Home Left

ଶୁଖିଲା ପଡ଼ିଛି ମହାନଦୀ

ଭୁବନେଶ୍ୱର,୨୩ା୩(ବ୍ୟୁରୋ):ବୁଧବାର ବିଧାନସଭାର ଶୂନ୍ୟକାଳରେ ବିଜେଡି ସଭ୍ୟ ଦେବୀ ପ୍ରସାଦ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଆଜି ବିଶ୍ୱ ଜଳ ଦିବସ। ୧୫ ଜିଲାରେ ପ୍ରବାହିତ ହେଉଥିବା ମହାନଦୀ ଆଜି…

ବିମାନରେ ହଙ୍ଗାମା: ନିଶାରେ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ମୁମ୍ବାଇ,୨୩।୩: ଦୁବାଇରୁ ମୁମ୍ବାଇ ଅଭିମୁଖେ ଆସୁଥିବା ଏକ ଇଣ୍ଡିଗୋ ବିମାନରେ ୨ ଜଣ ଯାତ୍ରୀ ହଙ୍ଗାମା କରିଛନ୍ତି। ନିଶାରେ ସେମାନେ କ୍ୟାବିନ କ୍ରୁ ଏବଂ ସହଯାତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉଭୟ…

କାର୍‌ ପାଲଟିଲା ବରଫ ଗଦା, ଭିଡିଓ ଦେଖିଲେ…

ନ୍ୟୁୟର୍କରେ ବରଫ ଝଡ଼ ଦେଖିବାକୁ ମିଳିଛି। ପରିସ୍ଥିତି ଏପରି ହୋଇଛି ଯେ, ଯେଉଁ ଜିନିଷ ରଖିଲେ ବରଫ ପାଲଟିଯାଉଛି। ଏବେ ସୋସିଆଲ ମିଡିଆରେ ଏକ କାର୍‌ର ଫଟୋ ଭାଇରାଲ ହେଉଛି। ଯାହା ପୂରା ବରଫରେ ଆଚ୍ଛାଦିତ ହୋଇଛି। parking by Lake…

ମୋଦିଙ୍କ ପରେ କେଜ୍‌ରିଓ୍ବାଲଙ୍କ ବିରୋଧରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀର ଆମ ଆଦମୀ ପାର୍ଟି ଏବଂ ଭାଜପା ମଧ୍ୟରେ ‘ପୋଷ୍ଟର ଯୁଦ୍ଧ’ ଆରମ୍ଭ ହୋଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସହରରେ ପୋଷ୍ଟର ଲଗାଯାଇଥିବା ବେଳେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ ପୋଷ୍ଟର ଲଗାଯାଇଛି। ମଣ୍ଡି ହାଉସ…

ଲଜ୍ଜାଜନକ ରେକର୍ଡ ହାସଲ କଲେ ସୂର୍ଯ୍ୟକୁମାର

ଚେନ୍ନାଇ,୨୩।୩: ଭାରତୀୟ କ୍ରିକେଟ ଦଳର ଟି-୨୦ ତାରକା ସୂର୍ଯ୍ୟକୁମାର ଯାଦବ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସୁପରଫ୍ଲପ୍‌ ହୋଇଛନ୍ତି। ସେ ୩ ମ୍ୟାଚ ବିଶିଷ୍ଟ ସିରିଜର କୌଣସି ମ୍ୟାଚରେ ଆକାଉଣ୍ଟ ଖୋଲିପାରି ନ ଥିଲେ। ପ୍ରଥମ ବଲରେ ଆଉଟ୍‌ ହେବା ପରେ…

ମାତ୍ର ୧୬ ବର୍ଷ ବୟସରେ ଘର ଛାଡିଥିବା କଙ୍ଗନା ଆଜି କୋଟିପତି ଅଭିନେତ୍ରୀ

ମୁମ୍ବାଇ: କଙ୍ଗନା ରାନାୱତ । ଆଜି ବଲିଉଡର ଜଣେ ଚର୍ଚ୍ଚିତ ଚେହେରା । ୧୯୮୭ ମାର୍ଚ୍ଚ ୨୩ରେ ହିମାଚଳ ପ୍ରଦେଶର ମଣ୍ଡିରେ ଜନ୍ମ ନେଇଥିଲେ କଙ୍କନା । ସେହିଠାରେ ହିଁ ତାଙ୍କ ପିଲାଦିନର ଶିକ୍ଷା ସମାପ୍ତ ହୋଇଥିଲା । କଙ୍ଗନାଙ୍କ ପିତା…

