖାଳ ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରେ ପଖାଳପ୍ରିୟ ଲୋକମାନେ ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି। ପଖାଳର ସୁସ୍ବାଦରେ କେବଳ ସାଧାରଣ ଲୋକ ନୁହନ୍ତି ରାଜନେତା, ବିଧାୟକ, ମନ୍ତ୍ରୀ, ଖବରଦାତା, ବ୍ୟବସାୟୀ ମଧ୍ୟ ମସ୍‌ଗୁଲ। ଭଳିକି ଭଳି…

ସାଇ ଇଣ୍ଟରନ୍ୟାଶନାଲ ହୋଟେଲ ଉଦ୍‌ଘାଟିତ

ପାରଳାଖେମୁଣ୍ଡି,୨୧ା୩(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରବିବାର ସାଇ ଇଣ୍ଟରନ୍ୟାଶନାଲ ହୋଟେଲ ଉଦ୍‌ଘାଟିତ ହୋଇଯାଇଛି। ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧିକ୍ଷକ ଏସ୍‌.ସ୍ବାତି…

୭ମାସ ପରେ ବି ଆସିନି ଡିଏନ୍‌ଏ ରିପୋର୍ଟ

ଭୁବନେଶ୍ୱର, ୨୧।୩(ବ୍ୟୁରୋ):ଗତବର୍ଷ ବୌଦ୍ଧ ବନଖଣ୍ଡର ବୌଦ୍ଧ ରେଞ୍ଜ ଅନ୍ତର୍ଗତ ବଘିଆପଡ଼ା ସେକ୍ସନରେ ଦୁଇଟି ଦନ୍ତା ହାତୀର କଙ୍କାଳ ଗଳିତ ଅବସ୍ଥାରେ ମିଳିଥିଲା। ପ୍ରଥମେ ଜୁନ ୨୩ରେ ଜାମୁଖୋଲ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଓ ଜୁନ୍‌ ୨୫ରେ ବାଙ୍କୀମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ଅନ୍ୟଏକ…

ଜେଏସ୍‌ପିକୁ ପ୍ରଥମ ସ୍ବତନ୍ତ୍ର ବିଆଇଏସ୍‌ ଲାଇସେନ୍ସ

ଭୁବନେଶ୍ୱର,୨୧।୩: ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ‘ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର’ (ଜେଏସ୍‌ପି)କୁ ନିକଟରେ ସ୍ବତନ୍ତ୍ର ବିଆଇଏସ୍‌ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀର ଛତିଶଗଡ଼ ରାଇଗଡସ୍ଥିତ ରେଳ ମିଲ୍‌ ଏବଂ ସ୍ପେଶାଲ ପ୍ରୋଫାଇଲ୍‌ ମିଲ୍‌ରେ ଭାରତର ପ୍ରଥମ ଅଗ୍ନି ପ୍ରତିରୋଧକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri