ପଞ୍ଜାବ ପ୍ରାନ୍ତରେ ହେବାକୁ ଥିବା ନିର୍ବାଚନ ସ୍ଥଗିତ, ଅକ୍ଟୋବରରେ ହେବ ନୂଆ ତାରିଖର ଘୋଷଣା
ଲାହୋର,୨୩ ।୩: ପାକିସ୍ତାନ ନିର୍ବାଚନ କମିଶନ ବୁଧବାର ପଞ୍ଜାବ ପ୍ରାନ୍ତରେ ହେବାକୁ ଥିବା ନିର୍ବାଚନକୁ ସ୍ଥିଗିତ ରଖିଛନ୍ତି । ଏହା ପଛରେ ଦେଶର ଖରାପ ଆଇନ ବ୍ୟବସ୍ଥାର ଖରାପ ସ୍ଥିତିକୁ ଦାୟୀ କରାଯାଇଛି । ଏବେ ଅକ୍ଟୋବର ୮ରେ ନିର୍ବାଚନର ନୂଆ…
ଗ୍ୱାଲିୟର ଏକ୍ସପ୍ରେସରେ ବୋମା
ପାଟନା,୨୩ ।୩: ଗ୍ୱାଲିୟରରୁ ବିହାର ଆସୁଥିବା ଟ୍ରେନର ଏକ ବଗିରେ ମଦ ଯାଞ୍ଚ ସମୟରେ ବ୍ୟାଗ ଭର୍ତ୍ତି ବିସ୍ଫୋରକ ଜବତ କରାଯାଇଛି । ସିୱାନ ଷ୍ଟେଶନରେ ଟ୍ରେନ ଭିତରେ ମଦର ଯାଞ୍ଚ କରୁଥିବା ଯବାନଙ୍କୁ ଏକ ଅଜଣା ବ୍ୟାଗରେ ବିସ୍ଫୋରକ ଥିବା…
ସୋନୁ ନିଗମଙ୍କ ଘରୁ ଚୋରି
ବଲିଉଡ୍ର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ଘରୁ ଚୋରି ହୋଇଛି। ତାଙ୍କ ବାପା ଅଗମ କୁମାର ନିଗମ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି। ସୋନୁଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଛି। ଘରର ପୂର୍ବତନ ଡ୍ରାଇଭର୍ ରେହାନଙ୍କ ଉପରେ…
ମା’ଙ୍କୁ କାମୁଡ଼ିଲା ସାପ, ପାଟିରେ ବିଷ ଟାଣିଲେ ଝିଅ
ଆପଣ ଫିଲ୍ମରେ ନିଶ୍ଚିତ ଦେଖିଥିବେ ଜଣଙ୍କୁ ସାପ କାମୁଡ଼ିଲେ ଆଉ ଜଣେ ପାଟିରେ ବିଷ ଟାଣିଥାନ୍ତି। ମାତ୍ର ବାସ୍ତବ ଜୀବନରେ ମଧ୍ୟ ସେମିତି ଘଟିଛି। ଜଣେ ମହିଳାଙ୍କୁ ସାପ କାମୁଡ଼ିବାରୁ ତାଙ୍କ ଝିଅ ପାଟିରେ ବିଷ ଟାଣି ଚର୍ଚ୍ଚାକୁ ଆସିଛନ୍ତି। ଏହି…
ଭାରତୀୟ ହାଇ କମିଶନ ବାହାରେ ପ୍ରଦର୍ଶନ କଲେ ଖଲିସ୍ତାନୀ ସମର୍ଥକ
ଲଣ୍ଡନ,୨୨।୩: ଲଣ୍ଡନରେ ଖଲିସ୍ତାନୀ ସମର୍ଥକମାନେ ବୁଧବାର ପୁଣି ଭାରତୀୟ ହାଇ କମିଶନ ବାହାରେ ପ୍ରଦର୍ଶନ କରିଛନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି ହାଇ କମିଶନଙ୍କ ସୁରକ୍ଷା ବୃଦ୍ଧି କରାଯିବା ସହ ବ୍ୟାରିକେଡ ଲଗାଯାଇଛି। ଏହି ବ୍ୟାରିକେଡ ସମ୍ମୁଖରେ ଠିଆ ହୋଇ ହାତରେ ଖଲିସ୍ତାନର…
ବିଲ୍କିସ୍ ବାନୋ ମାମଲା: ଶୁଣାଣି ପାଇଁ ଗଠନ ହେବ ସ୍ବତନ୍ତ୍ର ଖଣ୍ଡପୀଠ
ନୂଆଦିଲ୍ଲୀ,୨୨ା୩: ବିଲକିସ ବାନୋ ମାମଲାରେ ମୁକ୍ତ ହୋଇଥିବା ଦୋଷୀମାନଙ୍କ ଅଡୁଆ ପୁଣି ବଢିପାରେ। ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଦାଖଲ ହୋଇଥିବା ପିଟିସନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଏକ ନୂତନ ବେଞ୍ଚ ଗଠନ କରିବାକୁ ରାଜି ହୋଇଛନ୍ତି। ୨୦୦୨ ଗୁଜରାଟ ଦଙ୍ଗା…
ବରଗଡ଼ ଗୁଳିକାଣ୍ଡ ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ
ବରଗଡ଼ ଅଫିସ,୨୨ା୩: ବରଗଡ଼ ସହରର ସରକାରୀ ବସ୍ଷ୍ଟାଣ୍ଡ ନିକଟରେ ଗତ ୯ ତାରିଖ ରାତିରେ ସଂଘଟିତ ଗୁଳିକାଣ୍ଡ, ଭୁଜାଲି ମାଡ଼ ଘଟଣାରେ ସମ୍ପୃକ୍ତ ଆଉ ୩ ଅଭିଯୁକ୍ତଙ୍କୁ ସ୍ଥାନୀୟ ଟାଉନ ଥାନା ପୋଲିସ ବୁଧବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ,…
କୋହଲିଙ୍କୁ ଟପିଲେ ଗିଲ୍
ଦୁବାଇ,୨୨ା୩: ଆଇସିସି ଦିନିକିଆ ବୋଲର ର଼୍ୟାଙ୍କିଙ୍ଗ୍ରେ ପ୍ରଥମ ସ୍ଥାନରେ ରହିଥିବା ମହମ୍ମଦ ସିରାଜ ତୃତୀୟ ସ୍ଥାନକୁ ଖସିଛନ୍ତି। ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ୍ ଆଇସିସି ର଼୍ୟାଙ୍କିଙ୍ଗ୍ରେ ପ୍ରଥମ ସ୍ଥାନକୁ ଉଠିଛନ୍ତି। ଅନ୍ୟତମ ଅଷ୍ଟ୍ରେଲୀୟ ବୋଲର ମିଚେଲ୍ ଷ୍ଟାର୍କ ପ୍ରଥମ ଦୁଇ ଦିନିକିଆରେ ୮…
ବଲିଉଡ୍ର ଏହି ଅଭିନେତ୍ରୀଙ୍କର ରହିଛି ସ୍ବତନ୍ତ୍ର ସମ୍ପର୍କ
ମୁମ୍ବାଇ: ବଲିଉଡ୍ରେ ଅନେକ ପ୍ରସିଦ୍ଧ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ସମ୍ପର୍କରେ ଭଉଣୀ। ଫିଲ୍ମ ସହିତ ସେମାନଙ୍କ ବାସ୍ତବ ଜୀବନରେ ପରସ୍ପର ସହ ଜଡ଼ିତ। ଆଜି ସେମିତି କିଛି ସେଲିବ୍ରିଟିଙ୍କ ବିଷୟରେ ଜାଣନ୍ତୁ… କରିସ୍ମା କପୁର-କରୀନା କପୁର। ଏମାନେ ଦୁଇ ଭଉଣୀ। ବଲିଉଡ୍ରେ…
ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ପୋଡ଼ି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ଥିବା ମୂଲ୍ୟବାନ ସାମଗ୍ରୀ
ସିଂହପୁର,୨୨ା୩(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ରାହସ ଗୁହାଳି ଗ୍ରାମର ସୁରେଶ ସାମଲ, ରାଜେନ୍ଦ୍ର ସାମଲ ଓ ସତ୍ୟବ୍ରତ ସାମଲଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ପରିବାର ଲୋକେ ଶୋଇଥିବା ବେଳେ…
ଦେଶରେ କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶରେ କରୋନା ସ୍ଥିତି ଏବଂ ଜନସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରସ୍ତୁତି ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଡାକ୍ତରଖାନା ପରିସରରେ ମାସ୍କ ପିନ୍ଧିବା ସହିତ କରୋନା ରୋକିବା ପାଇଁ…
ଧାରା ୩୭୦ ପୁଣି ଲାଗୁ ନ ହେବା ପର୍ଯ୍ୟନ୍ତ, ଲଢିବି ନାହିଁ ବିଧାନସଭା ନିର୍ବାଚନ: ମେହବୁବା ମୁଫତି
ଶ୍ରୀନଗର,୨୨।୩: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ଏକ ବଡ଼ ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ ମେହବୁବା କହିଛନ୍ତି, ରାଜ୍ୟରେ ଧାରା ୩୭୦ ପୁଣି ଲାଗୁ ନ ହେବା ପର୍ଯ୍ୟନ୍ତ ମୁଁ…
Archives