ଜମିବାଡ଼ି ବିବାଦରୁ ଗଣ୍ଡଗୋଳ: ଜଣେ ମୃତ୍ୟୁ, ୪ ଗୁରୁତର

ଅନୁଗୋଳ ଅଫିସ,୨୩।୩: ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଥିବା ବଡ଼ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଜଣଙ୍କର ମୁଣ୍ଡ ଗଡିଛି। ମୃତକ ହେଲେ ନବୀନ ସାହୁ(୬୫)ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛି। ସୂଚନାଯୋଗ୍ୟ…

୨୬ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ: ଫୋକସ ମିଶନ ଶକ୍ତି

ଛତ୍ରପୁର,୨୩।୩(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ରେ ଗଞ୍ଜାମ ଜ଼ିଲା ଗସ୍ତରେ ଆସିବା ନେଇ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୫ ଘଣ୍ଟିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଆସି ଜ଼ିଲାର ହିଞ୍ଜିଳି, କବିସୂର୍ଯ୍ୟନଗର ଓ ଛତ୍ରପୁରକୁ ଆୟୋଜିତ…

ବାସନ୍ତୀକ ନବରାତ୍ର ପର୍ବ: ଚଳଚଞ୍ଚଳ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୩।୩(ଡି.ଏନ.ଏ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀ ପୀଠରେ ବାସନ୍ତୀକ ନବରାତ୍ର ପର୍ବ ଲାଗି ବୁଧବାର ରାତ୍ରରୁ ଚଳଚଞ୍ଚଳ ହୋଇ ଉଠିଛି। ପଣ୍ଡିତଙ୍କ ବେଦ ଧ୍ବନିରେ ରତ୍ନଗିରି ପାହାଡ ପ୍ରକମ୍ପିତ ହେବାରେ ଲାଗିଛି। ଏହି ପର୍ବ ଚୈତ୍ର ପ୍ରତିପଦା ଠାରୁ…

ବଦଳୁଛି ପାଣିପାଗ

ସମ୍ପ୍ରତି ବିଶ୍ୱର ପାଣିପାଗ ବଦଳିବାରେ ଲାଗିଛି। ଏପରିସ୍ଥଳେ ସବୁଜ ପୃଥିବୀକୁ ସୁରକ୍ଷା ପ୍ରଦାନ କରୁଥିବା କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ସମାଜର ନିରାପତ୍ତା ତଥା କଲ୍ୟାଣ ପାଇଁ ଅତ୍ୟାବଶ୍ୟକ ଅବଦାନ ପ୍ରଦର୍ଶନ କରୁଥିବା ପାଣିପାଗ ବିଭାଗ ଏବଂ…

ଆଇଟିଏଫ୍‌ ଟାଇଟଲ ଲକ୍ଷ୍ୟରେ କବିର

ଭୁବନେଶ୍ୱର, ୨୩।୩ (କ୍ରୀଡ଼ା ପ୍ରତିନିଧି): ରାଜ୍ୟର ସର୍ବୋଚ୍ଚ ର଼୍ୟାଙ୍କ୍‌ପ୍ରାପ୍ତ ଟେନିସ ଖେଳାଳି କବିର ହଂସଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ତୃପ୍ତି ଏଣ୍ଟରପ୍ରାଇଜେସର ନିର୍ଦ୍ଦେଶକ ଶୁଭେନ୍ଦୁ ମହାନ୍ତି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ଓ କିସ୍‌ର କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ…

ଏଏଫ୍‌ଏଲ୍‌ ସହ ଆକ୍ସିସ୍‌ ବ୍ୟାଙ୍କ୍‌ର ସହଭାଗିତା

ନୂଆଦିଲ୍ଲୀ,୨୩।୩: ଆକ୍ସିସ୍‌ ବ୍ୟାଙ୍କ୍‌ ଏବଂ ଅଟୋଟ୍ରାକ୍‌ ଫାଇନାନ୍ସ ଲିମିଟେଡ୍‌ (ଏଏଫ୍‌ଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଥିବା ଜଣାପଡିଛି। ବିଶେଷ ୟୁବି କୋ ଡଟ୍‌ ଲେଣ୍ଡ୍‌ ପ୍ଲାଟଫର୍ମ ଜରିଆରେ କୋ-ଲେଣ୍ଡିଂ ମଡେଲ୍‌ ଅଧିନରେ ଉକ୍ତ ସହଭାଗିତା ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri